ଉଡ଼ାଣ ସମୟରେ ରନ୍ଓ୍ବେରେ ଘଟିଲା ଏମିତି, ବଡ଼ ଦୁର୍ଘଟଣାରୁ ବର୍ତ୍ତିଲେ ଏହି ଏମ୍ପିଙ୍କ ସହ ୧୫୧ ଯାତ୍ରୀ
ଲକ୍ଷ୍ନୌ,୧୪ା୯: ରବିବାର ଉତ୍ତରପ୍ରଦେଶର ଲକ୍ଷ୍ନୌ ବିମାନବନ୍ଦରରେ ଏକ ବଡ଼ ଅଘଟଣ ଟଳିଯାଇଛି। ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ଉଡ଼ାଣ ସମୟରେ ରନଓ୍ବେରେ ଅଟକି ଯାଇଥିଲା। କ୍ୟାପ୍ଟେନ୍ ସଠିକ୍ ସମୟରେ ବିମାନକୁ ଅଟକାଇ ଦେଇଥିଲେ। ଫଳରେ ୧୫୧ ଜଣ ଯାତ୍ରୀଙ୍କ ଜୀବନ…
ମହିଳା ବକ୍ସର ଜସ୍ମିନ ଲମ୍ବୋରିଆଙ୍କୁ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ସ୍ବର୍ଣ୍ଣ
ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା ବକ୍ସର ଜସ୍ମିନ ଲମ୍ବୋରିଆ ବିଶ୍ୱ ବକ୍ସିଂ ଚାମ୍ପିୟନସିପରେ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ୫୭ କେଜି ଓଜନ ବର୍ଗରେ ସେ ପୋଲାଣ୍ଡର ଜୁଲିଆ ସେରେମେଟାଙ୍କୁ ୪-୧ ସ୍କୋରରେ ପରାସ୍ତ କରି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହା…
ଏସିଆ କପ୍: ଆଜି ଭାରତ-ପାକିସ୍ତାନ ହାଇ-ଭୋଲଟେଜ୍ ମ୍ୟାଚ୍
ଦୁବାଇ,୧୪ା୯: ଏସିଆ କପ୍ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟର ଗ୍ରୁପ୍-ଏ’ରେ ରବିବାର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ଭୋଲ୍ଟେଜ୍ ମ୍ୟାଚ୍କୁ ନେଇ ଦୁଇ ଦେଶ ମଧ୍ୟରେ ରାଜନୈତିକ…
ଜିଏସ୍ଟି ହ୍ରାସ ସତ୍ତ୍ୱେ ୫, ୧୦, ୨୦ ଟଙ୍କିଆ ପ୍ୟାକେଟ୍ ସାମଗ୍ରୀ ମୂଲ୍ୟ କମିବ ନାହିଁ: ଜାଣନ୍ତୁ ଏହାର କାରଣ…
ନୂଆଦିଲ୍ଲୀ,୧୩ା୯: ଦ୍ରବ୍ୟ ଓ ସେବା ଟିକସ (ଜିଏସ୍ଟି) ହ୍ରାସ ସତ୍ତ୍ୱେ ଲୋକପ୍ରିୟ କମ୍ ମୂଲ୍ୟରେ ଉପଲବ୍ଧ ପ୍ୟାକେଟ୍ ସାମଗ୍ରୀ ଯଥା ୫ ଟଙ୍କିଆ ବିସ୍କୁଟ୍, ୧୦ ଟଙ୍କିଆ ସାବୁନ୍ ଓ ୨୦ ଟଙ୍କିଆ ଟୁଥ୍ପେଷ୍ଟ ଦାମ୍ କମାଯାଇପାରିବ ନାହିଁ ବୋଲି ଉପଭୋକ୍ତା…
ମୋଦି ଓ ତାଙ୍କ ମା’ଙ୍କ AI ଭିଡିଓ ଉପରେ ଦିଲ୍ଲୀ ପୋଲିସର କଡ଼ା ଆକ୍ସନ, କଂଗ୍ରେସ IT ସେଲ୍ ବିରୋଧରେ ଏଫଆଇଆର ଦାଖଲ
ନୂଆଦିଲ୍ଲୀ,୧୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ମାଆ ହୀରାବେନଙ୍କୁ ନେଇ ତିଆରି ହୋଇଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଭିଡିଓ ବିରୋଧରେ ଦିଲ୍ଲୀ ପୋଲିସ ଏକ FIR ରୁଜୁ କରିଛି। ଦିଲ୍ଲୀ ପୋଲିସ ଶନିବାର (ସେପ୍ଟେମ୍ବର ୧୩, ୨୦୨୫) ବିହାର କଂଗ୍ରେସର…
ଏବେ ହେବନି ବିମାନ ଦୁର୍ଘଟଣା? ଇଞ୍ଜିନିୟର୍ସ ଆଣିଲେ ନୂଆ କନସେପ୍ଟ, ୨ ସେକେଣ୍ଡରୁ କମ୍ ସମୟରେ ବଞ୍ଚିଯିବ ଜୀବନ
ନୂଆଦିଲ୍ଲୀ,୧୩।୯: କିଛି ମାସ ପୂର୍ବରୁ, ଅହମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଅନେକ ଲୋକ ପ୍ରାଣ ହରାଇଥିଲେ। ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି, ଇଞ୍ଜିନିୟରମାନେ ଏକ କନସେପ୍ଟ ପ୍ରସ୍ତୁତ କରିଛନ୍ତି ଯାହା ନିଶ୍ଚିତ କରିବ ଯେ କୌଣସି ବିମାନ କେବେ…
‘ପ୍ରେମ ସମ୍ପର୍କରେ ସହମତିରେ ଶାରୀରିକ ସମ୍ପର୍କ ବଳାତ୍କାର ନୁହେଁ,’ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ଆଲ୍ଲାହାବାଦ,୧୩।୯: ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯଦି ପ୍ରେମ ସମ୍ପର୍କରେ ଦୀର୍ଘ ସମୟ ଧରି ସହମତିରେ ଶାରୀରିକ ସମ୍ପର୍କ ରହିଥାଏ, ତେବେ ଏହାକୁ ବଳାତ୍କାର ବୋଲି ବିବେଚନା କରାଯାଇପାରିବ ନାହିଁ। ଏହି ମନ୍ତବ୍ୟ…
୧୪ ବର୍ଷ ପରେ ଏକାଠି ରହିପାରିବେ ନାହିଁ ସ୍ତ୍ରୀ-ସ୍ବାମୀ! ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ,୧୩।୯: ଛତିଶଗଡ ହାଇକୋର୍ଟ ବିବାହ ବିବାଦ ସହିତ ଜଡିତ ଏକ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ସ୍ବାମୀଙ୍କ ଆବେଦନକୁ ଗ୍ରହଣ କରି ବିବାହ ଶେଷ କରିବା ଏବଂ ସ୍ତ୍ରୀଙ୍କୁ ୧୫ ଲକ୍ଷ ଟଙ୍କା ସ୍ଥାୟୀ ଭରଣପୋଷଣ ଦେବାକୁ ନିର୍ଦ୍ଦେଶ…
ଯେତେ ସମୟ ଲାଗୁଛି ଲାଗୁ ମୁଁ ସଡ଼କପଥରେ ଯିବି, ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି
ନୂଆଦିଲ୍ଲୀ,୧୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୦୨୩ରେ ଜାତିଗତ ହିଂସା ପରେ ମଣିପୁରର ପ୍ରଥମ ଗସ୍ତରେ ଶନିବାର ଅପରାହ୍ନରେ ରାଜଧାନୀ ଇମ୍ଫାଲରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ଇମ୍ଫାଲରେ ପହଞ୍ଚିଲେ ସେତେବେଳେ ପ୍ରବଳ ବର୍ଷା ହେଉଥିଲା, ସେତେବେଳେ ସେ ନିଷ୍ପତ୍ତି ନେଇଥିଲେ…
ମଣିପୁରରେ ପ୍ରଥମ ଥର, ମୋଦି କଲେ ବଡ଼ ଘୋଷଣା!
ଇମ୍ଫାଲ,୧୩।୯: ୨୦୨୩ ମଣିପୁର ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ସେଠାରେ ପହଞ୍ଚିଛନ୍ତି। ମୋଦି ଏଠାରେ ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମଣିପୁରର ଚୁରାଚାନ୍ଦପୁରରେ ବିସ୍ଥାପିତଙ୍କୁ ଭେଟିଛନ୍ତି। ମଣିପୁରରେ ହିଂସା ସମୟରେ ଚୁରାଚାନ୍ଦପୁର ସବୁଠାରୁ…
ଇମ୍ଫାଲରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ପ୍ରବଳ ବର୍ଷାରେ ପୀଡ଼ିତଙ୍କୁ ଭେଟି..
ନୂଆଦିଲ୍ଲୀ,୧୩ା୯: ଦୁଇବର୍ଷ ପୂର୍ବେ ମଣିପୁରରେ ଘଟିଥିବା ହିଂସା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୁରାଚାନ୍ଦପୁରରେ ବିସ୍ଥାପିତ ଲୋକଙ୍କୁ ଭେଟିଥିଲେ। ଚୁରାଚାନ୍ଦପୁର ହେଉଛି ସେହି ଅଞ୍ଚଳ ଯେଉଁଠାରେ ୨୦୨୩ରେ ହୋଇଥିବା ହିଂସାର ସବୁଠାରୁ ଖରାପ ପ୍ରଭାବ ପଡ଼ିଥିଲା ଏବଂ ୨୬୦ ଜଣଙ୍କର ମୃତ୍ୟୁ…
‘ଯିଏ ପ୍ରେମାନନ୍ଦ ମହାରାଜଙ୍କ ବିରୋଧରେ କହିବ…’, ଦିଶାଙ୍କ ଘର ଉପରେ ଗୁଳି ଚଳାଇବା ଘଟଣାରେ ବଡ଼ ଟୁଇଷ୍ଟ
ନୂଆଦିଲ୍ଲୀ,୧୩।୯: ଉତ୍ତର ପ୍ରଦେଶର ବରେଲିରେ ବଲିଉଡ ଅଭିନେତ୍ରୀ ଦିଶା ପଟାନିଙ୍କ ଘରେ ଗୁଳିକାଣ୍ଡ ମାମଲାରେ ଏକ ନୂତନ ମୋଡ଼ ଆସିଛି। ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଅବସରପ୍ରାପ୍ତ ସିଓ ଜଗଦୀଶ ପଟାନିଙ୍କ ଘରେ ଦୁଇଜଣ ଅଜଣା ବାଇକ ଚଢ଼ି ଗୁଳି…

