Posted inଜାତୀୟ

୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆକ୍ରମଣ ଆଶଙ୍କା: ଆଗାମୀ ୫ ବର୍ଷରେ ୩ ଶହ ୬୦ ଲକ୍ଷ କୋଟି ହେବ କ୍ଷତି

ନୂଆଦିଲ୍ଲୀ,୧୮।୪: ଭାରତରେ ଡିଜିଟାଲକରଣ ଧାରା ଜାରି ରହିଛି। ତେବେ ୬୦ ପ୍ରତିଶତ ଭାରତୀୟ କମ୍ପାନୀ ଉପରେ ସାଇବର ଆଶଙ୍କା ଭୟ ରହିଛି। ଏହାଦ୍ୱାରା ଆଗାମୀ ୫ ବର୍ଷ ଅର୍ଥାତ୍‌ ୨୦୨୪ ବେଳକୁ ସାଇବର ଆକ୍ରମଣ ଯୋଗୁ ୩ଶହ ୬୦ କୋଟି ଲକ୍ଷ ଟଙ୍କା କ୍ଷତି ହେବ। ଏନେଇ ଆୟରଲାଣ୍ଡ ଡବଲିନ୍‌ରେ କାର୍ଯ୍ୟକରୁଥିବା ଅନ୍ତର୍ଜାତୀୟ ସଂସ୍ଥା ଆସେନଚର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି। ସର୍ଭେରେ ୭୭ ପ୍ରତିଶତ ଲୋକ ମତ ଦେଇଛନ୍ତି ଯେ, ଡିଜିଟାଲ ଇକୋନୋମିର ବିକାଶ ପାଇଁ ଇଣ୍ଟରନେଟ୍‌ ସିକ୍ୟୁରିଟି ଗୁରୁତ୍ୱପୂର୍ଣ୍ଣ। ଆସେନଚର ପକ୍ଷରୁ ଏନେଇ ୧୭ ଶହ ସୂଚନା ପ୍ରଯୁକ୍ତି କମ୍ପାନୀର ସିଇଓଙ୍କ ମତାମତ ସଂଗ୍ରହ କରାଯାଇଥିଲା। ଏଥିରେ ଭାରତର ଶହେ ଜଣ ସିଇଓ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ୧ ନଭେମ୍ୱରରୁ ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ, ମୋବାଇଲ କଲିଂ ଓ ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ,୨୪।୧୦: ଦେଶ ଏବଂ ଜାତୀୟ ରାଜଧାନୀ କ୍ଷେତ୍ର (NCR)ରେ ଆସନ୍ତା ୧ ନଭେମ୍ୱର ୨୦୨୬ରୁ ସାଧାରଣ ଜନତାଙ୍କ ଜୀବନ ସହିତ ଜଡ଼ିତ ଅନେକ ବଡ଼ ପରିବର୍ତ୍ତନ ଲାଗୁ…

ପ୍ରେମୀଯୁଗଳଙ୍କ ଅଜବ ଫଣ୍ଡା, ବିବାହ ଖର୍ଚ୍ଚ ଉଠାଇବା ପାଇଁ ଲୁଟିଲେ ସୁନା ଚେନ୍‌, ଆଉ ତା’ ପରେ…

ହାଇଦ୍ରାବାଦ,୨୪ା୧୦: ହାଇଦ୍ରାବାଦରେ ନିଜ ବିବାହ ପାଇଁ ଟଙ୍କା ଯୋଗାଡ଼ କରିବା ଉଦ୍ଦେଶ୍ୟରେ ପ୍ରେମୀଯୁଗଳ ଏକ ଅଜବ ଫଣ୍ଡା ଆପଣାଇଛନ୍ତି। ପ୍ରେମୀଯୁଗଳ ଜଣେ ମନ୍ଦିର କର୍ମଚାରୀଙ୍କଠାରୁ ସୁନା ଚେନ୍‌…

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସ୍ଥଗିତ, ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୨୪ା୧୦: ଓଡ଼ିଶାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ରାଇରଙ୍ଗପୁରକୁ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଧାରିତ ଗସ୍ତ ବାତ୍ୟା ଆଶଙ୍କା ଯୋଗୁ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଭାରତୀୟ ରିଜର୍ଭ…

ଉତ୍ତର ପ୍ରଦେଶ,ପଞ୍ଜାବ ସମେତ ୫ ରାଜ୍ୟ ପାଇଁ ‘ୱାର୍‌ ରୁମ’ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିଛି କଂଗ୍ରେସ

ନୂଆଦିଲ୍ଲୀ,୨୪।୧୦: ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ସ୍ବରୂପ, କଂଗ୍ରେସ ପାଞ୍ଚଟି ରାଜ୍ୟରେ ନିର୍ବାଚନ ‘ୱାର୍‌ ରୁମ’ (war room) ପାଇଁ ମୁଖ୍ୟ…

ବଙ୍ଗୋପସାଗରରେ ସୃଷ୍ଟି ହେଉଛି ଝଡ଼ ; IMD ଜାରି କଲା ବଡ଼ ସତର୍କତା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି ଯେ ବଙ୍ଗୋପସାଗରର ପୂର୍ବ-କେନ୍ଦ୍ରୀୟ ଏବଂ ଏହାକୁ ଲାଗି ରହିଥିବା ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି…

କେଉଁଠି ଆରମ୍ଭ ହୋଇଥିଲା ସୋନିଆ-ରାଜୀବଙ୍କ ପ୍ରେମ କାହାଣୀ: ସୋନିଆ ନିଜେ କହିଲେ…

ନୂଆଦିଲ୍ଲୀ,୨୪।୧୦: କଂଗ୍ରେସର ପୂର୍ବତନ ସଭାପତି ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ ଲଭ’ (Belonging: A Journey of Love) ର ଉଲ୍ଲେଖ…

ଇସିଆଇ ମୁଖ୍ୟାଳୟକୁ ଏସ୍‌ଆଇଆର୍‌ ବିରୋଧୀ ପଦଯାତ୍ରା

ନୂଆଦିଲ୍ଲୀ,୨୪ା୧୦: ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବିରୋଧରେ ଶୁକ୍ରବାର କେନ୍ଦ୍ରୀୟ ଦିଲ୍ଲୀସ୍ଥିତ ଭାରତର ନିର୍ବାଚନ କମିଶନ (ଇସିଆଇ) ମୁଖ୍ୟାଳୟ ଅଭିମୁଖେ ପଦଯାତ୍ରାରେ ଯାଉଥିବା ଶତାଧିକ…

ସାଉଦିକୁ ଇଣ୍ଡିଗୋ ବିମାନ ଚଳାଚଳ ବାତିଲ ଅବଧି ବଢ଼ିଲା

ନୂଆଦିଲ୍ଲୀ, ୨୪ା୧୦: ଭାରତୀୟ ବିମାନ ସେବା ସଂସ୍ଥା ‘ଇଣ୍ଡିଗୋ’ ସାଉଦି ଆରବର ସୁରକ୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ସେଠାକୁ ନିଜର ବିମାନ ଚଳାଚଳ ବାତିଲ ଅବଧିକୁ ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?