ଜାତୀୟ

ରାଜ୍ୟରେ ମୁସଲମାନଙ୍କ ଜନସଂଖ୍ୟା ୯୦ ପ୍ରତିଶତ ହୋଇଯିବ…, ଭାଜପାର AI ଭିଡ଼ିଓ ଦେଖି ରାଗିଗଲେ ଓଓ୍ବାଇସି

ଗୁଆହାଟି,୧୯।୯: ଭାରତୀୟ ଜନତା ପାର୍ଟି (ଭାଜପା) ଆସନ୍ତା ବର୍ଷ (୨୦୨୬) ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହୋଇସାରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ବାରମ୍ବାର ଦାବି କରି ଆସୁଛନ୍ତି ଯେ ହିନ୍ଦୁମାନେ ସଂଖ୍ୟାଲଘୁ। ଏହାର ଜବାବରେ, ଆସାମ…

ଦିଲ୍ଲୀ, ମୁମ୍ବାଇ, ବେଙ୍ଗଲୁରୁରେ iPhone 17 କିଣିବାକୁ ରାତି ଅଧରୁ ଲାଇନ୍

ମୁମ୍ବାଇ,୧୯।୯: ଆପଲ୍‌ର iPhone 17 ସିରିଜ୍ ଶୁକ୍ରବାର ଭାରତରେ ବିକ୍ରି ଆରମ୍ଭ ହେବା ସହ ଦିଲ୍ଲୀ, ମୁମ୍ବାଇ ଓ ବେଙ୍ଗଲୁରୁର ଆପଲ୍ ଷ୍ଟୋରରେ ରାତି ଅଧରୁ ଶହ ଶହ କ୍ରେତା ଲାଇନରେ ଠିଆ ହୋଇଛନ୍ତି। ଦିଲ୍ଲୀର ସାକେତ୍‌ ସିଟିୱାକ୍ ମାଲ୍‌ ଓ…

ସୁଧୁରିଯିବେ ଟ୍ରମ୍ପ:ଭାରତ ଉପରୁ ହଟିଯିବ ଟାରିଫ୍‌!

କୋଲକାତା,୧୯ା୯:ନଭେମ୍ବର ୩୦ ପରେ ଆମେରିକା ସହ ଟାରିଫ୍‌ ପ୍ରସଙ୍ଗର ସମାଧାନ ହେବା ନେଇ ଆଶା କରାଯାଉଥିବା ଗୁରୁବାର ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା (ସିଇଏ) ଭି. ଅନନ୍ତ ନାଗେଶ୍ୱରନ୍‌ କହିଛନ୍ତି। ଆମେରିକା ଭାରତୀୟ ସାମଗ୍ରୀ ଉପରେ ଲଗାଇଥିବା ୨୫ ପ୍ରତିଶତ ଦଣ୍ଡାତ୍ମକ ଟାରିଫ୍‌କୁ…

ଯୁବବର୍ଗଙ୍କୁ ଲାଗିବ ଝଟକା! ଅକ୍ଟୋବର ୧ରୁ ବଦଳିବ ଏହି ନିୟମ…

ନୂଆଦିଲ୍ଲୀ,୧୯।୯: କେନ୍ଦ୍ର ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର କହିଛନ୍ତି , ଅନଲାଇନ ଗେମିଂ ସହିତ ଜଡିତ ନୂତନ ନିୟମ ଅକ୍ଟୋବର ୧ରୁ କାର୍ଯ୍ୟକାରୀ ହେବ। ସେ କହିଛନ୍ତି, ଆମେ ପ୍ରାୟ ତିନି ବର୍ଷ ଧରି ଏହି ଶିଳ୍ପ…

ମୁମ୍ବାଇ ଆପଲ୍ ଷ୍ଟୋରରେ iPhone 17 କିଣିବାକୁ ମାରପିଟ୍, ଭିଡିଓ ଭାଇରାଲ

ମୁମ୍ବାଇ,୧୯।୯: iPhone 17 ସିରିଜ୍ ଶୁକ୍ରବାର ବିକ୍ରି ଆରମ୍ଭ ହେବା ସହ ମୁମ୍ବାଇର ବଣ୍ଡା-କୁର୍ଲା କମ୍ପ୍ଲେକ୍ସ୍‌ (BKC) ସ୍ଥିତ ଆପଲ୍ ଷ୍ଟୋର ବାହାରେ କ୍ରେତାମାନଙ୍କ ମଧ୍ୟରେ ଝଗଡ଼ା ହୋଇଛି। ଏକ ଭିଡିଓରେ ଦେଖାଯାଇଛି, ଗ୍ଲାସ୍‌-ଫ୍ରଣ୍ଟେଡ୍ ଷ୍ଟୋର ବାହାରେ କିଛି ଲୋକ ମାରପିଟ୍…

ବଡ଼ ଖବର! ଅକ୍ଟୋବର ୧ ତାରିଖରୁ ପରିବର୍ତ୍ତନ ହେବ ପେନସନ ଯୋଜନା ନିୟମ, ଜାଣନ୍ତୁ କ’ଣ ପ୍ରଭାବ ପଡିବ

ନୂଆଦିଲ୍ଲୀ,୧୯।୯: ପ୍ରତି ମାସର ପ୍ରଥମ ତାରିଖରେ ନିୟମରେ କିଛି ପରିବର୍ତ୍ତନ କରାଯାଏ। ଏହି ଦୃଷ୍ଟିରୁ, ଅକ୍ଟୋବର ପହିଲାରେ କିଛି ନିୟମ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି। ଆଜି, ଆମେ ଏହି ଖବର ମାଧ୍ୟମରେ ଆପଣଙ୍କୁ ଏହା ବିଷୟରେ ଜଣାଇବୁ। ଅଣ-ସରକାରୀ କ୍ଷେତ୍ରର…

ନ୍ୟାଶନାଲ ଜିଓଗ୍ରାଫିକ୍‌ର କଭର ପେଜ୍‌ରେ ଶିମିଳିପାଳ କଳାବାଘ

ନୂଆଦିଲ୍ଲୀ,୧୯ା୯(ପି.ଟି.):ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ଭାରତୀୟ ଫଟୋଗ୍ରାଫର ପ୍ରସନ୍‌ଜିତ ଯାଦବଙ୍କ ଦ୍ୱାରା ନିଆଯାଇଥିବା ଏକ ଦୁର୍ଲଭ କଳାବାଘର ଫଟୋ ନ୍ୟାଶନାଲ ଜିଓଗ୍ରାଫିକ୍‌ ମାଗାଜିନର ଆଗାମୀ ଅକ୍ଟୋବର ମାସର ସଂସ୍କରଣ ପାଇଁ କଭର ପେଜ୍‌ ଭାବେ ସ୍ଥାନିତ ହୋଇଛି। ଉକ୍ତ କଭର ପେଜ୍‌…

‘Gen-Z ବଞ୍ଚାଇବ ସମ୍ବିଧାନ’, ଦେଶରେ ନେପାଳ ଭଳି ନିଆଁ ଜାଳିବାକୁ ଚାହୁଁଛନ୍ତି ରାହୁଲ ଗାନ୍ଧୀ!

ନୂଆଦିଲ୍ଲୀ,୧୮।୯: ଭୋଟ ଚୋରି ଏବଂ ନିର୍ବାଚନ କମିଶନଙ୍କ ବିରୋଧରେ ଅଭିଯୋଗ ଠିକ ଅଛି, କିନ୍ତୁ ଏବେ ରାହୁଲ ଗାନ୍ଧୀ ଏପରି କିଛି କହିଛନ୍ତି ଯାହା କୌଣସି ଯୁବ ଭାରତୀୟଙ୍କୁ ପସନ୍ଦ ଆସିବ ନାହିଁ। ସେ ଲେଖିଛନ୍ତି, ‘ଦେଶର ଯୁବକ, ଦେଶର ଛାତ୍ର,…

ସେପ୍ଟେମ୍ବର ୨୨ରୁ GSTରେ ନୂଆ ନିୟମ ଲାଗୁ: ପୁରୁଣା ଜିନିଷ କିଣିବା ପୂର୍ବରୁ ଏହି ଗୁରୁତ୍ୱପୂର୍ଣ୍ଣ କଥା ଜାଣିରଖନ୍ତୁ…

ନୂଆଦିଲ୍ଲୀ,୧୮।୯: ସରକାର GST ସ୍ଲାବରେ ପରିବର୍ତ୍ତନ କରିଛନ୍ତି। ଏହି ନିଷ୍ପତ୍ତି ସିଧାସଳଖ ଗ୍ରାହକ ଏବଂ ବିକ୍ରେତା ଉଭୟଙ୍କୁ ପ୍ରଭାବିତ କରିବ। ସେପ୍ଟେମ୍ବର ୨୨ ତାରିଖରୁ ଲାଗୁ ହେବାକୁ ଥିବା ନୂତନ ନିୟମ ଟିକସ ସ୍ଲାବକୁ ପରିବର୍ତ୍ତନ କରିବ। ତେଣୁ, ପୁରୁଣା ଷ୍ଟକର…

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ ପ୍ରମୁଖ…

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି କରିଛି।…

8th Pay Commission ଲାଗୁ ହେଲେ ସରକାରୀ କ୍ଲର୍କ ହେବେ ମାଲାମାଲ: ଜାଣନ୍ତୁ କେତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୯: ଭାରତରେ ନୂତନ ବେତନ କମିଶନ ଲାଗୁ ହେଲେ, ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏହାର ସୁପାରିଶ ଉପରେ ନଜର ରଖନ୍ତି। ବର୍ତ୍ତମାନ, ୮ମ ବେତନ କମିଶନକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କ୍ଲର୍କ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?