ଜାତୀୟ

ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇପାରିବେ କରୋନା ପୀଡ଼ିତ !

ପାଟନା,୨୩।୬: ଚଳିତ ବର୍ଷ ଶେଷରେ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ଏହି ନିର୍ବାଚନରେ ମତଦାତାଙ୍କ ପାଇଁ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଥିବା ସୂଚନା ମିଳିଛି। ଏଣିକି କରୋନା ସଂକ୍ରମିତ ମତଦାତା ପୋଷ୍ଟାଲ ବାଲାଟ ଜରିଆରେ ଭୋଟ ଦେଇପାରିବେ। ଦେଶବ୍ୟାପି…

୧୦ ଘଣ୍ଟା ପିପିଇ କିଟ୍‌ ପିନ୍ଧିବା ପରେ ଭାଇରାଲ ହେଉଛି ଡାକ୍ତରଙ୍କ ହାତର ଫଟୋ

ନୂଆଦିଲ୍ଲୀ,୨୩।୬: କରୋନା ସଂକ୍ରମଣ ଭଳି ଏକ ଅଦୃଶ୍ୟ ଯୁଦ୍ଧରେ ଲଢି ଚାଲିଛନ୍ତି ଆଗଧାଡିର କରୋନା ଯୋଦ୍ଧା। ଏହି ଆଗଧାଡି ଯୋଦ୍ଧା ତାଲିକାର ସର୍ବାଗ୍ରେ ରହିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ। ଏମାନେ ବହୁ ସମୟ ଧରି ପିପିଇ କିଟ୍‌ ପିନ୍ଧି ରହିବା ସହ…

୨୦ ଦିନ ଲକ୍‌ଡାଉନ୍‌ ନ ହେଲେ ବେଙ୍ଗାଲୁର ପାଲଟିବ ବ୍ରାଜିଲ୍‌: କୁମାରସ୍ବାମୀ

ବେଙ୍ଗାଲୁର, ୨୩।୬: କର୍ନାଟକରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଅନ୍‌ଲକ୍‌ ଏତେ ଶୀଘ୍ର ହେବାର ନ ଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ରେ…

ଚାଇନା ସହ ଉତ୍ତେଜନା ମଧ୍ୟରେ ଲଦାଖ ପହଞ୍ଚିଲେ ସେନା ମୁଖ୍ୟ: ପରିସ୍ଥିତିର କରିବେ ଅନୁଧ୍ୟାନ

ଲେହ,୨୩।୬: ଚାଇନା ସହ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ସେନା ମୁଖ୍ୟ ଏମ୍‌.ଏମ୍‌ ନରଓ୍ବଣେ ୨ଦିନିଆ ଗସ୍ତରେ ଲଦାଖରେ ପହଞ୍ଚିଛନ୍ତି। ସେଠାରେ ପହଞ୍ଚିବା ପରେ ସେ ପ୍ରଥମେ ଆହତ ଯବାନଙ୍କୁ ଭେଟିବା ପାଇଁ ହସ୍ପିଟାଲକୁ ଯାଇଥିଲେ। ସେଠାରେ ସେ ଯବାନଙ୍କୁ ଭେଟି ତାଙ୍କର…

ଭାରତ-ଚାଇନା ଶାନ୍ତି ପାଇଁ ରାଜି: ହଟିବେ ଦୁଇପକ୍ଷ

ଲଦାଖ, ୨୩।୬: ଲଦାଖର ଗଲଓ୍ବାନ ଘାଟିରେ ଭାରତୀୟ ଯବାନ ଏବଂ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟିବାର ୭ ଦିନ ପରେ ଶାନ୍ତି ପାଇଁ ଦୁଇପକ୍ଷ ରାଜି ହୋଇଛନ୍ତି। ପୂର୍ବ ଲଦାଖ ସମେତ ସଂଘର୍ଷ ଘଟିଥିବା ଅଞ୍ଚଳରୁ ଦୁଇପକ୍ଷ ହଟିବାକୁ ସହମତି…

ଆର୍‌ଜେଡିକୁ ଧକ୍କା: ଉପାଧ୍ୟକ୍ଷ ପଦ ଛାଡିଲେ ରଘୁବଂଶ

ପାଟନା,୨୩।୬: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଦଳ ରାଷ୍ଟ୍ରୀୟ ଜନତା ଦଳ(ଆର୍‌ଜେଡି)କୁ ଲାଗିଛି ଶକ୍ତ ଧକ୍କା। ଆର୍‌ଜେଡିର ୫ ବିଧାନ ପରିଷଦ ସଦସ୍ୟ(ଏମ୍‌ଏଲ୍‌ସି) ଦଳ ତ୍ୟାଗ କରିଛନ୍ତି। ଏହାବ୍ୟତୀତ ଉପାଧ୍ୟକ୍ଷ ଥିବା ରଘୁବଂଶ ପ୍ରତାପ ସିଂ ମଧ୍ୟ…

ପତଞ୍ଜଳି ଲଞ୍ଚ କଲା କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ କରୋନିଲ‌: ୭ଦିନରେ ସମ୍ପୂର୍ଣ୍ଣ ସୁସ୍ଥ

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି…

ସରକାରୀ କୋଭିଡ ହସ୍ପିଟାଲକୁ ମିଳିବ ୫୦ ହଜାର ସ୍ବଦେଶୀ ଭେଣ୍ଟିଲେଟର

ନୂଆଦିଲ୍ଲୀ,୨୩।୬: ପିଏମ୍‌ କେୟାର୍ସ ଫଣ୍ଡ ଜରିଆରେ ଦେଶର ସରକାରୀ କୋଭିଡ ହସ୍ପିଟାଲକୁ ୫୦,୦୦୦ ‘ମେଡ ଇନ୍‌ ଇଣ୍ଡିଆ’ ଭେଣ୍ଟିଲେଟର ଯୋଗାଇ ଦିଆଯିବ। ଏଥିପାଇଁ ପିଏମ୍‌ କେୟାର୍ସ ଫଣ୍ଡରୁ ୨ ହଜାର କୋଟି ଟଙ୍କା ଯୋଗାଇ ଦିଆଯାଇଛି। ସେହିପରି ଏହି ଫଣ୍ଡରୁ ପ୍ରବାସୀ…

ବେହୋସ ହୋଇ ପଡିଗଲେ ପ୍ରଜ୍ଞା

ଭୋପାଳ,୨୩।୬: ମଧ୍ୟପ୍ରଦେଶ ଭୋପାଳରେ ଥିବା ଭାରତୀୟ ଜନତା ପାର୍ଟି(ଭାଜପା) କାର୍ଯ୍ୟାଳୟରେ ମଙ୍ଗଳବାର ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଅସୁସ୍ଥ ହୋଇ ପଡିଥିଲେ। ଶ୍ୟମା ପ୍ରସାଦ ମୁଖାର୍ଜୀ ପ୍ରଦର୍ଶନୀରେ ଉପସ୍ଥିତ ଥିବା ସମୟରେ ହଠାତ୍‌ ପଜ୍ଞା ବେହୋସ ହୋଇ ତଳେ ପଡି ଯାଇଥିଲେ।…

ପ୍ରତିଘରୁ ହଟିବ ଚାଇନା ମିଟର

ଲକ୍ଷ୍ନୌ, ୨୩।୬: ଚାଇନା ସହିତ ଲଢ଼େଇରେ ଏବେ କେନ୍ଦ୍ର ସରକାରଙ୍କ ସହିତ ଗୋଟିଏ ପରେ ଗୋଟିଏ ରାଜ୍ୟ ସରକାର ସାମିଲ ହେବାରେ ଲାଗିଛନ୍ତି। ଏହି ମର୍ମରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଚାଇନା ବିଦ୍ୟୁତ୍‌ ମିଟର ହଟାଇବା ନିଷ୍ପତ୍ତି ଗ୍ରହଣ କରାଯାଇଛି। ରାଜ୍ୟ…

କରୋନା ପାଇଁ ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ: ଘୋଷଣା କରିବ ପତଞ୍ଜଳି

ନୂଆଦିଲ୍ଲୀ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ମହାମାରୀ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏହାର ଚିକିତ୍ସା ବା ମୁକାବିଲା ଲାଗି ସମସ୍ତ ଦେଶ ନିଜ ଆଡ଼ୁ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଭାରତ ଏହାର ମେଡିସିନ୍‌ ବାହାର କରିଥିବା ବେଳେ…

ଚାଇନାକୁ କଡା ଜବାବ ଦେବ ଭାରତ: ଖୁବ୍‌ଶୀଘ୍ର ଭାରତ ପହଞ୍ଚିପାରେ ଯୁଦ୍ଧ ବିମାନ ସୁଖୋଇ-୩୦

ନୂଆଦିଲ୍ଲୀ,୨୩।୬: ଭାରତ-ଚାଇନା ସୀମା ବିବାଦକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ତେବେ ଚାଇନାକୁ କଡ଼ା ଜବାବ ଦେବାକୁ ଭାରତ ଖୁବ୍‌ଶୀଘ୍ର ରୁଷିଆରୁ ସୁଖୋଇ-୩୦, ମିଗ୍‌-୨୯ ଯୁଦ୍ଧ ବିମାନ, ଟି-୯୦ ଟ୍ୟାଙ୍କ, ଯୁଦ୍ଧ ଜାହାଜ, ବୁଡାଜାହାଜ ସମେତ ଆଉ କିଛି ଗୁରୁତ୍ୱପୂର୍ଣ୍ଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri