ଜାତୀୟ

ଭାଜପା ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼

ନୂଆଦିଲ୍ଲୀ,୧୮।୪: ଭାଜପାର ବରିଷ୍ଠ ନେତା ଜିବିଏଲ୍‌ ନରସିଂହ ରାଓଙ୍କ ଉପରକୁ ଜୋତା ମାଡ଼ ହୋଇଛି। ଦିଲ୍ଲୀସ୍ଥିତ ଭାଜପାର ମୁଖ୍ୟାଳୟରେ ନରସିଂହ ଅନ୍ୟ ଜଣେ ଦଳୀୟ ସଦସ୍ୟ ଭୁପେନ୍ଦ୍ର ଯାଦବଙ୍କ ସହିତ ଏକ ଖବରଦାତା ସମ୍ମିଳନୀରେ ଉପସ୍ଥିତ ଥିଲେ। ସମ୍ମିଳନୀରେ ଥିବା ଜଣେ…

ଭାଜପା ଏମ୍‌ପିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ: ବୁଥ୍‌କୁ ଯିବା ଉପରେ ଲାଗିଲା କଟକଣା

ବୁଲନ୍ଦସହର,୧୮।୪: ଉତ୍ତରପ୍ରଦେଶରେ ୮ଟି ଆସନ ପାଇଁ ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହୋଇଛି। ଏହି ନିର୍ବାଚନ ସମୟରେ କେତେକ ସ୍ଥାନରେ ନିର୍ବାଚନୀ ହିଂସା ଦେଖାଦେଇଥିବା ବେଳେ ବହୁ ବିବାଦ ମଧ୍ୟ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବୁଲନ୍ଦସହରର…

ପ୍ରାର୍ଥିପତ୍ର ଦାଖଲ କଲେ ପୁନମ

ଲକ୍ଷ୍ନୌ,୧୮।୪: ବଲିଉଡ୍‌ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ ସିହ୍ନା ଲକ୍ଷ୍ନୌ ସଂସଦୀୟ ନିର୍ବାଚନମଣ୍ଡଳୀରୁ ଗୁରୁବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କିଛିଦିନ ତଳେ ଶ୍ରତୁଘ୍ନ ଭାଜପା ଉପରେ ଅସନ୍ତୁଷ୍ଟ ହୋଇ କଂଗ୍ରେସରେ ଯୋଗ ଦେଇଥିଲେ। ଆଉ ଦୁଇ ଦିନ ପୂର୍ବରୁ ପୁନମ…

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର ସିଂ ତନଓ୍ବର ଏକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଏଠାରେ ପୁରୁଷମାନେ ମହିଳାଙ୍କ…

ଟାଇମ୍ସ୍‌ ମାଗାଜିନ୍‌ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ମୁକେଶ ଅମ୍ବାନୀ; ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ବି ସାମିଲ୍‌

ନୂଆଦିଲ୍ଲୀ,୧୮।୪: ଟାଇମ୍ସ୍‌ ମାଗାଜିନ୍‌ ପକ୍ଷରୁ ଶହେ ଜଣ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ନାମ ରହିଛି। ଏଥିରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ନାମ ରହିଛି। ସେହିପରି ଅନ୍ୟମାନଙ୍କ ମଧ୍ୟରେ ଆମେରିକା ରାଷ୍ଟ୍ରପତି…

୧୫ ଦିନର ଶିଶୁକୁ ବଞ୍ଚାଇବା ପାଇଁ ୩୫୦ମିନିଟରେ ୪୦୦ କିଲୋମିଟର ଦୌଡିଲା ଆମ୍ବୁଲାନ୍ସ

ଥିରୁଭାନନ୍ତପୁରମ୍‌, ୧୮।୪: ୧୫ଦିନ ଶିଶୁର ଜୀବନ ବଞ୍ଚାଇବା ପାଇଁ କେରଳ ସରକାର ଓ ସାଧାରଣ ଲୋକେ ମିଶି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଜନ୍ମରୁ ହୃଦ୍‌ରୋଗରେ ପୀଡିତ ଶିଶୁଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ…

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ସୌଦି ଆରବର ରିୟାଦରେ ଥିବା ଜଣେ ଭାରତୀୟ…

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫ ବର୍ଷ ଅର୍ଥାତ୍‌ ୨୦୨୪ ବେଳକୁ ସାଇବର ଆକ୍ରମଣ ଯୋଗୁ ୩ଶହ ୬୦ କୋଟି ଲକ୍ଷ…

ଆର୍‌ଜେଡି ଛାଡ଼ିଲେ ଫାତ୍‌ମି

ପାଟନା,୧୮ା୪(ପି.ଟି.): ବରିଷ୍ଠ ଆରଜେଡି ନେତା ମହମ୍ମଦ ଅଲି ଅଶ୍ରଫ୍‌ ଫାତ୍‌ମି ବୁଧବାର ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ତେଜସ୍ବୀ ଯାଦବଙ୍କ ବ୍ୟବହାରକୁ ନେଇ ସେ ଅତିଷ୍ଠ ଥିଲେ । ଫାତ୍‌ମି ମଧୁବଣୀ ଲୋକ ସଭା ଆସନରୁ ପ୍ରାର୍ଥୀ ହେବାକୁ…

ସାଧ୍ୱୀ ପ୍ରଜ୍ଞା ଠାକୁର ଭୋପାଳରୁ ଭାଜପା ପ୍ରାର୍ଥୀ

ନୂଆଦିଲ୍ଲୀ,୧୮ା୪(ପି.ଟି.): ୨୦୦୮ ମାଲେଗାଓଁ ବିସ୍ଫୋରଣ ମାମଲାରେ ବିଚାରର ସମ୍ମୁଖୀନ ହୋଇଥିବା ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କୁ ଭାଜପା ମଧ୍ୟପ୍ରଦେଶର ଭୋପାଳ ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରେ ତାଙ୍କର ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂଙ୍କ…

ଇସିଙ୍କ କଟକଣା ସତ୍ତ୍ୱେ ଆଦିତ୍ୟନାଥଙ୍କ ଅଯୋଧ୍ୟା ଗସ୍ତ

ଅଯୋଧ୍ୟା,୧୮ା୪(ପି.ଟି.): ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରଚାର ଉପରେ ନିର୍ବାଚନ କମିଶନ (ଇସି) ୭୨ ଘଣ୍ଟିଆ ନିଷିଦ୍ଧାଦେଶ ଲଗାଇଥିବାବେଳେ ସେ ବୁଧବାର ଅଯୋଧ୍ୟାସ୍ଥିତ କେତେକ ମନ୍ଦିରକୁ ଯାଇ ପ୍ରାର୍ଥନା କରିବା ସହ ଏକ ଦଳିତ ପରିବାରକୁ ଯାଇଥିଲେ।…

ପ୍ରଧାନମନ୍ତ୍ରୀ କେବଳ ମିଛ କହୁଛନ୍ତି: ରାହୁଲ

ଓ୍ବାୟାନାଡ୍‌,୧୮ା୪(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ନିର୍ବାଚନ ମଣ୍ଡଳୀର କେରଳର ଓ୍ବାୟାନାଡ୍‌ ଯାଇ ବୁଧବାର ତିନୋଟି ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେଇଥିଲେ। ଏହି ଅବସରରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଯାହା କହୁଛନ୍ତି ସବୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?