ଜାତୀୟ

ବିମାନର ଲ୍ୟାଣ୍ଡିଂ ଗିଅରରେ ଲୁଚି ଦିଲ୍ଲୀ ପହଞ୍ଚିଲା ୧୩ ବର୍ଷୀୟ ଆଫଗାନ ବାଳକ

ନୂଆଦିଲ୍ଲୀ,୨୨।୯: ଆଫଗାନିସ୍ତାନର ଜଣେ ୧୩ ବର୍ଷୀୟ ବାଳକ କୌତୁହଳବଶତଃ କାବୁଲରୁ ଦିଲ୍ଲୀ ଅଭିମୁଖେ ଉଡୁଥିବା କାମ ଏୟାରଲାଇନ୍ସର ଏକ ବିମାନର ଲ୍ୟାଣ୍ଡିଂ ଗିଅର କମ୍ପାର୍ଟମେଣ୍ଟରେ ଲୁଚି ଭାରତ ପହଞ୍ଚିଛନ୍ତି। ଏହି ଘଟଣା ରବିବାର ସକାଳ ୧୧ଟା ସମୟରେ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ…

ବିବାହର ଏକ ବର୍ଷ ମଧ୍ୟରେ ୫ କୋଟି କ୍ଷତିପୂରଣ ଦାବି: ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଚେତାବନୀ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଗୁରୁବାର ଏକ ବିବାହ ବିଚ୍ଛେଦ ମାମଲାର ଶୁଣାଣି ସମୟରେ ଜଣେ ମହିଳାଙ୍କୁ କଡ଼ା ଚେତାବନୀ ଦେଇଛନ୍ତି, ଯିଏ ମାତ୍ର ଏକ ବର୍ଷର ବିବାହକୁ ଶେଷ କରିବା ପାଇଁ ୫ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ବିଚାରପତି ପର୍ଦିୱାଲାଙ୍କ…

ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୨ା୯: ସୁପ୍ରିମକୋର୍ଟ ସୋମବାର ମାନହାନୀକୁ ଅପରାଧମୁକ୍ତ କରିବାର ସମୟ ଆସିଛି ବୋଲି ମନ୍ତବ୍ୟ ଦେଇଛନ୍ତି। ଏହା ୨୦୧୬ରେ ଦିଆଯାଇଥିବା ମାନହାନୀ ଆଇନର ସାମ୍ବିଧାନିକ ବୈଧତାକୁ ସମର୍ଥନ କରିଥିବା ରାୟରୁ ଏକ ପରିବର୍ତ୍ତନକୁ ସୂଚାଇଛି, ଯେଉଁଥିରେ ସମ୍ମାନର ଅଧିକାରକୁ ସମ୍ବିଧାନର ଅନୁଚ୍ଛେଦ ୨୧…

ଏୟାର ଇଣ୍ଡିଆ ବିମାନ ଅପହରଣ ଉଦ୍ୟମ, ବୁଦ୍ଧି ଖଟାଇଲେ ପାଇଲଟ୍‌, ଆଉ ତା’ ପରେ…

ବେଙ୍ଗାଲୁରୁ,୨୨ା୯: ବେଙ୍ଗାଲୁରୁରୁ ବାରାଣସୀ ଯାଉଥିବା ଏୟାରଇଣ୍ଡିଆର ଏକ ବିମାନ ଅପହରଣ ଉଦ୍ୟମ କରାଯାଇଛି। ଏଥିରେ ଯାତ୍ରା କରୁଥିବା ଜଣେ ଯାତ୍ରୀ କକ୍‌ପିଟ୍‌ କ୍ୟାବିନ୍‌ ଡୋର୍‌ ଖୋଲିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ବିମାନ ଭିତରେ ହଙ୍ଗାମା ହୋଇଥିଲା। ଯାତ୍ରୀ ଜଣକ ସଠିକ୍‌…

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଜାତି ଭିତ୍ତିକ ରାଜନୈତିକ ସମାବେଶ, ଗାଡ଼ି ଷ୍ଟିକର, ସାଇନବୋର୍ଡ ଉପରେ କଟକଣା

ନୂଆଦିଲ୍ଲୀ,୨୨ା୯: ଉତ୍ତରପ୍ରଦେଶ ସରକାର ସୋମବାର ରାଜ୍ୟରେ ଜାତିଗତ ବୈଷମ୍ୟ ରୋକିବା ପାଇଁ ଆଲାହାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ପୋଲିସ ରେକର୍ଡ ଓ ସାର୍ବଜନୀନ ସ୍ଥାନରେ ଜାତିଗତ ଉଲ୍ଲେଖ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି। ମୁଖ୍ୟ ସଚିବ ଦୀପକ କୁମାରଙ୍କ ନିର୍ଦ୍ଦେଶ ଅନୁଯାୟୀ,…

ପାକିସ୍ତାନର ପରାଜୟର ଆଉ ଏକ ପ୍ରମାଣ: ଡାଲ୍ ହ୍ରଦରୁ ମିଳିଲା…

ଶ୍ରୀନଗର,୨୨।୯: ଜମ୍ମୁ ଓ କଶ୍ମୀରର ଡାଲ୍ ହ୍ରଦରୁ ଏକ ଜୀବନ୍ତ ମିଶାଇଲ୍‌ ଉଦ୍ଧାର କରାଯାଇଛି। ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନ ଶ୍ରୀନଗରରେ ଏକ ମିଶାଇଲ୍‌ ସାହାଯ୍ୟରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ମିଶାଇଲ୍‌ଟିକୁ ନିଷ୍କ୍ରିୟ କରାଯାଉଛି ଏବଂ…

ଭାଜପାକୁ ଟେନସନ ଦେଲେ ଓପି ରାଜଭରଙ୍କ ପୁଅ? ଦେଲେ ଏତେ ବଡ଼ ସୂଚନା

ନୂଆଦିଲ୍ଲୀ,୨୨।୯: ସୁହେଲଦେବ ଭାରତୀୟ ସମାଜ ପାର୍ଟି ନେତା ଅରବିନ୍ଦ ରାଜଭରଙ୍କ ଉପସ୍ଥିତିରେ ବାରାଣସୀରେ ଏକ ବଡ଼ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉତ୍ତର ପ୍ରଦେଶରେ ୨୦୨୭ ନିର୍ବାଚନ ବିଷୟରେ ଏବିପି ନ୍ୟୁଜ ସହିତ କଥାବାର୍ତ୍ତା କରି ସୁହେଲଦେବ ଭାରତୀୟ ସମାଜ ପାର୍ଟି…

PoK ଉପରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ, ଅପରେଶନ ସିନ୍ଦୂର-୨କୁ ନେଇ ସେନାର ପ୍ଲାନ କହିଲେ ରାଜନାଥ

ନୂଆଦିଲ୍ଲୀ,୨୨।୯: ଅପରେଶନ ସିନ୍ଦୂର ପାର୍ଟ-୨ ସମ୍ପର୍କରେ ପ୍ରଶ୍ନ ଉଠିବା ମଧ୍ୟରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ ଭାରତକୁ ପାକ ଅଧିକୃତ କଶ୍ମୀରରେ ଆକ୍ରମଣ କରିବାର ଆବଶ୍ୟକତା ନାହିଁ। ସୋମବାର ମରକ୍କୋରେ ଭାରତୀୟ ସମ୍ପ୍ରଦାୟଙ୍କ ସହ ଆଲୋଚନା ସମୟରେ, ସେ…

ତିହାର ଜେଲରୁ ଅଫଜଲ ଗୁରୁ, ମକବୁଲ ଭଟ୍ଟଙ୍କ କବର ହଟାଇବାକୁ ଦାବି

ନୂଆଦିଲ୍ଲୀ,୨୨।୯: ତିହାର ଜେଲ ପରିସରରୁ ଆତଙ୍କବାଦୀ ମହମ୍ମଦ ଅଫଜଲ ଗୁରୁ ଏବଂ ମହମ୍ମଦ ମକବୁଲ ଭଟ୍ଟଙ୍କ କବରସ୍ଥାନ ହଟାଇବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯାଇଛି। ଆବେଦନରେ କୁହାଯାଇଛି ଯେ ମକବୁଲ ଭଟ୍ଟଙ୍କୁ ଫେବୃଆରୀ ୧୯୮୪ରେ ଫାଶି…

ବିଜୁଳିକୁ ମହଙ୍ଗା କରିଛି ୟୁକ୍ରେନ୍‌ ଯୁଦ୍ଧ, କୋଇଲା ବଜାର ଅସ୍ଥିରତା

ପଣଜୀ,୨୨ା୯ (ପି.ଟି.): ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଏବଂ ଅସ୍ଥିର କୋଇଲା ବଜାର ଭଳି ବୈଶ୍ୱିକ ସଙ୍କଟ ଭାରତରେ ବିଦ୍ୟୁତ୍‌ ମୂଲ୍ୟ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପକାଇଛି। ଫଳରେ କେବଳ ସୁରକ୍ଷିତ ଅବାଧ ବିଦ୍ୟୁତ ଯୋଗାଣ ପାଇଁ ଅଧିକ ପ୍ରିମିୟମ୍‌ ପୈଠ କରିବାକୁ ପଡ଼ୁଥିବା…

୨ ଭାରତୀୟ ଇଞ୍ଜିନିୟରଙ୍କୁ ଆଇଜି ନୋବେଲ

ନୂଆଦିଲ୍ଲୀ, ୨୨ା୯: ଜୋତା ଷ୍ଟାଣ୍ଡରୁ ଦୁର୍ଗନ୍ଧ କମାଇବା ଗବେଷଣା ପାଇଁ ୨ ଭାରତୀୟ ଇଞ୍ଜିନିୟର ଆଇଜି ନୋବେଲ ପୁରସ୍କାର ଜିତିଛନ୍ତି। ଉତ୍ତରପ୍ରଦେଶର ଗ୍ରେଟର ନଏଡାସ୍ଥିତ ଶିବ ନାଦର ବିଶ୍ୱବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସର ବିକାଶ କୁମାର ଓ ତାଙ୍କ ଛାତ୍ର ତଥା ରିସର୍ଚ୍ଚର…

ଆମେରିକାରେ ପାଠପଢ଼ା ପ୍ରତି ଭାରତୀୟଙ୍କ ଅନାଗ୍ରହ

ନୂଆଦିଲ୍ଲୀ, ୨୨ା୯ (ପି.ଟି.): ଭାରତୀୟ ଛାତ୍ରୀଛାତ୍ରଙ୍କ ବିଦେଶରେ ପଢ଼ିବା ଆଗ୍ରହରେ ପରିବର୍ତ୍ତନ ଆସିଛି। ଆଇଡିପି ଏଜୁକେଶନ ପକ୍ଷରୁ ରବିବାର ଜାରି ରିପୋର୍ଟ ଅନୁଯାୟୀ, ଭାରତୀୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆମେରିକାରେ ପାଠପଢ଼ା ସମ୍ପର୍କିତ ତଥ୍ୟ ଖୋଜିବା ହାର ବର୍ଷକ ମଧ୍ୟରେ ୪୬.୪% ହ୍ରାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?