Posted inଜାତୀୟ

ବୁର୍ଖା ପିନ୍ଧି ପୁରୁଷମାନେ ଭୋଟ ଦେଉଥିବା ଅଭିଯୋଗ ଆଣିଲେ ଭାଜପା ନେତା

ଲକ୍ଷ୍ନୌ,୧୮।୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଗୁରୁବାର ସକାଳୁ ଆରମ୍ଭ ହୋଇଛି। ଉତ୍ତର ପ୍ରଦେଶର ଅମରୋହାରୁ ଭାଜପା ଏମ୍‌ପି ପ୍ରାର୍ଥୀ ଥିବା କନଓ୍ବର ସିଂ ତନଓ୍ବର ଏକ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି କି ଏଠାରେ ପୁରୁଷମାନେ ମହିଳାଙ୍କ ବୁର୍ଖା ପିନ୍ଧି ଭୋଟ ଦେଉଛନ୍ତି। କାରଣ ଯେଉଁ ମହିଳାମାନେ ବୁର୍ଖା ପିନ୍ଧି ଆସୁଛନ୍ତି ସେମାନଙ୍କର ଯାଞ୍ଚ କରାଯାଉ ନାହିଁ। ତେଣୁ ମହିଳା ବେଶରେ ପୁରୁଷ ଏଠି ମିଥ୍ୟା ଭୋଟ ଦେଉଛନ୍ତି। ତେଣୁ ଯିଏ ବୁର୍ଖା ପିନ୍ଧି ଆସୁଛନ୍ତି ତାଙ୍କୁ ଯାଞ୍ଚ କରାଯାଉ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ ହେଲେ ରତନ ଟାଟା

ମୁମ୍ବାଇ,୧୯।୮: ମହାରାଷ୍ଟ୍ର ସରକାର ଶିଳ୍ପପତି ଓ ଟାଟା କମ୍ପାନୀର ମାଲିକ ରତନ ଟାଟାଙ୍କୁ ‘ଉଦ୍ୟୋଗ ରତ୍ନ’ରେ ସମ୍ମାନିତ କରିବାକୁ ଜୁଲାଇ ୨୮ତାରିଖରେ ଘୋଷଣା କରିଥିଲେ। ତେବେ...

ସରିବାକୁ ଯାଉଛି ମୌସୁମୀ ଅଧିବେଶନ, ଅନାସ୍ଥା ପ୍ରସ୍ତାବ ଉପରେ ହେବ ତ ଚର୍ଚ୍ଚା…

ନୂଆଦିଲ୍ଲୀ,୫।୮: ସରିବାକୁ ଯାଉଛି ମୌସୁମୀ ଅଧିବେଶନ। ଏବେ ସମସ୍ତଙ୍କ ନଜର ଅନ୍ତିମ ସପ୍ତାହରେ ବାକିଥିବା ୫ଟି କାର୍ଯ୍ୟଦିବସ। ଆରମ୍ଭରୁ ସଂସଦରେ ମଣିପୁର ହିଂସାକୁ ନେଇ ହଙ୍ଗାମା...

ଭାଜପା ଘୋଷଣା ପତ୍ର, ପ୍ରତି ପରିବାରରେ ଜଣଙ୍କୁ ଚାକିରି-ଛାତ୍ରୀଙ୍କୁ ସ୍କୁଟି-ଛାତ୍ରଙ୍କୁ ଲାପଟପ୍‌…

ଲକ୍ଷ୍ନୌ, ୮।୨ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ପକ୍ଷରୁ ମଙ୍ଗଳବାର ନିଜର ଘୋଷଣା ପତ୍ର ପ୍ରକାଶ କରାଯାଇଛି। ଏହାର ନାମ ‘ଲୋକ କଲ୍ୟାଣ...

ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି

କୋଲକାତା,୧୩।୨: ପଶ୍ଚିମବଙ୍ଗ ପର୍ଯ୍ୟଟନ ମନ୍ତ୍ରୀ ତଥା ଗାୟକ ବାବୁଲ ସୁପ୍ରିୟୋ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ ବାବୁଲ ସୁପ୍ରିୟୋଙ୍କୁ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ...

ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ଖାରଜ କଲା ପ୍ରତିରକ୍ଷା ମନ୍ତ୍ରଣାଳୟ

କୋଲକାତା, ୨।୧: ଚଳିତବର୍ଷ ଗଣତନ୍ତ୍ର ଦିବସ ସମାରୋହରେ ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ସାମିଲ ହେବ ନାହିଁ। ପଶ୍ଚିମବଙ୍ଗର ପ୍ରଜ୍ଞାପନ ମେଢ଼ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ...

ଆସାମ ମୁଖ୍ୟମନ୍ତ୍ରୀଙ୍କ ନୂଆ ରୂପ

ଗୁଆହାଟି,୧୬ ।୧: ନିଜ ବୟାନକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ରହୁଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବେ ପୁଣି ଆସିଛନ୍ତି ଚର୍ଚ୍ଚାକୁ ।...

ଆସାମ ଭାଜପା ଏମପିଙ୍କ ଘରୁ ୧୦ ବର୍ଷ ପୁଅର ଝୁଲନ୍ତା ମୃତଦେହ ଉଦ୍ଧାର, ଯାଞ୍ଚ ଆରମ୍ଭ

ଗୁଆହାଟୀ,୨୭।୮: ଆସାମର ଭାଜପା ଏମପି ରାଜଦୀପ ରୟଙ୍କ ସିଲଚଲ ସ୍ଥିତ ଘରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଅଟିର ବୟସ ପ୍ରାୟ...

ବଦଳି ହେଲେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ ହେମନ୍ତ ଏମ ପ୍ରଚାକ; ମାନହାନି ମାମଲାରେ ରାହୁଲଙ୍କ ଆବେଦନକୁ କରିଥିଲେ ଖାରଜ

ନୂଆଦିଲ୍ଲୀ,୧୧।୮: ଦେଶର ବିଭିନ୍ନ ହାଇକୋର୍ଟର ୨୩ଜଣ ବିଚାରପତିଙ୍କୁ ବଦଳି କରିଛନ୍ତି ସୁପ୍ରିମକୋର୍ଟ କଲେଜିୟମ। ଯେଉଁ ବିଚାରପତମାନିଙ୍କୁ ବଦଳି କରାଯାଇଛି ସେମାନଙ୍କ ମଧ୍ୟରେ ଗୁଜୁରାଟ ହାଇକୋର୍ଟର ଜଷ୍ଟିସ...

Advertisement
Archives

Model This Week