ଜାତୀୟ

ଗଲ୍‌ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା

ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍‌ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ୧୯୬୦ରେ ବେଜିଂ ଉକ୍ତ ଅଞ୍ଚଳରେ ଯେଉଁ କ୍ଲେମ୍‌ ଲାଇନ…

ଅନ୍‌ଲକ୍‌ ୨.୦ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୯ା୬: ଅନ୍‌ଲକ୍‌ ୧.୦ ସମୟସୀମା ମଙ୍ଗଳବାର ଶେଷ ହେଉଥିବା ବେଳେ ଏହାର ଦିନକ ପୂର୍ବରୁ କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଅନ୍‌ଲକ୍‌ (ଅନ୍‌ଲକ୍‌ ୨.୦) ପାଇଁ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ଏହା ଜୁଲାଇ ୧ରୁ ୩୧ ପର୍ଯ୍ୟନ୍ତ ସାରାଦେଶରେ କାର୍ଯ୍ୟକାରୀ ହେବ।…

ତେଲଙ୍ଗାନାରେ ମାଙ୍କଡ଼କୁ ଫାଶୀ

ହାଇଦ୍ରାବାଦ, ୨୯।୬- ପ୍ରାଣୀଙ୍କ ପ୍ରତି ମଣିଷର ବର୍ବରତାର ଆଉ ଏକ ଚିତ୍ର ଏବେ ସାମ୍ନାକୁ ଆସିଛି। ତେଲଙ୍ଗାନାର ଖାମ୍ମମ ଜିଲାରେ ଗୋଟିଏ ମାଙ୍କଡ଼କୁ ଗ୍ରାମବାସୀ ଫାଶୀ ଦେଇ ଦେଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମାଙ୍କଡଟି…

ଚାଇନା ସୀମା ବିବାଦକୁ ନେଇ ହୋଇପାରେ ତୃତୀୟ କମାଣ୍ଡରସ୍ତରୀୟ ବୈଠକ

ଲେହ,୨୯।୬: ଗତ କିଛି ଦିନରୁ ଲଦାଖ ଏଲ୍‌ଏସିରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ନିକଟରେ ଲଦାଖ ଗଲଓ୍ବାନ ଘାଟିରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ଦୁଇ ଦେଶ ଭିତରେ ଉତ୍ତେଜନା…

କୋଭିଡ କେୟାର ସେଣ୍ଟରରେ ପରିଣତ ହେବ ସ୍ପୋର୍ଟସ୍‌ କମ୍ଲେକ୍ସ

ମୁମ୍ବାଇ,୨୯।୬: ମହାରାଷ୍ଟ୍ର ଔରାଙ୍ଗାବାଦ ସହରରେ ଲଗାତାର ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଏଠାରେ ଥିବା ସ୍ପୋର୍ଟସ୍‌ କମ୍ପ୍ଲେକ୍ସକୁ କୋଭିଡ କେୟାର ସେଣ୍ଟର କରିବାକୁ ମ୍ୟୁନସିପାଲିଟି ନିଷ୍ପତ୍ତି ନେଇଛି। ସହରର ଗାରଖେଡା ଅଞ୍ଚଳରେ ୨୮ଏକର ଜମିରେ ତିଆରି ହୋଇଥିବା…

କରୋନା ଚିକିତ୍ସା ପାଇଁ ରାଜଧାନୀରେ ହେବ ପ୍ଲାଜମା ବ୍ୟାଙ୍କ, ସମସ୍ତେ କରନ୍ତୁ ଦାନ: କେଜରିଓ୍ବାଲ

ନୂଆଦିଲ୍ଲୀ,୨୯।୬: କରୋନା ଭାଇରସ ସଂକ୍ରମଣକୁ ନେଇ ସାରା ବିଶ୍ୱ ଚିନ୍ତାରେ ପଡି ଯାଇଥିବା ବେଳେ ଏହାର ଏପର୍ଯ୍ୟନ୍ତ କୌଣସି ସଫଳ ଚିକିତ୍ସା ପଦ୍ଧତି ମିଳିପାରି ନାହିଁ। ଦେଶରେ କରୋନା ସଂକ୍ରମଣ ୫ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ ନେଇ ମହାରାଷ୍ଟ୍ର…

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଟୁଇଟରକୁ ଚିଠି ଲେଖିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୨୯।୬: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ପୋଲିସ ତାଙ୍କ ଆତ୍ମହତ୍ୟାର କାରଣ ଖୋଜିବାରେ ଲାଗିଛି। ଏନେଇ ମୁମ୍ବାଇ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ପରିବାର ଲୋକ ଓ ସର୍ମ୍ପକୀୟଙ୍କୁ ମଧ୍ୟ ପଚରାଉଚୁରା କରୁଛି। ଏଥିସହ ସୁଶାନ୍ତଙ୍କ ଟୁଇଟରରୁ କିଛି…

ମୃତ୍ୟୁ ପୂର୍ବରୁ ଭାଇରାଲ ହେଲା କରୋନା ରୋଗୀଙ୍କ ଶେଷ ଭିଡିଓ

ହାଇଦ୍ରାବାଦ,୨୯।୬: ମୁଁ ନିଃଶ୍ୱାସ ନେଇପାରୁନି…ଭେଣ୍ଟିଲେଟର ବି ହଟାଇ ନିଆଯାଇଛି…ବାୟ ଡାଡି ବାୟ…। ହାଇଦ୍ରାବାଦରୁ ବିଚଳିତ କରିଦେବା ଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ବାପାଙ୍କଠାରୁ ଶେଷ ବିଦାୟ ନେଇ ମୃତ୍ୟୁ ପୂର୍ବରୁ କିଛି ଏଭଳି କହିଛନ୍ତି କରୋନା ସଂକ୍ରମିତ ରୋଗୀ।…

ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍‌ଲକ୍‌ ୦.୧। ମହାରାଷ୍ଟ୍ରରେ କିନ୍ତୁ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଉଦ୍ଧବ…

ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବ ବିରାଟକାୟ ତିମି

କୋଲକତା, ୨୯।୬: ପଶ୍ଚିମବଙ୍ଗ ମନ୍ଦାରମଣି ସମୁଦ୍ର କୂଳରେ ୩୫ ଫୁଟ ଲମ୍ବର ବିରାଟକାୟ ତିମି ମୃତଦେହ ଲାଗିଛି। ତିମିର ରକ୍ତାକ୍ତ ମୁଣ୍ଡ ମୁହାଣରେ ପଡ଼ି ରହିଛି। ଏଭଳି ବିରାଟକାୟ ତିମି ଏହା ପୂର୍ବରୁ ଏଠାରେ ଦେଖାଯାଇ ନ ଥିବା କୁହାଯାଉଛି। ସ୍ଥାନୀୟ…

ଶତ୍ରୁକୁ ଦେବ କଡ଼ା ଜବାବ: ଜୁଲାଇ ଶେଷ ସୁଦ୍ଧା ପହଞ୍ଚିପାରେ ୬ ରାଫାଲ ଯୁଦ୍ଧ ବିମାନ

ନୂଆଦିଲ୍ଲୀ,୨୯।୬: ଶତ୍ରୁ ପକ୍ଷକୁ କଡ଼ା ଯବାବ ଦେବାକୁ ହେଲେ ବୃଦ୍ଧି ପାଇବାକୁ ଯାଉଛି ଭାରତୀୟ ବାୟୁସେନାର ଶକ୍ତି। ଫ୍ରାନ୍ସରୁ ୬ ରାଫାଲ ଯୁଦ୍ଧ ବିମାନ ଜୁଲାଇ ୨୭ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଜଣାପଡିଛି। ଏହି ଯୁଦ୍ଧ ବିମାନ ମେ’ ମାସରେ…

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି। ଚିକିତ୍ସା ଲାଗି ତାଙ୍କୁ ଜୁବଲି ହିଲ୍ସ ସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୩…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri