ଜାତୀୟ

‘ଏକ ଦେଶ, ଏକ ନିର୍ବାଚନ’ କାର୍ଯ୍ୟକାରୀ ହେଲେ ଲାଭ କ’ଣ ହେବ

ନୂଆଦିଲ୍ଲୀ,୧।୯: ‘ଏକ ଦେଶ, ଏକ ନିର୍ବାଚନ’ କରିବା ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ‘ଏକ ଦେଶ, ଏକ ନିର୍ବାଚନ’ ସମ୍ପର୍କରେ କେନ୍ଦ୍ର ସରକାର ଏକ କମିଟି ଗଠନ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କମିଟିର...

୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠନ କଲା ଇଣ୍ଡିଆ, ଶରଦ ପାଓ୍ବାର, ଅଭିଷେକ ବାନାର୍ଜୀ ସମେତ ଏହି ନେତାଙ୍କ ନାଁ ସାମିଲ

ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ଇଣ୍ଡିଆ ଶୁକ୍ରବାର ମୁମ୍ବାଇରେ ଅନୁଷ୍ଠିତ ବୈଠକରେ ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛି। ଇଣ୍ଡିଆର ନେତାମାନେ ୧୩ ଜଣ ସଦସ୍ୟ ବିଶିଷ୍ଟ ଏକ ସମନ୍ବୟ କମିଟି ଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ସହିତ ମେଣ୍ଟର ସ୍ଲୋଗାନ...

ଜି-୨୦ ବୈଠକରେ ଯୋଗଦେବେ ଆମେରିକାର ଟ୍ରେଜେରୀ ସଚିବ

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧।୯: ଜି-୨୦ର ଅଧ୍ୟକ୍ଷତା ପାଇଁ ଭାରତ ପ୍ରସ୍ତୁତ। ଦେପ୍ଟେମ୍ବର ୭ରୁ ୧୦ ସେପ୍ଟେମ୍ବର ମଧ୍ୟରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ବିଶ୍ୱର ପ୍ରମୁଖ ଦେଶର ମୁଖ୍ୟମାନେ ଯୋଗଦେବେ। ତେବେ ଏନେଇ ହ୍ବାଇଟ ହାଉସ ସୂଚନା...

‘ଆମେ କେବଳ ସଂସଦର ଅଧିବେଶନକୁ ଡାକିଛୁ, ବିପକ୍ଷ କାହିଁକି ଏତେ ଭୟଭୀତ’

ନୂଆଦିଲ୍ଲୀ,୧ା୯: କେନ୍ଦ୍ର ସରକାର ଆସନ୍ତା ସେପ୍ଟେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ବିରୋଧୀଦଳ ସରକାରଙ୍କ ଏହି ପଦକ୍ଷେପକୁ ସମାଲୋଚନା କରି ଏହାକୁ ଏକଛତ୍ରବାଦୀ ଶାସନ ବୋଲି କହିଛନ୍ତି। ଏହାର ଜବାବରେ କେନ୍ଦ୍ର ସଂସଦୀୟ ମନ୍ତ୍ରୀ...

ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ କମିଟିର ଘୋଷଣା ପରେ ପୂର୍ବତନ ରାଷ୍ଟ୍ରପତି ରାମନାଥଙ୍କୁ ଭେଟିଲେ ନଡ୍ଡା

ନୂଆଦିଲ୍ଲୀ,୧।୯: ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନକୁ ନେଇ କେନ୍ଦ୍ର ସରକାର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି ଖବର ଆସିବା ପରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୟ ଯୋଗୁ ଏକାଠି ହୋଇଛନ୍ତି ବିପକ୍ଷ ଦଳ:ଏକନାଥ ଶିନ୍ଦେ

ମୁମ୍ବାଇ,୧।୯: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ତୃତୀୟ ବୈଠକ ମୁମ୍ବାଇରେ ଗୁରୁବାର ଆରମ୍ଭ ହୋଇଛି। ଏହି ଦୁଇଦିନିଆ ବୈଠକରେ ଆଗାମୀ ଲୋକ ସଭା ନିର୍ବାଚନରେ ଭାଜପାକୁ ପରାଜିତ କରିବା ରଣନୀତି ଉପରେ ଆଲୋଚନା ହେଉଛି। ବିରୋଧୀ ମେଣ୍ଟକୁ ନେଇ ନିଜ ମତ...

‘ଇଣ୍ଡିଆ’ବୈଠକରେ ଚନ୍ଦ୍ରୟାନ -୩, ସୂର୍ଯ୍ୟ ମିଶନକୁ ନେଇ ପାରିତ ହେଲା ପ୍ରସ୍ତାବ

ମୁମ୍ବାଇ,୧।୯: ଆସନ୍ତା ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ନେଇ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତ ହେଉଛନ୍ତି। ଏହି କ୍ରମରେ ମୁମ୍ବାଇରେ ବିରୋଧୀଙ୍କ ‘ଇଣ୍ଡିଆ’ ମେଣ୍ଟ ବୈଠକ ଅନୁଷ୍ଠିତ ହେଉଛି। ଆଜି ବୈଠକର ଦ୍ୱିତୀୟ ଦିନ। ବୈଠକ ସମୟରେ...

ଆଦିତ୍ୟ- ଏଲ୍‌୧ର ଲଞ୍ଚ୍‌ ପୂର୍ବରୁ ତିରୁମାଳା ମନ୍ଦିରରେ ପହଞ୍ଚିଲେ ଇସ୍ରୋ ବୈଜ୍ଞାନିକ

ନୂଆଦିଲ୍ଲୀ,୧।୯: ଇସ୍ରୋ ବୈଜ୍ଞାନିକମାନଙ୍କର ଏକ ଟିମ ଆଦିତ୍ୟ- ଏଲ୍‌୧ର ଲଞ୍ଚ୍‌ ପୂର୍ବରୁ ପୂଜାର୍ଚ୍ଚନା କରିବା ପାଇଁ ତିରୁମାଳା ଶ୍ରୀ ଭେଙ୍କେଟେଶ୍ୱର ମନ୍ଦିରରେ ପହଞ୍ଚିଛନ୍ତି। ଭାରତର ପ୍ରଥମ ସୌର ମିଶନ (ଆଦିତ୍ୟ- ଏଲ୍‌୧ ମିଶନ) ସେପ୍ଟେମ୍ବର ୨ ରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା...

ପୂର୍ବତନ ଏମପି ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ, ଆରଜେଡି ନେତାଙ୍କୁ ହାଇକୋର୍ଟ ପର୍ଯ୍ୟନ୍ତ ମିଳିଥିଲା ଆଶ୍ୱସ୍ତି

ପାଟନା,୧।୯: ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲ ଗ୍ରାଣ୍ଡ ହାଇଟ ଠାରେ ଆଣ୍ଟି-ଭାଜପା I.N.D.I.A. ଏହି ବୈଠକ ଚାଲିଥିଲା ଏବଂ ଏଠାରେ ବିହାରର ମହାସଂଘ ସରକାରଙ୍କ ବୃହତ୍ତମ ଦଳ ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ପାଇଁ ଦିଲ୍ଲୀରୁ ଏକ ଚମକାଇବା ଭଳି ଖବର...

ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି

ନୂଆଦିଲ୍ଲୀ,୧।୯: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ପୂର୍ବତନ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି ସେପ୍ଟେମ୍ବର ୧୨ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମେଡିକାଲ ଗ୍ରାଉଣ୍ଡରେ ସୁପ୍ରିମକୋର୍ଟ ଏହାକୁ ବୃଦ୍ଧି କରିଛନ୍ତି।

ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେରି କମ

ଇମ୍ଫାଲ,୧।୯: ମଣିପୁରରେ ଘଟିଥିବା ହିଂସା ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ହେବାର ନାଁ ନେଉନାହିଁ। ଏହି ସମୟରେ ବକ୍ସିଂ ତାରକା ଏମ୍‌ ସି ମେରି କମ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଏକ ଚିଠି ଲେଖି ସୁରକ୍ଷାକୁ ସୁନିଶ୍ଚିତ କରିବାକୁ...

ଚନ୍ଦ୍ରୟାନ ୩: ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ରେକର୍ଡ କଲା ଅଦ୍ଭୁତ ଘଟଣା, ଯାଞ୍ଚ କରୁଛି ଇସ୍ରୋ

ବେଙ୍ଗାଲୁରୁ,୧।୯: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ଗୁରୁବାର କହିଛି ଯେ ଚନ୍ଦ୍ର ପୃଷ୍ଠରେ ବୁଲୁଥିବା ରୋଭର ପ୍ରଜ୍ଞାନ ଚନ୍ଦ୍ରର ଦକ୍ଷିଣ ପୋଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ରେକର୍ଡ କରିଛି। ଏହାକୁ ଏକ ପ୍ରାକୃତିକ ଘଟଣା ଭାବେ ବିବେଚନା କରାଯାଏ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri