ଜାତୀୟ

ଲକ୍‌ଡାଉନ୍‌-୫: ପ୍ରତିଦିନ ୮ ହଜାରରୁ ଅଧିକ ରହୁଛି ନୂଆ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୩।୬: କରୋନା ସଂକ୍ରମଣରୁ ଦୂରେଇ ରହିବା ଲାଗି ଦେଶରେ ଲକ୍‌ଡାଉନ୍‌-୫ ଜୁନ୍‌ ୧ଠାରୁ ଜାରି ହୋଇଛି। ଏଥିରେ ବହୁ କ୍ଷେତ୍ରରେ ସର୍ତ୍ତ ଭିତ୍ତିକ କୋହଳ ନୀତି ଲାଗୁ କରାଯାଇଛି। ଲକ୍‌ଡାଉନ୍‌-୫ରେ ପ୍ରତିଦିନ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ ହଜାରରୁ…

ନିସର୍ଗର ତାଣ୍ଡବ ଆରମ୍ଭ: ଅଲିବାଗରେ ବ୍ୟାପକ କ୍ଷୟକ୍ଷତି

ମୁମ୍ବାଇ, ୩।୬: ସାମୁଦ୍ରିକ ଝଡ଼ ନିସର୍ଗ ମହାରାଷ୍ଟ୍ରର ରାୟଗଡ଼ ଜିଲାର ହରିହରେଶ୍ୱର-ଡାମନ ମଧ୍ୟବର୍ତ୍ତୀ ଅଞ୍ଚଳ ଅଲିବାଗରେ ଭୂପୃଷ୍ଠ ଛୁଇଁଛି। ନିସର୍ଗ ପ୍ରଭାବରେ ଏଠାରେ ଘଣ୍ଟାପ୍ରତି ୧୨୦ରୁ ଅଧିକ ବେଗରେ ପବନ ବହିବା ସହିତ ବର୍ଷା ଲାଗି ରହିଛି। ଅଲିବାଗ ଅଞ୍ଚଳରେ ବହୁଗଛ…

କେନ୍ଦ୍ର କ୍ୟାବିନେଟ୍‌ରେ ୨ଟି ଅଧ୍ୟାଦେଶକୁ ମିଳିଲା ମଞ୍ଜୁରୀ: କୃଷକଙ୍କ ପାଇଁ ‘ଗୋଟିଏ ଦେଶ, ଗୋଟିଏ ବଜାର’ ନୀତି

ନୂଆଦିଲ୍ଲୀ,୩।୬: କରୋନା ସଙ୍କଟ ବେଳେ ବୁଧବାର ପୁଣିଥରେ କେନ୍ଦ୍ର କ୍ୟାବିନେଟର ଦ୍ବିତୀୟ ବୈଠକ ବସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ୨ଟି ଅଧ୍ୟାଦେଶକୁ ମଞ୍ଜୁରୀ ମିଳିଛି। ଆବଶ୍ୟକ ବସ୍ତୁ ଅଧିନିୟମ, ଏପିଏସି ଅଧିନିୟମରେ ସଂଶୋଧନକୁ ମଞ୍ଜୁରୀ ମିଳିଛି।…

ଲ୍ୟାଣ୍ଡ୍‌ଫଲ୍‌ କରୁଛି ‘ନିସର୍ଗ’, ୧୦୦- ୧୨୦ କିଲୋମିଟର ବେଗରେ ବହୁଛି ପବନ

ମୁମ୍ବାଇ,୩ା୬: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ ‘ନିସର୍ଗ’ ମହାରାଷ୍ଟ୍ରର ରାୟଗଡ଼ ଜିଲା ହରିହରେଶ୍ୱର-ଡାମନ ମଝି ଆଲିବାଗରେ ଲ୍ୟାଣ୍ଡ୍‌ଫଲ୍‌ କରୁଛି। ଏଠାରେ ବର୍ତ୍ତମାନ ୧୦୦-୧୨୦ କିଲୋମିଟର ବେଗରେ ପବନ ବହୁଛି। ଏହି ସମୟରେ ମୁମ୍ବାଇର ବାନ୍ଦ୍ରା – ଓ୍ବର୍ଲି ସାଗର ନିକଟବର୍ତ୍ତୀ…

ଆରମ୍ଭ ହେଲା କ୍ୟାବିନେଟ୍‌ ବୈଠକ

ନୂଆଦିଲ୍ଲୀ,୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଛି। ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର କ୍ୟାବିନେଟର ଏହା ଦ୍ବିତୀୟ ବୈଠକ। ବୈଠକରେ ଅନେକ ଗୁରୁତ୍ପୁର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଅନୁମାନ କରାଯାଉଛି। ସୋମବାର ବସିଥିବା ବୈଠକରେ ଏମଏସଏମଇରେ ମଧ୍ୟମ…

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ନେଇ ପ୍ରତିବାଦ, ଅର୍ଦ୍ଧଦଗ୍ଧ ମୃତଦେହ ନେଇ ପଳାଇଲେ ପରିବାର ଲୋକେ

ଶ୍ରୀନଗର,୩।୬: କରୋନା ସଂକ୍ରମଣକୁ ନେଇ ଲୋକେ ଏତେ ମାତ୍ରାରେ ଭୟଭୀତ ଅଛନ୍ତି ଯେ, ପୀଡିତ ଲୋକଙ୍କଠାରୁ ଦୂରେଇ ରହିବା ସହ ସାର୍ବଜନୀନ ଶ୍ମଶାନରେ ମୃତ କରୋନା ରୋଗୀଙ୍କ ଅନ୍ତିମ ସଂସ୍କାରକୁ ମଧ୍ୟ ବିରୋଧ କରୁଛନ୍ତି। ଜମ୍ମୁକଶ୍ମୀରର ଡୋଡାରେ ଏଭଳି ଏକ ଘଟଣା…

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୩ ଆତଙ୍କବାଦୀ

ଶ୍ରୀନଗର,୩।୬: ଜମ୍ମୁ-କାଶ୍ମୀରର ପୁଲୱାମା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ ସୁରକ୍ଷାକର୍ମୀଙ୍କ ଅପରେଶନ ଜାରି ରହିଛି। ବୁଧବାର ଏଠାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ କଙ୍ଗନ ଗ୍ରାମରେ ଲୁଚି ରହିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏଠାରେ ଏନକାଉଣ୍ଟର…

ଭାରତ-ବାଲାଂଦେଶ ସୀମାରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ,୩।୬:ଭାରତ-ବାଲାଂଦେଶ ସୀମାରେ ବୁଧବାର ଭୂକମ୍ପ ଅନୁଭୂତ ହୋଇଛି। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ସକାଳ ୭.୧୦ ମିନିଟ୍‌ରେ ଭୂକମ୍ପ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୨ ଥିଲା। ବାଂଲାଦେଶର ଢାକା ନିକଟବର୍ତ୍ତୀ ନେଟ୍ରାକୋନାରେ ଭୂକମ୍ପ କେନ୍ଦ୍ରସ୍ଥଳ ବୋଲି…

କରୋନାକୁ ନେଇ ଅନ୍ଧବିଶ୍ୱାସ: ଭୂତାଣୁ ହଟାଇବା ପାଇଁ ମହିଳାଙ୍କ ପୂଜାର୍ଚ୍ଚନା

ପାଟନା,୩।୬: ସମଗ୍ର ବିଶ୍ୱ କରୋନା ସହ ଲଢୁଛି। ୧୦୦ରୁ ଅଧିକ ଦେଶ ଏହି ମହାମାରୀ ପାଇଁ ଟୀକା ଖୋଜିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ କରୋନାକୁ ନେଇ କେତେକ ଅନ୍ଧବିଶ୍ୱାସ ଲୋକଙ୍କ ମଧ୍ୟରେ ବ୍ୟାପିବାରେ ଲାଗିଛି। ବିହାରର ରୋହତସ ଜିଲାର ନୋଖା ଗାଁରେ…

୨୪ ଘଣ୍ଟାରେ ୮ ହଜାର ୯୦୯ ନୂଆ ଆକ୍ରାନ୍ତ ଚିହ୍ନଟ: କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିଲା

ନୂଆଦିଲ୍ଲୀ,୩।୬ : ମହାମାରୀ କରୋନା ଭାରତରେ କାୟା ବିସ୍ତାର କରିଚାଲିଛି। ଗତ ୨୪ ଘଣ୍ଟାରେ ଦେଶରେ ୮ ହଜାର ୯୦୯ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଛି। ସେହପରି ୨୪ ଘଣ୍ଟାରେ ଦେଶରେ…

ମୁମ୍ବାଇଠାରୁ ମାତ୍ର ୧୫୦ କିମି ଦୂରରେ ବାତ୍ୟା ‘ନିସର୍ଗ’: ହାଇଆଲର୍ଟ ଜାରି

ମୁମ୍ବାଇ,୩।୬: ଦେଶରେ କରୋନା ପରିସ୍ଥିତି ଜଟିଳ ରୂପ ଧାରଣ କରିଥିବାବେଳେ ଗୋଟିଏ ପରେ ଗୋଟିଏ ବାତ୍ୟା ଲୋକଙ୍କୁ ଆହୁରି ଭୟଭୀତ କରିଛି। ବାତ୍ୟା ଅମ୍ଫନ୍‌ ପରେ ଏବେ ‘ନିସର୍ଗ’କୁ ନେଇ ଚିନ୍ତା ବଢିଯାଇଛି। ଏହି ବାତ୍ୟାର ପ୍ରଭାବ ମହାରାଷ୍ଟ୍ର ଏବଂ ଗୁଜରାଟ…

ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁପାରେ ‘ନିସର୍ଗ’

ପୁଣେ,୨।୬: ବାତ୍ୟା ‘ନିସର୍ଗ’ବୁଧବାର ମହାରାଷ୍ଟ୍ରର ଉପକୂଳ ଅଲିବଗ ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ। ଏହି ସମୟରେ ପବନର ବେଗ ୧୦୦ କିଲୋମିଟର ପ୍ରତିଘଣ୍ଟା ରହିବ ବୋଲି କୁହାଯାଇଛି। ‘ନିସର୍ଗ’ ସ୍ଥଳଭାଗ ଛୁଇଁବା ସମୟରେ ପାଲଘର, ପୁଣେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri