ଜାତୀୟ

ସ୍କୁଲ ଫି ବାବଦରେ ପିଲାମାନେ ଦିଅନ୍ତି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ

ଗୁଆହାଟୀ,୧୧।୬: ଆସାମ ଦିସପୁରରେ ଥିବା ଅକ୍ଷର ଫୋରମ ସ୍କୁଲ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି। କାରଣ ଏଠାରେ ପାଖାପାଖି ୧୧୦ ଜଣ ପିଲା ପାଠ ପଢୁଥିବା ବେଳେ ଏମାନେ ସ୍କୁଲ ଫି ବାବଦରେ ପ୍ଲାଷ୍ଟିକର ବର୍ଜ୍ୟବସ୍ତୁ ଦାଖଲ କରିଥାଆନ୍ତି। କଥାଟା…

ମିଳିଲା ବାୟୁସେନା ବିମାନ ଏଏନ୍‌-୩୨ର କିଛି ଭଗ୍ନାବଶେଷ

ଇଟାନଗର,୧୧।୬: ନିଖୋଜ ଥିବା ଭାରତୀୟ ବାୟୁସେନା ବିମାନ ଏଏନ୍‌-୩୨ର କିଛି ଅଂଶ ଅରୁଣାଞ୍ଚଳ ପ୍ରଦେଶର ୧୬ କିଲୋମିଟର ଉତ୍ତରରେ ଥିବା ଲିପୋରେ ମିଳିଥିବା ସୂଚନା ମିଳିଛି। ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକେପ୍ଟର ସାହାଯ୍ୟରେ ଏହାର ସନ୍ଧାନ କରାଯାଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜୁନ…

ଭାଜପାର ଚାଷୀ ସମାବେଶରେ ଭୁଶୁଡ଼ିଲା ମଞ୍ଚ

ଇନ୍ଦୋର,୧୧।୬: ମଧ୍ୟପ୍ରଦେଶରେ ଋଣଛାଡ଼ ପାଇଁ ଭାଜପା ପକ୍ଷରୁ ଆୟୋଜନ କରାଯାଇଥିବା ଚାଷୀ ସମାବେଶରେ ଘଟିଛି ଅଭାବନୀୟ ଘଟଣା। ଚାଷୀ ସମାବେଶ ଲାଗି ବିଭିନ୍ନ ସ୍ଥାନରେ ମଞ୍ଚ ତିଆରି କରାଯାଇଥିଲା। ଲାଲମେହଲ୍ଲା ଅଞ୍ଚଳରେ ଥିବା ମଞ୍ଚ ଭୁଶୁଡ଼ି ପଡ଼ିବାରୁ ଅନେକ ବରିଷ୍ଠ ନେତା…

୪ଶହରୁ ୫ ଶହ ଟଙ୍କା ହେଲା ବାର୍ଦ୍ଧକ୍ୟ ଭତ୍ତା

ଲକ୍ଷ୍ନୌ,୧୧।୬: ଉତ୍ତର ପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୬ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ବୃଦ୍ଧାବସ୍ଥାରେ ମିଳୁଥିବା ଭତ୍ତାର ପରିମାଣକୁ ୪ଶହ ଟଙ୍କାରୁ ବୃଦ୍ଧି କରି ୫ ଶହ ଟଙ୍କା କରି ଦିଆଯାଇଛି। ଏହାଦ୍ୱାରା ପାଖାପାଖି…

ମମତାଙ୍କ ଉପସ୍ଥିତିରେ ସ୍ଥାପନ ହେବ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତି

କୋଲକାତା,୧୧।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ କାର୍ଯ୍ୟକ୍ରମରେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହା କୋଲକାତାର କଲେଜ ଷ୍ଟ୍ରିଟ ସ୍ଥିତ ହାରେ ସ୍କୁଲରେ ଆୟୋଜନ କରାଯାଇଥିଲା। ଏହାପରେ ମମତା ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମୂର୍ତ୍ତିର…

ଭୋକ ସହ ଲଢ଼େଇରେ ୫ ରାଜ୍ୟ ଆଗୁଆ: ନୀତି ଆୟୋଗ

ନୂଆଦିଲ୍ଲୀ,୧୧।୬: ଭୋକ ସହ ଲଢ଼େଇରେ ଦେଶର ୫ ରାଜ୍ୟ ଆଗୁଆ ରହିଛନ୍ତି। ଏନେଇ ନୀତି ଆୟୋଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଦର୍ଶାଯାଇଛି। ପଞ୍ଜାବ, କେରଳ, ଗୋଆ, ମିଜୋରାମ୍‌ ଏବଂ ନାଗାଲାଣ୍ଡ ଆଦି ରାଜ୍ୟ ଏହି କ୍ଷେତ୍ରରେ ବେଶ୍‌ ଭଲ କାର୍ଯ୍ୟ କରୁଥିବା…

ପତ୍ନୀ, ଝିଅଙ୍କୁ ଗୁଳି କରିବା ପରେ ଆତ୍ମହତ୍ୟା କଲେ ବ୍ୟବସାୟୀ

ପାଟନା,୧୧।୬: ବିହାରର ରାଜଧାନୀ ପାଟନାରେ ହୋଇଥିବା ଟ୍ରିପଲ୍‌ ମର୍ଡର ଘଟଣା ମଙ୍ଗଳବାର ସାରା ରାଜ୍ୟକୁ ଚମକାଇ ଦେଇଛି। ପାଟନାରେ ରହୁଥିବା ଜଣେ ବ୍ୟବସାୟୀ ନିଜ ଝିଅ ଓ ପତ୍ନୀଙ୍କୁ ଗୁଳି କରିବା ପରେ ନିଜେ ଆତ୍ମହତ୍ୟା କରିଥିବା କୁହାଯାଉଛି। ମଙ୍ଗଳବାର ସକାଳୁ…

ମୋ ବିରୋଧରେ ଲେଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଗଲେ ଖାଲି ହୋଇଯିବ ନ୍ୟୁଜ ଚ୍ୟାନେଲ: ରାହୁଲ

ନୂଆଦିଲ୍ଲୀ,୧୧।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆ ପୋଷ୍ଟ ହେବା ପରେ ଖବରଦାତାଙ୍କୁ ଗିରଫ କରାଯାଇଥିଲା। ଏବେ ଏହି ଖବର ଚର୍ଚ୍ଚାରେ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ଏହି ଖବରକୁ ନେଇ ମଙ୍ଗଳବାର…

କାମଚଳା ବାଚସ୍ପତି ହେବେ ଭାଜପା ଏମ୍‌ପି ବିରେନ୍ଦ୍ର କୁମାର

ନୂଆଦିଲ୍ଲୀ,୧୧।୬: ୧୭ତମ ଲୋକ ସଭା ପାଇଁ ଭାଜପାର ଏମ୍‌ପି ଡା. ବିରେନ୍ଦ୍ର କୁମାର କାମଚଳା ବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି। ଏହା ପୂର୍ବରୁ କାମଚଳା ବାଚସ୍ପତି ପାଇଁ ବରେଲୀ ଏମ୍‌ପି ସନ୍ତୋଷ ଗଙ୍ଗଓ୍ବାର ଓ ସୁଲତାନପୁରର ଏମ୍‌ପି ମାନେକା ଗାନ୍ଧୀଙ୍କ ନାଁ…

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ

ଜମ୍ମୁ,୧୧।୬: ଜମ୍ମୁ-କଶ୍ମୀର ସୀମାର ପୁଞ୍ଚ ସେକ୍ଟରରେ ପାକିସ୍ତାନ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯିବାରୁ ଜଣେ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ କିଛି କାରଣ ନ ଥାଇ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ଉଭୟ ପକ୍ଷର ଧନଜୀବନ…

୫ଲକ୍ଷର ନକଲି ନୋଟ ଜବତ, ଜଣେ ଗିରଫ

ନୂଆଦିଲ୍ଲୀ,୧୧।୬: ଦିଲ୍ଲୀ ପୋଲିସର ସ୍ପେଶିଆଲ ସେଲ୍‌ ନକଲି ନୋଟକୁ ଜବତ କରିଛି। ବାଂଲାଦେଶରୁ ଦିଲ୍ଲୀକୁ ଆସିଥିବା ୫ଲକ୍ଷ ନକଲି ନୋଟକୁ ଜବତ କରିବା ସହ ଏଥିରେ ସଂପୃକ୍ତ ଥିବା ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଥିବା ୫ଲକ୍ଷ ନୋଟରେ…

ଅକବରୁଦ୍ଦିନଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର, ସାନଭାଇଙ୍କ ଆଶୁ ଆରୋଗ୍ୟ କାମନା ପାଇଁ ଅପିଲ୍‌ କଲେ ଓଓ୍ବେସୀ

ହାଇଦ୍ରାବାଦ,୧୧।୬: ଏଆଇଏମ୍‌ଆଇଏମ୍‌ର ମୁଖ୍ୟ ଅସବରୁଦ୍ଦିନ ଓଓ୍ବେସୀଙ୍କ ଭାଇ ଅକବରୁଦ୍ଦିନ ଓଓ୍ବେସୀଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ହଠାତ୍‌ ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହେବାରୁ ତାଙ୍କର ଲଣ୍ଡନ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିବା ଜଣାପଡ଼ିଛି। ଅସବରୁଦ୍ଦିନ ସାନଭାଇଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?