ଆଜିଠୁ ଲକ୍ଡାଉନ୍ ୩
ନୂଆଦିଲ୍ଲୀ,୪ା୫(ପି.ଟି.): ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସୋମବାର ଆରମ୍ଭ ହେଉଛି। ୧୭ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବାକୁ ଥିବା ଏହି ତାଲାବନ୍ଦ ବେଳେ କଟକଣାରେ ପର୍ଯ୍ୟାପ୍ତ କୋହଳ କରାଯାଇଛି। ତେବେ କୋଭିଡ୍-୧୯ ନିଷିଦ୍ଧାଞ୍ଚଳରେ ପୂର୍ବଭଳି କଟକଣା ବଳବତ୍ତର ରହିବ। ସଂକ୍ରମଣ ପରିମାଣକୁ…
ଶ୍ରମିକ ଟ୍ରେନ୍ରେ ୯୦% ଯାତ୍ରୀଙ୍କୁ ଅନୁମତି
ନୂଆଦିଲ୍ଲୀ,୪ା୫(ପି.ଟି.): ଲକ୍ଡାଉନ ଯୋଗୁ ବିଭିନ୍ନ ରାଜ୍ୟରେ ଅଟକିଥିବା ଶ୍ରମିକମାନଙ୍କୁ ସେମାନଙ୍କ ରାଜ୍ୟରେ ପହଞ୍ଚାଇବା ପାଇଁ ରେଲଓ୍ବେ ପକ୍ଷରୁ ଶ୍ରମିକ ସ୍ପେଶିଆଲ୍ ଟ୍ରେନ୍ ଚଳାଚଳ କରୁଛି। ଏହି ଟ୍ରେନ୍ ଯାତ୍ରୀ ପରିବହନ ସାମର୍ଥ୍ୟର ୯୦ ପ୍ରତିଶତ ଶ୍ରମିକଙ୍କୁ ନେବା ଲାଗି ରେଲଓ୍ବେ ପକ୍ଷରୁ…
କରୋନାରେ ୨୦ ଦିନର ଶିଶୁ ମୃତ
ଜୟପୁର,୪ା୫: ରାଜସ୍ଥାନର ଜୟପୁର ସହରରେ ୨୦ ଦିନର ଶିଶୁ କରୋନା ସଂକ୍ରମଣରେ ପ୍ରାଣ ହରାଇଛି। କୋଭିଡ୍-୧୯ ସଂକ୍ରମଣରେ ପ୍ରାଣ ହରାଇବାରେ ସେ ସମ୍ଭବତଃ ବିଶ୍ୱରେ ସର୍ବକନିଷ୍ଠ ବୋଲି କୁହାଯାଉଛି। ପୂର୍ବରୁ ଜାମନଗରରେ ଜଣେ ୪୫ ଦିନର ଶିଶୁ ଏବଂ ଆମେରିକାରେ ଅନ୍ୟଜଣେ…
କୁଳଭୂଷଣଙ୍କ ମୁକ୍ତି ପାଇଁ ପାକ୍କୁ ପ୍ରବର୍ତ୍ତାଇବ ଭାରତ
ନୂଆଦିଲ୍ଲୀ,୪ା୫(ପି.ଟି.): ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କୁ ମୁକୁଳାଇବା ପାଇଁ ଇସ୍ଲାମାବାଦକୁ ବ୍ୟାକ୍ ଚାନେଲ ମାଧ୍ୟମରେ ପ୍ରବର୍ତ୍ତାଇବା ନିମନ୍ତେ ଭାରତ ଆଶାବାଦୀ ଥିବା ବରିଷ୍ଠ ଆଇନଜୀବୀ ହରିଶ ସାଲ୍ଭେ କହିଛନ୍ତି। ଗୁପ୍ତଚର ବୃତ୍ତି ଓ ଆତଙ୍କବାଦୀ…
ସୁପ୍ରିମକୋର୍ଟ ଗଲା ମୁସ୍ଲିମ ସଂଗଠନ
ନୂଆଦିଲ୍ଲୀ,୪ା୫(ଆଇଏଏନ୍ଏସ୍): କୋଭିଡ୍-୧୯ ମହାମାରୀରେ ପ୍ରାଣ ହରାଉଥିବା ଲୋକଙ୍କୁ ସେମାନଙ୍କ ଘରପାଖ ଶ୍ମଶାନରେ କବର ଦିଆଯିବା ଘଟଣାକୁ ମୁମ୍ବାଇର ଜଣେ ବ୍ୟକ୍ତି ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ପିଟିଶନକୁ ବିରୋଧ କରି ଜାମିଆତ୍ ଉଲମା-ଇ-ହିନ୍ଦ୍ ନାମକ ମୁସ୍ଲିମ ସଂଗଠନ…
ଜେଇଇ, ନିଟ୍ ପାଇଁ ସାନି ତାରିଖ ଘୋଷଣା ୫ରେ
ନୂଆଦିଲ୍ଲୀ,୪ା୫(ପି.ଟି.): ଜେଇଇ ଏବଂ ନିଟ୍ ପ୍ରବେଶିକା ପରୀକ୍ଷା ଲାଗି ସାନି ତାରିଖ ୫ରେ ଘୋଷଣା କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି। କୋଭିଡ୍-୧୯ ସଂକ୍ରମଣ ଯୋଗୁ ସାରାଦେଶ ଲକ୍ଡାଉନ୍ରେ ଥିବାରୁ ପରୀକ୍ଷା ସ୍ଥଗିତ ରହିଥିଲା। ସାନି…
ହିନ୍ଦୁଙ୍କ ଅସଲ ଶତ୍ରୁ ଛଦ୍ମ ହିନ୍ଦୁ
ନୂଆଦିଲ୍ଲୀ,୪ା୫ : ଧର୍ମନିରପେକ୍ଷ (ସେକୁଲାର), ଉଦାର (ଲିବରାଲ), ବୁଦ୍ଧିଜୀବୀ (ଇଣ୍ଟେଲେକ୍ଚୁଆଲ୍) ଭଳି ଉତ୍ତୁଙ୍ଗ ଶବ୍ଦ ଚୁପ୍ ହୋଇଯାଇଛି। ‘ସିକୁଲାର’, ‘ଲିବ୍ଟାର୍ଡ’, ‘ଅର୍ବାନ ନକ୍ସଲ’ ଏହାର ସ୍ଥାନ ନେଇ ଏବେ ଅନେକ ସହରୀ ମଧ୍ୟବିତ୍ତଙ୍କ ଉପହାସର ଫ୍ୟାଶନେବଲ ଶବ୍ଦଜାଲ ପାଲଟିଛି। କେହି କେହି…
ଲକ୍ଡାଉନ୍ ସମୟରେ ବିବାହ ଉତ୍ସବରେ ୫୦ରୁ ଅଧିକ ଲୋକ ଦେଇ ପାରିବେନି ଯୋଗ
ନୂଆଦିଲ୍ଲୀ,୨।୫: ଦେଶରେ କରୋନା ସଂକ୍ରମଣ ନେଇ ସଙ୍କଟ ଦେଖାଦେଇଛି। ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ତୃତୀୟ ଥର ପାଇଁ ଲକ୍ଡାଉନ୍ ଜାରି ହୋଇଛି। ଲକ୍ଡାଉନ୍ ସମୟରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ସାମାଜିକ ଦୂରତା ବଜାୟ ରଖିବା ସହିତ ଅନ୍ୟ କେତେକ…
ଦେଶରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ: ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୩।୫: ଦେଶର କରୋନା ସଂକ୍ରମିତଙ୍କ ମୃତ୍ୟୁ ହାର ୩.୨ ପ୍ରତିଶତ ରହିଛି। ଏହା ପୃଥିବୀରେ ସବୁଠାରୁ କମ୍ ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ରବିବାର ସୂଚନା ଦେଇଛନ୍ତି। ଇତିମଧ୍ୟରେ ୧୦ ହଜାର ୮୮୭ ସଂକ୍ରମିତ…
କଲର୍ସ ଚ୍ୟାନେଲରେ ପ୍ରସାରିତ ହେବ ‘ମହାଭାରତ’!
ମୁମ୍ବାଇ,୩।୫: କରୋନା ଲକ୍ଡାଉନ ପାଇଁ ଏବେ ସବୁ ଶୁଟିଂ ବନ୍ଦ ଥିବାରୁ ଟେଲିଭିଜନରେ ପୁରୁଣା ଧାରାବାହିକ ଗୁଡିକ ପୁଣିଥରେ ଦେଖିବାକୁ ମିଳିଛି। ଘରୋଇ ଚ୍ୟାନେଲର ପ୍ରତିଯୋଗୀତାରେ ଏକ ପ୍ରକାର ନିଜର ଅସ୍ତିତ୍ୱ ହରାଇଥିବା ଦୂରଦର୍ଶନ ଏବେ ପୁଣିଥରେ ଲୋକଙ୍କ ପ୍ରିୟ ଚ୍ୟାନେଲ…
ଭୁଲିହେବ ନାହିଁ ଶହୀଦଙ୍କ ବଳିଦାନକୁ: ମୋଦି
ନୂଆଦିଲ୍ଲୀ,୩।୫: ଜମ୍ମୁ-କଶ୍ମୀରରେ ରବିବାର ହୋଇଥିବା ଏନ୍କାଉଣ୍ଟରରେ ୫ ଯବାନ ଶହୀଦ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ଜଣେ କର୍ନେଲ ଓ ଜଣେ ମେଜର ରହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଯବାନଙ୍କ ବୀରତ୍ୱ ଓ ବଳିଦାନ ଦେଶ…
କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲା ଭାରତୀୟ ସେନା
ନୂଆଦିଲ୍ଲୀ,୩।୫: କରୋନା ମହାମାରୀ ସହ ସାରା ବିଶ୍ୱ ଲଢୁଥିବା ବେଳେ ଏହି ଯୁଦ୍ଧର ଆଗଧାଡିର ଯୋଦ୍ଧା ସାଜିଛନ୍ତି ଡାକ୍ତର, ନର୍ସ, ସ୍ବାସ୍ଥ୍ୟକର୍ମୀ, ପରିମଳ କର୍ମଚାରୀ ଇତ୍ୟାଦି। ରବିବାର ଏହି କରୋନା ଯୋଦ୍ଧାଙ୍କ ସମ୍ମାନରେ ଦେଶର ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ…
Archives


