ଜାତୀୟ

ଖୋଲୁଛି ଜ୍ୟୋତିଙ୍କ ଜୀବନର ପୃଷ୍ଠା ପରେ ପୃଷ୍ଠା; କେତେ ଟଙ୍କାରେ ନିଜ ସଚ୍ଚୋଟତାକୁ ବିକିଥିଲେ…?

ନୂଆଦିଲ୍ଲୀ,୨୦।୫: ପାକିସ୍ତାନ ପାଇଁ ଗୁପ୍ତଚର ସାଜିଥିବା ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରା ମାତ୍ର ୨୦,୦୦୦ ଟଙ୍କାରେ ଚାକିରି କରି ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ। ଜ୍ୟୋତି ପ୍ରତି ମାସରେ ୨୦,୦୦୦ ଟଙ୍କା ଦରମା ପାଉଥିଲେ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସେ…

“ହିନ୍ଦୁମାନଙ୍କୁ କରାଯାଇଥିଲା ଟାର୍ଗେଟ, ମୁର୍ଶିଦାବାଦ ହିଂସା ପଛରେ ଟିଏମସି ନେତାଙ୍କ ହାତ”: ଆସିଲା ରିପୋର୍ଟ

କୋଲକାତା,୨୦।୫: ଗତ ମାସରେ ମୁର୍ଶିଦାବାଦରେ ସଂଘଟିତ ହିଂସାରେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସର ଜଣେ ନେତା ସାମିଲ ଥିଲେ ବୋଲି କୋଲକାତା ହାଇକୋର୍ଟ ଦ୍ୱାରା ଗଠିତ ତଦନ୍ତ କମିଟିର ରିପୋର୍ଟରେ ଦାବି କରାଯାଇଛି। ଓ୍ଵାକଫ୍ ସଂଶୋଧନ ବିଲ୍ ପାସ ସମୟରେ ଘଟିଥିବା…

ଲଭ ୟୁ…ଜ୍ୟୋତିଙ୍କ ସିକ୍ରେଟ ଡାଏରୀରୁ ମିଳିଲା ଚିଠି, ପାକିସ୍ତାନୀ ISI…

ନୂଆଦିଲ୍ଲୀ,୨୦।୫; ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁପ୍ତଚରଗିରି କରୁଥିବା ଅଭିଯୋଗରେ ଗିରଫ କରାଯାଇଛି, ଯାହା ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ଘରୁ ଜବତ ହୋଇଥିବା ଏକ ଡାଏରୀରେ “ଆଇ ଲଭ ୟୁ” ଏବଂ ଅନ୍ୟ…

ଆତଙ୍କୀଙ୍କୁ ଲୋକେଶନ ପଠାଇଥିଲେ ଜ୍ୟୋତି? ISI ଅଧିକାରୀଙ୍କ ସହ କରିଥିଲେ ସାଂଘାତିକ ଚାଟିଂ

ନୂଆଦିଲ୍ଲୀ,୨୦।୫: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ‘ଅପରେଶନ ସିନ୍ଦୂର’ ମାଧ୍ୟମରେ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଥିଲା ଏବଂ ତାକୁ ଆଣ୍ଠୁମାଡ଼ି ବସିବାକୁ ବାଧ୍ୟ କରିଥିଲା। ସମଗ୍ର ବିଶ୍ୱ ଭାରତର ସାହସିକତା ଦେଖିଲା, କିପରି ଏହାର ସେନା ପାକିସ୍ତାନର ଆତଙ୍କବାଦୀ…

୨୫ ଜଣଙ୍କୁ ବିବାହ କରି ଲୁଟ; ଶେଷରେ ଏପରି ଜାଲ ବିଛାଇ ୪୨୦ ବୋହୂଙ୍କୁ ଧରିଲା ପୋଲିସ

ଜୟପୁର,୨୦।୫: ଅନୁରାଧା ପାସ୍ୱାନ, ‘ଚୋରଣି କନ୍ୟା’ ନାମରେ ପରିଚିତ, ୨୫ ଜଣ ନିରୀହ ବରଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ନେଇ ଫେରାର ହେବା ଅଭିଯୋଗରେ ଗିରଫ ହୋଇଛନ୍ତି। ସେ ନୂଆ ନାମ, ନୂଆ ସହର…

ପାଣିପାଗ ବିଭାଗର ବଡ଼ ଅପଡେଟ୍‌: ୫ ଦିନ ଭିତରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ,୨୦।୫: ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁ ସାରିଥିବା ବେଳେ ୪ରୁ ୫ ଦିନ ଭିତରେ କେରଳ ଛୁଇଁପାରେ ବୋଲି ମଙ୍ଗଳବାର ଭାରତ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ଼ ଅପଡେଟ୍‌ ସାମ୍‌ନାକୁ ଆସିଛି। ପାଗ ଅନୁକୂଳ ଥିବାରୁ…

କାହିଁକି ଏତେ ରାଗିଲେ ସୀମା ହାଇଦରଙ୍କ ପୂର୍ବତନ ସ୍ବାମୀ? କାହା ଉପରକୁ ଉଠାଇଲେ ଚପଲ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୫: ଅପରେଶନ ସିନ୍ଦୂର ପରେ, ସୀମା ହାଇଦର ପୁଣି ଥରେ ଖବରକୁ ଆସିଛନ୍ତି। ସୀମାଙ୍କ ପୂର୍ବତନ ସ୍ବାମୀ ଗୁଲାମ ହାଇଦର ଏପର୍ଯ୍ୟନ୍ତ ଅନେକ ଥର କିଛି ନା କିଛି ପ୍ରତିକ୍ରିୟା ଦେଇଛନ୍ତି। ଏବେ ଗୁଲାମଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ…

ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି: ଜାଣନ୍ତୁ ରୋଚକ ମାମଲା

ନୂଆଦିଲ୍ଲୀ,୨୦।୫: ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଅଭୟ ଏସ ଓକା ଭୁଲ ରାୟ ପାଇଁ କ୍ଷମା ମାଗିଛନ୍ତି ସୁପ୍ରିମକୋର୍ଟ ବିଚାରପତି। ରୋଇ ହିଂସା ମାମଲାରେ ଦେଇଥିବା ଭୁଲ ରାୟକୁ ସେ ମାନିଛନ୍ତି। ସେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା…

ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନର ଗୁପ୍ତଚର: କେମିିତି ଜ୍ୟୋତିଙ୍କୁ ଗ୍ରାସ କରୁଥିଲା ପୁଳାପୁଳା ଟଙ୍କାର ଲୋଭ, ଫସିଫସି ଚାଲିଥିଲେ..

ନୂଆଦିଲ୍ଲୀ,୨୦।୫: ହରିୟାଣାର ଜ୍ୟୋତି ମାଲହୋତ୍ରା, ଜଣେ ଟ୍ରାଭେଲ ୟୁଟ୍ୟୁବରରୁ ପାକିସ୍ତାନୀ ଗୁପ୍ତଚର। ତେବେ ତାଙ୍କର ଏହି ଯାତ୍ରା ଆଧୁନିକ ଯୁଗରେ ନୂଆ ଯୁଦ୍ଧ କ୍ଷେତ୍ର ପ୍ରସ୍ତୁତ କରିଛି। ଏହି ଯୁଦ୍ଧ କ୍ଷେତ୍ରରେ ଗୋଟିଏ ଦେଶର ଗୁଇନ୍ଦା ଏଜେନ୍ସି ଆଉ ଗୋଟିଏ ଦେଶର…

ଜ୍ୟୋତିଙ୍କ ପାକିସ୍ତାନୀ ଗୁପ୍ତଚରକୁ ନେଇ ଭୟଙ୍କର ଟୁଇଷ୍ଟ! ଭିଡିଓ ହେଉଛି ଭାଇରାଲ, ଦେଖନ୍ତୁ କେକ ନେଇ ଯାଉଥିବା ଜ୍ୟୋତିଙ୍କ ସହ ସେହି ଯୁବକ କିଏ

ନୂଆଦିଲ୍ଲୀ,୨୦।୫: ହରିୟାଣା ହିସାରର ବାସିନ୍ଦା ଜ୍ୟୋତି ମାଲହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ହେପାଜତରେ ଅଛନ୍ତି। ସୁରକ୍ଷା ଏଜେନ୍ସିଗୁଡ଼ିକ ଜ୍ୟୋତିଙ୍କଠାରୁ ସମସ୍ତ ଆବଶ୍ୟକୀୟ ସୂଚନା ସଂଗ୍ରହ କରିବାରେ ବ୍ୟସ୍ତ, ଯେଉଁଥିରେ ପାକିସ୍ତାନ ଏବଂ ISI ସହିତ ଜଡିତ…

ଭାରତର ଆକ୍ସନ ପରେ ବ୍ୟାକଫୁଟକୁ ଆସିଲା ବାଂଲାଦେଶ, ସମସ୍ୟା ତୁଟାଇବାକୁ ରଖିଲା ଏମିତି ପ୍ରସ୍ତାବ

ନୂଆଦିଲ୍ଲୀ/ଢାକା,୨୦।୫: ଭାରତ ସ୍ଥଳପଥ ଦେଇ ବାଂଲାଦେଶୀ ରପ୍ତାନି ଉପରେ କଟକଣା ଲଗାଇବା ପରେ, ବାଂଲାଦେଶର ଅନ୍ତରୀଣ ସରକାର କହିଛନ୍ତି ଯେ ସେ ଭାରତ ସହିତ ସମସ୍ତ ବାଣିଜ୍ୟ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି। ମହମ୍ମଦ ୟୁନୁସଙ୍କ ପରାମର୍ଶଦାତା କହିଛନ୍ତି ଯେ ବାଂଲାଦେଶ…

ଲ ଗ୍ରାଜୁଏଟ ସିଧାସଳଖ ଦେଇ ପାରିବେନି ସିଭିଲ ଜଜ ପାଇଁ ପରୀକ୍ଷା, ଆବଶ୍ୟକ ହେବ ଏହି ଯୋଗ୍ୟତା: ସିଜେଆଇ

ନୂଆଦିଲ୍ଲୀ,୨୦।୫: ମଙ୍ଗଳବାର ସୁପ୍ରିମକୋର୍ଟ ନିମ୍ନ ଅଦାଲତ ବିଚାରପତି ଅର୍ଥାତ ଜୁନିଅର ଡିଭିଜନ ସିଭିଲ ଜଜଙ୍କ ନିଯୁକ୍ତି ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଏହି ପଦବୀଗୁଡ଼ିକ ପାଇଁ ପରୀକ୍ଷା ଦେବା ଲାଗି, ଜଣେ ପ୍ରାର୍ଥୀଙ୍କର ଅତି କମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?