Posted inଜାତୀୟ

ରିୟାଦରେ ରହୁଥିବା ଭାରତୀୟଙ୍କୁ ସାହାଯ୍ୟର ପ୍ରତିଶ୍ରୁତି ଦେଲେ ସୁଷମା

ନୂଆଦିଲ୍ଲୀ,୧୮।୪: ବିଦେଶରେ ଥିବା ଭାରତୀୟଙ୍କ ଟୁଇଟ୍‌ ଦେଖି ତୁରନ୍ତ ଏହାର ଯବାବ ଦେବା ଓ ସେମାନଙ୍କୁ ସାହାଯ୍ୟର ହାତ ବଢାଇବାରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। ନିକଟରେ ସୌଦି ଆରବର ରିୟାଦରେ ଥିବା ଜଣେ ଭାରତୀୟ ଆତ୍ମହତ୍ୟା କରିବା କଥା ଟୁଇଟ୍‌ କରି ଜଣାଇଥିଲେ। କାରଣ ଦୀର୍ଘ ୧୨ ମାସ ହେବ ସେ ଭାରତ ଆସିବା ପାଇଁ ଭାରତୀୟ ଦୂତାବାସକୁ ଜଣାଇଥିଲେ ମଧ୍ୟ ଏହାର କୌଣସି ସୁଫଳ ତାଙ୍କୁ ମିଳିନାହିଁ। ସେଥିପାଇଁ ସେ ଏବେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି। ହେଲେ ଏକଥା ଜାଣିବା ପରେ ତାଙ୍କୁ ସାହାଯ୍ୟ କରାଯିବ ବୋଲି ସୁଷମା ଆଶ୍ୱାସନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ହେବେ ମୁମ୍ବାଇର ପରବର୍ତ୍ତି ମେୟର? ରେସରେ ରହିଛି ଏହିମାନଙ୍କ ନାମ

ମୁମ୍ବାଇ,୧୭।୧: ମୁମ୍ବାଇ ନଗର ନିଗମ ନିର୍ବାଚନରେ ଭାଜପା ଏକକ ବୃହତ୍ତମ ଦଳ ଭାବରେ ଉଭା ହୋଇଛି, ମୁମ୍ବାଇରେ ଶିବସେନାର ପ୍ରାୟ ତିନି ଦଶନ୍ଧି ଧରି ରହିଥିବା...

ମହାରାଷ୍ଟ୍ରର ‘ଧୁରନ୍ଧର’ ପାଲଟିଲେ ଦେବେନ୍ଦ୍ର ଫଡନଭିସ, ଚାରିଆଡେ ଛାଇଗଲା ପୋଷ୍ଟର

ମୁମ୍ବାଇ,୧୭।୧: ଦେଶର ସର୍ବବୃହତ ନଗର ନିଗମ, ବୃହନମୁମ୍ବାଇ ନଗର ନିଗମ (BMC) ପାଇଁ ନିର୍ବାଚନ ଫଳାଫଳ ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଭାଜପା...

‘ଅତି କମରେ ୧ କୋଟି ଲୋକଙ୍କ ଜୀବନ ବଞ୍ଚିଗଲା’, ଶହବାଜ ସରିଫଙ୍କ ନାଁ ନେଇ ଭାରତ-ପାକିସ୍ତାନ ଯୁଦ୍ଧ ବିରତିର କ୍ରେଡିଟ ନେଉଛନ୍ତି ଟ୍ରମ୍ପ

ଫ୍ଲୋରିଡା/ନୂଆଦିଲ୍ଲୀ,୧୭।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଦାବି କରିଛନ୍ତି ଯେ ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା...

ବିବାହ କରିବାକୁ ମନା କଲେ ଝିଅ, ବରଯାତ୍ରୀ ନେଇ ସିଧା ପୋଲିସ ଷ୍ଟେଶନରେ ପହଞ୍ଚିଲେ ବର, ଆଉ ତା’ପରେ…

ନୂଆଦିଲ୍ଲୀ,୧୭।୧: ବିବାହ କରିବାକୁ କନ୍ୟା ପକ୍ଷ ମନା କରିବାରୁ ବରଯାତ୍ରୀ ନେଇ ପୋଲିସ ଷ୍ଟେଶନରେ ସିଧା ପହଞ୍ଚିଗଲେ ବର। ଏଭଳି ଘଟଣା ପଞ୍ଜାବର ଯମୁନାନଗର ଅଞ୍ଚଳରେ...

ଦିନେ ମୋ ଘର ଭାଙ୍ଗିଥିଲ, ଆଜି ଲୋକେ ତଡ଼ିଦେଲେ: କଙ୍ଗନାଙ୍କ ହୁଙ୍କାର

ମୁମ୍ବାଇ,୧୭।୧: ମହାରାଷ୍ଟ୍ର ବିଏମସି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏହି ଫଳାଫଳ ସହିତ ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ ଉପରେ ଠାକରେ ପରିବାରର ଶାସନ ଶେଷ ହୋଇଛି।...

BMC Results 2026:ଭାଜପାର ବିଜୟ ପରେ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରୁଛି ରସମଲାଇ

ମୁମ୍ବାଇ,୧୬।୧: ମହାରାଷ୍ଟ୍ର ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ, ‘ରସମଲାଇ’ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ନିର୍ବାଚନ ପ୍ରଚାର ସମୟରେ...

୪୦ଲକ୍ଷ ପାର୍‌ କରିବ ୧୦ଗ୍ରାମ୍‌ ସୁନା, ବିବାହ ଋତୁରେ କୋଟିଏ ଛୁଇଁବ!

ନୂଆଦିଲ୍ଲୀ,୧୬।୧: ଦେଶରେ ସୁନା ମୂଲ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି, ଯାହା ଧୀରେ ଧୀରେ ସାଧାରଣ ଲୋକଙ୍କ ହାତପାଆନ୍ତାରୁ ଦୂରେଇ ଯାଉଛି। ଆଜି ଦିଲ୍ଲୀ, ଜୟପୁର,...

ମାଆଙ୍କ ପୋଷ୍ଟମର୍ଟମ କରାଇଲେ ୮ ବର୍ଷର ପୁଅ: ହୃଦୟ ବିଦାରକ ଘଟଣା ଶୁଣିଲେ ହୋଇଯିବେ ସ୍ତବ୍ଧ

ଲକ୍ଷ୍ନୌ,୧୬।୧: ଉତ୍ତର ପ୍ରଦେଶର ଏଟାରେ ଜଣେ ୮ ବର୍ଷର ବାଳକ ତାଙ୍କ ମାଆଙ୍କ ପୋଷ୍ଟମର୍ଟମ ପରୀକ୍ଷା କରାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri