ଉଦ୍ଧବଙ୍କ ଚେତାବନୀ
ମୁମ୍ବାଇ,୨୬।୭: ରାଜସ୍ଥାନ ରାଜନୀତିରେ ଯେଉଁ ସଙ୍କଟ ଦେଖାଦେଇଛି ପୂର୍ବରୁ ଏହା ମହାରାଷ୍ଟ୍ରରେ ମଧ୍ୟ ଦେଖାଦେଇଥିଲା। ଏବେ ରାଜସ୍ଥାନର ସ୍ଥିତିକୁ ଦେଖି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯଦି କେହି ମୋ ସରକାରକୁ ଭାଙ୍ଗିବାକୁ ଚାହୁଁଛନ୍ତି ତେବେ ଭାଙ୍ଗି ଦିଅନ୍ତୁ ହେଲେ…
ଅନ୍ଲକ୍-୩: ମେଟ୍ରୋ-ସ୍କୁଲ୍ ରହିବ ବନ୍ଦ
ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଲକ୍ଡାଉନ୍କୁ ଧୀରେଧୀରେ କୋହଳ କରାଯାଉଛି। ଜୁଲାଇ ୩୧ରେ ଅନ୍ଲକ୍-୨ ଶେଷ ହେଉଛି। ଏହାପରେ ଅନ୍ଲକ୍-୩ ଆରମ୍ଭ ହେବ। ଏଥିରେ ସିନେମା ହଲ୍ ଏବଂ ଜିମ୍…
ଟଙ୍କା ନ ଦେବାରୁ କରୋନା ରୋଗୀଙ୍କୁ ଓହ୍ଲାଇ ଦେଲା ଆମ୍ବୁଲାନ୍ସ
କୋଲକାତା,୨୬।୭: ସାରା ଦେଶରେ କରୋନା ରୋଗୀ ଓ ଆମ୍ବୁଲାନ୍ସକୁ ନେଇ ଭିନ୍ନ ଭିନ୍ନ ଖବର ଆସୁଥିବା ବେଳେ ଏବେ କୋଲକାତାରୁ ଆସିଥିବା ଏକ ଖବର ପୁଣି ଚର୍ଚ୍ଚାକୁ ଆସିଛି। ସେଠାରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ଚାଇଲ୍ଡ ହେଲ୍ଥରେ ଜଣେ ୯ ମାସର…
କରୋନା ପ୍ରଥମେ ଯେଭଳି ଘାତକ ଥିଲା ଏବେ ବି ରହିଛି ସେଭଳି: ମୋଦି
ନୂଆଦିଲ୍ଲୀ, ୨୬।୭: ଭାରତରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନି। ପ୍ରତିଦିନ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୬୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, କରୋନା…
୨୧ ବର୍ଷ ତଳେ ପାକିସ୍ତାନ କରିଥିଲା ଦୁଃସାହସ, ମିଳିଥିଲା କଡ଼ା ଜବାବ: ମୋଦି
ନୂଆଦିଲ୍ଲୀ, ୨୬।୭: ଭାରତୀୟ ସେନା ପକ୍ଷରୁ ୨୧ ବର୍ଷ ତଳେ ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଥିଲା। ପାକିସ୍ତାନ ଦୁଃସାହସର ପରିଣତି ଭୋଗ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬୭ ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ରବିବାର ଏଭଳି କହିଛନ୍ତି।…
ଅଯୋଧ୍ୟାରେ ଦୁଇଦିନ ଅଖଣ୍ଡ ରାମାୟଣ ପାଠ ସହ ଘରେ ଘରେ ଜଳିବ ଦୀପ
ଅଯୋଧ୍ୟା,୨୬।୭: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା ଲାଗି ସମସ୍ତ ପ୍ରସ୍ତୁତି ଯୋରସୋରରେ ଚାଲିଛି। ସେଠାରେ ଭୂମିପୂଜା ପାଇଁ ଅଗଷ୍ଟ ୪ରେ ସମସ୍ତ ମଠ ମନ୍ଦିରରେ ଅଖଣ୍ଡ ରାମାୟଣ ପାଠ ଓ ସଂକିର୍ତ୍ତନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହାସହ ଭୂମିପୂଜାରେ…
୮ ଲକ୍ଷ ୮୫ ହଜାରରୁ ଅଧିକ କରୋନା ମୁକ୍ତ
ନୂଆଦିଲ୍ଲୀ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ରବିବାର ସୁଦ୍ଧା ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୮୫ ହଜାର ୫୨୨ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୩୨ ହଜାର ୬୩ ଛୁଇଁଛି। ଇତିମଧ୍ୟରେ…
ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଡାକ୍ତର ହେଲେ ସଂକ୍ରମିତ
ନୂଆଦିଲ୍ଲୀ,୨୬।୭: ଗୋଟିଏ ପଟେ କରୋନା ଭାଇରସ ସଂକ୍ରମଣକୁ ନେଇ ସାଧାରଣ ଜନତା ଭୟଭିତ ଅଛନ୍ତି। ଅନ୍ୟପଟେ ଏହି ରୋଗୀଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗ୍ରେଟର ନଏଡାର ଜଣେ ସର୍ଜନ ନିଜ ଜୀବନକୁ ବାଜି ଲାଗାଇ ଦେଇଛନ୍ତି। ଶାରଦା ଦେବୀ ସ୍କୁଲ ଅଫ୍…
ଅଗଷ୍ଟ ୫ ପର୍ଯ୍ୟନ୍ତ ସକାଳେ ଏପରି କଲେ ଦେଶରୁ ହଟିଯିବ କରୋନା ସଂକ୍ରମଣ: ପ୍ରଜ୍ଞା ଠାକୁର
ଭୋପାଳ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଭାଜପା ଏମ୍ପି ପ୍ରଜ୍ଞା ସିଂ ଠାକୁର ଦେଶରୁ କିପରି କରୋନା ସଂକ୍ରମଣକୁ ହଟାଯିବ ତାହାର ଉପାୟ ବତାଇଛନ୍ତି। ସେ କହିଛନ୍ତି ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ୧୨…
କାରଗିଲ ବିଜୟ ଦିବସକୁ ପୂରଣ ହେଲା ୨୧ ବର୍ଷ
ନୂଆଦିଲ୍ଲୀ,୨୬।୭: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୂରଣ ହୋଇଥିବା ବେଳେ ଏବେ ସାରା ଦେଶ ଏହି ବିଜୟ ଗାଥାକୁ ମନେପକାଇ ଗୌରାବାନ୍ବିତ ହେଉଛି। ଆଜକୁ ଠିକ୍ ୨୧ ବର୍ଷ ତଳେ ଜମ୍ମୁ-କଶ୍ମୀରର କାରଗିଲ, ତ୍ରାସ, ବଟାଲିକରେ ପଡିଥିଲା ଶତ୍ରୁଙ୍କ ନଜର।…
ଅନ୍ତିମ ସଂସ୍କାରରେ ସାମିଲ ହୋଇଥିବା ୧୬ ଲୋକ କରୋନା ପଜିଟିଭ୍
ପାଟନା, ୨୬।୭: ଅନ୍ତିମ ସଂସ୍କାରରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରୁ ୧୬ ଜଣଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ବିହାରର ପାଟନାଠାରୁ ୩୦ କିମି ଦୂରରେ ଥିବା ମନେରର ଦେବୀସ୍ଥାନଠାରେ ଏଭଳି ଘଟିଛି। ଅନ୍ତିମ ସଂସ୍କାରରେ ୩୮ ଜଣ ଲୋକ ଯୋଗଦେଇଥିଲେ।…
ଶ୍ୱାସରୁଦ୍ଧ ହୋଇ ୪୩ ଗାଈ ମୃତ
ବିଳାସପୁର,୨୬ା୭(ପି.ଟି.): ଛତିଶଗଡ଼ର ବିଳାସପୁର ଜିଲା ଅନ୍ତର୍ଗତ ଏକ ପଞ୍ଚାୟତ ବିଲ୍ଡିଂର ଛୋଟ କୋଠରିରେ ୬୦ଟି ଗାଈଙ୍କୁ ବନ୍ଦ କରି ରଖାଯାଇଥିଲା। ସେଥିରୁ ୪୩ ଗାଈ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ଶନିବାର ସକାଳେ ଉକ୍ତ ବିଲ୍ଡିଂରୁ ଦୁର୍ଗନ୍ଧ ଆସିବାରୁ ଗ୍ରାମବାସୀ ସେଠାକୁ…

