ଜାତୀୟ

ଭାଙ୍ଗିଗଲା ବିମାନର ସମ୍ମୁଖ ଭାଗ: ଆତଙ୍କରେ ଚିତ୍କାର କଲେ ଲୋକେ, ଶ୍ରୀନଗରରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀରୁ ଶ୍ରୀନଗର ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ମଙ୍ଗଳବାର ସନ୍ଧ୍ୟାରେ ମଝି ଆକାଶରେ ପ୍ରବଳ ଝଡ଼ବର୍ଷାର ସମ୍ମୁଖୀନ ହୋଇଥିଲା, ଯାହାଫଳରେ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ନିକଟରେ ଜରୁରୀ ସ୍ଥିତି ଘୋଷଣା କରିଥିଲେ। ଶ୍ରୀନଗର ପାଖେଇବା ସମୟରେ ଉଡ଼ାଣଟି…

ଭାରତରେ ବୃଦ୍ଧି ପାଉଛି କୋଭିଡ-୧୯ ମାମଲା: ଟୀକାରୁ ମିଳିଥିବା ରୋଗ ପ୍ରତିରୋଧକ ଶକ୍ତିର ହ୍ରାସ କ’ଣ ଚିନ୍ତାର କାରଣ?

ନୂଆଦିଲ୍ଲୀ,୨୧।୫: ଦକ୍ଷିଣ-ପୂର୍ବ ଏସିଆରେ କୋଭିଡ-୧୯ ମାମଲା ବୃଦ୍ଧି ପରେ, ଭାରତରେ ମଧ୍ୟ ଏହି ରୋଗର ନୂଆ ମାମଲା ସାମ୍ନାକୁ ଆସୁଛି, ଯେଉଁଠାରେ କେରଳ, ମହାରାଷ୍ଟ୍ର, ଗୁଜରାଟ ଏବଂ ତାମିଲନାଡୁରୁ ଅଧିକାଂଶ ମାମଲା ରିପୋର୍ଟ ହେଉଛି। ତେବେ, ଅଧିକାଂଶ ମାମଲା ହାଲୁକା ଏବଂ…

ଭାରତ ଆଉ ଜଣେ ପାକିସ୍ତାନ ହାଇ କମିଶନ ଅଧିକାରୀଙ୍କୁ ତଡି଼ଲା, ୮ ଦିନରେ ଦ୍ୱିତୀୟ

ନୂଆଦିଲ୍ଲୀ,୨୧।୫: ଭାରତ ବୁଧବାର ପାକିସ୍ତାନ ହାଇ କମିଶନରେ କାର୍ଯ୍ୟରତ ଦ୍ୱିତୀୟ ଜଣେ ଅଧିକାରୀଙ୍କୁ “ତାଙ୍କ ସରକାରୀ ପଦବୀ ସହ ସଙ୍ଗତିପୂର୍ଣ୍ଣ ନଥିବା କାର୍ଯ୍ୟକଳାପରେ ଲିପ୍ତ ଥିବା” ଅଭିଯୋଗରେ ବହିଷ୍କାର କରିଛି ଏବଂ ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ…

ଭାରତରେ UPSC ଟପ୍ପର, ହେଲେ ପ୍ରେମ ପାଇଁ ମାଧୁରୀ ସାଜିଲେ ପାକିସ୍ତାନୀ ଏଜେଣ୍ଟ, ଜ୍ୟୋତିଙ୍କ ପରି…

ନୂଆଦିଲ୍ଲୀ, ୨୧।୫: ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ଗୁପ୍ତଚରବୃତ୍ତି ଅଭିଯୋଗରେ ଗିରଫ ହେବା ପରେ ପୁଣି ଥରେ ୨୦୧୦ ମସିହାରେ ଘଟିଥିବା ଏକ ସମାନ ଘଟଣା ଚର୍ଚ୍ଚାକୁ ଆସିଛି। ଏହି ଘଟଣାରେ ଭାରତୀୟ କୂଟନୀତିଜ୍ଞ ମାଧୁରୀ ଗୁପ୍ତା ଜଣେ ପାକିସ୍ତାନୀ ବ୍ୟକ୍ତିଙ୍କ…

ବାଲୋଚିସ୍ତାନ ବସ୍ ବିସ୍ଫୋରଣ: ବଡ଼ ଅଭିଯୋଗ ଲଗାଇଲା ପାକିସ୍ତାନ, କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୨୧।୫: ଭାରତ ପାକିସ୍ତାନର ଅଭିଯୋଗକୁ ସ୍ପଷ୍ଟ ଭାବେ ପ୍ରତ୍ୟାଖ୍ୟାନ କରିଛି ଯେ ଏହା ବାଲୋଚିସ୍ତାନରେ ଏକ ସ୍କୁଲ ବସ୍ କୁ ଲକ୍ଷ୍ୟ କରି ଏକ ମାରାତ୍ମକ ଆତ୍ମଘାତୀ ବିସ୍ଫୋରଣର ଯୋଜନା କରିଥିଲା। ଏହି ଅଭିଯୋଗକୁ ଭାରତ “ଇସଲାମାବାଦର ନିଜର ବିଫଳତାରୁ ବିଶ୍ୱବ୍ୟାପୀ…

ଜ୍ୟୋତିଙ୍କୁ ନେଇ ଖୋଲିଲା ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ଗୁମର! ସରକାରଙ୍କ ନିକଟରେ କାହିଁକି ଏତେ ବଡ଼ ଦାବି ରଖିଲେ ବାପା, ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୫: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ଜ୍ୟୋତି ମାଲହୋତ୍ରାଙ୍କ ବାପା ସରକାରଙ୍କ ନିକଟରେ ଏକ ବଡ଼ ଦାବି କରିଛନ୍ତି। ସେ କହିଥିଲେ ଯେ ସରକାର ଓକିଲ ଯୋଗାଇବା ଉଚିତ। ସେ କହିଛନ୍ତି ଯେ ପୋଲିସ ଜ୍ୟୋତିଙ୍କ ଡାଏରୀ ନେଇଯାଇଛି।…

“ଭିନ୍ନ ବିଚାରଧାରା ପାଇଁ ବ୍ୟକ୍ତିଙ୍କୁ ଜେଲରେ ରଖି ହେବ ନାହିଁ”: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୧।୫: ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)ର ପୂର୍ବତନ ମହାସଚିବ ଅବଦୁଲ ସାଥାରଙ୍କୁ ଆଜି ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। ତାଙ୍କ ବିରୋଦ୍ଧରେ ୨୦୨୨ ରେ କେରଳର ପାଲାକ୍କାଡ଼ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଗ (ଆରଏସଏସ)ର ଜଣେ କର୍ମୀ ଶ୍ରୀନିବାସନଙ୍କ ହତ୍ୟା ସହ…

ସୁଟକେସରୁ ମହିଳାଙ୍କ ମିଳିଲା ମୃତଦେହ, ହତ୍ୟା କରି ଟ୍ରେନରୁ ଫିଙ୍ଗି ଦେଲେ!

ବେଙ୍ଗାଲୁରୁ,୨୧।୫: ବୁଧବାର ବେଙ୍ଗାଲୁରୁରେ ଏକ ରେଳ ପୋଲ ନିକଟରେ ଏକ ଛିଣ୍ଡା ନୀଳ ରଙ୍ଗର ସୁଟକେସ ମିଳିଥିଲା ଏବଂ ଏହାର ଭିତରେ ଯାହା ଥିଲା ତାହା ସମସ୍ତଙ୍କୁ ଡରାଇ ଦେଇଥିଲା। ଏହା ଭିତରୁ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା, ଯାହାଙ୍କୁ ହତ୍ୟା…

ପାକିସ୍ତାନ ପରେ ବାଂଲାଦେଶ ଯିବାକୁ ପ୍ଲାନ କରିଥିଲେ ଜ୍ୟୋତି, ପାକିସ୍ତାନୀ ISIଙ୍କ ସହ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାର ନିବାସୀ ଜ୍ୟୋତି ମଲହୋତ୍ରା, ଯିଏ ‘ଟ୍ରାଭେଲ ଉଇଥ ଜୋ’ ନାମକ ଏକ ଲୋକପ୍ରିୟ ଯୁଟ୍ୟୁବ ଚ୍ୟାନେଲ ଚଳାନ୍ତି, ତାଙ୍କୁ ଗୁଇନ୍ଦା ସୂଚନା ଦେବା ଅଭିଯୋଗରେ ଗତ ୧୬ ମେରେ ଗିରଫ କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ଜ୍ୟୋତି…

ଜ୍ୟୋତିଙ୍କ ଆକାଉଣ୍ଟରେ ପୁଳାପୁଳା ଟଙ୍କା, ରାତାରାତି ଏମିତି ହୋଇଥିଲେ କୋଟିପତି…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରର YouTuber-vlogger ଜ୍ୟୋତି ମାଲହୋତ୍ରାଙ୍କ ଉପରେ ତଦନ୍ତ ଏଜେନ୍ସି କ୍ରମାଗତ ଭାବରେ ଜେରା କରୁଛନ୍ତି। ପାକିସ୍ତାନ ପାଇଁ ଗୁପ୍ତଚର କାର୍ଯ୍ୟ କରିବାର ଗମ୍ଭୀର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କୁ ମେ ୧୭ ତାରିଖରେ ହରିୟାଣା ପୋଲିସ ଗିରଫ…

ଆକାଶରେ ହଠାତ୍‌ ଏମିତି ହେଲା ଯାହାକୁ ଦେଖି ଛାନିଆ ହେଲା ପୋଲିସ!

କୋଲକାତା,୨୧।୫: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ରାତିରେ ଆକାଶରେ ଡ୍ରୋନ ଭଳି ଅନେକ ଜିନିଷ ଉଡ଼ିଥିବାର ଦେଖାଯାଇଥିଲା, ଯାହା ପରେ ପୋଲିସ ଗୁପ୍ତଚର ସମ୍ଭାବନା ସମେତ ସମସ୍ତ ଦିଗକୁ ଧ୍ୟାନରେ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ବୁଧବାର ଅଧିକାରୀମାନେ ଏହି ସୂଚନା…

ଜ୍ୟୋତିଙ୍କ ଚାଟ୍‌ରୁ ମିଳିଲା ପୁଣି ଭୟଙ୍କର ତଥ୍ୟ, ପାକିସ୍ତାନକୁ ଦେଇଥାନ୍ତେ…

ନୂଆଦିଲ୍ଲୀ,୨୧।୫: ହରିୟାଣାର ହିସାରରେ ରହୁଥିବା ଯୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କର ହ୍ବାଟସଆପ ଚାଟରୁ ଜଣାପଡିଛି ଯେ, ସେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ (ISI) ଅଧିକାରୀ ଅଲି ହସନଙ୍କ ସହ ଯୋଗାଯୋଗରେ ଥିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?