ଜାତୀୟ

ରାଜଧାନୀ ପରେ ବେଙ୍ଗାଲୁରୁ, ୪୦ ସ୍କୁଲକୁ ବୋମାରେ ଉଡାଇ ଦେବାକୁ ଧମକ

ବେଙ୍ଗାଲୁରୁ,୧୮।୭: ଦିଲ୍ଲୀ ପରେ, ଏବେ ବେଙ୍ଗାଲୁରୁର ଅତି କମରେ ୪୦ଟି ସ୍କୁଲକୁ ବୋମା ଧମକ ମିଳିଛି। ଏହି ବିଷୟରେ ସୂଚନା ପାଇବା ପରେ, ପୋଲିସ ସକ୍ରିୟ ହୋଇ ସର୍ଚ୍ଚ ଅପରେଶନ ଆରମ୍ଭ କରିଛି। ତଥାପି, ଏପର୍ଯ୍ୟନ୍ତ କୌଣସି ସନ୍ଦିଗ୍ଧ ସାମଗ୍ରୀ ମିଳିବାର…

ବଳାତ୍କାର ପରେ ବାଳିକାକୁ କରିଥିଲେ ହତ୍ୟା, ଏବେ ଏନକାଉଣ୍ଟରରେ ଗଲା ଜୀବନ

ଫରୁଖାବାଦ,୧୮।୭: ଜଣେ ବାଳିକଙ୍କୁ ବଳାତ୍କାର ଏବଂ ହତ୍ୟା ମାମଲାରେ, ଅଭିଯୁକ୍ତଙ୍କ ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏବେ ଏହି ମଧ୍ୟବୟସ୍କ ବ୍ୟକ୍ତିଙ୍କୁ ପୋଲିସ ଏନକାଉଣ୍ଟରକରିଛି। ଫଳରେ ଅସମୟରେ ଯାଇଛି ଅଭିଯୁକ୍ତଙ୍କ ଜୀବନ। ପୋଲିସ ତାଙ୍କୁ ବହୁତ ଦିନ ଧରି…

ଧରାପଡିଲା ପାକିସ୍ତାନର ଚାଲାକି, ଭାରତର ମିତ୍ର ଦେଶକୁ କାହିଁକି ବାରମ୍ବାର ଯାଉଛନ୍ତି ମୁନିର, ପଛରେ ରହିଛି ଚାଇନାର…

ନୂଆଦିଲ୍ଲୀ/ଇସଲାମାବାଦ,୧୮।୭: ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ଜୁଲାଇ ୨୦ରୁ ତିନୋଟି ଦେଶକୁ ଏକ ସପ୍ତାହ ବ୍ୟାପୀ ଗସ୍ତରେ ଯିବେ, ଯାହାକୁ ଗ୍ଲୋବାଲ ସାଉଥରେ ଇସଲାମାବାଦର ହ୍ରାସ ପାଉଥିବା ପ୍ରଭାବକୁ ପୁନର୍ଜୀବିତ କରିବା ପାଇଁ ଏକ ହତାଶାମୂଳକ ପ୍ରୟାସ…

ଭାରତ ପାଇଁ ବଡ଼ କାମ କରିଦେଲା ଆମେରିକା: ପାକିସ୍ତାନ ପାଇଲା ପାନେ, ଜୟଶଙ୍କର କହିଲେ…

ଓ୍ବାଶିଂଟନ୍‌,୧୮।୭: ଆମେରିକା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (TRF)କୁ ଏକ ବିଦେଶୀ ଆତଙ୍କବାଦୀ ସଂଗଠନ ଘୋଷଣା କରିଛି। ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ଆମେରିକା ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ,…

ପୁଣି ଆରମ୍ଭ ହେଲା ଅମରନାଥ ଯାତ୍ରା, ୫୦୦୦ରୁ ଅଧିକ ତୀର୍ଥଯାତ୍ରୀଙ୍କୁ ମିଳିଲା ଦର୍ଶନ ଅନୁମତି

ଶ୍ରୀନଗର,୧୮ା୭: ଖରାପ ପାଗ ଏବଂ ରାସ୍ତା ଧସିବା ଯୋଗୁ ଅମରନାଥ ଯାତ୍ରାକୁ ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା। ଯାହା ପରେ ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଏହି ଯାତ୍ରା ଆରମ୍ଭ ହୋଇଛି। ଆଜି ସକାଳେ ବାଲତାଲ ଏବଂ ପହଲଗାମ ଉଭୟ…

୨୦ ସ୍କୁଲକୁ ବୋମା ଧମକ: ରାଜଧାନୀରେ ଖେଳିଗଲା ଆତଙ୍କ

ନୂଆଦିଲ୍ଲୀ,୧୮।୭: ପୁଣିଥରେ ଦିଲ୍ଲୀର ସ୍କୁଲଗୁଡ଼ିକୁ ବୋମା ଧମକ ମିଳିଛି। ମୋଟ ୨୦ଟି ସ୍କୁଲକୁ ବୋମା ଧମକ ମିଳିଛି। ପ୍ରଥମେ, ରୋହିଣୀ ସେକ୍ଟର ୩ରେ ଥିବା ଅଭିନବ ପବ୍ଲିକ ସ୍କୁଲ, ତା’ପରେ ପଶ୍ଚିମ ବିହାରର ରିଚ ମୋଣ୍ଡ ସ୍କୁଲ ଏବଂ ତା’ପରେ ରୋହିଣୀ…

ପରକୀୟା ପ୍ରୀତିରେ ମାତିଥିଲେ ସ୍ତ୍ରୀ: ସ୍ବାମୀ ଲାଇଭ୍‌ ଭିଡିଓ କରି…

ନୂଆଦିଲ୍ଲୀ,୧୮ା୭:ଦିଲ୍ଲୀର ନିହାଲ ବିହାର ଅଞ୍ଚଳରେ ବିକାଶ ନାମକ ଯୁବକ ରଶିରେ ଝୁଲି ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ତାଙ୍କ ଆତ୍ମହତ୍ୟାର ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ। ଉକ୍ତ ଭିଡିଓରେ ବିକାଶ ତାଙ୍କ ଆତ୍ମହତ୍ୟା ପାଇଁ ସ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି। ଆତ୍ମହତ୍ୟା ପୂର୍ବରୁ ଲାଇଭ୍‌…

ପୁଣି ରୋଚକ ମୋଡ଼ରେ ମହାରାଷ୍ଟ୍ର ରାଜନୀତି: ଏକୁଟିଆ ହୋଇଗଲେ ଏକନାଥ, ଉଦ୍ଧବଙ୍କ ନିକଟତର ଦେବେନ୍ଦ୍ର

ମୁମ୍ବାଇ,୧୮ା୭:ମହାରାଷ୍ଟ୍ର ବିଧାନ ପରିଷଦ ବିରୋଧୀ ଦଳ ନେତା ଶିବସେନା ୟୁବିଟିର ଅମ୍ବାଦାସ ଦାନ୍‌ଭେଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ ସମ୍ବୋଧିତ କରି ଶିବସେନା ୟୁବିଟି ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କୁ କହିଥିଲେ, ଉଦ୍ଧବଜୀ ୨୦୨୯ ପର୍ଯ୍ୟନ୍ତ…

ପୃଥିବୀକୁ ଫେରିଥିବା ଶୁଭାଂଶୁ ଶୁକ୍ଲାଙ୍କୁ କେତେ ଦରମା ଦେଲା ISRO? ଜାଣିଲେ…

ନୂଆଦିଲ୍ଲୀ,୧୮।୭: ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଏବଂ ତାଙ୍କ ଦଳ ଆନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) ରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିଛନ୍ତି। Axiom-4 ମିଶନ ଅଧୀନରେ ତାଙ୍କ ଯାତ୍ରାକୁ ଭାରତର ମିଶନ ଗଗନଯାନ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ…

ନନ୍‌-ଭେଜ୍‌ କ୍ଷୀର କ’ଣ? କାହିଁକି ଏହାକୁ ଭାରତରେ  ବିକିବାକୁ ଚାହୁଁଛି ଆମେରିକା? ଜାଣନ୍ତୁ…  

ନୂଆଦିଲ୍ଲୀ,୧୭।୭: ଆମେରିକା ଏବଂ ଭାରତ ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତି ଆଲୋଚନାରେ ଅଛି। ଆମେରିକା ଭାରତର ଦୁଗ୍ଧ ଶିଳ୍ପରେ ପ୍ରବେଶ କରିବାକୁ ଚାହୁଁଛି, କିନ୍ତୁ ଭାରତ ସବୁଜ ସଙ୍କେତ ଦେଉନାହିଁ। ଏହାର କାରଣ ହେଉଛି ନନ-ଭେଜ୍‌ କ୍ଷୀର। ଅନେକ ଗଣମାଧ୍ୟମ ରିପୋର୍ଟରେ…

ଦେବେନ୍ଦ୍ର ଫଡନାଭିସଙ୍କ ବୟାନ ପରେ ମୁମ୍ବାଇରେ ବଡ ବୈଠକ, ପୁଣି ଏନଡିଏ’କୁ ଫେରିବେ କି ଉଦ୍ଧବ ?

ମୁମ୍ବାଇ,୧୭।୭: ପୂର୍ବତନ ସହଯୋଗୀ ତଥା ବର୍ତ୍ତମାନର ରାଜନୈତିକ ପ୍ରତିଦ୍ୱନ୍ଦୀ ଉଦ୍ଧବ ଠାକରେ ଓ ଦେବେନ୍ଦ୍ର ଫଡନାଭିସ ଗୁରୁବାର ମହାରାଷ୍ଟ୍ର ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଏହି ବୈଠକ ମହାରାଷ୍ଟ୍ର ବିଧାନସଭାର ବିରୋଧୀ ଦଳ ନେତା ପଦକୁ ନେଇ ଆଲୋଚନା ପାଇଁ ଆୟୋଜିତ ହୋଇଥିବା…

ସ୍ବାମୀ ଥାଉ ଥାଉ ଅନ୍ୟଜଣେ ପୁରୁଷ ସହ…ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୭: ସୁପ୍ରିମକୋର୍ଟ ଜଣେ ବଳାତ୍କାର ଅଭିଯୋଗ ଆଣିଥିବା ମହିଳାଙ୍କ ଉପରେ ବର୍ଷିଛନ୍ତି। ଏକ ମାମଲାର ଶୁଣାଣି ସମୟରେ, ବିଚାରପତି ଏମଏମ ସୁନ୍ଦରେଶ ଏବଂ ବିଚାରପତି ଏନ. କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ପୀଡିତ ମହିଳାଙ୍କୁ ଭର୍ତ୍ସନା କରିଥିଲେ। କାରଣ ମହିଳା ଜଣଙ୍କ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?