ଜାତୀୟ

୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ଘଟଣା: ବମ୍ବେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି, ସମସ୍ତ ୧୨ ଅଭିଯୁକ୍ତ ନିର୍ଦ୍ଦୋଷ

ମୁମ୍ବାଇ,୨୧।୭: ୨୦୦୬ ମୁମ୍ବାଇ ଲୋକାଲ ଟ୍ରେନ ବିସ୍ଫୋରଣ ମାମଲାରେ ସୋମବାର ବମ୍ବେ ହାଇକୋର୍ଟ ଏକ ବଡ଼ ନିଷ୍ପତ୍ତି ଦେଇଛନ୍ତି। କୋର୍ଟ ସମସ୍ତ ୧୧ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ବିଚାରପତି ଅନିଲ କିଲୋର ଏବଂ ବିଚାରପତି ଏସ.ଜି. ଚନ୍ଦକଙ୍କ ଡିଭିଜନ ବେଞ୍ଚ…

ହସ୍ପିଟାଲ୍‌ ବେଡ୍‌ରେ ସ୍ତ୍ରୀଙ୍କୁ ୩ଥର ଛୁରି ଭୁସିଲେ ସ୍ବାମୀ: ଆଉ ତା’ପରେ…

ଚେନ୍ନାଇ,୨୧ା୭:ତାମିଲନାଡ଼ୁର କରୁର ଜିଲାରେ ଶନିବାର ସ୍ବାମୀଙ୍କ ସହ ବଚସାରୁ ଗଣ୍ଡଗୋଳ ହୋଇ ଆହତ ହୋଇଥିବା ୨୭ ବର୍ଷୀୟ ସ୍ତ୍ରୀ ଚିକିତ୍ସା ପାଇଁ ସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ହସ୍ପିଟାଲ ବେଡ୍‌ରେ ଅଚେତ ଅବସ୍ଥାରେ ଥିବା ସ୍ତ୍ରୀ ଶ୍ରୁଥିଙ୍କୁ ରବିବାର ସ୍ବାମୀ ବିଶ୍ରୁଥ…

ଉତ୍ତର ପ୍ରଦେଶରେ ୪ ବର୍ଷର ନାବାଳିକାକୁ ବଳାତ୍କାର: ସ୍କୁଲ ଭ୍ୟାନ ଡ୍ରାଇଭର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଏକ ଘୃଣ୍ୟ ଅପରାଧ ସାମ୍ନାକୁ ଆସିଛି। ଏକ ବେସରକାରୀ ସ୍କୁଲର ଭ୍ୟାନ ଡ୍ରାଇଭର ୪ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଜଣାପଡିଛି। ପୋଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଡ୍ରାଇଭର ଆରିଫ (୨୫)ଙ୍କୁ ଗିରଫ କରାଯାଇଛି।…

ଲଜ୍ଜାଜନକ ଘଟଣା: ୧୦ ବର୍ଷୀୟା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର, ଏହାପରେ ବି ସାହସ ଦେଖାଇ ଆଉଜଣେ ଯୁବତୀଙ୍କ ଲଜ୍ଜା ବଞ୍ଚାଇଲେ ବୀର ବାଳିକା

ଚେନ୍ନାଇ,୨୦।୭: ତାମିଲନାଡୁର ତିରୁବଲ୍ଲୁର ଜିଲ୍ଲାରେ ଜୁଲାଇ ୧୨ ତାରିଖରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ଜଣେ ୧୦ ବର୍ଷୀୟା ନାବାଳିକା ତାଙ୍କ ଜେଜେମା ଘରକୁ ଯାଉଥିବା ବେଳେ ଅପହରଣ ହୋଇ ବଳାତ୍କାରର ଶିକାର ହୋଇଥିଲେ। ତଥାପି, ଏହି ବୀର ବାଳିକା ଅଭିଯୁକ୍ତଙ୍କ…

ଜଣେ ଯୁବତୀଙ୍କୁ ବିବାହ କଲେ ଦୁଇ ଭାଇ, ବିବାହ ଦେଖି ସବୁ ଚକିତ; Video  ଦେଖିଲେ…

ହିମାଚଳ ପ୍ରଦେଶରୁ ଏକ ଅଜବ ବିବାହ ଖବରରେ ଅଛି। ଯାହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଏଠାରେ ହାତୀ ଜନଜାତିର ଦୁଇ ଭାଇ ଜଣେ ମହିଳାଙ୍କୁ ବିବାହ କରିଛନ୍ତି, ଯାହାକୁ ପୁରୁଣା ବହୁପତି ବିବାହ ତଥା ସ୍ଥାନୀୟ ଭାଷାରେ…

Video: ଝାଡ଼ଖଣ୍ଡ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପୁଅଙ୍କ ହସ୍ପିଟାଲ ‘ଭିଜିଟ ’, ଶୁଟିଂ କଲେ ‘ରିଲ୍’, ଘନେଇଲା ବିବାଦ

ରାଞ୍ଚି,୨୦।୭: ଝାଡ଼ଖଣ୍ଡରେ ରବିବାର ଏକ ରାଜନୈତିକ ବିବାଦ ସୃଷ୍ଟି ହୋଇଛି, ଯେତେବେଳେ ରାଜେନ୍ଦ୍ର ଇନଷ୍ଟିଟ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS)ରେ ସ୍ୱାସ୍ଥ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଇରଫାନ ଆନସାରୀଙ୍କ ପୁଅ କ୍ରିଶ ଆନସାରୀଙ୍କ ଦ୍ୱାରା କଥିତ ନିରୀକ୍ଷଣର ଏକ ଭିଡିଓ ସୋସିଆଲ…

ଭାରତୀୟ ସେନାକୁ ମିଳିବ ବହୁ ପ୍ରତିକ୍ଷିତ ଆପାଚେ ହେଲିକପ୍ଟର, ଜାଣନ୍ତୁ ଏହାର ଶକ୍ତି

ନୂଆଦିଲ୍ଲୀ,୨୦।୭: ୧୫ ମାସରୁ ଅଧିକ ବିଳମ୍ବ ପରେ ଭାରତୀୟ ସେନା ଆସନ୍ତା ଜୁଲାଇ ୨୨ ତାରିଖରେ ପ୍ରଥମ ବ୍ୟାଚରେ ତିନୋଟି ଆପାଚେ AH-64E ଲଢୁଆ ହେଲିକପ୍ଟର ଗ୍ରହଣ କରିବାକୁ ଯାଉଛି। ଏହା ଅପରେସନ ସିନ୍ଦୁର ପରିପ୍ରେକ୍ଷୀରେ ପଶ୍ଚିମ ସୀମାରେ ସେନାର ଯୁଦ୍ଧ…

ଦିଅରଙ୍କୁ ପ୍ରେମ କରି ସ୍ବାମୀଙ୍କୁ ମାରିଦେଲେ ସ୍ତ୍ରୀ,ଏମିତି ରଚିଥିଲେ ଷଡ଼ଯନ୍ତ୍ର

ନୂଆଦିଲ୍ଲୀ,୨୦ା୭: ଦିଲ୍ଲୀରେ ଦିଅରଙ୍କ ସହ ପ୍ରେମ ସମ୍ପର୍କ ରଖିଥିବା ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି। ମୃତକ କରନ ଦେବ (୩୬)ଙ୍କୁ ତାଙ୍କ ସ୍ତ୍ରୀ ସୁସ୍ମିତା ଗତ ୧୩ ତାରିଖରେ ମାତା ରୂପରାନି ମାଗୋ ହସ୍ପିଟାଲକୁ ଆଣି…

ଶିକ୍ଷାନୁଷ୍ଠାନରେ ଛାତ୍ରୀ ଅସୁରକ୍ଷିତ

ଲକ୍ଷ୍ନୌ/ଗ୍ରେଟର ନଏଡା,୨୦ା୭: ୟୁପି ରାଜଧାନୀ ଲକ୍ଷ୍ନୌସ୍ଥିତ ଏକ ସ୍କୁଲରେ ୪ ବର୍ଷୀୟା ଝିଅ ଜଣକ ପାଠ ପଢ଼ନ୍ତି। ଭ୍ୟାନ୍‌ ଡ୍ରାଇଭର ମହମ୍ମଦ ଆରିଫ୍‌ ଅନ୍ୟ ପିଲାଙ୍କ ସହ ତାଙ୍କୁ ଘରୁ ସ୍କୁଲକୁ ନେବାଆଣିବା କରନ୍ତି। ନିକଟରେ ଶିଶୁକନ୍ୟା ନିଜ ସମ୍ବେଦନଶୀଳ ଅଙ୍ଗରେ…

ଅଗଷ୍ଟ ୧ ପୂର୍ବରୁ ଭାରତକୁ ଏହି ଗୁଡ୍‌ନ୍ୟୁଜ୍‌ ଦେବ ଆମେରିକା! ଭାରତବାସୀଙ୍କ ପାଇଁ ହେବ ଖୁସିଖବର

ନୂଆଦିଲ୍ଲୀ,୨୦।୭: ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟ ଚୁକ୍ତି ଖୁବ ଶୀଘ୍ର ସ୍ଥିର ହୋଇପାରେ। ନିକଟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ସମାପ୍ତ ହୋଇଥିଲା। ଏଥିରେ ବାଣିଜ୍ୟ ଚୁକ୍ତିର ଚୂଡ଼ାନ୍ତ ରୂପରେଖା ଦିଆଯିବାର ଥିଲା। ଏହି ଚୁକ୍ତିକୁ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ…

ହିନ୍ଦୁଙ୍କୁ ନେଇ ବଡ଼ ବୟାନ ଦେଲେ କିରେନ ରିଜିଜୁ

ନୂଆଦିଲ୍ଲୀ,୧୯।୭: ଏକ ଆଲୋଚନା ସମୟରେ କେନ୍ଦ୍ର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ଏବଂ ସଂଖ୍ୟାଲଘୁମାନେ ଏହି ଦେଶରେ ସବୁଠାରୁ ସୁରକ୍ଷିତ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସଂଖ୍ୟାଲଘୁମାନେ ବହୁଳ ହିନ୍ଦୁଙ୍କ ଯୋଗୁ ସମ୍ପୂର୍ଣ୍ଣ ସ୍ବାଧୀନତା…

ମୋଦି ୪୨ ଦେଶ ବୁଲିପାରୁଛନ୍ତି ହେଲେ ମଣିପୁର ଯାଇପାରୁ ନାହାଁନ୍ତି, ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କଲେ ମଲ୍ଲିକାର୍ଜୁନ

ନୂଆଦିଲ୍ଲୀ,୧୯।୭: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଶନିବାର କର୍ନାଟକର ମୈସୁରୁରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଜନତା ପାର୍ଟି (ଭାଜପା)କୁ କଡ଼ା ଟାର୍ଗେଟ କରିଥିଲେ। ସେ ମଣିପୁରରେ ହିଂସା ଉପରେ ପ୍ରଧାନମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?