ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଜମି କିଣିବା ହେବ ମହଙ୍ଗା, ରାଜଧାନୀରେ…
ଚଣ୍ଡୀଗଡ଼, ୨।୮: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ରାଜ୍ୟରେ ସରକାର କଲେକ୍ଟର ରେଟ ବା ସର୍କଲ ରେଟେର ବୃଦ୍ଧିକୁ ଅନୁମୋଦନ କରିଛନ୍ତି, ଯାହା ଅଗଷ୍ଟ ୧ ତାରିଖରୁ କାର୍ଯ୍ୟକାରୀ ହେବ। ଯଦି ଆପଣ ଏହି ରାଜ୍ୟରେ ସମ୍ପତ୍ତି କିଣିବା ପାଇଁ ଭାବୁଛନ୍ତି,…
ଲିଭ-ଇନରେ ରହିଲେ ବି ମହିଳାଙ୍କୁ ମିଳିବ ସମ୍ପତ୍ତିରୁ ଅଧିକାର, ଜାଣନ୍ତୁ କେତେ…
ଭାରତରେ ଲିଭ-ଇନ ସମ୍ପର୍କର ଧାରା ବୃଦ୍ଧି ପାଉଛି। ସମାଜ ଏହାକୁ ଗ୍ରହଣ କରିନଥାଇପାରେ, କିନ୍ତୁ ଆଇନ ଏହାକୁ ଅପରାଧ ବୋଲି ବିବେଚନା କରିନାହିଁ। ଭାରତରେ ଲିଭ-ଇନ ସମ୍ପର୍କକୁ ଆଇନଗତ ଭାବରେ ସ୍ବୀକୃତି ଦିଆଯାଇଛି, ଯଦି କିଛି ସର୍ତ୍ତ ପୂରଣ କରାଯାଏ। ଏହି…
ଭାଉଜଙ୍କ ଗୁରୁତର ଅଭିଯୋଗ ପରେ ପୁଣି ଚର୍ଚ୍ଚାକୁ ଆସିଲେ ରାଜା ରଘୁବଂଶୀଙ୍କ ପରିବାର
ଇନ୍ଦୋର,୨।୮: ଇନ୍ଦୋରର ବହୁ ଚର୍ଚ୍ଚିତ ହନିମୁନ ହତ୍ୟା ମାମଲା ପରେ ଏକ ନୂଆ ଏବଂ ଆଶ୍ଚର୍ଯ୍ୟଜନକ ମୋଡ଼ ସାମ୍ନାକୁ ଆସିଛି। ରାଜା ରଘୁବଂଶୀଙ୍କ ଭାଇ ସଚିନ ରଘୁବଂଶୀଙ୍କ ଅଭିଯୁକ୍ତ ପତ୍ନୀ ତାଙ୍କ ଦେଢ଼ ବର୍ଷର ପୁଅର ଡିଏନଏ ରିପୋର୍ଟ ଗଣମାଧ୍ୟମ ସମ୍ମୁଖରେ…
ଭୋଟର ଲିଷ୍ଟରେ ନାହିଁ ତେଜସ୍ବୀ ଯାଦବଙ୍କ ନାମ! ଉତ୍ତର ରଖିଲେ ନିର୍ବାଚନ କମିଶନ
ପାଟନା,୨।୮: ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ବୀ ପ୍ରସାଦ ଯାଦବ ଶନିବାର (୦୨ ଅଗଷ୍ଟ, ୨୦୨୫) ଦାବି କରିଛନ୍ତି ଯେ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ଡ୍ରାଫ୍ଟ ଭୋଟର ତାଲିକାରେ ତାଙ୍କ ନାମ ନାହିଁ। ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀରେ…
ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦେଲେ ମୋଦି: କହିଲେ, ଭାରତ ବିଶ୍ୱର…
ବାରାଣସୀ,୨।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବାରାଣସୀରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମୁହଁତୋଡ଼ ଜବାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି। ଟାରିଫ୍ ଘୋଷଣା କରି ଟ୍ରମ୍ପ ଭାରତର ଅର୍ଥନୀତିକୁ ‘ମୃତ’…
ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ମିଳିଲା ହତ୍ୟା ଧମକ, ହିନ୍ଦୁ ସଂଗଠନ ମଧ୍ୟରେ ପ୍ରବଳ କ୍ରୋଧ
ନୂଆଦିଲ୍ଲୀ,୨।୮: ବୃନ୍ଦାବନର ସନ୍ଥ ପ୍ରେମାନନ୍ଦ ମହାରାଜଙ୍କୁ ହତ୍ୟା ଧମକ ଦିଆଯାଇଛି। ଯୁବକ ଜଣକ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ କରି ତାଙ୍କୁ ଧମକ ଦେଇଥିଲେ, ଏହି ପୋଷ୍ଟ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଅଭିଯୁକ୍ତ ଜଣକ କହିଛନ୍ତି ଯେ ‘ଯଦି…
ଆକାଉଣ୍ଟକୁ ଆସିନି କି PM କିଷାନ ଟଙ୍କା, ଭୟଭୀତ ନ ହୋଇ ଏମିତି କରନ୍ତୁ ଯାଞ୍ଚ, ଆଉ ତା’ ପରେ…
ନୂଆଦିଲ୍ଲୀ,୨ା୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍ କିଷାନ ଯୋଜନା) ଅଧୀନରେ ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦ତମ କିସ୍ତି ପଠାଇଛନ୍ତି। ଯଦି ଆପଣ ଏହି ଯୋଜନାର ହିତାଧିକାରୀ, ତେବେ ନିଶ୍ଚିତ ଭାବରେ ଆପଣଙ୍କ ଆକାଉଣ୍ଟ ଯାଞ୍ଚ କରନ୍ତୁ। ଏଥର…
‘ସ୍ବାମୀଙ୍କୁ ନପୁଂସକ କହିବା ମାନହାନି ନୁହେଁ’, ଆବେଦନ ଖାରଜ କଲେ ହାଇକୋର୍ଟ
ମୁମ୍ବାଇ,୨।୮: ବମ୍ବେ ହାଇକୋର୍ଟ କହିଛନ୍ତି ଯେ ଛାଡପତ୍ର ପ୍ରକ୍ରିୟା ସମୟରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କ ବିରୁଦ୍ଧରେ ଲଗାଇଥିବା ନପୁଂସକତାର ଅଭିଯୋଗ ମାନହାନି ନୁହେଁ ଏବଂ ମହିଳାଙ୍କ ସ୍ବାର୍ଥ ରକ୍ଷା ପାଇଁ କରାଯାଇଥିବା ଏପରି ଦାବି ଆଇନଗତ ପ୍ରକ୍ରିୟାର ଏକ ଆବଶ୍ୟକୀୟ…
ମିଛ ପ୍ରମାଣିତ ହେଲା ଟ୍ରମ୍ପଙ୍କ ଦାବି, ଏବେବି ରୁଷିଆରୁ ତେଲ କିଣୁଛି ଭାରତ
ନୂଆଦିଲ୍ଲୀ,୨।୮: ଭାରତ ଆମେରିକାର ଶୁଳ୍କ କାର୍ଯ୍ୟାନୁଷ୍ଠାନକୁ ଅଣଦେଖା କରି ରୁଷିଆରୁ ତେଲ କିଣିବା ଜାରି ରଖିବାକୁ ନିଷ୍ପତ୍ତି ନେଇଛି। ସମ୍ବାଦ ସଂସ୍ଥା ANI ସୂତ୍ରକୁ ଉଦ୍ଧୃତ କରି କହିଛି ଯେ ଭାରତର ସମସ୍ତ ତୈଳ ବିଶୋଧନାଗାର ରୁଷିଆ କମ୍ପାନୀଗୁଡ଼ିକଠାରୁ ତେଲ କିଣିବା…
ଚାଷୀଙ୍କ ଆକାଉଣ୍ଟକୁ ଆସିଲା PM କିଷାନ ଟଙ୍କା, ଜାଣନ୍ତୁ ସବିଶେଷ ତଥ୍ୟ…
ବାରାଣସୀ,୨ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ବାରାଣସୀରୁ ଚାଷୀଙ୍କୁ PM କିଷାନ ଟଙ୍କା ପ୍ରଦାନ କରିଛନ୍ତି। ଯୋଗ୍ୟ ଚାଷୀଙ୍କ ଖାତାକୁ ପ୍ରଧାନମନ୍ତ୍ରୀ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଟ୍ ୯ କୋଟି ୭୦ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦…
Malegaon Blast case: ‘ଯୋଗୀ ଆଦିତ୍ୟନାଥଙ୍କୁ ଫସାଇବାକୁ ପଡୁଥିଲା ଚାପ’, ବଡ଼ କଥା କହିଲେ ସାକ୍ଷୀ
ନୂଆଦିଲ୍ଲୀ,୨।୮: ମାଲେଗାଓଁ ବିସ୍ଫୋରଣ ମାମଲାରେ ଗୁରୁବାର ମୁମ୍ବାଇର ଏକ ସ୍ବତନ୍ତ୍ର କୋର୍ଟ ତାଙ୍କ ରାୟ ଶୁଣାଇଛନ୍ତି। କୋର୍ଟ ଏହି ମାମଲାରେ ପ୍ରଜ୍ଞା ଠାକୁର ଏବଂ କର୍ଣ୍ଣେଲ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଅନେକ ବିରୋଧୀ ନେତା…
ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର, ୭୦ ବର୍ଷ ବୟସ ହେବାଯାଏ ମିଳିବ ଦରମା
ପାଟନା,୨।୮: ଏବେ ଅବସରପ୍ରାପ୍ତ କର୍ମଚାରୀମାନେ ବୋର୍ଡ, କର୍ପୋରେଶନ ଏବଂ ସୋସାଇଟିରେ ଅନୁମୋଦିତ ପଦବୀରେ ସର୍ବାଧିକ ୭୦ ବର୍ଷ ବୟସ ପର୍ଯ୍ୟନ୍ତ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇପାରିବେ। କିନ୍ତୁ, ଏହା କେବଳ ସେତେବେଳେ ଘଟିବ ଯେତେବେଳେ ସେହି ପଦବୀଗୁଡ଼ିକର ଅବସର ବୟସ ୬୫ ବର୍ଷ…
Archives


