ଜାତୀୟ

ଜଳ ସଙ୍କଟ ଉତ୍କଟ: ଦେଶର ୯୧ ଜଳାଶୟରେ ରହିଛି ୨୦ ପ୍ରତିଶତ ଜଳ

ନୂଆଦିଲ୍ଲୀ,୩।୬: ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ସମ୍ପ୍ରତି ଦେଶର ୯୧ ଟି ଜଳାଶୟରେ ମାତ୍ର ୨୦ ପ୍ରତିଶତ ଜଳ ରହିଥିବା କେନ୍ଦ୍ରୀୟ ଜଳ ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ୨୦୧୯ ମେ ୩୦ ସୁଦ୍ଧା ଏହି ଜଳାଶୟ ଗୁଡ଼ିକର…

ପ୍ରଚାର ନ କରି କାମ କରିବାକୁ ଭାଜପାକୁ ପରାମର୍ଶ ଦେଲା ଶିବସେନା

ମୁମ୍ବାଇ, ୩।୬: ପ୍ରଚାର ଏବଂ ପ୍ରତିଶ୍ରୁତିରେ ସମୟ ନ ବିତାଇ କାମ କରିବାକୁ ଭାଜପାକୁ ଶିବସେନା ପରାମର୍ଶ ଦେଇଛି। ଏନେଇ ଶିବସେନା ମୁଖପତ୍ର ସାମନାରେ ଲେଖା ପ୍ରକାଶ ପାଇଛି। ଏଥିରେ ଭାଜପା ସରକାର ଦେଶର ଜିଡିପି ଏବଂ ବେକାରି ସମସ୍ୟା ଉପରେ…

ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ୍‌,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ଗୁଜରାଟର ନରୋଡ଼ାରେ ଘଟିଛି। ମହିଳା ବିଧାୟକ ବଳରାମ ଥାଓ୍ବାଣୀଙ୍କୁ…

ଶୋପିଆନ୍‌ରେ ଏନ୍‌କାଉଣ୍ଟର: ୨ ଆତଙ୍କବାଦୀ ନିହତ

ଶ୍ରୀନଗର,୩।୬: ଦକ୍ଷିଣ କଶ୍ମୀରର ଶୋପିଆନ୍‌ରେ ଅପରେଶନ୍‌ ଅଲଆଉଟ୍‌ ଅନ୍ତର୍ଗତ ମିଳିତ ସୁରକ୍ଷାକର୍ମୀଙ୍କୁ ସୋମବାର ବଡ଼ ସଫଳତା ମିଳିଛି। ଏଠାରେ ଏନ୍‌କାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ମୌଲା-ଚିତ୍ରାଗ୍ରାମ୍‌ରେ କିଛି ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିବା ସହିତ ସେନାର…

ଦୁର୍ଘଟଣା ରୋକିବା ପାଇଁ ରାତି ସାରା ପାଟ୍ରୋଲିଂ କରୁଛନ୍ତି ମହିଳା

ମୁମ୍ବାଇ,୩।୬: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଟ୍ରାଫିକ୍‌ ଚାଲିଯିବା ପରେ ବଢୁଛି ଦୁର୍ଘଟଣା। ଏମିତିକି ପୋଲିସ ପାଟ୍ରୋଲିଂ ନ ଥିବାରୁ ମଧ୍ୟ ଅଧିକାଂଶ ସ୍ଥାନରେ ନିଶାଗ୍ରସ୍ତ ଯୁବକ ଦୁର୍ଘଟଣା ଘଟାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ…

ସିଆଚେନ୍‌: ଯୁଦ୍ଧରେ ନୁହେଁ ନିମ୍ନ ତାପମାତ୍ରା ଏବଂ ଭୂସ୍ଖଳନରେ ଅଧିକ ଯବାନଙ୍କ ମୃତ୍ୟୁ ଘଟେ !

ନୂଆଦିଲ୍ଲୀ,୩।୬: ସିଆଚେନ୍‌ରେ ୧୨ ହଜାରରୁ ୨୦ ହଜାର ଫୁଟ ଉଚ୍ଚତାରେ ଭାରତୀୟ ସେନା ଦେଶର ସୀମା ସୁରକ୍ଷା କାର୍ଯ୍ୟ କରିଥାନ୍ତି। ଏଠାକାର ତାପମାତ୍ରା ଅଧିକାଂଶ ସମୟରେ ମାଇନସ୍‌ ୫୦ ଡିଗ୍ରୀ ତଳେ ରହିଥାଏ। ଏଠାରେ ଯୁଦ୍ଧ ଅପେକ୍ଷା ନିମ୍ନ ତାପମାତ୍ରା ତଥା…

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା ଓ ତାଙ୍କ ପୁଅ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…

ଦିଦିଙ୍କ ପାଖକୁ ‘ଗେଟ୍‌ ଓ୍ବେଲ୍‌ ସୁନ୍‌’ କାର୍ଡ ପଠାଇବ ଭାଜପା

କୋଲକତା,୩।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି। ଗତ ସପ୍ତାହରେ ଜୟ ଶ୍ରୀରାମ କାର୍ଡକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମମତା ଦିଦି ମାନସିକସ୍ତରରେ ଅସୁସ୍ଥ ଥିବା ଦର୍ଶାଇ ଭାଜପା ‘ଗେଟ୍‌ ଓ୍ବେଲ୍‌ ସୁନ୍‌’…

ଭାରତର ରାଫାଲ-ଚିନୁକ୍‌-ଆପାଚେ ନେଇ ଚାଇନା ଓ ପାକିସ୍ତାନକୁ ଘାରିଛି ସୁରକ୍ଷା ଚିନ୍ତା

ନୂଆଦିଲ୍ଲୀ, ୩।୬: ଆଗାମୀ ଦିନରେ ଭାରତର ପ୍ରତିରକ୍ଷା ବ୍ୟବସ୍ଥା ବେଶ୍‌ ସୁଦୃଢ଼ ହେବାକୁ ଯାଉଛି। କିଛି ମାସ ମଧ୍ୟରେ ଭାରତକୁ ରାଫାଲ୍‌ ଯୁଦ୍ଧ ବିମାନ ମିଳିବ। ୨୦୨୨ ସୁଦ୍ଧା ଭାରତର ପ୍ରତିରକ୍ଷା କ୍ଷେତ୍ରରେ ଫ୍ରାନ୍ସ୍‌ର ୩୬ଟି ଏଭଳି ବିମାନକୁ ମୁତୟନ କରାଯିବ।…

ପରାଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ବିଦା କଲେ ମାୟାବତୀ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପରେ ବିଏସ୍‌ପି ସୁପ୍ରିମୋ ମାୟାବତୀ ୬ ରାଜ୍ୟର ନିର୍ବାଚନ ସଂଯୋଜକ ଏବଂ ଦୁଇ ରାଜ୍ୟର ବିଏସ୍‌ପି ସଭାପତିଙ୍କୁ ବିଦା କରିଛନ୍ତି। ଉତ୍ତରାଖଣ୍ଡ, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଗୁଜରାଟ ଏବଂ ଓଡିଶାର ବିଏସ୍‌ପି ସଂଯୋଜକଙ୍କୁ…

ମୋଦିଙ୍କୁ ପତ୍ର ଲେଖିଲେ ସୁବ୍ରମଣ୍ୟନ: ରାମ ମନ୍ଦିର ପାଇଁ ଅଯୋଧ୍ୟା ଜମି ଦିଆଯାଉ

ନୂଆଦିଲ୍ଲୀ,୩ା୬(ପି.ଟି.): ରାମ ମନ୍ଦିର ନିର୍ମାଣ ଲାଗି ଅଯୋଧ୍ୟାରେ ଜମି ଯୋଗାଇ ଦେବା ସହ ରାମ ସେତୁକୁ ଜାତୀୟ ଐତିହ୍ୟ ସ୍ମାରକୀ ଭାବେ ଘୋଷଣା କରିବା ଲାଗି ଭାଜପା ଏମ୍‌ପି ସୁବ୍ରମଣ୍ୟନ ସ୍ବାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି।…

ବରିଷ୍ଠ ନେତାଙ୍କୁ ଫେରାଇ ଆଣିବାକୁ ଉଦ୍ୟମ

ଲକ୍ଷ୍ନୌ,୩ା୬(ଆଇଏଏନ୍‌ଏସ୍‌): ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ଏସ୍‌ପି)ର ପରାଜୟ ପରେ ଦଳ ଶିକ୍ଷାଲାଭ କରିଛି। ଏବେ ଭାଇ ଶିବପାଲ୍‌ ଯାଦବଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦଳକୁ ଫେରାଇ ଆଣିବା ସହ ଅଣଯାଦବ ନେତାମାନଙ୍କୁ ଦଳରେ ନେବା ଲାଗି ପ୍ରୟାସ ଆରମ୍ଭ ହୋଇଛି। ଅଢ଼େଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?