ଜାତୀୟ

ଅତିକ୍ରମଣ ଉପରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ…

ନୂଆଦିଲ୍ଲୀ,୧୬।୮ : ବୁଧବାର ସୁପ୍ରିମକୋର୍ଟ ମଥୁରାର କୃଷ୍ଣ ଜନ୍ମଭୂମିରେ ଅତିକ୍ରମଣକାରୀଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ଅତିକ୍ରମଣ ଅଞ୍ଚଳରେ ବୁଲଡୋଜର ଚାଲିବା ଉପରେ ୧୦ ଦିନିଆ ରୋକ ଜାରି କରାଯାଇଛି। କୃଷ୍ଣ ଜନ୍ମଭୂମି ନିକଟରେ ହୋଇଥିବା ଅତିକ୍ରମଣ ହଟାଇବା ପାଇଁ ରେଳ...

ରୁଢିବାଦୀ ଶବ୍ଦ ମହିଳାମାନଙ୍କ ସମ୍ବନ୍ଧୀୟ ତଥ୍ୟ ଏବଂ ରାୟରେ ବ୍ୟବହୃତ ହେବ ନାହିଁ: ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୬।୮ : ମହିଳାଙ୍କ ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ପଦକ୍ଷେପ ନେଇଛନ୍ତି। ମହିଳାମାନଙ୍କ ସମ୍ବନ୍ଧୀୟ ଆଇନଗତ ତଥ୍ୟ ଏବଂ ରାୟରେ ରୁଢିବାଦୀ (ଷ୍ଟେରିଓଟାଇପ) ଶବ୍ଦ ବ୍ୟବହାର ହେବ ନାହିଁ। ନ୍ୟାୟିକ ନିଷ୍ପତ୍ତିରେ ଲିଙ୍ଗଗତ ଷ୍ଟେରିଓଟାଇପିଂ ଶେଷ କରିବାକୁ ଭାରତର ପ୍ରଧାନ...

ଆଜାଦପୁର ମଣ୍ଡିର ପରିବା ବିକ୍ରେତା ରାମେଶ୍ୱରଙ୍କୁ ମିଳିଛି ଗ୍ୟାସ ସିଲିଣ୍ଡର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୬।୮: ଦିଲ୍ଲୀ ଆଜାଦପୁର ମଣ୍ଡିରେ ପନିପରିବା ବିକ୍ରେତା ରାମେଶ୍ୱରଙ୍କ ଭାଇରାଲ ଭିଡିଓ ସୋସିଆଲ ମିଡିଆରେ ଅନେକଙ୍କୁ ପ୍ରଭାବିତ କରିଥିଲା। ଏହାପରେ ଜାତୀୟ ଗଣମାଧ୍ୟମର ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କୁ ଭେଟିବାର ଇଚ୍ଛା ବିଷୟରେ କହିଥିଲେ। ରାହୁଲ ତାଙ୍କୁ...

‘ମୁଖ୍ୟମନ୍ତ୍ରୀ ସେତେବେଳେ ହେବ, ଯେତେବେଳେ ଶରଦ ପାୱାରଙ୍କୁ ସାଙ୍ଗରେ ଆଣିବ’

ମୁମ୍ବାଇ,୧୬।୮: ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳର ନେତା ବିଜୟ ୱଡେଟିୱାର ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଜିତ ପାୱାରଙ୍କୁ ଗୋଟିଏ ସର୍ତ୍ତରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ କହିବାନୁସାରେ, ପ୍ରଧାନମନ୍ତ୍ରୀ...

ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ଜୟରାମ ରମେଶଙ୍କ ପ୍ରତିକ୍ରିୟା, ମୋଦି ସରକାର ବିରୋଧରେ କଲେ ଅଭିଯୋଗ…

ନୂଆଦିଲ୍ଲୀ,୧୬।୮ : ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ସହମହା ସଚିବ ତଥା ଦଳର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଏହା ସହିତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର...

ଏନ୍‌ଡିଏରେ କେବେ ସାମିଲ ହେବ ଟିଡିପି? ଚନ୍ଦ୍ରବାବୁ ନାଇଡୁ ଦେଲେ ଜବାବ, କହିଲେ ସମୟ ଆସିଲେ…

ନୂଆଦିଲ୍ଲୀ,୧୬।୮: ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନ୍‌ଡିଏ) ଏହାର ବଂଶ ବୃଦ୍ଧିରେ ନିୟୋଜିତ ଅଛି। ଏହି ସମୟ ମଧ୍ୟରେ ଚନ୍ଦ୍ରବାବୁ ନାଇଡୁଙ୍କ ନେତୃତ୍ୱରେ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପୁଣିଥରେ ମେଣ୍ଟରେ ଯୋଗ ଦେଇପାରନ୍ତି...

ମୋ ବାପା ବୋମା ମାଡ଼ କରିଥିଲେ, ମାତ୍ର ଏହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ, ଭାଜପାର ତଥ୍ୟ ଭୁଲ୍‌: ସଚିନ ପାଇଲଟଙ୍କ ଜବାବ…

ନୂଆଦିଲ୍ଲୀ,୧୬।୮ : ଭାରତୀୟ ଜନତା ପାର୍ଟି ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ କିଛି ଦିନ ପୂର୍ବରୁ କଂଗ୍ରେସ ନେତା ସଚିନ ପାଇଲଟଙ୍କ ପିତା ରାଜେଶ ପାଇଲଟଙ୍କ ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କଂଗ୍ରେସ ନେତା ସଚିନ ପାଇଲଟଙ୍କ...

ଶରଦ ପାୱାରଙ୍କୁ ଅଜିତଙ୍କ କେନ୍ଦ୍ର କ୍ୟାବିନେଟର ଅଫର ଦେବା ଉପରେ ଜବାବ ଦେଲେ ସଞ୍ଜୟ

ମୁମ୍ବାଇ,୧୬।୮: ଅଜିତ ପାୱାର ଶରଦ ପାୱାରଙ୍କୁ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବାର ଅଫର ଦେଇଥିବା ଖବରକୁ ନେଇ ଶିବସେନା ୟୁବିଟି ନେତା ସଞ୍ଜୟ ରାଉତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସଞ୍ଜୟ କହିଛନ୍ତି, ଅଜିତ ପାୱାର ଏତେ ବଡ ନେତା ନୁହଁନ୍ତି...

ଜନ୍ମଦିନରେ ସିସୋଡିଆଙ୍କୁ ମନେ ପକାଇଲେ କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୬।୮: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କୁ ସମସ୍ତେ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ତେବେ ଏହି ସମୟରେ କେଜ୍‌ରିଓ୍ବାଲ ଏକ ଟୁଇଟ୍‌ କରି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ମନେ ପକାଇଛନ୍ତି। ସେ...

‘ଇଣ୍ଡିଆ’ର ତୃତୀୟ ବୈଠକ ପୂର୍ବରୁ ଆଜି ଦିଲ୍ଲୀ ଯିବେ ନୀତୀଶ, କେଜ୍‌ରିଓ୍ବାଲଙ୍କୁ ଭେଟିବେ

ନୂଆଦିଲ୍ଲୀ,୧୬।୮: ବିରୋଧୀ ଏକତାର ତୃତୀୟ ବୈଠକ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧ରେ ମୁମ୍ବାଇରେ ଅନୁଷ୍ଠିତ ହେବ, କିନ୍ତୁ ଏହାପୂର୍ବରୁ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି। ବୈଠକର ପରବର୍ତ୍ତୀ ରଣନୀତିରେ କ’ଣ ହେବ, ଏହାକୁ ନେଇ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ...

ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ

ମୁମ୍ବାଇ,୧୬।୮: ମହାରାଷ୍ଟ୍ରର କୋହ୍ଲାପୁରରେ ଭୂକମ୍ପ ଝଟକା। ବୁଧବାର ସକାଳ ପ୍ରାୟ ୬.୪୫ରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୪ ରେକର୍ଡ କରାଯାଇଛି। ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି।

ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପାର କାର୍ଯ୍ୟକ୍ରମ, ପ୍ରଥମଥର ପାଇଁ ଏନ୍‌ଡିଏକୁ ନିମନ୍ତ୍ରଣ

ନୂଆଦିଲ୍ଲୀ, ୧୬।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାଜପା ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ଏଥିନେଇ ଭାଜପାର ସମସ୍ତ ବଡ ନେତା ପହଞ୍ଚୁଛନ୍ତି। ବିଶେଷ କଥା ହେଉଛି ଶ୍ରାଦ୍ଧ ବାର୍ଷିକୀ କାର୍ଯ୍ୟକ୍ରମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri