ଇଡି କାର୍ଯ୍ୟାଳୟରେ ୟେସ୍ ବ୍ୟାଙ୍କର ଫାଉଣ୍ଡର
ମୁମ୍ବାଇ,୭।୩: ୟସ୍ ବ୍ୟାଙ୍କ ଏବେ ସଙ୍କଟରେ। ୨୦୦୪ରେ ଆରମ୍ଭ କରାଯାଇଥିବା ଏହି ବ୍ୟାଙ୍କ ଏବେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବା ବେଳେ ଏବେ ଏହାର ଗ୍ରାହକଙ୍କ ଚିନ୍ତା ବଢି ଯାଇଛି। ଇତିମଧ୍ୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବ୍ୟାଙ୍କର ସଂସ୍ଥାପକ ଓ ଏହାର ପୂର୍ବତନ…
ବିହାରରେ ପୋଷ୍ଟର ଓ୍ବାର
ପାଟନା,୭।୩: ବିହାର ବିଧାନସଭା ନିର୍ବାଚନ ପାଇଁ ସମୟ ବାକିଥିବା ବେଳେ ଏବେଠାରୁ ରାଜନୀତି ହେଲାଣି ସରଗରମ। ବିଭିନ୍ନ ରାଜନୈତିକ ଦଳ ପରସ୍ପର ମଧ୍ୟରେ କଥା କଟାକଟି ଆରମ୍ଭ କରି ଦେଇଥିବା ବେଳେ ଏବେ ଏଠି ପୋଷ୍ଟର ଓ୍ବାର ମଧ୍ୟ ଆରମ୍ଭ ହୋଇଗଲାଣି।…
୧୦୦ ଦିନରେ ଉଦ୍ଧବଙ୍କ ଶାସନ
ମୁମ୍ବାଇ,୭।୩: ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ଶାସନକୁ ୧୦୦ ଦିନ ପୂରିଛି। ଏହି ଅବସରରେ ଉଦ୍ଧବ ଅଯୋଧ୍ୟା ଯାତ୍ରା କରି ସପରିବାର ଲାମଲଲା ଏବଂ ହନୁମାନଗଡ଼ି ଦର୍ଶନ କରିବେ। ଏହାକୁ ମିଶାଇ ତୃତୀୟ ଥର ପାଇଁ ଉଦ୍ଧବ ଅଯୋଧ୍ୟା ଯାତ୍ରା କରୁଛନ୍ତି।…
ପୁଲ୍ଓ୍ବାମା ଆକ୍ରମଣର ଅନ୍ଲାଇନ୍ ଲିଙ୍କ୍: ବ୍ୟବହୃତ ବିସ୍ଫୋରକ ଆମାଜନରୁ ହୋଇଥିଲା କିଣା !
ଶ୍ରୀନଗର,୭।୩: ପୁଲ୍ଓ୍ବାମା ଆତଙ୍କବାଦୀ ଆକ୍ରମଣକୁ ଇତିମଧ୍ୟରେ ବର୍ଷେ ବତିଛି। ଏହି ଆକ୍ରମଣରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ଅନ୍ଲାଇନ୍ରେ ଆମାଜନରୁ କିଣାଯାଇଥିଲା। ଏହି ମାମଲାରେ ଏନ୍ଆଇଏ ପକ୍ଷରୁ ଓ୍ବାଇଜ୍ ଅଲ୍ ଇସଲାମ୍ ଏବଂ ମହମ୍ମଦ ଅବାସ ରାଥଡ଼େଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଂଗଠନ…
ବୁଲେଟ୍ ଚଢ଼ି ବିବାହମଣ୍ଡପରେ ପହଞ୍ଚିଲେ କନ୍ୟା
ପାଟନା,୭।୩: ସବାରି କିମ୍ବା ଚାରି ଚକିଆ ଯାନରେ କନ୍ୟା ବିବାହମଣ୍ଡପକୁ ଆସିବା କଥା ସମସ୍ତେ ଶୁଣିଥିବେ। ହେଲେ ବିହାରର ଗୟାରେ ଜଣେ କନ୍ୟା ୧୬ ଶୃଙ୍ଗାର ପରେ ବିବାହ ପୋଷାକରେ ସଜେଇ ହୋଇ ଚଷମା ଲଗାଇ ବୁଲେଟ୍ ଚଢ଼ି ମଣ୍ଡପରେ ପହଞ୍ଚିବା…
ଜୟାପ୍ରଦାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି
ରାମପୁର,୭।୩: ଆଚାର ସଂହିତା ଉଲ୍ଲଂଘନ ମାମଲାରେ ପୂର୍ବତନ ଏମ୍ପି ଜୟାପ୍ରଦା ହାଜର ନ ହେବାରୁ କୋର୍ଟ ତାଙ୍କ ନାଁରେ ଜାମିନ ବିହିନ ଓ୍ବାରେଣ୍ଟ ଜାରି କରିଛନ୍ତି। ଏହି ମାମଲାର ପରବର୍ତ୍ତି ଶୁଣାଣି ଏପ୍ରିଲ ୨୦ରେ ହେବ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଜୟାପ୍ରଦା…
କର୍କଟ ପୀଡ଼ିତଙ୍କ ପାଇଁ କେଶ ଦାନ କଲେ ୮୦ ଛାତ୍ରୀ
କୋଏମ୍ବାଟୁର,୭।୩ : କର୍କଟ ପୀଡ଼ିତଙ୍କ ପାଇଁ କେତେକ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି। ତେବେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅସମର୍ଥ ଥିବା ତାମିଲନାଡୁର କୋଏମ୍ବାଟୁରର ଏକ ଘରୋଇ କଲେଜର ୮୦ ଜଣ ଛାତ୍ରୀ ନିଜ କେଶ ଦାନ କରିଛନ୍ତି। କେମୋଥେରାପି…
ଜେଏସ୍ପିଏଲ୍କୁ ଗୋଲ୍ଡେନ ପିକକ୍ ସମ୍ମାନ
ନୂଆଦିଲ୍ଳୀ,୭।୩: ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲିଃ (ଜେଏସ୍ପିଏଲ) କୁ ସମ୍ମାନଜନକ ଗୋଲଡେନ ପିକକ ସିଏସ୍ଆର ସମ୍ମାନ – ୨୦୧୯ ପ୍ରଦାନ କରାଯାଇଛି। ଓଡିଶା, ଛତିଶଗଡ ଏବଂ ଝାଡଖଣ୍ଡରେ ବିଭିନ୍ନ ସାମାଜିକ ବିକାଶ କାର୍ଯ୍ୟକ୍ରମ ପାଇଁ ଜେଏସ୍ପିଏଲକୁ ଏହି ପୁରସ୍କାର ଦିଆଯାଇଛି…
‘ସିନ୍ଧିଆଙ୍କୁ ଅଣଦେଖା କଲେ ଅଡୁଆରେ ପଡ଼ିବେ କମଲନାଥ’
ଭୋପାଳ,୭ା୩(ପି.ଟି.): ମଧ୍ୟପ୍ରଦେଶରେ କଂଗ୍ରେସ ସରକାରରେ ଅସ୍ଥିରତା ସୃଷ୍ଟି ପାଇଁ ଘୋଡ଼ାବେପାର ଉଦ୍ୟମ ଅଭିଯୋଗ ହେଉଥିବାବେଳେ ସଙ୍କଟର ଖିଅ ଦଳ ଭିତରେ ବୋଲି ସୂଚନା ମିଳିଛି। ଦଳର ବରିଷ୍ଠ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଅଣଦେଖା ଓ ଅସମ୍ମାନିତ କଲେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ନେତୃତ୍ୱାଧୀନ…
ଏନ୍ପିଡିଆର୍ଆର୍ ପୁନର୍ଗଠିତ
ନୂଆଦିଲ୍ଲୀ,୭ା୩(ପି.ଟି.): ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ଅଧ୍ୟକ୍ଷତାରେ ବିପର୍ଯ୍ୟୟ ବିପଦ ପ୍ରଶମନ ଜାତୀୟ ମଞ୍ଚ (ଏନ୍ପିଡିଆର୍ଆର୍) ଗଠନ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ ସଦସ୍ୟ ରହିଛନ୍ତି। ବିପର୍ଯ୍ୟୟ ପରିଚାଳନାରେ ଏହା…
ବିମଲ ଜୁଲ୍କା ସିଆଇସି
ନୂଆଦିଲ୍ଲୀ,୭ା୩(ପି.ଟି.): ସୂଚନା କମିଶନର ବିମଲ ଜୁଲ୍କାଙ୍କୁ ଶୁକ୍ରବାର ମୁଖ୍ୟ ସୂଚନା କମିଶନର (ସିଆଇସି) ଭାବେ ନିଯୁକ୍ତି ମିଳିଛି। ଜାନୁୟାରୀ ୧୧ରେ ସିଆଇସି ସୁଧୀର ଭାର୍ଗବ ଅବସର ନେବା ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ତାଙ୍କ ସ୍ଥାନରେ ଜୁଲ୍କାଙ୍କୁ ରାଷ୍ଟ୍ରପତି ରାମନାଥ…
୧୧ରେ ଦିଲ୍ଲୀ ଦଙ୍ଗା ଆଲୋଚନା
ନୂଆଦିଲ୍ଲୀ,୭ା୩: ହୋଲି ପରେ ମାର୍ଚ୍ଚ ୧୧ରେ ଦିଲ୍ଲୀ ଦଙ୍ଗା ପ୍ରସଙ୍ଗ ପାର୍ଲାମେଣ୍ଟ ଆଲୋଚନାରେ ସ୍ଥାନ ପାଇବ। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଗତ ସପ୍ତାହର ଦଙ୍ଗା ଉପରେ ଗୃହରେ ଉତ୍ତର ରଖିବେ। ସୋମବାର ଅଧିବେଶନ ଆରମ୍ଭ ହେବା ଦିନଠାରୁ ଦଙ୍ଗା ଉପରେ…
Archives


