ଜାତୀୟ

ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା ଏକ ଗଧକୁ କାହିଁକି ମାସ୍କ୍‌ ପିନ୍ଧିନ ବୋଲି ପ୍ରଶ୍ନ କରୁଛନ୍ତି। ଭିଡ଼ିଓଟି ବିହାରର ବୋଲି…

ଏହି ପାମ୍ପଡ଼ ଖାଇଲେ ହେବନି କରୋନା ସଂକ୍ରମଣ: ଭାଜପା ମନ୍ତ୍ରୀ

ନୂଆଦିଲ୍ଲୀ, ୨୫।୭: ଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁ ନ ଥିବାବେଳେ ଭାଜପାର ସଂସଦୀୟ ବ୍ୟାପାର ଏବଂ ଭାରି ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାଓ୍ବାଲଙ୍କ ଏକ ମନ୍ତବ୍ୟ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି। ବୁଧବାର…

ନା ଅଛି ରାସ୍ତା ନା ଅଛି ପୋଲ, ଗର୍ଭବତୀଙ୍କୁ କାନ୍ଧରେ ବୋହିକି ହସ୍ପିଟାଲ ନେଲେ ପରିବାର ଲୋକ

ହାଇଦ୍ରାବାଦ,୨୫।୭: ସ୍ବାଧିନତାର ଏତେ ବର୍ଷ ପରେ ବି ଏମିତି କିଛି ଗାଁ ଅଛି ଯେଉଁଠାରେ ଏପର୍ଯ୍ୟନ୍ତ ଲୋକେ ମୌଳିକ ଅଧିକାରରୁ ବଞ୍ଚିତ ଅଛନ୍ତି। ସରକାର ଉପାନ୍ତ ଅଞ୍ଚଳରେ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଏହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ତେଲେଙ୍ଗାନାରେ।…

ଇନସ୍ପେକ୍ଟରଙ୍କୁ ଗୁଳି କରି ଆତ୍ମହତ୍ୟା କଲେ ଏସ୍‌ଆଇ

ନୂଆଦିଲ୍ଲୀ, ୨୫।୭: ନୂଆଦିଲ୍ଲୀର ୧୨୨ ସିଆର୍‌ପିଏଫ୍‌ ବାଟାଲିୟନ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସବ୍‌ ଇନସ୍ପେକ୍ଟର(ଏସ୍‌ଆଇ) କରନେଲ୍‌ ସିଂ ବରିଷ୍ଠ ଇନସ୍ପେକ୍ଟର ଦଶରଥ ସିଂଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଶୁକ୍ରବାର ରାତିରେ ଦୁଇଜଣଙ୍କ…

୪୦୦ ବର୍ଷ ପୁରୁଣା ବରଗଛ ପାଇଁ ବଦଳିଲା ହାଇଓ୍ବେ ନକ୍ସା…

ମୁମ୍ବାଇ, ୨୫।୭: ମହାରାଷ୍ଟ୍ରର ସାଙ୍ଗଲି ଜିଲାରେ ସରକାର ଏକ ବରଗଛ ପାଇଁ ହାଇଓ୍ବେ ନକ୍ସାକୁ ପରିବର୍ତ୍ତନ କରିଛନ୍ତି। ସ୍ଥାନୀୟ ଭୈସେ ଗାଁରେ ୪୦୦ ବର୍ଷର ବରଗଛ ହାଇଓ୍ବେ ନିର୍ମାଣ ବାଟରେ ଆସୁଥିଲା। ଏହାକୁ କାଟି ରାସ୍ତା ନିର୍ମାଣ ଲାଗି ଯୋଜନା କରାଯାଇଥିଲା।…

ଘାତକ ମିଶାଇଲ ‘ହାମର’

ନୂଆଦିଲ୍ଲୀ: ଲାଇନ୍‌ ଅଫ୍‌ କଣ୍ଟ୍ରୋଲ୍‌ (ଏଲ୍‌ଓସି)ରେ ପାକିସ୍ତାନ ଏବଂ ଆକ୍ଚ୍ୟୁଆଲ ଲାଇନ୍‌ ଅଫ୍‌ କଣ୍ଟ୍ରୋଲ (ଏଲ୍‌ଏସି)ରେ ଚାଇନା ସହ ମୁହଁାମୁହିଁ ପରିସ୍ଥିତି ଭାରତ ପାଇଁ ସତର୍କ ଘଣ୍ଟି ବଜାଇଛି। ଏକା ସମୟରେ ଦୁଇ ଶତ୍ରୁ ଦେଶ କବଳରୁ ସୀମାକୁ ସୁରକ୍ଷା ଦେବାକୁ…

ମାସ୍କ୍‌ ବାଣ୍ଟିବା ବାହାନାରେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ଟଙ୍କା ମାଗିଲେ ମହିଳା…

ଲକ୍ଷ୍ନୌ, ୨୫।୭: ଜଣେ ୫ ବର୍ଷ ବାଳକଙ୍କୁ ଅପହରଣ କରି ୪ କୋଟି ମାଗୁଥିବା ମହିଳାଙ୍କୁ ପୋଲିସ ଗିରଫ କରିଛି। ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ ଏହା ଘଟିଛି। ମହିଳାଙ୍କ ଅନ୍ୟ ୩ ସହଯୋଗୀଙ୍କୁ ପୋଲିସ ଗିରଫ କରିଛି। ଶୁକ୍ରବାର ମଧ୍ୟାହ୍ନରେ କରନେଲ୍‌ଗଞ୍ଜ…

ପ୍ଲାଜ୍‌ମା ଦେବାକୁ ଲୋକେ ଅନାଗ୍ରହୀ

ନୂଆଦିଲ୍ଲୀ,୨୫ା୭(ପି.ଟି.): କରୋନା ଚିକିତ୍ସାରେ ପ୍ଲାଜ୍‌ମା ଥେରାପି ସହାୟକ ହେଉଥିବାବେଳେ ଏଥିପାଇଁ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ପ୍ଲାଜ୍‌ମା ବ୍ୟାଙ୍କ ଖୋଲାଯାଇଛି। କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କୁ ପ୍ଲାଜ୍‌ମା ଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି। ଏହା ସତ୍ତ୍ୱେ ପ୍ଲାଜ୍‌ମା…

ରଞ୍ଜନ ଗୋଗୋଇ ବହିର୍ବ୍ୟାପାର ଗୃହ କମିଟିକୁ ମନୋନୀତ

ନୂଆଦିଲ୍ଲୀ,୨୫ା୭: ରାଜ୍ୟ ସଭା ସଦସ୍ୟ ଭାରତର ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କୁ ବହିର୍ବ୍ୟାପାର ସଂସଦୀୟ କମିଟିକୁ ମନୋନୀତ କରାଯାଇଛି। ସେହିପରି ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା ରେଲଓ୍ବେ କମିଟିରେ ସ୍ଥାନ ପାଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ବିଭିନ୍ନ…

୫ ଜଣରେ ଜଣେ ବେରୋଜଗାର

ନୂଆଦିଲ୍ଲୀ,୨୫।୭: ମହାମାରୀ କରୋନା ଭୂତାଣୁ କବଳରେ ଦେଶ ଏବେ ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛି। ମୋଟ ୧୩ ଲକ୍ଷ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩୦,୬୬୦ ଲୋକଙ୍କ ଜୀବନ ଗଲାଣି। ଏହା ସତ୍ତ୍ୱେ ଉଗ୍ର ସଂକ୍ରମଣ ସ୍ଥିତି ଦେଖାଦେବାରୁ ଲୋକମାନେ…

ବଳ ଦେଖାଇଲେ ଗେହଲଟ

ଜୟପୁର,୨୫ା୭: ରାଜସ୍ଥାନରେ କ୍ଷମତା ଯୁଦ୍ଧକୁ ନେଇ ଦୁଇ ସପ୍ତାହ ଧରି ବଢ଼ିଚାଲିଥିବା ଉଷ୍ମତା ଜାତୀୟ ରାଜନୀତିକୁ ସରଗରମ କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୁକ୍ରବାର ଜୟପୁରସ୍ଥିତ ରାଜଭବନ ଆଗରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ରାଜ୍ୟର ରାଜନୈତିକ ସ୍ଥିତି ଓ ମହାମାରୀ କରୋନା…

ବାବ୍ରି ମସ୍‌ଜିଦ୍‌ ମାମଲାରେ ଆଡଭାନୀଙ୍କ ବୟାନ ରେକର୍ଡ

ଲକ୍ଷ୍ନୌ,୨୪।୭: ୧୯୯୨ ବାବ୍ରି ମସ୍‌ଜିଦ୍‌ ବିଧ୍ୱଂସ ମାମଲାରେ ଶୁକ୍ରବାର ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବୟାନ ରେକର୍ଡ ହୋଇଛି। ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ସିବିଆଇ ସ୍ବତନ୍ତ୍ର କୋର୍ଟରେ ସେ ହାଜର ହୋଇ ନିଜର ବୟାନ ରେକର୍ଡ କରାଇଛନ୍ତି। ଦୀର୍ଘ ସାଢ଼େ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?