ଜାତୀୟ

କେରଳ ବିଧାନସଭା ବାଚସ୍ପତିଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ…

ଥିରୁଭାନନ୍ତପୁରମ୍‌,୨୫।୭ : ମଙ୍ଗଳବାର ଭାଜପା ଓ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) କେରଳ ବିଧାନସଭା ବାଚସ୍ପତି ଏଏନ ଶାମସିରଙ୍କ ବିରୋଧରେ ହିନ୍ଦୁ ଦେବୀଦେବତାଙ୍କୁ ଅପମାନିତ କରିଥିବା ଅଭିଯୋଗ ଆଣିଛନ୍ତିି। ସେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ...

ଲୋକ ସଭା ସନ୍ଧ୍ୟା ୫ଟା ଯାଏ ସ୍ଥଗିତ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ନୂଆଦିଲ୍ଲୀ,୨୫।୭: ସଂସଦର ମୌସୁମୀ ଅଧିବେଶନରେ ମଣିପୁର ପ୍ରସଙ୍ଗରେ ଉତ୍ତେଜନା ଜାରି ରହିଛି। ମଣିପୁର ହିଂସା ଉପରେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, କିନ୍ତୁ ସଂସଦରେ ପ୍ରଧାନମନ୍ତ୍ରୀ ଏକ ବିବୃତ୍ତି ଦେବାକୁ ଦାବି କରି ବିରୋଧୀ ଦଳ ଜିଦ ଧରିଛନ୍ତି। ଏଥି...

ସଞ୍ଜୟ ସିଂଙ୍କ ନିଲମ୍ବନର ବିରୋଧ ପ୍ରଦର୍ଶନରେ ପହଞ୍ଚିଲେ ଶରଦ ପାଓ୍ବାର

ନୂଆଦିଲ୍ଲୀ,୨୫।୭: ଗତ ଦୁଇ ମାସ ଧରି ମଣିପୁରରେ ଚାଲିଥିବା ହିଂସାକୁ ନେଇ ସଂସଦର ମୌସୁମୀ ଅଧିବେଶନରେ ଉତ୍ତେଜନା ଜାରି ରହିଛି। ବିରୋଧୀ ଏମ୍‌ପିମାନେ ସରକାରଙ୍କ ବିରୋଧରେ ଲଗାତାର ନାରାବାଜି କରୁଛନ୍ତି। ଏହି ସମୟରେ ସୋମବାର ଆମ ଆଦମୀ ଦଳର ଏମ୍‌ପି...

ଭାରତରୁ ପାକିସ୍ତାନ ଯାଇଥିବା ଅଞ୍ଜୁ କଲେ ବିବାହ, ବଦଳାଇଲେ ନାଁ

ନୂଆଦିଲ୍ଲୀ,୨୫।୭: ଭାରତରୁ ପାକିସ୍ତାନରେ ପହଞ୍ଚିଥିବା ରାଜସ୍ଥାନ ଅଲଓ୍ବରର ମହିଳା ଅଞ୍ଜୁ ଦିରବାଲାର ନସରୁଲ୍ଲାଙ୍କୁ ବିବାହ କରିଛନ୍ତି। ଅଞ୍ଜୁ ଇସଲାମ ଧର୍ମ ଗ୍ରହଣ କରି ନୂତନ ଇସଲାମ ନାମ ଫତିମା ରଖିଛନ୍ତି। ଅଞ୍ଜୁ ଏବଂ ନସରୁଲ୍ଲା ବିବାହ ଜିଲା ଡିୟର ଉପର...

ତ୍ରିପୁରାରେ ମମତାଙ୍କ ଟିଏମସିଙ୍କୁ ଝଟକା, ଇସ୍ତଫା ଦେଲେ ପ୍ରଦେଶ ଅଧ୍ୟକ୍ଷ

ଅଗରତାଲା,୨୫।୭: ତ୍ରିପୁରାର ତୃଳମୂଳ କଂଗ୍ରେସର ରାଜ୍ୟ ଅଧ୍ୟକ୍ଷ ପିଜୁଷ କାନ୍ତି ବିଶ୍ୱାସ ମଙ୍ଗଳବାର ତାଙ୍କ ପଦ ଓ ଦଳ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଦଳ ସମ୍ପୂର୍ଣ୍ଣ ରୂପେ ସମସ୍ତ ଶକ୍ତି ଲଗାଇଦେଇଥିଲା, କିନ୍ତୁ ପ୍ରଦର୍ଶନ...

ଆମକୁ ଯେଉଁଠିକି ଡାକ ଯିବୁ, ଆମେ ଇଣ୍ଡିଆ: ମୋଦିଙ୍କୁ ରାହୁଲଙ୍କ ଜବାବ…

ନୂଆଦିଲ୍ଲୀ,୨୫।୭ : ବିରୋଧୀ ଦଳର ମିଳିତ ମେଣ୍ଟକୁ ଇଣ୍ଡିଆ ନାମରେ ନାମିତ କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଇଷ୍ଟ ଇଣ୍ଡିଆ କମ୍ପାନୀରେ ଭାରତ ଅଛି ଏବଂ ଇଣ୍ଡିଆନ ମୁଜାହିଦ୍ଦିନରେ ଜଣେ ଇଣ୍ଡିଆ...

୨୨ ଭୂବିଜ୍ଞାନୀଙ୍କୁ ପୁରସ୍କୃତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୫।୭: ଖଣି ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ମସିହା ପାଇଁ ଜାତୀୟ ଭୂବିଜ୍ଞାନ ପୁରସ୍କାର(ଏନ୍‌ଜିଏ) ପ୍ରଦାନ କରାଯାଇଛି। ୩ଟି ବର୍ଗରେ ୨୨ଜଣ ଭୂବିଜ୍ଞାନୀଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରସ୍କୃତ କରିଛନ୍ତି। ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଏକ ଉତ୍ସବରେ ଗତ ୪ ଦଶନ୍ଧି...

କଙ୍ଗନାଙ୍କ ଅଭିଯୋଗ ଉପରେ ଜାଭେଦ ଅଖତରଙ୍କୁ ସମନ ପଠାଇଲେ କୋର୍ଟ

ମୁମ୍ବାଇ,୨୫।୭: ଅଭିନେତା ହ୍ରିତିକ ରୋଶନ ଏବଂ କଙ୍ଗନାଙ୍କ ମାମଲା ମଧ୍ୟରେ ଆରମ୍ଭ ହୋଇଥିବା ଜାଭେଦ ଏବଂ କଙ୍ଗନାଙ୍କ ଲଢେଇ ଏବେ ପର୍ଯ୍ୟନ୍ତ ଜାରି ରହିଛି। ଏହା ପରେ କୋର୍ଟ ବର୍ତ୍ତମାନ ଜାଭେଦ ଅଖତରଙ୍କୁ ଡକାଇଛନ୍ତି। ନିକଟରେ କଙ୍ଗନା ରାଣାୱତ ଜାଭେଦ...

ପାକିସ୍ତାନୀ ସୀମା ହାଇଦରଙ୍କ ଉପରେ ଏଟିଏସର କଡା ନଜର, ଆଜି ପୁଣି କରାଯାଉଛି ପଚରାଉଚରା

ନୂଆଦିଲ୍ଲୀ,୨୫।୭: ମଙ୍ଗଳବାର ପୁନର୍ବାର ଏଟିଏସ ଏବଂ ଆଇବି ଟିମ ସୀମା ହାଇଦର ଏବଂ ସଚିନ ମୀଣାଙ୍କୁ ପଚରାଉଚରା କରୁଛନ୍ତି। ସୀମାଙ୍କ ସ୍ବାସ୍ଥ୍ୟରେ ସୁଧାର ଆସିବା ପରେ ମଙ୍ଗଳବାର ସକାଳେ ଏଟିଏସ ସୀମା ଏବଂ ସଚିନଙ୍କ ପଚରାଉଚରା ପାଇଁ ନେଇଥିଲେ। ବେଆଇନ...

ହଲିଉଡ୍‌ ଫିଲ୍ମ ଓପେନହାଇମକୁ ନେଇ ତେଜୁଛି ବିବାଦ: ବ୍ୟାନ୍‌ ଦାବି କଲା ହିନ୍ଦୁ ସଙ୍ଗଠନ

ନୂଆଦିଲ୍ଲୀ,୨୫।୭: ହଲିଉଡ୍‌ ଫିଲ୍ମ ଓପେନହାଇମରରକୁ ନେଇ ବିବାଦ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେଶନ୍‌ (ସିବିଏଫ୍‌ସି)କୁ ସ୍ପଷ୍ଟୀକରଣ ମାଗିଛନ୍ତି। ଚଳଚ୍ଚିତ୍ରରେ ଅଭିନେତ୍ରୀ ଜଣକ ଓପେନହାଇମରଙ୍କ...

ଆମେ ମଣିପୁର ହିଂସା ବିଷୟରେ କହୁଛୁ, ପ୍ରଧାନମନ୍ତ୍ରୀ ଇଷ୍ଟ ଇଣ୍ଡିଆ କମ୍ପାନୀ କଥା କହି ବିଷୟ ଏଡାଇ ଯାଉଛନ୍ତି: ଖାର୍ଗେ

ନୂଆଦିଲ୍ଲୀ,୨୫।୭: ମଣିପୁର ହିଂସାକୁ ନେଇ ସଂସଦରେ ହଟ୍ଟଗୋଳ ମଙ୍ଗଳବାର ମଧ୍ୟ ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ପ୍ରଥମେ ଲୋକ ସଭାରେ ଏବଂ ପରେ ସମସ୍ତ ରାଜ୍ୟ ସଭା କିଛି ଘଣ୍ଟା ପାଇଁ ସ୍ଥଗିତ ରଖିବାକୁ ପଡିଛି। ମଣିପୁର ହିଂସାକୁ...

ଏୟାର ହୋଷ୍ଟେସ୍‌ ଗୀତିକା ଆତ୍ମହତ୍ୟା ମାମଲା: ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ,୨୫।୭: ୨୦୧୨ରେ ବହୁଚର୍ଚ୍ଚିତ ଏୟାର ହୋଷ୍ଟେସ ଗୀତିକା ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ କାଣ୍ଡା ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟ ଏହି ନିଷ୍ପତ୍ତି ଶୁଣାଇଛନ୍ତି । ଗୋପାଳ କାଣ୍ଡାା ବିମାନ କମ୍ପାନୀ ଏମଡିଏଲଆର୍‌ରେ ଏୟାର ହୋଷ୍ଟେସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri