ଜାତୀୟ

ଏହି ସହରରେ ହେବ ଇ.ଣ୍ଡି.ଆ. ମେଣ୍ଟର ଅଗାମୀ ବୈଠକ, ସଞ୍ଜୟ ରାଉତ କଲେ ଘୋଷଣା

ମୁମ୍ବାଇ,୫।୮: ପାଟନା ଓ ବେଙ୍ଗାଲୁର ପୁରେ ପୁଣି ବସିବାକୁ ଯାଉଛି ଇ.ଣ୍ଡି.ଆ. ମେଣ୍ଟର ବୈଠକ। ଶିବସେନା (ଉଦ୍ଧବ ଗୋଷ୍ଠୀ) ଉଦ୍ଧବ ଠାକରେ ଏବଂ ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଏନେଇ ଘୋଷଣା କରିଛନ୍ତି। ବିରୋଧୀ ମେଣ୍ଟର ଆଗାମୀ ବୈଠକ ମୁମ୍ବାଇରେ...

ଶୃଗାଳଙ୍କର ମଧ୍ୟ କିଛି ଭଲ ଗୁଣ ଅଛି , କଂଗ୍ରେସ ନେତା ଏଏପିକୁ କଲେ ଆକ୍ଷେପ: ବିରୋଧୀ ଏକତାରେ ଫାଟ…

ନୂଆଦିଲ୍ଲୀ,୫।୮ : ଆଗାମୀ ୨୦୨୪ ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ଏକଜୁଟ ହେବାକୁ ଚେଷ୍ଟା କରୁଥିବାବେଳେ ଆମ ଆଦମୀ ପାର୍ଟି (ଏଏପି) ସହିତ ମିଳିତ ମଞ୍ଚକୁ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି। ବର୍ତ୍ତମାନ ଦିଲ୍ଲୀ କଂଗ୍ରେସର...

ଧାରା ୩୭୦ ଉଚ୍ଛେଦର ଦୁଇ ମହା ନାୟକ

ନୂଆଦିଲ୍ଲୀ,୫।୮: ରାଜୀବ ଗୌବା ଏବଂ ଅଜୟ ଭଲ୍ଲା କେନ୍ଦ୍ର ସରକାରଙ୍କର ଟପ୍‌ ବ୍ୟୁରୋକ୍ରାଟଙ୍କ ମଧ୍ୟରେ ଅନ୍ୟତମ। କାହାଣୀ ପଛର ନାୟକ ପରି ଏମାନେ ହେଉଛନ୍ତି ଧାରା ୩୭୦ ଉଚ୍ଛେଦର ପ୍ରକୃତ ନାୟକ। କେନ୍ଦ୍ର ସରକାରଙ୍କ ସର୍ବୋଚ୍ଚ ଅମଲାତନ୍ତ୍ରରେ କ୍ୟାବିନେଟ ସଚିବ...

ଦାରିଦ୍ର୍ୟତା ସବୁଠାରୁ ବୃହତ ଜାତି, ଏମପିଙ୍କୁ ମୋଦିଙ୍କ ୫ ମନ୍ତ୍ର..

ନୂଆଦିଲ୍ଲୀ,୫।୮ : ଲୋକସଭା ନିର୍ବାଚନ ୨୦୨୪ ପାଖେଇ ଆସୁଛି। ବିରୋଧୀ ଦଳ ଏକ ମହାମେଣ୍ଟ ଇଣ୍ଡିଆ ଗଠନ କରିଛନ୍ତି। ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଜୟ ରଥକୁ ଅଟକାଇବା ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଭାଜପା ନେତୃତ୍ୱାଧୀନ ଏନଡିଏ ମଧ୍ୟ ନୀରବ...

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା ଓ ହଟ୍ଟଗୋଳ ଦେଖାଦେଇଥିବା ବେଳେ ଏପର୍ଯ୍ୟନ୍ତ ସମାଧାନର ରାସ୍ତା ବାହାରି ନାହିଁ। ଇଣ୍ଡିଆ...

‘ମହିଳାଙ୍କ ପରିଚୟ ବିବାହ ନୁହେଁ’, ବିଧବାଙ୍କ ମନ୍ଦିର ପ୍ରବେଶ ଉପରେ ରୋକକୁ ନେଇ ଜବାବ ଦେଲେ ହାଇକୋର୍ଟ

ଚେନ୍ନାଇ,୫।୮: ବିଧବାମାନଙ୍କୁ ମନ୍ଦିର ଭିତରକୁ ଯିବାକୁ ବାରଣ କରିବାର ପ୍ରଥାକୁ ମାଡ୍ରାସ ହାଇକୋର୍ଟ ଦୃଢ ତାଗିଦ କରିଛନ୍ତି। କୌଣସି ସଭ୍ୟ ସମାଜରେ ଏଭଳି ପରମ୍ପରା ରହିପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ଏରୋଡ ଜିଲ୍ଲାର ଏକ ମନ୍ଦିର ପରିଦର୍ଶନ କରିବା...

ଘରେ ନଜରବନ୍ଦୀ ହେଲେ ପିଡିପି ମୁଖ୍ୟ ମେହେବୁବା ମୁଫତି

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତିଙ୍‌କୁ ଶନିବାର ପୋଲିସ ଗିରଫ କରିଛି। ସେ ନିଜେ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଠିକ ଆଜିର ଦିନରେ ୪ବର୍ଷ ପୂର୍ବେ ଜାମ୍ମୁ କାଶ୍ମୀରରୁ ଧାରା ୩୭୦କୁ...

ଭାଜପାକୁ ଝଟକା: ଗୁଜରାଟ ଭାଜପାର ମହାସଚିବ ପଦରୁ ଇସ୍ତଫା ଦେଲେ ପ୍ରଦୀପ

ଅହମ୍ମଦାବାଦ,୫।୮: ଭାଜପାକୁ ଲାଗିଲା ବଡ଼ ଝଟକା। ଗୁଜରାଟ ଭାଜପାର ମହାସଚିବ ପଦରୁ ପ୍ରଦୀପ ସିଂ ବାଘେଲା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେବାବେଳେ ବାଘେଲା ଲୋକଙ୍କୁ କହିଛନ୍ତି ଯେ, କିଛି ଦିନ ମଧ୍ୟରେ ସବୁ କିଛି ଠିକ୍‌ ହୋଇଯିବ।୨୦୧୬ ଅଗଷ୍ଟ ୧୦ରେ...

ନୁହ ହିଂସା: ଏ ପର୍ଯ୍ୟନ୍ତ ୧୪୧ ଜଣ ଗିରଫ, ୫୫ ଏଫଆଇଆର୍‌ ପଞ୍ଜୀକୃତ

ଚଣ୍ଡିଗଡ,୫।୮: ସୋମବାର ହରିୟାଣାର ନୁହରେ ଘଟିଥିବା ସାମ୍ପ୍ରଦାୟିକ ହିଂସା ଏବଂ ଦଙ୍ଗା ସହ ଜଡିତ ୫୫ଟି ଏଫଆଇଆର୍‌ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣାରେ ୧୪୧ ଜଣଙ୍କୁ ଗିରଫ କରାଯାଇଛି। ପୋଲିସ ଆହୁରି ମଧ୍ୟ କହିଛି...

ରାଞ୍ଚି ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ,୫।୮: ଦିଲ୍ଲୀରୁ ରାଞ୍ଚି ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ଦିଲ୍ଲୀରେ ଜରୁରୀକାଳୀନ ଅବତରଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ବିମାନରେ ଯାନ୍ତ୍ରିକ ତ୍ରୁଟି ହେତୁ ବିମାନର ଜରୁରୀ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ବିମାନରେ ଯାତ୍ରା କରୁଥିବା ସମସ୍ତ...

‘ଏଥର ଦିଲ୍ଲୀରେ ‘ଇଣ୍ଡିଆ’ସରକାର’, ମମତା ବାନାର୍ଜୀଙ୍କ ଫଟୋ ସହ କୋଲକାତାରେ ଲାଗିଲା ନୂଆ ପୋଷ୍ଟର

କୋଲକାତା,୫।୮: ବିରୋଧୀ ଦଳର ମିଳିତ ମଞ୍ଚ ‘ଇଣ୍ଡିଆ’ ଘୋଷଣା ପରେ ଏହାର ପ୍ରଭାବ ପଶ୍ଚିମବଙ୍ଗ ରାଜନୀତିରେ ଦେଖା ଦେଲାଣି। ରାଜଧାନୀ କୋଲକାତାରେ ଇଣ୍ଡିଆ ମିଳିତ ମଞ୍ଚକୁ ନେଇ ନୂଆ ପୋଷ୍ଟର ଲଗାଯାଇଛି। ସ୍ଥାନେ ସ୍ଥାନେ ଲାଗିଥିବା ଏହି ପୋଷ୍ଟର ଦିଲ୍ଲୀ...

ପ୍ରି-ପ୍ଲାନ ଥିଲା ନୁହ ହିଂସା: ଅନିଲ ବିଜ

ଗୁରୁଗ୍ରାମ,୫।୮: ହରିୟାଣା ଗୃହମନ୍ତ୍ରୀ ଅନିଲ ବିଜ ଶୁକ୍ରବାର କହିଛନ୍ତି ଯେ ନୁହ ହିଂସା ସଂପର୍କରେ ଏପର୍ଯ୍ୟନ୍ତ ୧୦୨ ଏଫଆଇଆର ପଞ୍ଜୀକୃତ ହୋଇଛି, ଯେଉଁଥିରୁ ଅର୍ଦ୍ଧେକରୁ ଅଧିକ କେବଳ ନୁହରେ ଅଛନ୍ତି । ଏପର୍ଯ୍ୟନ୍ତ ୨୦୨ଜଣଙ୍କୁ ଗିରଫ କରାଯାଇଛି ଏବଂ ୮୦ଜଣଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri