ଜାତୀୟ

ଶୌଚ ପାଇଁ ବାହାରକୁ ଯାଇଥିବା ନାବାଳିକା ୧୦ ଜଣଙ୍କ ଦ୍ୱାରା ଗଣବଳାତ୍କାର ଶିକାର

ରାଞ୍ଚି, ୮ା୬: ଝାଡ଼ଖଣ୍ଡର ଗୋଡ଼ଡା ଜିଲାରେ ଜଣେ ୧୭ ବର୍ଷୀୟ ଆଦିବାସୀ ନାବାଳିକା ଶୌଚ ପାଇଁ ଯାଇଥିବା ବେଳେ ୧୦ ଜଣ ପୁରୁଷ ଦ୍ୱାରା ଗଣବଳାତ୍କାର ଶିକାରହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ସୁନ୍ଦର ପାହାଡ଼ୀ ଥାନା ଅଞ୍ଚଳରେ ଘଟିଥିବା ଏହି ଘଟଣା…

IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଜିତିଲେ ଜାତିସଂଘ ସାସାକାୱା ପୁରସ୍କାର

ନୂଆଦିଲ୍ଲୀ,୮ା୬: ଦେଶ ପାଇଁ ଗର୍ବର ବିଷୟ ଯେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ୨୦୨୫ ମସିହାରେ ଜାତିସଂଘ ସାସାକାୱା ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୦୨୫ ପୁରସ୍କାରର ବିଷୟବସ୍ତୁ—“ବିଜ୍ଞାନକୁ ଜନସାଧାରଣ ସହ ସଂଯୋଗ କରିବା: ଦୁର୍ବିପାକ-ସହଣଶୀଳ…

ଗତ ୭ ବର୍ଷରେ ୨୨୬ ମିଲିୟନ ଭାରତୀୟ ଦାରିଦ୍ର୍ୟରୁ ମୁକ୍ତ: ବିଶ୍ୱ ବ୍ୟାଙ୍କ ରିପୋର୍ଟ

ନୂଆଦିଲ୍ଲୀ,୮ା୬: ଭାରତ ଗତ ୭ ବର୍ଷ ମଧ୍ୟରେ ଦାରିଦ୍ର୍ୟ ନିର୍ମୂଳନ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ବିଶ୍ୱ ବ୍ୟାଙ୍କର ସାମ୍ପ୍ରତିକ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ରୁ ୨୦୨୨-୨୩ ମଧ୍ୟରେ ପ୍ରାୟ ୨୨୬ ମିଲିୟନ ଭାରତୀୟ ଅତି ଦାରିଦ୍ର୍ୟରୁ ମୁକ୍ତି…

Video: ‘ରାତିର ସାଥୀ’, ନବବିବାହିତ ମହୁଆ ମୌଇତ୍ରା-ପିନାକୀ ମିଶ୍ରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୮ା୬: ତୃଣମୂଳ କଂଗ୍ରେସର ଏମପି ମହୁଆ ମୌଇତ୍ରା ଓ ବିଜୁ ଜନତା ଦଳ (ବିଜେଡି) ନେତା ପିନାକୀ ମିଶ୍ରଙ୍କର ୧୯୬୭ ମସିହାର ବଲିଉଡ କ୍ଲାସିକ୍ ରୋମାଣ୍ଟିକ ଗୀତ “ରାତ କେ ହମସଫର”ରେ ନାଚୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି,…

ପୁଅ ପାଇଁ ଯେଉଁ ଜମି କିଣିଥିଲେ, ସେହି ଜମିରେ ପୁଅକୁ ଦେଲେ କବର, କାନ୍ଦି କାନ୍ଦି ବାପା କହିଲେ…

ବେଙ୍ଗାଲୁରୁ,୮ା୬: ବେଙ୍ଗାଲୁରୁର ଚିନାସ୍ବାମୀ ଷ୍ଟାଡିୟମରେ RCBର ବିଜୟକୁ ପାଳନ କରିବାକୁ ଯାଇଥିବା ଲୋକଙ୍କ ଘରେ ଶୋକ ଖେଳିଗଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଭାଇରାଲ ହେଉଛି, ଯାହା ସମସ୍ତଙ୍କ ଆଖିକୁ ଓଦା କରିଦେଉଛି। ଭିଡିଓରେ ଜଣେ…

ସୁଟକେସ୍‌ରୁ ମିଳିଲା ୯ ବର୍ଷର ନାବାଳିକାଙ୍କ ମୃତଦେହ, ଆଘାତ କହୁଛି ବଳାତ୍କାର ପରେ ହତ୍ୟାର ନିର୍ମମ କାହାଣୀ…

ନୂଆଦିଲ୍ଲୀ,୮।୬: ରାଜଧାନୀ ଦିଲ୍ଲୀରେ ପୁଣି ଥରେ ଏକ ଅତ୍ୟନ୍ତ ଲଜ୍ଜାଜନକ ଘଟଣା ଘଟିଛି। ଉତ୍ତର ପୂର୍ବ ଦିଲ୍ଲୀର ଦୟାଲପୁର ଥାନା ଅନ୍ତର୍ଗତ ନେହେରୁ ବିହାରରେ ଜଣେ ୯ ବର୍ଷୀୟ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ଏକ ବନ୍ଦ ଘର ଭିତରୁ…

ଡାର୍କ ପାଟର୍ନ କ’ଣ? ଯେଉଁଥିରୁ ଇ-କମର୍ସ ପ୍ଲାଟ୍‌ଫର୍ମ ମୁକ୍ତ ହେବାକୁ ‘ସିସିପିଏ’ ଜାରି କଲା ଆଡ୍‌ଭାଇଜରି…

ନୂଆଦିଲ୍ଲୀ, ୮।୬: କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ସମସ୍ତ ଇ-କମର୍ସ ପ୍ଲାଟ୍‌ଫର୍ମଗୁଡ଼ିକୁ ବିଭ୍ରାନ୍ତିକର ଏବଂ ଅନୁଚିତ ବାଣିଜ୍ୟ ଅଭ୍ୟାସରେ ଲିପ୍ତ ନ ରହିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଶନିବାର ଖାଉଟି ବ୍ୟାପାର, ଖାଦ୍ୟ…

ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ ଅଧ୍ୟକ୍ଷ ଦାୟିତ୍ୱ ନେଲେ ମହେନ୍ଦ୍ର

ନୂଆଦିଲ୍ଲୀ,୭ା୬ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍‌)ର ନୂଆ ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି ଏସ୍‌. ମହେନ୍ଦ୍ର ଦେବ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଅତିରିକ୍ତ ଭାବେ…

ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚି ଯୁବକ ବଖାଣିଲେ ହତ୍ୟାର ଲୋମ ଟାଙ୍କୁରା କାହାଣୀ

ବେଙ୍ଗାଲୁରୁ,୭।୬: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରୁ ଏକ ଅତ୍ୟନ୍ତ ଭୟଙ୍କର ଘଟଣା ସାମ୍ନାକୁ ଆସିଛି। ଆଙ୍କେଲ ଅଞ୍ଚଳରେ ରହୁଥିବା ଜଣେ ୨୮ବର୍ଷୀୟ ଯୁବକ ତାଙ୍କ ପତ୍ନୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡ କାଟି ଦେଇଥିଲେ। କେବଳ ଏତିକି ନୁହେଁ,…

ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିଗିଡ଼ିଲା ସ୍ବାସ୍ଥ୍ୟାବସ୍ଥା, ନିଆଗଲା ହସ୍ପିଟାଲ

ନୂଆଦିଲ୍ଲୀ,୭।୬: ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସୁସ୍ଥ। ସିମଲାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ଜଣାପଡ଼ିଛି। ଏହାପରେ ତାଙ୍କୁ ଶନିବାର ଇନ୍ଦିରା ଗାନ୍ଧୀ ମେଡିକାଲ କଲେଜ ଏବଂ ହସ୍ପିଟାଲ (IGMC) କୁ ନିଆଯାଇଥିଲା। ସେଠାରେ ତାଙ୍କର…

ପିଏମ୍‌ କିଷାନ ମାନଧନ ଯୋଜନା କ’ଣ? କୃଷକଙ୍କୁ ପ୍ରତି ବର୍ଷ ମିଳିବ ୩୬ ହଜାର ଟଙ୍କା, ସବିଶେଷ ଜାଣନ୍ତୁ …

ନୂଆଦିଲ୍ଲୀ,୭।୬: କେନ୍ଦ୍ର ସରକାର କୃଷକମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ଅନେକ ସ୍ବତନ୍ତ୍ର ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥିରୁ ଗୋଟିଏ ହେଲା ପିଏମ୍‌ କିଷାନ ମାନଧନ ନିଧି ଯୋଜନା। ଏହି ଯୋଜନାରେ କୃଷକମାନଙ୍କୁ ପ୍ରତି ବର୍ଷ ୩୬୦୦୦ ଟଙ୍କା ଯାଏ…

ବିଜାପୁରରେ ବଡ଼ ଧରଣର ଏନ୍‌କାଉଣ୍ଟର: ଟଳିପଡ଼ିଲେ ୭ ମାଓବାଦୀ

ବିଜାପୁର,୭।୬: ଛତିଶଗଡ଼ ବିଜାପୁର ନ୍ୟାଶନାଲ ପାର୍କ ଅଞ୍ଚଳରେ ୫, ୬ ଏବଂ ୭ ତାରିଖରେ ହୋଇଥିବା ପୋଲିସର ସର୍ଚ୍ଚ ଅପରେଶନ ଏବଂ ଏନ୍‌କାଉଣ୍ଟରରେ ୭ଜଣ ମାଓବାଦୀ ଟଳିପଡିଛନ୍ତି। ମୃତ ମାଓବାଦୀଙ୍କ ମଧ୍ୟରେ ସିସିଏମ୍‌ ଗୌତମ ସୁଧାକର ରହିଥିବା ବେଳେ ତେଲେଙ୍ଗାନା ଷ୍ଟେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?