ଜାତୀୟ

ବିନା କଂଗ୍ରେସରେ ସରକାର ଚଳାନ୍ତୁ ଉଦ୍ଧବ, ଭାଜପା ଦେବ ସହଯୋଗ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: ରାହୁଲ ଗାନ୍ଧୀଙ୍କ ବିବାଦୀୟ ବୟାନକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଲାଣି। ବୀର ସଭରକରଙ୍କ ନାତି ରଞ୍ଜିତ ସଭରକର ଏବେ ମହାରାଷ୍ଟ୍ରର ମେଣ୍ଟ ସରକାରରୁ କଂଗ୍ରେସକୁ ବାହାର କରି ଦେବାକୁ କହିଲେଣି। ଏମିତି କଲେ ଭାରତୀୟ ଜନତା ପାର୍ଟି(ଭାଜପା)କେବେ ତାଙ୍କ…

ମହାରାଷ୍ଟ୍ର ରାଜନୀତିରେ ସଙ୍କଟ

ମୁମ୍ବାଇ,୧୫।୧୨: ରାହୁଲ ଗାନ୍ଧୀ, ବୀର ସଭରକରଙ୍କୁ ନେଇ ଦେଇଥିବା ବିବାଦୀୟ ବୟାନ ଏବେ ରାଜନୈତିକ ମୋଡ ନେଲାଣି। ଗୋଟିଏ ଦିନ ପୂର୍ବରୁ ଶିବସେନା କହିଥିଲା ସଭରକରଙ୍କୁ ନେଇ ସେ କୌଣସି ସାଲିସ କରିବ ନାହିଁ। ହେଲେ ରବିବାର ସଭରକର ମାମଲାକୁ ନେଇ…

ନେହେରୁ, ଇନ୍ଦିରାଙ୍କ ବିରୋଧରେ ମନ୍ତବ୍ୟ ଦେଇ ଗିରଫ ହେଲେ ବଲିଉଡ୍‌ ଅଭିନେତ୍ରୀ ପାୟଲ

ନୂଆଦିଲ୍ଲୀ,୧୫।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ବଲିଉଡ୍‌ ଅଭିନେତ୍ରୀ ପାୟଲ ରୋହତଗୀ ଗିରଫ ହୋଇଛନ୍ତି। ଏନେଇ ପାୟଲ ଫେସବୁକ୍‌ରେ ସୂଚନା ଦେଇଛନ୍ତି। ତାଙ୍କୁ ରାଜସ୍ଥାନ ପୋଲିସ ଗିରଫ କରିଥିବା ସେ କହିଛନ୍ତି। ଆଇଟି…

ପୁଣି ଅଧ୍ୟକ୍ଷ ପଦ ସମ୍ଭାଳିବେ ରାହୁଲ: ମନମୋହନଙ୍କ ପରେ ଶଶି ଥରୁର୍‌ ଦେଲେ ସଙ୍କେତ

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ଅଧ୍ୟକ୍ଷ ପଦ ପୁଣି ରାହୁଲ ଗାନ୍ଧୀ ସମ୍ଭାଳିବେ ବୋଲି ସଙ୍କେତ ମିଳିଛି। ଭାରତ ବଚାଓ ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ, ଭବିଷ୍ୟତରେ କଂଗ୍ରେସ ଡୋରି ରାହୁଲଙ୍କ ହାତକୁ ଯିବ।…

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା ପରମ୍ପରା ଯୋଗୁ ଏକ ବିବାହ ଭାଙ୍ଗିଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ଘଟିଛି ଏଭଳି…

‘ପରିଚୟ’ ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କ ପରଲୋକ

ମୁମ୍ବାଇ,୧୫।୧୨: ବଲିଉଡ୍‌ର ୭୦ ଦଶକର ଅଭିନେତ୍ରୀ ଗୀତା ସିଦ୍ଧାର୍ଥ କାକଙ୍କର ଶନିବାର ସନ୍ଧ୍ୟାରେ ପରଲୋକ ହୋଇଛି। ବଲିଉଡ୍‌ ମୁଭି ‘ପରିଚୟ’ରୁ ସେ ତାଙ୍କ କ୍ୟାରିୟର ଆରମ୍ଭ କରିଥିବା ବେଳେ ୧୯୭୩ର କ୍ଲାସିକାଲ ମୁଭି ‘ଗରମ ହାଓ୍ବା’ ପାଇଁ ବଲିଉଡ୍‌ରେ ତାଙ୍କର ସ୍ବତନ୍ତ୍ର…

ନିଆରା ଗୁରୁଦକ୍ଷିଣା: ଶିକ୍ଷୟିତ୍ରୀଙ୍କ ବିବାହରେ କନ୍ୟାଦାନ କଲେ ଛାତ୍ରୀଛାତ୍ର

ଯୋଧପୁର,୧୫।୧୨: ଗୁରୁଦକ୍ଷିଣା ଭାବେ ଛାତ୍ରୀଛାତ୍ରମାନେ ଶିକ୍ଷାଦାତାଙ୍କୁ ବିଭିନ୍ନ ଉପହାର ଦେଇଥାନ୍ତି। ଏହା ଭାରତୀୟ ସଂସ୍କୃତିରେ ବେଶ୍‌ ପ୍ରଚଳିତ। ରାଜସ୍ଥାନ ପାଲିସ୍ଥିତ ସୁନ୍ଦରନଗରଠାରେ ଥିବା ରାଜଶ୍ରୀ ସ୍କୁଲର ଛାତ୍ରୀଛାତ୍ର ସେମାନଙ୍କ ଶିକ୍ଷୟିତ୍ରୀଙ୍କୁ ଏକ ନିଆରା ଗୁରୁଦକ୍ଷିଣା ଦେଇଛନ୍ତି। ଶିକ୍ଷୟିତ୍ରୀ ହେମା ପ୍ରଜାପତଙ୍କର ମାତାପିତା…

ସରକାର ରାହୁଲଙ୍କ ବିରୋଧରେ ଆପରାଧିକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ: ରଞ୍ଜିତ ସଭରକର

ନୂଆଦିଲ୍ଲୀ,୧୫।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ରେପ୍‌ ଇନ୍‌ ଇଣ୍ଡିଆ’ ବୟାନକୁ ନେଇ ବିବାଦ ଥମୁନାହିଁ। ଏବେ ଏହି କଥା ଦେଶପ୍ରେମୀ ବୀର ସଭରକରଙ୍କ ପର୍ଯ୍ୟନ୍ତ ପହଞ୍ଚିଲାଣି। ଗୋଟିଏ ଦିନ ପୂର୍ବରୁ ରାହୁଲ କହିଥିଲେ ଯେ ସେ ରାହୁଲ ସଭରକର ନୁହନ୍ତି,…

ସୁସ୍ଥ ହେଲେ ସିଦ୍ଧରମେୟା

ବେଙ୍ଗାଲୁରୁ,୧୫।୧୨: ପୂର୍ବତନ କର୍ନାଟକ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସିଦ୍ଧରମେୟା ଏବେ ସୁସ୍ଥ ଥିବା ଜଣାପଡିଛି। ରବିବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା କହିଛନ୍ତି। ଗତ ୧୧ ତାରିଖରେ ଆଞ୍ଜିଓପ୍ଲାଷ୍ଟି ପାଇଁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଏବେ ସେ ସମ୍ପୂର୍ଣ୍ଣ…

ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଚତୁର୍ଥ ପର୍ଯ୍ୟାୟରେ ମତଦାନ ଅଧିକାର ସାବ୍ୟସ୍ତ କରିବେ ୪୭ ଲକ୍ଷ ୮୫ ହଜାର ଭୋଟର

ରାଞ୍ଚି,୧୫।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ସୋମବାର ୪୭ ଲକ୍ଷ ୮୫ ହଜାର ୯ଜଣ ଭୋଟର ମତଦାନ ଅଧିକାର ସାବ୍ୟସ୍ତ କରିବେ। ସେମାନଙ୍କ ମଧ୍ୟରେ ୨୫ ଲକ୍ଷ ୪୦ ହଜାର ୭୯୪ ପୁରୁଷ ଭୋଟର ଥିବାବେଳେ ୨୨ ଲକ୍ଷ ୪୪…

ଏନ୍‌ଆର୍‌ସି, ବିମୁଦ୍ରୀକରଣ ସହ ସମାନ: ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୧୫।୧୨: ବିହାରର ଶାସକ ଦଳ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ତାଙ୍କ କଥାରେ ଅଡି ବସିଛନ୍ତି। ରବିବାର ସେ ପୁଣିଥରେ ଟୁଇଟ୍‌ କରି କହିଛନ୍ତି ସାରା ଦେଶରେ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି) ଲାଗୁ ହେବା ବିମୁଦ୍ରୀକରଣ ସହ…

ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ଆତଙ୍କବାଦୀଙ୍କ ପାଇଁ ଥିଲା ସତର୍କ ସୂଚନା: ଯେଉଁଠି ଲୁଚିଲେ ବି ସେଠି ପହଞ୍ଚିବ ଭାରତୀୟ ସେନା; କହିଲେ ପୂର୍ବତନ ବାୟୁସେନା ମୁଖ୍ୟ

ଚଣ୍ଡିଗଡ଼,୧୫।୧୨: ଭାରତୀୟ ବାୟୁସେନା ପକ୍ଷରୁ ପାକିସ୍ତାନ ଅଧିକୃତ କଶ୍ମୀରର ବାଲାକୋଟ୍‌ରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହା ଦ୍ୱାରା ଆତଙ୍କବାଦୀଙ୍କୁ ସତର୍କ ସୂଚନା ଦିଆଯାଇଥିଲା ଯେ, ଯେଉଁଠି ଲୁଚିଲେ ବି ସେଠାରେ ଭାରତୀୟ ସେନା ପହଞ୍ଚିପାରିବ। ଏନେଇ ପୂର୍ବତନ ବାୟୁସେନା ମୁଖ୍ୟ ବି.ଏସ୍‌.…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri