ଜାତୀୟ

ଜି୨୦ ସମିଟ୍‌: ୨୦୭ ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୩ା୯: ଦିଲ୍ଲୀର ପ୍ରଗତି ମଇଦାନରେ ଆସନ୍ତା ୯ ଏବଂ ୧୦ ତାରିଖରେ ଜି ୨୦ ରାଷ୍ଟ୍ରଗୋଷ୍ଠୀର ନେତାମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ସୁରକ୍ଷାକୁ ଦୃଷ୍ଟିରେ ଭାରତୀୟ ରେଲଓ୍ବେ ଦିଲ୍ଲୀକୁ ଚଳାଚଳ କରିବାକୁ ଥିବା ୨୦୭ ମେଲ୍‌ ଏବଂ ଏକ୍ସପ୍ରେସ୍‌ ଟ୍ରେନ୍‌କୁ...

୫ରେ ଇଣ୍ଡିଆ ଏମ୍‌ପିଙ୍କ ବୈଠକ: ରଣନୀତି ସମ୍ପର୍କରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ,୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ସେପ୍ଟେମ୍ବର ୫ ତାରିଖରେ ଇଣ୍ଡିଆ ମେଣ୍ଟ ସହଯୋଗୀ ଦଳଗୁଡ଼ିକର ଏମ୍‌ପିମାନଙ୍କ ବୈଠକ ଡାକିଛନ୍ତି। ଖାର୍ଗେଙ୍କ ରାଜାଜୀ ମାର୍ଗ ବାସଭବନରେ ଏହି ବୈଠକ ବସିବା ନେଇ ସ୍ଥିର ହୋଇଛି।...

ଛୁରିଭୁସି ଶିକ୍ଷକଙ୍କୁ ହତ୍ୟା

ନୂଆଦିଲ୍ଲୀ,୩ା୯ ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୨୮ ବର୍ଷୀୟ ଶିକ୍ଷକଙ୍କୁ ଛାତ୍ର ଜଣକ ଛୁରିଭୁସି ହତ୍ୟା କରିଛନ୍ତି। ପୋଲିସ ଘଟଣାରେ ସମ୍ପୃକ୍ତ ନାବାଳକ ଛାତ୍ରଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି। ଅନ୍ୟପକ୍ଷେ ଶିକ୍ଷକ...

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ହତ୍ୟା ଧମକ

ଲକ୍ଷ୍ନୌ,୩।୮: ବାଗେଶ୍ୱର ଧାମର ମୁଖ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଛି। ଉତ୍ତରପ୍ରଦେଶର ବରେଲିରେ ଅନାସ ଅନସାରୀ ନାମକ ଜଣେ ଯୁବକ ତାଙ୍କୁ ଏହି ଧମକ ଦେଇଥିବା ଜଣାପଡିଛି। ଏଠାରେ ଅନାସ ଅନସାରୀ ଇନଷ୍ଟାଗ୍ରାମରେ ଏକ ଧମକପୂର୍ଣ୍ଣ ପୋଷ୍ଟ...

‘ଇଣ୍ଡିଆ’ ମେଣ୍ଟର ପ୍ରକୃତ ଏଜେଣ୍ଡା ହିନ୍ଦୁ ଧର୍ମକୁ ସଂପୂର୍ଣ୍ଣ ଧ୍ୱଂସ କରିବା’

ନୂଆଦିଲ୍ଲୀ,୩।୯: ତାମିଲନାଡୁର ଯୁବ କଲ୍ୟାଣ ମନ୍ତ୍ରୀ ତଥା ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କ ମନ୍ତବ୍ୟ(ସନାତନ ଧର୍ମକୁ ରଦ୍ଦ କରାଯିବା ଉଚିତ)କୁ ନେଇ ଦେଶରେ ରାଜନୈତିକ ଝଡ ସୃଷ୍ଟି ହୋଇଛି। ଷ୍ଟାଲିନଙ୍କ ବିବୃତ୍ତିକୁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ ସହିତ ଯୋଡି ରବିବାର...

ହରିୟାଣାର ପ୍ରତିଟି ବୁଥରେ ୧୦ ଜଣିଆ କମିଟି ଗଠନ କରିବ ଏଏପି

ନୂଆଦିଲ୍ଲୀ,୩।୯: ହରିୟାଣାରେ ସଂଗଠନର ସମ୍ପ୍ରସାରଣ ପରେ ଆମ ଆଦମୀ ପାର୍ଟି (ଏଏପି) ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ରବିବାର ପ୍ରାୟ ୪୦୦୦ କର୍ମୀଙ୍କୁ ଶପଥ ଦେବା ଲାଗି ଭିଓ୍ବାନୀରେ ପହଞ୍ଚିଥିଲେ। ଏହି ସମୟରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ...

‘ଓ୍ବାନ ନେଶନ ଓ୍ବାନ ଏଜୁକେଶନ’ହେବା ଦରକାର: କେଜରିଓ୍ବାଲ

ନୂଆଦିଲ୍ଲୀ,୩।୯: ଲୋକ ସଭା ନିର୍ବାଚନ ପରେ ହରିୟାଣାରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି, ଯେଉଁ କାରଣରୁ ରାଜନୈତିକ ଦଳଗୁଡ଼ିକ ସକ୍ରିୟ ହୋଇଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି (ଏଏପି) ର ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ...

‘ଓ୍ବାନ ନେଶନ, ଓ୍ବାନ ଇଲେକ୍ସନକୁ ନେଇ’ ଆକ୍ସନରେ କମିଟି, ରାମନାଥ କୋବିନ୍ଦଙ୍କୁ ଭେଟିଲେ ଆଇନ ମନ୍ତ୍ରଣାଳୟର ଅଧିକାରୀ

ନୂଆଦିଲ୍ଲୀ,୩।୯: ଓ୍ବାନ ନେଶନ, ଓ୍ବାନ ଇଲେକ୍ସନ ଉପରେ ସାରା ଦେଶରେ ଏକ ନୂଆ ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ଆଇନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ରବିବାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି। କୋବିନ୍ଦ ଲୋକ ସଭା, ରାଜ୍ୟ...

ଜି-୨୦ର ଶେଷ ଶେରପା ବୈଠକରେ ଦେଖିବାକୁ ମିଳିବ ମଓ୍ବୋତ ସଂସ୍କୃତିର ଝଲକ, ବିଦେଶୀ ଅତିଥିଙ୍କ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି

ନୂଆଦିଲ୍ଲୀ,୩।୯: ହରିୟାଣାର ନୁହୁ ଜିଲାର ତାୱଡୁ ସବ-ଡିଭିଜନ ଅନ୍ତର୍ଗତ କୋଟା-ସାରାଇ ସୀମାନ୍ତ ଗ୍ରାମରେ ଅବସ୍ଥିତ ଆଇଟିସି ଗ୍ରାଣ୍ଡ ଭାରତ ହୋଟେଲରେ ଅନୁଷ୍ଠିତ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ଶେରପା ବୈଠକରେ ବିଦେଶୀ ଅତିଥିମାନେ ସିଧାସଳଖ ମେୱାତି ସଂସ୍କୃତିର...

‘ଇଣ୍ଡିଆ’ ଗୋଷ୍ଠୀ ହିନ୍ଦୁତ୍ୱକୁ ଘୃଣା କରୁଛି: ଶାହା

ନୂଆଦିଲ୍ଲୀ,୩ା୯: କେନ୍ଦ୍ର ସ୍ବରାଷ୍ଟ ମନ୍ତ୍ରୀ ଅମିତ ଶାହା ରବିବାର ଡିଏମକେ ନେତା ତଥା ଏହାର ‘ଇଣ୍ଡିଆ’ ସହଯୋଗୀ ପାର୍ଟି କଂଗ୍ରେସ ‘ସନାତନ ଧର୍ମ’କୁ ନଷ୍ଟ କରିବା କଥା କହୁଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ହିନ୍ଦୁ ସଂଗଠନ ସହ ତୁଳନା କରିବା...

୨ ଛାତ୍ରଙ୍କୁ ପାକିସ୍ତାନ ପଳାଇବାକୁ କହି ବିବାଦରେ ଶିକ୍ଷୟିତ୍ରୀ

ବେଙ୍ଗାଲୁରୁ,୩ା୯: ଉତ୍ତରପ୍ରଦେଶ ଏବଂ ଦିଲ୍ଲୀ ପରେ ବର୍ତ୍ତମାନ କର୍ନାଟକର ଜଣେ ଶିକ୍ଷୟିତ୍ରୀ ଦୁଇ ମୁସଲମାନ ଛାତ୍ରଙ୍କୁ ‘ପାକିସ୍ତାନ ପଳାଅ’ କହି ବିବାଦରେ ଛନ୍ଦି ହୋଇଛନ୍ତି। ଏହି ଘଟଣା ଶିବାମୋଗାର ଟିପୁ ନଗରରେ ଘଟିଛି। ଯେଉଁଠାରେ ଜଣେ ଶିକ୍ଷୟିତ୍ରୀ ଦୁଇ ଛାତ୍ରଙ୍କୁ...

ଉଦୟନିଧି ଷ୍ଟାଲିନଙ୍କ ବୟାନକୁ ନେଇ ନଡ୍ଡା କହିଲେ, ‘ଏହା ସନାତନ ଧର୍ମକୁ ଶେଷ କରିବାର ରଣନୀତି’

ନୂଆଦିଲ୍ଲୀ,୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦାବି କରିଛନ୍ତି ଯେ ଖୁବ ଶୀଘ୍ର ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ଭାବରେ ଉଭା ହେବ। ମଧ୍ୟପ୍ରଦେଶର ଚିତ୍ରକୋଟରେ ‘ଜନ ଆର୍ଶିବାଦ ଯାତ୍ରା’ରେ ଜନତାଙ୍କୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri