ଜାତୀୟ

ଭାସିଗଲା ଗାଁ: ଅନେକ ମୃତ, ଶତାଧିକ ନିଖୋଜ

ଉତ୍ତରକାଶୀ,୬ା୮:ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ମଙ୍ଗଳବାର ବାଦଲଫଟା ବର୍ଷା ଯୋଗୁ ପ୍ରଳୟଙ୍କରୀ ବନ୍ୟା ଆସିଛି। ବନ୍ୟାରେ ବହୁ ଘର, ହୋଟେଲ ସମେତ କ୍ଷୀରଗଙ୍ଗା ଉପତ୍ୟକାର ଧରାଲି ଗ୍ରାମ ସମ୍ପୂର୍ଣ୍ଣ ଭାସିଯାଇଛି। ଉକ୍ତ ଗାଁ ହର୍ସିଲସ୍ଥିତ ସେନା କ୍ୟାମ୍ପ୍‌ଠାରୁ ମାତ୍ର ୪ କି.ମି. ଦୂରରେ…

ରାଶନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ୧୮ବର୍ଷ ଯୁବପିଢି ଏହି କାମ ନ କଲେ, କଟିଯିବ ରାଶନ କାର୍ଡ!

ନୂଆଦିଲ୍ଲୀ, ୫।୮: ରାଶନ କାର୍ଡ ଧାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। କେନ୍ଦ୍ର ସରକାର ରାଶନ କାର୍ଡ ପାଇଁ ନୂଆ ନିୟମ ଜାରି କରିଛନ୍ତି। ଏହି ନିୟମ ଅନୁଯାୟୀ, ରାଶନ କାର୍ଡ ଧାରୀଙ୍କୁ ପ୍ରତି ୫ ବର୍ଷରେ ଇ-କେୱାଇସି (e-KYC) କରିବା…

ଟ୍ରମ୍ପଙ୍କ ସାଂଘାତିକ ବୟାନ, କହିଲେ ଭାରତକୁ ୨୪ଘଣ୍ଟା ଭିତରେ…

ଓ୍ବାଶିଂଟନ୍‌,୫।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରି କହିଛନ୍ତି ଯେ ମୁଁ ୨୪ ଘଣ୍ଟା ମଧ୍ୟରେ ଭାରତ ଉପରେ ଭାରୀ ଶୁଳ୍କ ଲାଗୁ କରିବି। ରୁଷିଆକୁ ଏକ ଯୁଦ୍ଧ ଯନ୍ତ୍ର ଭାବରେ ବର୍ଣ୍ଣନା କରି ସେ କହିଛନ୍ତି…

ବୈଜ୍ଞାନିକଙ୍କ ଭୟଙ୍କର ଆକଳନ! ଓଡ଼ିଶାକୁ ସୁନାମି ଭୟ…

ନୂଆଦିଲ୍ଲୀ,୫।୮: ସୁନାମି ବିପଦ ମୁଖ୍ୟତଃ ଭୂମିକମ୍ପ, ସାମୁଦ୍ରିକ ଜ୍ୱାଳାମୁଖୀ କିମ୍ବା ଭୂସ୍ଖଳନ ଦ୍ୱାରା ସୃଷ୍ଟି ହୁଏ। ଋଷିଆରେ ଏକ ବଡ଼ ଭୂମିକମ୍ପ ହେବା ପରେ, ଜାପାନ ଓ ଆମେରିକୀୟ ଏଜେନ୍ସିଗୁଡ଼ିକ ମଧ୍ୟ ସୁନାମି ସତର୍କତା ଜାରି କରିଥିଲେ। ଭାରତର ଉପକୂଳବର୍ତ୍ତୀ ଅଞ୍ଚଳରେ…

ବଞ୍ଜାରା ହିଲ୍ସରେ ଭୁଶୁଡ଼ି ପଡ଼ିଲା ରାସ୍ତା, ଖାଲରେ ପଡ଼ିଲା ୧୦,୦୦୦ ଲିଟର ପାଣି ଟାଙ୍କି

ହାଇଦ୍ରାବାଦ, ୫।୮: ହାଇଦ୍ରାବାଦର ବଞ୍ଜାରା ହିଲ୍ସ ଅଞ୍ଚଳରେ ମଙ୍ଗଳବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି। ମହେଶ୍ୱରୀ ଚାମ୍ବର୍ସ ପାଖରେ ରାସ୍ତା ହଠାତ ଭୁଶୁଡ଼ି ପଡ଼ିବା ଯୋଗୁଁ ଏକ ୧୦,୦୦୦ ଲିଟର ପାଣି ଟାଙ୍କି ଖାଲରେ ପଡ଼ିଯାଇଛି। ଏହି ଘଟଣାରେ ଟାଙ୍କିର…

ଏକ ଯୁଗର ଅନ୍ତ: ସେପ୍ଟେମ୍ବର ୧ରୁ ବନ୍ଦ ହେବ Registered Post Service

ନୂଆଦିଲ୍ଲୀ,୫।୮: ଭାରତୀୟ ଡାକ ବିଭାଗ ଏହାର Iconic Registered Post serviceକୁ ବନ୍ଦ କରିବାକୁ ଘୋଷଣା କରିଛି, ଯାହା ୫୦ ବର୍ଷର ଯୁଗର ଶେଷ ବୋଲି ଦର୍ଶାଉଛି। ୧ ସେପ୍ଟେମ୍ବର ୨୦୨୫ରୁ, କାର୍ଯ୍ୟକୁ ଆଧୁନିକୀକରଣ କରିବା ଲକ୍ଷ୍ୟରେ ସ୍ପିଡ ପୋଷ୍ଟ ସହିତ…

ମମତାଙ୍କ ବଡ଼ ଆକ୍ସନ, ମୁଖ୍ୟ ସଚେତକ ପଦରୁ ହଟିଲେ କଲ୍ୟାଣ ବାନାର୍ଜୀ

କୋଲକାତା,୫।୮: ତୃଣମୂଳ କଂଗ୍ରେସ କାକୋଲି ଘୋଷ ଦସ୍ତିଦାରଙ୍କୁ ମୁଖ୍ୟ ସଚେତକ ଏବଂ ଶତାବ୍ଦୀ ରାୟଙ୍କୁ ଲୋକ ସଭାରେ ଉପନେତା ଭାବରେ ନିଯୁକ୍ତ କରିଛି। ତୃଣମୂଳ କଂଗ୍ରେସ ଟୁଇଟରରେ ପୋଷ୍ଟ କରିଛି, ‘କଲ୍ୟାଣ ବାନାର୍ଜୀ ୪ ଅଗଷ୍ଟ ୨୦୨୫ରେ ସଂସଦୀୟ ଦଳର ମୁଖ୍ୟ…

ପ୍ରକୃତିର କୋପରେ ହାର ମାନୁଛି ମାନବ, ଦେଖନ୍ତୁ ବାଦଲଫଟା ବର୍ଷାର ଛାତିଥରା ଦୃଶ୍ୟ

ଉତ୍ତରକାଶୀ,୫।୮: ମଙ୍ଗଳବାର, ଅଗଷ୍ଟ ୫, ୨୦୨୫ରେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାରେ ଏକ ବାଦଲ ଫଟା ବର୍ଷା ବନ୍ୟା ସୃଷ୍ଟି କରିଥିଲା। ଏହି ଘଟଣାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି କହିଛନ୍ତି ଯେ ଉତ୍ତରାଖଣ୍ଡର ଧରାଲି ଅଞ୍ଚଳରେ ବାଦଲ ଫଟା…

ହଠାତ୍ ରାଜସ୍ଥାନରେ ଅବତରଣ କଲା ୟୁକ୍ରେନ ରାଷ୍ଟ୍ରପତି ସ୍ତ୍ରୀଙ୍କ ବିମାନ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୫।୮: ୟୁକ୍ରେନର ପ୍ରଥମ ମହିଳା ଓଲେନା ଭୋଲୋଦିମିରିଭନା ଜେଲେନସ୍କା ଓ ବୈଦେଶିକ ମନ୍ତ୍ରୀ ଆନ୍ଦ୍ରି ସିବିହାଙ୍କ ସମେତ ଏକ ଉଚ୍ଚସ୍ତରୀୟ ୟୁକ୍ରେନୀୟ ପ୍ରତିନିଧି ଦଳ ରବିବାର ଜୟପୁର ଆନ୍ତର୍ଜାତୀୟ ବିମାନବନ୍ଦରରେ ଇନ୍ଧନ ଭର୍ତ୍ତି ପାଇଁ ଅବତରଣ କରିଥିଲେ। ଏହି ବିମାନ ଜାପାନର…

ରକ୍ଷାବନ୍ଧନ ପୂର୍ବରୁ ମିଳିବ କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଉପହାର, ଏତିକି ବଢିବ DA!

ନୂଆଦିଲ୍ଲୀ,୫।୮: ରକ୍ଷାବନ୍ଧନ ପୂର୍ବରୁ, ସରକାର କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଏକ ବଡ଼ ଉପହାର ଦେଇପାରନ୍ତି। ବୁଧବାର କେନ୍ଦ୍ର କ୍ୟାବିନେଟ ମହଙ୍ଗା ଭତ୍ତା (DA) ରେ ୩ ପ୍ରତିଶତ ବୃଦ୍ଧିକୁ ମଞ୍ଜୁରୀ ଦେଇଛି। ଜୁଲାଇ-ଡିସେମ୍ବର ୨୦୨୫ ପାଇଁ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି…

ପୂର୍ବତନ ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ପରଲୋକ

ନୂଆଦିଲ୍ଲୀ,୫।୮: ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ମଙ୍ଗଳବାର ଦିନ ୭୯ ବର୍ଷ ବୟସରେ ପରଲୋକ ଘଟିଛି। ସେ ନୂଆଦିଲ୍ଲୀର ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୧ଟା ସମୟରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।…

ପାକିସ୍ତାନକୁ ଆମେରିକାର ସମର୍ଥନ ପରେ କଟାକ୍ଷ ଭାରତୀୟ ସେନା, ମନେ ପକାଇଦେଲା ୧୯୭୧ କଥା

ନୂଆଦିଲ୍ଲୀ,୫।୮: ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ମଙ୍ଗଳବାର ଏକ ୧୯୭୧ ମସିହାର ଖବରକାଗଜ କ୍ଲିପ୍ ସେୟାର କରି ଆମେରିକାର ପାକିସ୍ତାନ ପ୍ରତି ଦଶନ୍ଧି ଧରି ଚାଲିଆସୁଥିବା ସମର୍ଥନ ଉପରେ କଟାକ୍ଷ କରିଛି। ଏହି ପୋଷ୍ଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ରୁଷିଆରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri