ଜାତୀୟ

‘ଇଣ୍ଡିଆ ବନାମ ଭାରତ’ ବିବାଦକୁ ନେଇ ପ୍ରତିକ୍ରିୟା ରଖିଲା ପାକିସ୍ତାନୀ ମିଡିଆ, ମୋଦିରାଜରେ ହୋଇଛି କେବଳ ନାମ ପରିବର୍ତ୍ତନ…

ଇସଲାମବାଦ/ନୂଆଦିଲ୍ଲୀ, ୫।୯: ଇଣ୍ଡିଆ ବନାମ ଭାରତକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ତେବେ ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପାକିସ୍ତାନୀ ଗଣମାଧ୍ୟମ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇଛି। ଭାରତ ନାମ ବ୍ୟବହାର କରି ଧର୍ମ ଆଧାରରେ...

ଅନୁଚ୍ଛେଦ ୩୭୦ ରଦ୍ଦ ମାମଲା: ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୫।୯ : ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚ ଧାରା ୩୭୦ ରଦ୍ଦ ଏବଂ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ଦୁଇଟି ୟୁନିଅନ ଅଞ୍ଚଳରେ ବିଭକ୍ତ କରିବାକୁ ନିଷ୍ପତ୍ତି ନେଇଥିବା ଆବେଦନ ମାମଲା ଉପରେ ରାୟ ସଂରକ୍ଷିତ ରଖିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡ଼,...

ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀଙ୍କ ନାମରେ ରଖାଗଲା ଆମେରିକାରେ ଏକ ରାଜପଥର ନାମ, ଗୁଳିମାଡରେ ହୋଇଥିଲା ମୃତ୍ୟୁ

ଓ୍ବାଶିଂଟନ୍‌,୫।୯: ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ରାଜପଥର ନାମ ପରିବର୍ତ୍ତନ କରାଯାଇ ସ୍ବର୍ଗତ ଭାରତୀୟ ବଂଶୋଦ୍ଭବ ପୋଲିସ ଅଧିକାରୀ ରୋନିଲ ସିଂଙ୍କ ନାମରେ ନାମିତ କରାଯାଇଛି। ୨୦୧୮ରେ, ୩୩ ବର୍ଷିୟ ରୋନିଲଙ୍କୁ ଜଣେ ଅବୈଧ ପ୍ରବାସୀ ବ୍ୟକ୍ତି ଗୁଳି କରି...

ଭାରତରେ ପରିବର୍ତ୍ତନ କରିବା ଲାଗି ଭାଜପାର ଥିଲା ପ୍ରତିଶ୍ରୁତି, କେବଳ ନାମ କରାଯାଇଛି ବଦଳ: ଷ୍ଟାଲିନ…

ଚେନ୍ନାଇ,୫।୯ : ଜି -୨୦ ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ପ୍ରେସିଡେଣ୍ଟ ଅଫ ଇଣ୍ଡିଆ ଲେଖାଯିବା ପରେ ଏହାକୁ ନେଇ ଶାସକ ବିରୋଧୀଙ୍କ ମଧ୍ୟରେ ବାକ ଯୁଦ୍ଧ ଆରମ୍ଭ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ...

ରାହୁଲଙ୍କ ସଂସଦ ସଦସ୍ୟତା ପୁନଃ ପ୍ରଦାନକୁ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୫।୯ : ରାହୁଲ ଗାନ୍ଧୀଙ୍କ ସଂସଦର ସଦସ୍ୟତା ପୁନଃ ପ୍ରଦାନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଡଭୋକେଟ ଅଶୋକ ପାଣ୍ଡେଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ କୁହାଯାଇଛି ଥରେ ଲୋକ ପ୍ରତିନିଧୀ ଅଧିନିୟମ ୧୯୫୧ର ଧାରା ୮(୩) ଅନୁଯାୟୀ ସଂସଦର...

ଚନ୍ଦ୍ରାୟାନ-୩ର ସଫଳତାକୁ ନେଇ ‘ମହାକ୍ୱିଜ ପ୍ରତିଯୋଗିତା’ର ଘୋଷଣା କଲେ କେନ୍ଦ୍ର ସରକାର, ଜାଣନ୍ତୁ ପ୍ରତିଯୋଗିତାରେ କିପରି ନେବେ ଭାଗ

ନୂଆଦିଲ୍ଲୀ,୫।୯: ଚନ୍ଦ୍ରାୟାନ ୩ର ସଫଳ ଅବତରଣ ପରେ ସାରା ବିଶ୍ୱରେ ଇତିହାସ ରଚିଛି ଭାରତ। ତେବେ ଏହାକୁ ନେଇ ଭାରତ ସରକାର ମହାକ୍ୱିଜ ପ୍ରତିଯୋଗିତା ଆରମ୍ଭ କରିବାକୁ ଯାଉଛନ୍ତି। ଏନେଇ ‘ମାଇଗମେଣ୍ଟଇଣ୍ଡିଆ’ ହ୍ୟାଣ୍ଡେଲରେ ଏକ୍ସ ପେଜରେ ଏକ ପୋଷ୍ଟ ଶେୟାର...

‘ଗେଲ’ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କଲା ସିବିଆଇ, ୫୦ଲକ୍ଷ ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ

ନୂଆଦିଲ୍ଲୀ,୫।୯: ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନରେ ଥିବା ଗ୍ୟାସ ଅଥୋରିଟି ଅଫ ଇଣ୍ଡିଆ ଲିମିଟେଡ(ଗେଲ)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେବି ସିଂଙ୍କୁ ଗିରଫ କରିଛି ସିବିଆଇ। କେବି ସିଂଙ୍କ ସମେତ ଆହୁରି ୫ଜଣଙ୍କୁ ଗିରଫ କରାଯାଇଛି।...

ଜି-୨୦ ରାତ୍ର ଭୋଜନ ମେନୁ: ବାଇଡେନ, ସୁନକଙ୍କ ସମେତ ଅନ୍ୟ ଅତିଥିଙ୍କ ପାଇଁ ଏସବୁ ଖାଦ୍ୟ…

ନୂଆଦିଲ୍ଲୀ,୫।୯ : ଜି-୨୦ ରାତ୍ର ଭୋଜନ ମେନୁରେ ବିଦେଶରୁ ଆସୁଥିବା ରାଷ୍ଟ୍ର ମୁଖ୍ୟମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ପର୍ଯ୍ୟନ୍ତ ଅତିଥିମାନଙ୍କୁ ଚାନ୍ଦନୀ...

ହଠାତ ଦେଶର ନାମ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ଥିଲା? ଇଣ୍ଡିଆ ବଦଳରେ ଭାରତ ଲେଖିବା ନେଇ ମମତାଙ୍କ ଆପତ୍ତି…

କୋଲକାତା,୫।୯ : ଜି-୨୦ ଶିଖର ସମ୍ମିଳନୀର ରାତ୍ରୀ ଭୋଜନ କାର୍ଯ୍ୟକ୍ରମର ନିମନ୍ତ୍ରଣ କାର୍ଡରେ ‘ପ୍ରେସିଡେଣ୍ଟ ଅଫ ଭାରତ’ ଲେଖିବା ନେଇ ରାଜନୀତି ଆରମ୍ଭ ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

କୋର୍ଟରେ ହାଜର ନ ହେବାରୁ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ ଜାରି

ବେଙ୍ଗାଲୁରୁ,୫।୯: ତାମିଲନାଡୁର ପୂର୍ବ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ବିଶ୍ୱାସୀ ଭି.କେ ଶଶିକଳାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନ (ଏନବିଡବ୍ଲ୍ୟୁ) ଜାରି କରାଯାଇଛି। ଏହି ନିଷ୍ପତ୍ତି ରାଜ୍ୟର ଲୋକାୟୁକ୍ତ ସ୍ବତନ୍ତ୍ର କୋର୍ଟ ଦ୍ୱାରା ନିଆଯାଇଛି। ଏକ ମାମଲାର ଶୁଣାଣି ବେଳେ...

‘ମହିଳା ସଂରକ୍ଷଣ ବିଲ୍‌’କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ…

ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନ କଲେ ବିରୋଧୀ ଦଳର ବହୁ ନେତା, କହିଲେ ସଂସଦରେ ପକ୍ଷ ରଖିବୁ… ନୂଆଦିଲ୍ଲୀ,୫।୯: ‘ମହିଳା ସଂରକ୍ଷଣ ବିଲ୍‌’କୁ ନେଇ ଦେଶରେ ପୁଣି ଆଲୋଚନା ତୀବ୍ର ହୋଇଛି। ଜୟପୁରର ମହାରାଣୀ ମହାବିଦ୍ୟାଳୟରେ ଉପରାଷ୍ଟ୍ରପତି ଜଗଦୀପ ଧନଖର...

ଆହ୍ବାନର ମୁକାବିଲା ପାଇଁ ବିଶ୍ୱ ସହଯୋଗ ଆବଶ୍ୟକ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୫।୯: ବିଶ୍ୱ ସହଯୋଗ ଉପରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁତ୍ୱାରୋପ କରିଛନ୍ତି। ଆମେ ଏପରି ଏକ ଦୁନିଆରେ ବାସ କରୁଛୁ ଯାହା ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି। ଏଭଳି ପରିସ୍ଥିତିରେ ବିଶ୍ୱ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri