ଜାତୀୟ

ସେପ୍ଟେମ୍ବରରେ ୧.୫୪%କୁ ଖସିଲା ମୁଦ୍ରାସ୍ଫୀତି, ୮ ବର୍ଷରେ ସର୍ବନିମ୍ନ

ନୂଆଦିଲ୍ଲୀ,୧୩।୧୦: ଭାରତର ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବର ୨୦୨୫ରେ ୧.୫୪%କୁ ଖସିଛି, ଯାହା ଜୁନ ୨୦୧୭ ପରେ ସର୍ବନିମ୍ନ। ଅଗଷ୍ଟରେ ଏହା ୨.୦୭% ଥିଲା। ଖାଦ୍ୟ ଜିନିଷ ଯେମିତି ପରିବା, ତେଲ, ଫଳ, ଡାଲି, ଶସ୍ୟ, ଅଣ୍ଡା ଓ ଇନ୍ଧନର ମୂଲ୍ୟ କମିବା…

କେବିସି ୧୭ରେ ଅଭଦ୍ରାମିର ସୀମା ଟପିଲା ନାବାଳକ: ପ୍ରଶଂସା ସାଉଁଟିଲା ଅମିତାଭ ବଚ୍ଚନଙ୍କ ଶାନ୍ତ ପ୍ରତିକ୍ରିୟା

ମୁମ୍ବାଇ,୧୩।୧୦: କୌନ ବନେଗା କୋରଡ଼ପତି (କେବିସି) ୧୭ରେ ଗୁଜୁରାଟର ଗାନ୍ଧୀନଗରର ପଞ୍ଚମ ଶ୍ରେଣୀର ଛାତ୍ର ଇଶିତ ଭଟ୍ଟ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍ ସିଟ୍‌ରେ ବସିଥିଲେ। କିନ୍ତୁ ସେ କୌଣସି ପୁରସ୍କାର ଜିତି ପାରିନଥିଲେ। ଇଶିତଙ୍କ କଥାବାର୍ତ୍ତା ଓ ଆଚରଣ ସୋସିଆଲ…

ଦୀପାବଳି ବୋନସ ଦେଲେ କେନ୍ଦ୍ର ସରକାର, ମାଲାମାଲ ହେବେ ସରକାରୀ କର୍ମଚାରୀ

ନୂଆଦିଲ୍ଲୀ,୧୩।୧୦: ପାର୍ବଣ ଋତୁକୁ ଆଖି ଆଗରେ ରଖି, କେନ୍ଦ୍ର ସରକାର ତାଙ୍କ କର୍ମଚାରୀମାନଙ୍କୁ ଦୀପାବଳି ବୋନସ ଦେଇଛନ୍ତି। ଏହା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଘରେ ଦୀପାବଳିର ଆନନ୍ଦକୁ ଆହୁରି ବୃଦ୍ଧି କରିଛି। ଭାରତ ସରକାର କର୍ମଚାରୀମାନଙ୍କ ପାଇଁ ବୋନସ ଏବଂ ମହଙ୍ଗା…

ଦୁର୍ଗାପୁର ପୀଡ଼ିତାଙ୍କ କଥା ଶୁଣି ଭୟ କଲେଣି ପିତା, ଏପଟେ କିଏ କହୁଛି ମିଛ ମୁଖ୍ୟମନ୍ତ୍ରୀ ନା ପୋଲିସ?

ଦୁର୍ଗାପୁର,୧୩।୧୦: ପଶ୍ଚିମବଙ୍ଗର ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣା ଆଜିକାଲି ଖବରର ଶିରୋନାମା ପାଲଟିଛି। ପୀଡିତାଙ୍କ ବାପା ତାଙ୍କ ଝିଅର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। ସେ କହିଛନ୍ତି, ‘ମୋ ଝିଅର ଜୀବନ ବିପଦରେ ଅଛି। ତାକୁ…

ପଶ୍ଚିମବଙ୍ଗରେ ପୁଣି ଲଜ୍ଜା, ୧୫ ବର୍ଷ ନାବାଳିକାଙ୍କୁ ବଳାତ୍କାର, ବନ୍ଧା ହେଲେ ପିତା ପୁତ୍ର

କୋଲକାତା,୧୩।୧୦: ପଶ୍ଚିମବଙ୍ଗରୁ ଆଉ ଏକ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଏହି ମାମଲାରେ ପୋଲିସ ଜଣେ ୪୮ ବର୍ଷୀୟ ପ୍ରସିଦ୍ଧ ୟୁଟ୍ୟୁବର ଏବଂ ତାଙ୍କ ପୁଅକୁ ଗିରଫ କରିଛି। ସେମାନଙ୍କ ଉପରେ ଜଣେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରିବାର ଅଭିଯୋଗ…

ଲାଲୁଙ୍କ ପରିବାରକୁ ଜୋରଦାର ଝଟ୍‌କା: IRCTC ଦୁର୍ନୀତି ମାମଲାରେ କୋର୍ଟ ଦେଲେ ବଡ଼ ରାୟ

ପାଟନା,୧୩।୧୦: ବିହାର ବିଧାନସଭା ନିର୍ବାଚନର ପ୍ରସ୍ତୁତି ମଧ୍ୟରେ, IRCTC ଦୁର୍ନୀତି ମାମଲାରେ ଲାଲୁ ପ୍ରସାଦ ଯାଦବ ପରିବାରର ସମସ୍ୟା ବୃଦ୍ଧି ପାଇଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ବିହାରର ବିରୋଧୀ ଦଳ ନେତା…

ଏକାସଙ୍ଗେ ଆସିଗଲା ୩ ଟ୍ରେନ୍‌ : ଅଉ ତା’ପରେ ଷ୍ଟେଶନରେ ଘଟିଲା…

କୋଲକାତା,୧୩।୧୦: ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେଶନରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି। ଭିଡ଼ ଯୋଗୁ ଷ୍ଟେଶନରେ ଥିବା ଫୁଟ ଓଭରବ୍ରିଜ ଉପରୁ ଓହ୍ଲାଇଥିବା ଜଣେ ମହିଳା ଭାରସାମ୍ୟ ହରାଇ ସିଡ଼ି ତଳକୁ ଖସି ପଡ଼ିଥିଲେ, ଯାହା ଫଳରେ ଦଳାଚକଟା ହୋଇଥିଲା।…

ମୋଦି ସରକାରଙ୍କୁ ଶକ୍ତ ଝଟ୍‌କା: ଇସ୍ତଫା ଦେବାକୁ ଧମକ ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୧୩।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀ ତାଙ୍କ ପଦରୁ ଇସ୍ତଫା ଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେ ନବନିର୍ବାଚିତ ଭାଜପା ରାଜ୍ୟ ସଭା ସଦସ୍ୟ ସି. ସଦାନନ୍ଦନ ମାଷ୍ଟରଙ୍କୁ ତାଙ୍କ ସ୍ଥାନରେ କେନ୍ଦ୍ର କ୍ୟାବିନେଟରେ ସ୍ଥାନ ଦେବାକୁ ସୁପାରିଶ କରିଥିଲେ। ସଦାନନ୍ଦନ ମାଷ୍ଟରଙ୍କ…

ମହାମେଣ୍ଟରେ ଆସନ ବୁଝାମଣା ଅଟକିଲା

ନୂଆଦିଲ୍ଲୀ,୧୨ା୧୦: ବିହାରରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ଅକ୍ଟୋବର ୧୭ ରହିଥିବା ବେଳେ ମହାମେଣ୍ଟରେ ଆସନ ବୁଝାମଣା ଅଙ୍କ ଛିଡ଼ୁନାହିଁ। ଆର୍‌ଜେଡି ଅଧ୍ୟକ୍ଷ ଲାଲୁପ୍ରସାଦ ଯାଦବ, ସ୍ତ୍ରୀ ରାବ୍‌ରୀ ଦେବୀ ଏବଂ ତାଙ୍କ ପୁଅ…

କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀଙ୍କ ଇସ୍ତଫା ଦେବାକୁ ପ୍ରସ୍ତାବ: କହିଲେ ଆୟ କମିଗଲାଣି

ନୂଆଦିଲ୍ଲୀ,୧୨।୧୦: କେନ୍ଦ୍ରମନ୍ତ୍ରୀ ସୁରେଶ୍ ଗୋପୀ ରବିବାର ମନ୍ତ୍ରୀପଦରୁ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ଭାଜପାର ନୂଆ ରାଜ୍ୟସଭା ଏମପି ସି. ସଦାନନ୍ଦନ୍ ମାଷ୍ଟରଙ୍କୁ କେନ୍ଦ୍ରୀୟ ମନ୍ତ୍ରୀମଣ୍ଡଳରେ ନିଜ ସ୍ଥାନ ଦେବାକୁ ପ୍ରସ୍ତାବ ଦେଇଛନ୍ତି। କନ୍ନୁର ଜିଲାର ଏକ କାର୍ଯ୍ୟକ୍ରମରେ…

Video: ଗଛ ଲଗାଇ ନିଜ ସନ୍ତାନ ଭଳି ୨୦ ବର୍ଷ ସ୍ନେହ କଲେ, କଟିଯିବା ଦେଖି ମୁଣ୍ଡ ପିଟି କାନ୍ଦିଲେ ବୃଦ୍ଧା

ଛତିଶଗଡ଼,୧୨।୧୦: ଛତିଶଗଡ଼ର ଖୈରାଗଡ଼ ଜିଲାର ସାରାଗୋଣ୍ଡି ଗ୍ରାମରୁ ଏକ ହୃଦୟ ବିଦାରକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଲୋକଙ୍କୁ ପ୍ରକୃତି ସହିତ ପ୍ରେମ ଓ ଭାବନା ସହ ଗଭୀର ଭାବେ ଯୋଡ଼ିଛି। ଭିଡିଓରେ ଜଣେ ବୃଦ୍ଧା ମହିଳା ନିଜ…

ବିହାରରେ ସିଟ୍ ଭଗବଣ୍ଟା ଘୋଷଣା କଲେ ଧର୍ମେନ୍ଦ୍ର ପ୍ରଧାନ, ଏତିକି ଆସନରେ ଲଢ଼ିବ ଭାଜପା

ପାଟନା,୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ରବିବାର ସିଟ୍ ଭଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍‌ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ ପସୱାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?