ଜାତୀୟ

ପ୍ରତିବର୍ଷ ଟ୍ରକ ଡାଇଭର ଦେଉଛନ୍ତି ୪୭ ହଜାର କୋଟିରୁ ଅଧିକ ଲାଞ୍ଚ: ରିପୋର୍ଟ

ନୂଆଦିଲ୍ଲୀ,୨୯।୨: ପ୍ରତିବର୍ଷ ଟ୍ରକ୍‌ ଡ୍ରାଇଭର ୪୭ ହଜାର କୋଟିରୁ ଅଧିକ ଲାଞ୍ଚ ଦେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ସ୍ବେଚ୍ଛାସେବୀ ସଂଗଠନ ସେଭ୍‌ ଲାଇଫ୍‌ ଫାଉଣ୍ଡେଶନ୍‌ ପକ୍ଷରୁ ଏକ ରିପୋର୍ଟରେ ଏସମ୍ପର୍କିତ ଦର୍ଶାଯାଇଛି। ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ସହିତ ମିଳିତ ହୋଇ…

ଡେଲିଭରି ବୟ ‘ସୋନୁ’ ପାଲଟିଲେ ଇଣ୍ଟରନେଟ୍‌ ସେନ୍‌ସେଶନ

ନୂଆଦିଲ୍ଲୀ,୨୯।୨: ଫୁଡ୍‌ ଡେଲିଭରି କମ୍ପାନୀ ଜମାଟୋର ଜଣେ ରାଇଡର ସୋନୁ ଏବେ ଇଣ୍ଟରନେଟ୍‌ ସେନ୍‌ସେଶନ ପାଲଟି ଯାଇଛନ୍ତି। ତାଙ୍କର କିଛି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସୋନୁଙ୍କ କଥା କହିବାର ଶୈଳୀ ଓ ସ୍ମାଇଲ ଲୋକଙ୍କ ମନ…

ଦିଲ୍ଲୀ ଦଙ୍ଗାରେ ମୃତ ପୋଲିସଙ୍କ ପରିବାରକୁ ୨ ମାସର ଦରମା ଦାନ କଲେ ଭାଜପା ନେତା

ନୂଆଦିଲ୍ଲୀ,୨୯।୨: ଭାରତୀୟ ଜନତା ପାର୍ଟି (ଭାଜପା) ଏମ୍‌ପି ପରଭେଶ ବର୍ମା ଦିଲ୍ଲୀ ଦଙ୍ଗାରେ ମୃତ ହେଡ କନ୍‌ଷ୍ଟେବଳ ରତନ ଲାଲ ଓ ଇଣ୍ଟଲିଜେନ୍ସ ବ୍ୟୁରୋ ଅଫିସର ଅଙ୍କିତ ଶର୍ମାଙ୍କ ପରିବାରଙ୍କୁ ତାଙ୍କ ୨ ମାସର ଦରମା ଦାନ କରିବାକୁ ଶନିବାର ଘୋଷଣା…

ମାର୍ଚ୍ଚ ୧ରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ମିଳିବନି ୨୦୦୦ ଟଙ୍କିଆ ନୋଟ: ବଢ଼ିବ ସିଲିଣ୍ଡର ଦାମ

ନୂଆଦିଲ୍ଲୀ,୨୯।୨: ମାର୍ଚ୍ଚ ୧ଠାରୁ ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ରେ ଆଉ ୨୦୦୦ଟଙ୍କିଆ ନୋଟ ମିଳିବନି। ତେବେ ବ୍ୟାଙ୍କର ଶାଖାଗୁଡ଼ିକରେ ୨୦୦୦ ଟଙ୍କିଆ ନୋଟ ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଗ୍ରାହକଙ୍କ ସୁବିଧା ପାଇଁ ଏନେଇ ବ୍ୟାଙ୍କ ଫେବୃୟାରୀ ୧୭ରେ ସର୍କୁଲାର ଜାରି…

ମାର୍ଚ୍ଚ ୨ରେ ହେବ ନିର୍ଭୟା ଦୋଷୀ ପବନଙ୍କ କ୍ୟୁରେଟିଭ୍‌ ପିଟିଶନର ଶୁଣାଣି

ନୂଆଦିଲ୍ଲୀ,୨୯।୨: ନିର୍ଭୟା ଗଣବଳାତ୍କାର ମାମଲାର ଦୋଷୀ ପବନ କୁମାରଙ୍କ କ୍ୟୁରେଟିଭ୍‌ ପିଟିଶନ୍‌ର ଶୁଣାଣି ମାର୍ଚ୍ଚ ୨ରେ କରାଯିବ। ୫ଜଣିଆ ଖଣ୍ଡପୀଠ ବନ୍ଦ କୋଠରୀରେ ଏହି ଆବେଦନର ବିଚାର କରିବେ। ଏନେଇ ସୁପ୍ରିମକୋର୍ଟ ଶନିବାର ଶୁଣାଣି କରିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ପବନ ସୁପ୍ରମିକୋର୍ଟରେ…

ସମାଜ ଉପରେ ଜୋର ଜବଦରଦସ୍ତ ନିଜ ଚିନ୍ତାଧାରା ଲଦି ଦେବା ନୁହେଁ ଯୁକ୍ତିଯୁକ୍ତ: ରାଷ୍ଟ୍ରପତି

ବିଶୁନପୁର,୨୯।୨: ସମାଜ ଉପରେ ଜୋର ଜବଦରଦସ୍ତ ନିଜର ବ୍ୟକ୍ତିଗତ ଚିନ୍ତାଧାରାକୁ ଲଦି ଦେବା ଯୁକ୍ତିଯୁକ୍ତ ନୁହେଁ। ଏହା ଏକ ପ୍ରକାର ବିକୃତ ମନୋଭାବ। ଅପରପକ୍ଷରେ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ ଭାଇଚାରାର ଆବଶ୍ୟକତା ରହିଛି ବୋଲି ରାଷ୍ଟ୍ରପତି ରାମନାଥ…

ହିଂସା ଉସୁକାଇବା ଅଭିଯୋଗରେ କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନ୍‌ସିଲର ଗିରଫ

ନୂଆଦିଲ୍ଲୀ,୨୯।୨: ଉତ୍ତର-ପୂର୍ବ ଦିଲ୍ଲୀରେ ଗତ କିଛି ଦିନ ହେଲା ସାମ୍ପ୍ରଦାୟିକ ହିଂସା ପରେ ଏବେ ସ୍ଥିତି ସୁଧୁରିବାରେ ଲାଗିଛି। ସହରରେ ଦୋକାନ ବଜାର ଖୋଲିଥିବା ବେଳେ ଲୋକମାନେ ଚଳପ୍ରଚଳ କରୁଥିବା ଦେଖିବାକୁ ମିଳିଛି। ଇତିମଧ୍ୟରେ ଶନିବାର କଂଗ୍ରେସର ପୂର୍ବତନ ମ୍ୟୁନିସିପାଲ କାଉନ୍‌ସିଲର…

ରାଜନୀତିରେ ସରକାରଙ୍କ ଫୋକସ୍‌, ବିଗୁଡୁଛି ଅର୍ଥ ବ୍ୟବସ୍ଥା: ରଘୁରାମ ରାଜନ

ନୂଆଦିଲ୍ଲୀ,୨୯।୨: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ କହିଛନ୍ତି ବର୍ତ୍ତମାନ ସରକାର ରାଜନୀତି ଉପରେ ଫୋକସ କରୁଛନ୍ତି। ଏହାସହ ସାମାଜିକ ଏଜେଣ୍ଡାକୁ ପୂରଣ କରିବାକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଫଳରେ ଦେଶର ଅର୍ଥନୀତି ବିଗିଡିବାରେ ଲାଗିଛି। ଯଦି ସରକାର ଦେଶର…

ପରମବୀର ହେଲେ ମୁମ୍ବାଇର ନୂଆ ପୋଲିସ କମିଶନର

ମୁମ୍ବାଇ,୨୯।୨: ମହାରାଷ୍ଟ୍ରର ଆଣ୍ଟି କରପଶନ୍‌ ବ୍ୟୁରୋ (ଏସିବି)ର ମୁଖ୍ୟ ପରମବୀର ସିଂହଙ୍କୁ ମହାରାଷ୍ଟ୍ର ସରକାର ମୁମ୍ବାଇର ନୂଆ ପୋଲିସ କମିଶନର ଭାବେ ନିଯୁକ୍ତ କରିଛନ୍ତି। ବର୍ତ୍ତମାନର ପୋଲିସ କମିଶନର ସଞ୍ଜୟ ବାର୍ଭେଙ୍କ ସ୍ଥାନ ନେବେ ପରମବୀର। ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ…

ସମସ୍ତଙ୍କୁ ମିଳିବ ନ୍ୟାୟ: ମୋଦି

ନୂଆଦିଲ୍ଲୀ,୨୯।୨: ଦେଶରେ ଭାଜପା ସରକାର ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଆଧାରରେ ଶାସନ ଜାରି ରଖିଛି। ଏହା ଅନ୍ତର୍ଗତ ସମାଜର ସମସ୍ତ ଜନସାଧାରଣଙ୍କୁ ନ୍ୟାୟ ମିଳିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏକ ରାଲିରେ…

ଗୋଏୟାର ବିମାନରେ ପାରା: ୩୦ ମିନିଟ୍‌ ବିଳମ୍ବରେ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ,୨୯।୨: ଗୋଏୟାର ବିମାନରେ ଏକ ପାରା ପଶିଯିବାରୁ ଉଡ଼ାଣରେ ୩୦ ମିନିଟ୍‌ ବିଳମ୍ବ ଘଟିଛି। ଅହମଦାବାଦରୁ ଜୟପୁର ଉଡ଼ାଣ କରୁଥିବା ଗୋଏୟାରର ଜି-୮୭୦୨ ବିମାନ ଭିତରେ ପାରା ଉଡ଼ି ବୁଲୁଥିବା ଯାତ୍ରୀମାନେ ଦେଖିବାକୁ ପାଇଥିଲେ। ପାରା ବିାମନ ଭିତରେ ଥିବା ଜଣାପଡ଼ିବା…

ଏସିପି ବଖାଣିଲେ ଦିଲ୍ଲୀ ହିଂସାର ଲୋମଟାଙ୍କୁରା କାହାଣୀ

ନୂଆଦିଲ୍ଲୀ, ୨୯।୨: ଗତ କିଛି ଦିନ ହେଲା ଦେଶର ରାଜଧାନୀ ଅଶାନ୍ତି ରହିଥିବା ବେଳେ ୫ଦିନ ପରେ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମଳିଛି। ସାମ୍ପ୍ରଦାୟିକ ହିଂସାରେ ପ୍ରାୟ ୪୩ ଜଣଙ୍କର ଜୀବନ ଯାଇଥିବା ବେଳେ ଶତାଧିକ ଲୋକ ଆହତ ହୋଇଛନ୍ତି। ଏଥିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri