ଜାତୀୟ

‘ଭାରତର ଜି-୨୦ ଅଧ୍ୟକ୍ଷତାରୁ ଅନେକ ସକରାତ୍ମକ ପ୍ରଭାବ, କିଛି ମୋ ହୃଦୟର ବହୁତ ନିକଟତର’, ମୋଦି

ନୂଆଦିଲ୍ଲୀ,୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମାଚାର ଏଜେନ୍ସି ପିଟିଆଇକୁ ଏକ ଏକ୍ସକ୍ଲୁସିଭ ଇଣ୍ଟରଭ୍ୟୁ ଦେଇଛନ୍ତି। ଏହା ଏମିତି ସମୟରେ ଆସିଛି, ଯେତେବେଳେ ଅଗାମୀ ୯-୧୦ ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଜି-୨୦ ଦେଶର ବୈଠକ ହେବାକୁ ଯାଉଛି। ଏହା ବ୍ୟତୀତ କେନ୍ଦ୍ର ୧୮-୨୨ସେପ୍ଟେମ୍ବର...

ଟିଫିନ ବାକ୍ସରୁ ମିଳିଲା ଆଇଇଡି…

ଶ୍ରୀନଗର,୩।୯ : ରବିବାର ଜମ୍ମୁ-କଶ୍ମୀରର ରାଜୌରୀ ଜିଲାରେ ଏକ ଟିଫିନ ବାକ୍ସ ଭିତରେ ରଖାଯାଇଥିବା ଏକ ସନ୍ଦିଗ୍ଧ ବିସ୍ଫୋରକ ଉପକରଣ (ଆଇଇଡି) ମିଳିଛି। ଟିଫିନ ବାକ୍ସ ଭିତରେ ଲଗାଯାଇଥିବା ସନ୍ଦିଗ୍ଧ ଆଇଏଡି ରବିବାର ସକାଳେ ଜିଲାର ଚିଙ୍ଗିସ ଅଞ୍ଚଳର ସାଙ୍ଗପୁର...

ମାଗଣା ସୁବିଧା ପ୍ରତିଶ୍ରୁତି ସହିତ ରାଜସ୍ଥାନରେ କ୍ଷମତା ଦଖଲ କଂଗ୍ରେସର ଲକ୍ଷ୍ୟ…

ଜୟପୁର,୩।୯ : ମାଗଣା ମୋବାଇଲ, ମାଗଣା ରାଶନ କିଟ ଏବଂ ୧୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଲୋକଙ୍କୁ ପ୍ରଦାନ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଘୋଷଣା କରିଛନ୍ତି। କଂଗ୍ରେସର ଲକ୍ଷ୍ୟ ହେଉଛି...

ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଦୁର୍ଘଟଣା, ଲାଇନଚ୍ୟୁତ ହେଲା ଟ୍ରେନ୍‌

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ପ୍ରଗତି ମଇଦାନ ନିକଟରେ ରବିବାର ଏକ ଲୋକାଲ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରେନ୍‌ଟି ହରିୟାଣା ପାଲଓ୍ବାଲରୁ ଦିଲ୍ଲୀ ଷ୍ଟେଶନକୁ ଆସୁଥିବା ବେଳେ ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା। ଦୁର୍ଘଟଣା ସମୟରେ ଅନେକ ଯାତ୍ରୀ ଟ୍ରେନ୍‌ରେ ଥିଲେ। ହେଲେ...

ବିଟ୍ରେନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ଥର ଭାରତ ଗସ୍ତରେ ଆସିବେ ଋଷି ସୁନକ

ନୂଆଦିଲ୍ଲୀ/ଇଂଲଣ୍ଡ,୩।୯: ଜି -୨୦ ଶିଖର ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ଦୁଇ ଦିନିଆ ଶିଖର ସମ୍ମିଳନୀ ୯ ଓ ୧୦ ସେପ୍ଟେମ୍ବରରେ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ବିଶ୍ୱର ୨୦ଟି ଶକ୍ତିଶାଳୀ ଅର୍ଥନୀତି ଦେଶର ମୁଖ୍ୟମାନେ...

ସଂସଦର ସ୍ବତନ୍ତ୍ର ଅଧିବେଶନରେ ଯୋଗ ଦେବେନି ସଞ୍ଜୟ…

ମୁମ୍ବାଇ,୩।୯ : ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକିବା ନେଇ ସରକାର ସୂଚନା ଦେଇଛନ୍ତି। ଏହା ପରେ, ଏହି ବିଷୟରେ ଆଲୋଚନାର ହେବାରେ ଲାଗିଛି। ଯେତେବେଳେ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତଙ୍କୁ ଏ ବିଷୟରେ ପଚରାଯାଇଥିଲା ସେତେବେଳେ ସେ...

ମୋଦି ସରକାରଙ୍କ ନିକଟରେ ଦାବି କଲେ ଓଓ୍ବାଇସି, ଯେଉଁମାନଙ୍କୁ ସଂରକ୍ଷଣ ମିଳିନି ସେମାନଙ୍କୁ ଦିଆଯାଉ ସଂରକ୍ଷଣ

ନୂଆଦିଲ୍ଲୀ,୩।୯: ଓବିସିକୁ ସବ କାଟାଗୋରୀରେ ବିଭକ୍ତ କରିବାକୁ ରୋହିଣୀ କମିଶନ ରିପୋର୍ଟରେ ୨୬୦୦ ଓବିସି ଜାତିର ଏକ ତାଲିକା ଦିଆଯାଇଛି। ଓବିସି କୋଟା କିପରି ବଣ୍ଟନ କରାଯିବା ଉଚିତ ଏହି ରିପୋର୍ଟରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଓବିସି ସଂରକ୍ଷଣ ପ୍ରସଙ୍ଗରେ...

ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି…

ନୂଆଦିଲ୍ଲୀ,୩।୯ : କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ନିକଟତମ ମହଲ ସୂତ୍ରରୁ ପ୍ରକାଶ ରୁଟିନ ଚେକଅପ ପାଇଁ ସେ ହସ୍ପିଟାଲ ଯାଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ଶନିବାର ରାତିରେ ହଠାତ ତାଙ୍କ...

ଏକ ଦେଶ ଏକ ନିର୍ବାଚନ କମିଟି ସଦସ୍ୟ ହେବାକୁ ଅଧିର ରଞ୍ଜନ କଲେ ମନା…

କୋଲକାତା,୩।୯ : ଏକ ଦେଶ ଏକ ନିର୍ବାଚନ ସମ୍ପର୍କିତ ପ୍ରସଙ୍ଗ ନେଇ ଦେଶରେ ରାଜନୀତି ତୀବ୍ର ହେବାରେ ଲାଗିଛି। କେନ୍ଦ୍ରରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଏକ ଅନୁସନ୍ଧାନ କମିଟି ଗଠନ କରିଛନ୍ତି। କମିଟିର ସଭାପତି, ପୂର୍ବତନ ରାଷ୍ଟ୍ରପତି...

ନଭଲଖାଙ୍କୁ ଗୃହବନ୍ଦୀ ଭୁଲ୍‌ ପରମ୍ପରା

ନୂଆଦିଲ୍ଲୀ,୩।୯(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଏଲ୍‌ଗାର ପରିଷଦ-ମାଓବାଦୀ ସମ୍ପର୍କ ମାମଲାରେ ୨୦୨୦ ଏପ୍ରିଲରେ ଗିରଫ ହୋଇ ଜେଲରେ ଥିବା ମାନବାଧିକାର କର୍ମୀ ଗୌତମ ନଭଲଖାଙ୍କୁ ସ୍ବାସ୍ଥ୍ୟଗତ କାରଣରୁ ମୁମ୍ବାଇର ଏକ ଲାଇବ୍ରେରିସ୍ଥିତ ରୁମ୍‌ରେ ରହିବାକୁ ଅନୁମତି ଦିଆଯାଇଥିଲା। ନଭଲଖା ନିଜ ଗୃହବନ୍ଦୀ...

ୟୁ-ଓ୍ବିନ ପୋର୍ଟାଲ: ଗର୍ଭବତୀ-ନବଜାତକଙ୍କ ପାଇଁ ସୁବିଧା…

ନୂଆଦିଲ୍ଲୀ,୨।୯ : କେନ୍ଦ୍ର ସରକାର ୟୁ-ଓ୍ବିନ ପୋର୍ଟାଲ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। କୋଭିଡ -୧୯ ଭ୍ୟାକ୍ସିନ ମ୍ୟାନେଜମେଣ୍ଟ ସିଷ୍ଟମ କୋ-ୱିନ ଭଳି ଏହାର ଡିଜାଇନ କରାଯାଇଛି। ୟୁ-ଓ୍ବିନ ପ୍ରୋଗ୍ରାମ ୟୁନିଭର୍ସାଲ ଟିକାକରଣ ପ୍ରୋଗ୍ରାମ (ୟୁଆଇପି) କୁ ଡିଜିଟାଇଜେଶନ କରିବା...

ସିଏମ ଷ୍ଟାଲିନଙ୍କ ପୁଅଙ୍କ ବିବାଦୀୟ ମନ୍ତବ୍ୟ: ସନାତନ ଧର୍ମ ମ୍ୟାଲେରିଆ-ଡେଙ୍ଗୁ ଭଳି, ଏହାକୁ ଦୂର କରିବା ଉଚିତ…

ଚେନ୍ନାଇ,୨।୯ : ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅ ତଥା ଡିଏମକେ ସରକାରରେ ଜଣେ ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଶନିବାର ଏକ ଆପତ୍ତିଜନକ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ସନାତନ ଧର୍ମ ମ୍ୟାଲେରିଆ ଏବଂ ଡେଙ୍ଗୁ ଭଳି।ଏହା ସହିତଏହାକୁ ବିଲୋପ କରାଯିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri