ଜାତୀୟ

ଓ୍ବକ୍‌ଫ ବିଲ୍‌କୁ ନେଇ NDAରେ ଫାଟ: ଇସ୍ତଫା ଦେଲେଣି ୫ ନେତା

ନୂଆଦିଲ୍ଲୀ,୪।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌କୁ ସମର୍ଥନ ନେଇ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ)ରେ ଫାଟ ସୃଷ୍ଟି ହୋଇଛି। ଦଳୀୟ ନିଷ୍ପତ୍ତିରେ ଅସନ୍ତୋଷ ବ୍ୟକ୍ତ କରି ଜେଡିୟୁର ୫ ଜଣ ନେତା ଇତିମଧ୍ୟରେ ଇସ୍ତଫା ଦେଲେଣି। ଇସ୍ତଫା ଦେଇଥିବା ନେତାମାନେ…

ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…

କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍‌ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରବିନ୍ଦୁ ଥିବା ନ୍ୟାଶନାଲ ସେଣ୍ଟର ଫର୍‌ ସିସ୍‌ମୋଲୋଜି ପକ୍ଷରୁ…

ଓ୍ବକ୍‌ଫ ବିଲ୍‌ ବିରୋଧରେ ସୁପ୍ରିମକୋର୍ଟରେ କଂଗ୍ରେସ

ନୂଆଦିଲ୍ଲୀ,୪।୪: ଓ୍ବକ୍‌ଫ ସଂଶୋଧନ ବିଲ୍‌ ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ କରୁଥିବା ଦର୍ଶାଇ କଂଗ୍ରେସ ଏମ୍‌ପି ମହମ୍ମଦ ଜାଓ୍ବେଦ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେହିପରି ଏଆଇଏମ୍‌ଆଇଏମ୍‌ ଅଧ୍ୟକ୍ଷ ଅସାଦୁଦ୍ଦିନ ଓଓ୍ବାଇସି ମଧ୍ୟ ବିଲ୍‌କୁ ବିରୋଧକରି ସର୍ବୋଚ୍ଚ ଅଦାଲତରେ ପିଟିଶନ ଦାଏର କରିଛନ୍ତି।…

Ghibliରୁ ତିଆରି ହେଉଛି ନକଲି ଆଧାର-ପାନ୍‌ କାର୍ଡ, AIର ନୂଆ କାରନାମା

ଓପନଏଆଇର ଲୋକପ୍ରିୟ ଏଆଇ ଟୁଲ ଚାଟଜିପିଟି ଏବେ ନକଲି ଆଧାର କାର୍ଡ ଓ ପାନ କାର୍ଡ ତିଆରି କରିପାରୁଛି। ସୋସିଆଲ ମିଡିଆରେ ଏହି ନକଲି ପାନ କାର୍ଡ ଓ ଆଧାର କାର୍ଡର ଫଟୋ ଭାଇରାଲ ହେଉଛି। ଏହା ଏକ ଗମ୍ଭୀର ସୁରକ୍ଷା…

୧୦ ଓ ୫୦୦ ଟଙ୍କିଆ ନୋଟ୍‌କୁ ନେଇ ବଡ଼ ଅପଡେଟ: RBI ଗଭର୍ନର କହିଲେ…

ନୂଆଦିଲ୍ଲୀ,୪।୪: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍‌ ଗୁଡ଼ିକରେ ନୂଆ ଗଭର୍ନର…

ଭାଜପାରେ ହଇଚଇ: ହଠାତ୍‌ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ…

ନୂଆଦିଲ୍ଲୀ,୪।୪: ଆଗାମୀ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ତାମିଲନାଡୁ ରାଜନୀତିରେ ହଇଚଇ। ଅନ୍ନାମଲାଇ ତାମିଲନାଡୁ ଭାଜପା ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ଏହାକୁ ନେଇ ବହୁତ ଆଲୋଚନା ହେଉଥିଲା। କୁହାଯାଉଛି…

I’m not a terrorist, ମୁଁ ୭ ଜଣ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି…ସୁପ୍ରିମକୋର୍ଟରେ କହିଲେ ୟାସିନ ମଲିକ

ନୂଆଦିଲ୍ଲୀ,୪।୪: ଜମ୍ମୁ-କଶ୍ମୀର ଲିବରେସନ ଫ୍ରଣ୍ଟ (JKLF) ମୁଖ୍ୟ ତଥା ଆଜୀବନ କାରାଦଣ୍ଡ ଭୋଗୁଥିବା ୟାସିନ ମଲିକଙ୍କ ମାମଲାର ଶୁଣାଣି ଶୁକ୍ରବାର ସୁପ୍ରିମକୋର୍ଟରେ ହୋଇଥିଲା। ଏହି ସମୟରେ ସେ କହିଥିଲେ ଯେ ସେ ଏକ ରାଜନୈତିକ ଦଳର ନେତା, ଆତଙ୍କବାଦୀ ନୁହଁନ୍ତି। ଓକା…

ଏହି ଏମପିଙ୍କ କ୍ରସ ଭୋଟିଂରେ ବଦଳିଗଲା ଅଙ୍କ, ରାଜ୍ୟ ସଭାରେ ହୋଇଗଲା ବଡ଼ ଖେଳ

ନୂଆଦିଲ୍ଲୀ,୪।୪: ଦୀର୍ଘ ବିତର୍କ ପରେ ଓ୍ବକଫ (ସଂଶୋଧନ) ବିଲ ୨୦୨୫ ରାଜ୍ୟ ସଭାରେ ଗୃହୀତ ହୋଇଛି। ଏହି ବିଲ ସପକ୍ଷରେ ୧୨୮ ଏମପି ଏବଂ ବିପକ୍ଷରେ ୯୫ ଏମପି ଭୋଟ ଦେଇଛନ୍ତି। ଏହାପୂର୍ବରୁ ଲୋକ ସଭାରେ ବିଲଟି ଅନୁମୋଦନ ପରେ ଏହା…

କଲିକତା ହାଇକୋର୍ଟରୁ ମମତାଙ୍କୁ ଲାଗିଲା ଝଟକା!

କୋଲକାତା,୪।୪: ଶୁକ୍ରବାର ମମତା ସରକାରଙ୍କୁ କଲିକତା ହାଇକୋର୍ଟରୁ ଏକ ବଡ଼ ଝଟକା ଲାଗିଛି। ହାୱଡାରେ ପ୍ରସ୍ତାବିତ ରାସ୍ତାରେ ରାମ ନବମୀ ରାଲି କରିବାକୁ ହିନ୍ଦୁ ସଂଗଠନ ଅଞ୍ଜନୀ ପୁତ୍ର ସେନାକୁ କୋର୍ଟ ଅନୁମତି ଦେଇଛନ୍ତି। କୋର୍ଟ ଏପ୍ରିଲ ୬ରେ ରାମ ନବମୀ…

ବିଜେଡିରେ ଏ କ’ଣ ହେଉଛି, ପ୍ରଥମ ଥର ଏତେ ବଡ଼ କନ୍ଦଳ

ନୂଆଦିଲ୍ଲୀ/ଭୁବନେଶ୍ୱର,୪।୪: ଓ୍ବକଫ ବିଲ ରାଜ୍ୟ ସଭାରେ ପାରିତ ହେବା ପୂର୍ବରୁ ବିଜେଡିର ରାଜନୈତିକ ଚରିତ୍ର ଆଉ ଥରେ ପଦାରେ ପଡ଼ିଯାଇଛି। ଏବେ ଚର୍ଚ୍ଚା ହେଲାଣି କାଳେ ବିଜେଡି-ଭାଜପା ମଧ୍ୟରେ କେଉଁି ମେଣ୍ଟ କାଏମ ରହିଛି। ଏପରି ସଙ୍ଗୀନ ଅଭିଯୋଗ ଲଗାଇଛନ୍ତି ଓଡ଼ିଶା…

ଟ୍ରମ୍ପଙ୍କ ଟାରିଫକୁ ନେଇ ଆକ୍ସନ ମୋଡରେ ଭାରତ ସରକାର, ଗଠନ କଲେ ମନ୍ତ୍ରୀଙ୍କ ୪ ଜଣିଆ ଟିମ୍‌

ନୂଆଦିଲ୍ଲୀ,୪।୪: ଆମେରିକା ବିଶ୍ୱର ଅନେକ ଦେଶ ଉପରେ ବୁଧବାର (୨ ଏପ୍ରିଲ, ୨୦୨୫)ରେ ପାରସ୍ପରିକ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଥିଲା। ସେହି ସମୟରେ, ଆମେରିକୀୟ ବଜାରକୁ ଯାଉଥିବା ଭାରତୀୟ ସାମଗ୍ରୀ ଉପରେ ୨୭ ପ୍ରତିଶତ ଶୁଳ୍କ ଲାଗୁ କରାଯାଇଥିଲା, ଯଦିଓ…

ସରିଥିଲା ନିର୍ବନ୍ଧ, ହେଲେ ଅନ୍ତିମ ସଂସ୍କାରରେ ପହଞ୍ଚି ଭାବି ସ୍ବାମୀଙ୍କ ମୁହଁ ଥରଟିଏ ଦେଖିବାକୁ ବିକଳ ହେଲେ ଫିଆନ୍ସି, ଦେଖନ୍ତୁ Video

ରଓ୍ବୋଡି,୪।୪: ଦୁଇ ଦିନ ପୂର୍ବରୁ ଗୁଜରାଟର ଜାମନଗରରେ ବାୟୁସେନାର ଜାଗୁଆର ଲଢ଼ୁଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଫ୍ଲାଇଟ ଲେଫ୍ଟନାଣ୍ଟ ସିଦ୍ଧାର୍ଥ ଯାଦବଙ୍କ ଶୁକ୍ରବାର ଗାଁ ଭାଲକି ମାଜରାରେ ସାମରିକ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ସମ୍ପର୍କୀୟ ଭାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri