ଜାତୀୟ

୧୧ ରାଜ୍ୟରେ ନିଯୁକ୍ତ ହେବେ ନୂଆ ରାଜ୍ୟପାଳ: ଦୌଡ଼ରେ ଭାଜପାର ବରିଷ୍ଠ ନେତା

ନୂଆଦିଲ୍ଲୀ,୧୧।୬: ଦେଶର ୧୧ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଜନା କରାଯାଉଛି। ଏହାଦ୍ୱାରା ନିର୍ବାଚନ ଲଢ଼ିବାକୁ ସୁଯୋଗ ଦିଆଯାଇ ନ ଥିବା ବରିଷ୍ଠ ସଦସ୍ୟଙ୍କୁ ଥଇଥାନ କରାଯିବାର ସମ୍ଭାବନା ରହିଛି। ରାଜ୍ୟପାଳ ଦୌଡ଼ରେ ମୂରଲୀମନୋହର ଯୋଶୀ,…

ଡାକ୍ତରୀ ଛାତ୍ରୀ ପାୟଲ ତଡଓ୍ବି ମୃତ୍ୟୁ ମାମଲା: କୋର୍ଟରେ କାନ୍ଦିଲେ ୩ ଅଭିଯୁକ୍ତ ଡାକ୍ତର

ମୁମ୍ବାଇ, ୧୧।୬:ମୁମ୍ବାଇର ବିୱାଇଏଲ ନାୟର ହସ୍ପିଟାଲର ଛାତ୍ରୀନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତଡଓ୍ବିଙ୍କ ଆତ୍ମହତ୍ୟା ମାମଲାରେ ଅଭିଯୁକ୍ତ ୩ ଜଣ ଡାକ୍ତର କୋର୍ଟରେ କାନ୍ଦିଛନ୍ତି। ଏକ ମାମଲା ସମସ୍ତ ଘଟଣାକ୍ରମ ରେକର୍ଡଂ କରାଯାଉ ବୋଲି ପାୟଲଙ୍କ ମା’ କୋର୍ଟରେ…

ତାତି ସହି ନ ପାରି କେରଳ ଏକ୍ସପ୍ରେସ୍‌ରେ ୪ ଯାତ୍ରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୧।୬: ଦିଲ୍ଲୀରୁ ଝାନ୍‌ସୀ ଯାଉଥିବା କେରଳ ଏକ୍ସପ୍ରେସ୍‌ରେ ଅଭାବନୀୟ ଘଟଣା ଘଟିଛି। ପ୍ରବଳ ତାତି ସହି ନ ପାରି ଏଥିରେ ଯାତ୍ରା କରୁଥିବା ୪ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଆଗ୍ରାରୁ କୋଇମ୍ବାଟୁର ଯାଉଥିବା ୬୮ ଜଣିଆ ଏକ ଦଳରେ ମୃତ…

ଥମୁନି ପଶ୍ଚିମବଙ୍ଗ ହିଂସା: ଉତ୍ତର ୨୪ ପ୍ରଗଣାରେ ୨ ମୃତ

କୋଲକାତା,୧୧।୬: ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲା କାକିନାରାରେ ବୋମା ବିସ୍ଫାରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନ୍ୟ ୪ ଆହତ ହୋଇଥିବା ଜଣାପଡିଛି। ଲୋକ ସଭା ନିର୍ବାଚନ ପରେ ଭାଜପା ଓ ଟିଏମ୍‌ ସି ମଧ୍ୟରେ…

ଖବରଦାତା ପ୍ରଶାନ୍ତଙ୍କୁ ମୁକ୍ତ କରିବାକୁ ଯୋଗୀ ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ କରିଥିବା ବିବାଦୀୟ ଲେଖା ଅଭିଯୋଗରେ ଖବରଦାତା ପ୍ରଶାନ୍ତ କନୌଜିଆଙ୍କୁ ଗିରଫ କରାଯାଇଥିଲା। ତେବେ ଏହାର ବିଚାର କରି ପ୍ରଶାନ୍ତଙ୍କୁ ମୁକ୍ତ କରିବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର…

ମାରିଦେବାକୁ ଯୋଜନା କରି ଚଳନ୍ତା କାର୍‌ରୁ ବୋହୂଙ୍କୁ ଠେଲି ଦେଲେ ଶାଶୁ ଘର ଲୋକେ

ଚେନ୍ନାଇ,୧୧।୬: ତାମିଲନାଡୁର ଆରତି ଅରୁଣ(୩୮) ନାମକ ଜଣେ ମହିଳାଙ୍କୁ ତାଙ୍କ ଶାଶୁ ଘର ଲୋକେ ଚଳନ୍ତା କାର୍‌ରୁ ଠେଲି ଦେଇ ମାରି ଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। କାରଣ ଏମିତି କିଛି ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହେବା ପରେ…

ଜାମିନ ନ ମିଳିବାରୁ ବଳାତ୍କାର ପୀଡ଼ିତାଙ୍କୁ ବିବାହ କଲେ ବିଧାୟକ

ଅଗରତାଲା,୧୧।୬: ତ୍ରିପୁରା ସରକାରରେ ସାମିଲ ହୋଇଥିବା ଦଳ ଆଇପିଏଫଟି(ଇଣ୍ଡିଜିନିୟସ୍‌ ପିପୁଲ୍ସ୍‌ ଫ୍ରଣ୍ଟ ଅଫ୍‌ ତ୍ରିପୁରା)ର ଜଣେ ବିଧାୟକ ସେହି ଯୁବତୀଙ୍କୁ ବିବାହ କରିଛନ୍ତି, ଯିଏ ତାଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ,ଯୁବତୀ ଜଣଙ୍କ ମେ୨୦ରେ ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ…

ଆଇସିୟୁରେ ଭର୍ତ୍ତି ହେଲେ ମୁଲାୟମ

ନୂଆଦିଲ୍ଲୀ,୧୧।୬: ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ୍‌ ସିଂ ଯାଦବଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଗୁରୁଗ୍ରାମ୍‌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ତାଙ୍କର ଚିକିତ୍ସା ଜାରି ରହିଛି। ରବିବାର ଲକ୍ଷ୍ନୌର ରାମ ମନୋହର ଲୋହିଆ ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ବ୍ଲଡପ୍ରେସର ବଢ଼ିଯିବାରୁ ତାଙ୍କୁ…

ଅସହ୍ୟ ତାତି: ୪୯ ବର୍ଷରେ ନେଇଛି ୧୬ ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ, ୧୧।୬: ଦେଶର ୧୫ରୁ ଅଧିକ ରାଜ୍ୟରେ ତାତି ଅସହ୍ୟ ହେବାରେ ଲାଗିଛି। ପ୍ରବଳ ଗରମରେ ୭୨ କୋଟିରୁ ଅଧିକ ଲୋକେ ବ୍ୟତିବ୍ୟସ୍ତ ହେଉଛନ୍ତି। ଏସବୁ ଅଞ୍ଚଳରେ ତାପମାତ୍ରା ୪୦ରୁ ୫୦ ଡିଗ୍ରୀରୁ ମଧ୍ୟରେ ରହୁଛି। କେତେକ ଅଞ୍ଚଳରେ ଏହା ୫୦…

ଭାଜପା ଏମ୍‌ପି ପୋଲିସ କର୍ମଚାରୀଙ୍କୁ ମାରିଲେ ଚାପୁଡ଼ା; ଜୀବନରେ ମାରିବାକୁ ଦେଲେ ଧମକ

ଲକ୍ଷ୍ନୌ,୧୧।୬: ଉତ୍ତରପ୍ରଦେଶ ଧୋରହରା ଏମ୍‌ପି ରେଖା ବର୍ମା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଜଣେ ପୋଲିସ କର୍ମଚାରୀଙ୍କୁ ଚାପୁଡ଼ା ମାରିଥିବା ନେଇ ସ୍ଥାନୀୟ ମୋହମ୍ମଦି ଥାନାରେ ତାଙ୍କ ନାମରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ଶୋପିଆନରେ ସୁରକ୍ଷାକର୍ମୀ ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ମୃତ

ଶୋପିଆନ,୧୧।୬: ଜମ୍ମୁ-କଶ୍ମୀର ଶୋପିଆନ ଜିଲାର ଅଓ୍ବନିରା ଅଞ୍ଚଳରେ ମଙ୍ଗଳବାର ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜମ୍ମୁ-କଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଉଦ୍ୟମରେ ଏହି ଏନ୍‌କାଉଣ୍ଟର କରାଯାଇଛି। ମୃତ ଆତଙ୍କବାଦୀଙ୍କ ଶରୀରକୁ ଜବତ କରାଯାଇଥିବା ବେଳେ…

ବିଗ୍‌-ବିଙ୍କ ଟୁଇଟର୍‌ ଆକାଉଣ୍ଟ ହ୍ୟାକ୍‌: ଲାଗିଲା ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଫଟୋ

ମୁମ୍ବାଇ,୧୧।୬: ବଲିଉଡ ସୁପରଷ୍ଟାର୍‌ ଅମିତାଭ ବଚ୍ଚନଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ବିଗ୍‌ ବିଙ୍କ ଟୁଇଟର ପ୍ରୋଫାଇଲ୍‌ ଫଟୋ ହଟାଇ ଦିଆଯାଇ ତାଙ୍କ ସ୍ଥାନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ଲଗାଯାଇଛି। କେବଳ ଏତିକି ନୁହେଁ, ତାଙ୍କୁ ବ୍ୟକ୍ତିଗତ ଡାଟାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?