ଜାତୀୟ

ସିଏଏ ବିରୋଧୀ ଆନ୍ଦୋଳନ ପଛରେ ପାକିସ୍ତାନ

ନୂଆଦିଲ୍ଲୀ, ୮।୩: ସିଏଏକୁ ନେଇ ଭାରତରେ ଦେଖାଦେଇଥିବା ହିଂସାକାଣ୍ଡ ପଛରେ ପାକିସ୍ତାନର ପ୍ରଚ୍ଛନ୍ନ ହାତ ରହିଥିବା ଖବର ପଦାକୁ ଆସିଛି। ବ୍ୟାପକ ଅର୍ଥ ଓ ନିର୍ଦ୍ଦେଶ ସତ୍ତ୍ୱେ ଗତ ମାର୍ଚ୍ଚ ୩-୪ରେ ସିଏଏ ବିରୋଧୀ ଆନ୍ଦୋଳନରେ ସେଭଳି ଲୋକ ନ ହେବାରୁ…

ଏମିତି ବିବାହରେ କେରଳ ସରକାର ଯୋଗାଇ ଦେବେ ଘର

ଥିରୁଭାନନ୍ତପୁରମ,୭।୩: କେରଳ ସରକାର ଏବେ ଇଣ୍ଟର-କାଷ୍ଟ ମ୍ୟାରେଜ ପାଇଁ ଘର ଯୋଗାଇ ଦେବେ ବୋଲି କହିଛନ୍ତି। କେରଳର ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଶନିବାର ଏହି ସୂଚନା ଦେଇଛନ୍ତି। ବିବାହ ପରେ ଯେଉଁମାନଙ୍କର ରହିବାକୁ ସୁବିଧା ନ ଥିବ ଅବା ଯେଉଁମାନେ ଗରିବ…

ମୋଦିଙ୍କ ଟୁଇଟର ଆକାଉଣ୍ଟ ଚଲାଇବେ ‘ନାରୀ ଶକ୍ତି’ ପୁରସ୍କାର ବିଜୟିନୀ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ତାଙ୍କ ବାସଭବନରେ ‘ନାରୀ ଶକ୍ତି’ ବିଜୟିନୀଙ୍କ ସହ କଥା ହେବାର କାର୍ଯ୍ୟକ୍ରମ ରହିଛି। ଉକ୍ତ ଦିନ ଏହି ମହିଳାମାନେ ତାଙ୍କ ଟୁଇଟର ଆକାଉଣ୍ଟ ହ୍ୟାଣ୍ଡେଲ କରିବେ ବୋଲି ସୂଚନା…

ପଞ୍ଜାବରେ ଚିହ୍ନଟ ହେଲେ ୨ କରୋନା ଭାଇରସ ସଂକ୍ରମିତ

ଅମୃତସର,୭।୩: ପଞ୍ଜାବ ହୋସିଆରପୁରରେ ଶନିବାର ଆଉ ୨ଜଣ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅମୃତସରରେ ଥିବା ଗୁରୁ ନାନକ ଦେବ ହସ୍ପିଟାଲରେ ସେମାନଙ୍କର ଚିକିତ୍ସା ଚାଲିଛି। ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ରମଣ ଶର୍ମା କହିଛନ୍ତି କରୋନା ଭାଇରସରେ ପୀଡିତ ଥିବା ବ୍ୟକ୍ତିଦ୍ୱୟ ମାର୍ଚ୍ଚ…

କରୋନା ଭାଇରସ: ଚାଇନାକୁ ଯୋଗ ଶିଖାଇବାକୁ କହିଲେ ରାମଦେବ

ରାଞ୍ଚି,୭।୩: ଯୋଗଗୁରୁ ବାବା ରାମଦେବ ଶନିବାର ରାଞ୍ଚିରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ କରୋନା ଭାଇରସ ସଂକ୍ରମଣକୁ ନେଇ କିଛି କଥା କହିଛନ୍ତି। ସାରା ବିଶ୍ୱରେ ଏବେ ପାଖାପଖି ୧ କୋଟି ଲୋକ କରୋନା ଭାଇରସ କବଳରେ ଆସିଥିବା ବେଳେ…

୮ ବର୍ଷ ବାଳିକା ମୋଦିଙ୍କ ସମ୍ମାନ ଗ୍ରହଣ କରିବାକୁ ହେଲେ ଅମଙ୍ଗ

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ନିଜର ଟୁଇଟର ଅକାଉଣ୍ଟ୍‌କୁ ମହିଳାଙ୍କୁ ସମର୍ପିତ କରିବେ ବୋଲି ଘୋଷଣା କରିଥିଲେ। ଘୋଷିତ ତାଲିକାରେ ପ୍ରେରଣାଦାୟୀ ମହିଳାଙ୍କ ମଧ୍ୟରେ ୮ ବର୍ଷର ଜଣେ ବାଳିକାଙ୍କୁ ସାମିଲ୍‌ କରାଯାଇଥିଲା। ତେବେ ଏହି…

ମହିଳା ଦିବସରେ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ ମହିଳା

ଥିରୁଭାନନ୍ତପୁରମ,୭।୩: ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ କେରଳର ମହିଳାମାନେ ନାରୀ ସଶକ୍ତିକରଣ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡିବାକୁ ପ୍ରସ୍ତୁତ ହୋଇଛନ୍ତି। ମାର୍ଚ୍ଚ ୮ ରବିବାର ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ପଡୁଥିବା ବେଳେ ଏହି ଅବସରରେ କେରଳର ସମସ୍ତ ପୋଲିସ ଷ୍ଟେଶନ,…

ରାମ ମନ୍ଦିରକୁ ୧ କୋଟି ଟଙ୍କା ଦାନ କଲେ ଉଦ୍ଧବ

ଅଯୋଧ୍ୟା,୭।୩: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ତଥା ଶିବସେନା ନେତା ଉଦ୍ଧବ ଠାକରେ ଶନିବାର ଅଯୋଧ୍ୟା ଗସ୍ତ କରିଛନ୍ତି। ସେ ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ହେଲେ ଏହା ରାଜ୍ୟ ସରକାରଙ୍କ ପକ୍ଷରୁ…

କରୋନା ମୁକାବିଲା: ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର, ୫୭ ସହାୟକ ନମୂନା ସଂଗ୍ରହ କେନ୍ଦ୍ର

ନୂଆଦିଲ୍ଲୀ,୭।୩: କରୋନା ମୁକାବିଲା ପାଇଁ ଭାରତ ସରକାର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଦେଶରେ ଦେଶରେ ୫୨ ଯାଞ୍ଚ୍‌ କେନ୍ଦ୍ର ସ୍ଥାପନ କରାଯାଇଛି। ସେହିପରି ୫୭ଟି ସହାୟକ ନମୂନା ସଂଗ୍ରହ କେନ୍ଦ୍ର ମଧ୍ୟ ସ୍ଥାପିତ ହୋଇଛି। ଏନେଇ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ…

ସିଆର୍‌ପିଏଫ୍‌ ମହିଳା ଶକ୍ତି: ମଥାରେ ସିନ୍ଦୂର, ହାତରେ ବନ୍ଧୁକ

ନୂଆଦିଲ୍ଲୀ,୭।୩ : ଅବଳା ନୁହେଁ ଦୁର୍ବଳା। ଏହାକୁ ସତ୍ୟ କରି ଦେଖାଇଛନ୍ତି ସିଆର୍‌ପିଏଫ୍‌ ୭୩ ବାଟାଲିୟନ୍‌ ମହିଳା ଶକ୍ତି। ମଥାରେ ସିନ୍ଦୂର ଏବଂ ହାତରେ ବନ୍ଧୁକ ଧରି ମହିଳା ଶକ୍ତି ପ୍ରତିକୂଳ ସ୍ଥିତିର ସାମ୍‌ନା କରିବାକୁ ସବୁବେଳେ ପ୍ରସ୍ତୁତ। ପରିବାରକୁ ପଛରେ…

କରୋନା ଭାଇରସର ଗୁଜବରୁ ଦୂରେଇ ରହି ନମସ୍କାର କରିବା ଅଭ୍ୟାସ କରନ୍ତୁ: ମୋଦି

ନୂଆଦିଲ୍ଲୀ,୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଜନଔଷଧି ଦିବସ ଅବସରରେ ଭିଡିଓ କନଫରେନସିଂ ଜରିଆରେ ବିଭିନ୍ନ ଜନଔଷଧି କେନ୍ଦ୍ର ସହ କଥା ହୋଇଛନ୍ତି। ଏହି କାର୍ଯ୍ୟକ୍ରମ ଜରିଆରେ ମୋଦି ଆସାମର ଗୁଆହାଟୀରେ ପ୍ରଥମ କରି ଆରମ୍ଭ କରାଯାଇଥିବା ଜନଔଷଧି କେନ୍ଦ୍ରର କର୍ମକର୍ତ୍ତାଙ୍କ…

ଶାହିନ୍‌ ବାଗ୍‌ରେ କରୋନା ଭୟ: ଶୀଘ୍ର ହଟିବ ଧାରଣା !

ନୂଆଦିଲ୍ଲୀ,୭।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର ଦିଲ୍ଲୀର ଶାହିନ୍‌ ବାଗ୍‌ରେ ଧାରଣା ଜାରି ରହିଛି। ସିଏଏ ନେଇ ଦିଲ୍ଲୀରେ ଦଙ୍ଗା ବି ଘଟିଛି। ଏଥିରେ ବହୁ ଲୋକଙ୍କ ମୁଣ୍ଡ ଗଡ଼ିଛି। ମାତ୍ର ସିଏଏ ବିରୋଧୀ ପ୍ରଦର୍ଶନ ଥମି ନ ଥିଲା।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri