ଜାତୀୟ

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଜମ୍ମୁ-କଶ୍ମୀରରୁ ପ୍ରତ୍ୟାହାର ହେବେ ୧୦ ହଜାର ସୁରକ୍ଷାକର୍ମୀ

ନୂଆଦିଲ୍ଲୀ,୧୯।୮: କେନ୍ଦ୍ର ସରକାର କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରୁ ଅର୍ଦ୍ଧସୈନିକ ବଳର ପ୍ରାୟ ୧୦ ହଜାର ଯବାନଙ୍କୁ ତୁରନ୍ତ ଫେରାଇ ଆଣିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ବୁଧବାର ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଘାଟିରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ପୋଲିସ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କରୋନା; ହୋମ୍‌ କ୍ୱାରାଣ୍ଟାଇନ୍‌ରେ ମୁଖ୍ୟମନ୍ତ୍ରୀ

ରାଞ୍ଜି, ୧୯।୮: ଝାଡ଼ଖଣ୍ଡ ସ୍ବାସ୍ଥ୍ୟମନ୍ତ୍ରୀ ବନ୍ନା ଗୁପ୍ତା କରୋନା ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରିପୋର୍ଟ ମଙ୍ଗଳବାର କରୋନା ପଜିଟିଭ ଆସିଥିଲା। ଏହା ଜଣାପଡ଼ିବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସମେତ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ (ପାନୀୟ ଜଳ ମନ୍ତ୍ରୀଙ୍କ…

ଅନ୍‌ଲକ-୩: ଏହି ରାଜ୍ୟରେ ଖୋଲିବ ହୋଟେଲ

ନୂଆଦିଲ୍ଲୀ,୧୯।୮: କରୋନା ମହାମାରୀ ଯୋଗୁ ଦେଶରେ ଏବେ ଅନ୍‌ଲକ-୩ ଜାରି ରହିଛି। ଏହି ଲକ୍‌ଡାଉନ ସମୟରେ କେନ୍ଦ୍ରସରକାର କେତେକ କଟକଣା ଜାରି କରିଛନ୍ତି। ତେବେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରି ରାଜ୍ୟସରକାର କଟକଣା କୋହଳ କରିପାରିବେ ବୋଲି କେନ୍ଦ୍ରସରକାର କହିଛନ୍ତି। ଇତିମଧ୍ୟରେ…

ସୁଶାନ୍ତଙ୍କ ମୃତ୍ୟୁ ନେଇ ହେଉଛି ରାଜନୀତି: ସଞ୍ଜୟ

ମୁମ୍ବାଇ,୧୯।୮: ବହୁ ଚର୍ଚ୍ଚିତ ସୁଶାନ୍ତ ସିଂହ ରାଜପୁତ ମାମଲାର ତଦନ୍ତ ଭାର ଏବେ ସୁପ୍ରିମକୋର୍ଟ ସିବିଆଇକୁ ହସ୍ତାନ୍ତର କରିଛି। ବୁଧବାର କୋର୍ଟର ଏହି ନିଷ୍ପତ୍ତି ପରେ ଏବେ ରାଜନୀତି ବୟାନବାଜି ଆରମ୍ଭ ହୋଇଯାଇଛି। ଶିବସେନା ଏମ୍‌ପି ସଞ୍ଜୟ ରାଉତ କୋର୍ଟଙ୍କ ଏହି…

ସୁପ୍ରମିକୋର୍ଟଙ୍କ ନିଷ୍ପତ୍ତି ପରେ ପ୍ରତିକ୍ରିୟା ରଖିଲେ ସୁଶାନ୍ତଙ୍କ ପରିବାର

ମୁମ୍ବାଇ,୧୯।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବୁଧବାର ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହି ମାମଲାର ତଦନ୍ତ ପାଇଁ ସିବିଆଇକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟର ଏହି ନିଷ୍ପତ୍ତିକୁ ସାରା ଦେଶ ସ୍ବାଗତ ଜଣାଇଥିବା ବେଳେ ବିହାର ମୁଖ୍ୟମନ୍ତ୍ରୀ…

ଦିଲ୍ଲୀରେ ବର୍ଷା ବିତ୍ପାତ

ନୂଆଦିଲ୍ଲୀ,୧୯।୮: ରାଜଧାନୀ ଦିଲ୍ଲୀରେ ବୁଧବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ଏହି ବର୍ଷା ଆହୁରି ୪-୫ ଦିନ ଲାଗି ରହିବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଦିଲ୍ଲୀରେ ସକାଳୁ ବଜ୍ରପାତ ସହିତ ମୂଷଳାଧାରରେ ବର୍ଷା…

କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲ ପରେ ଏବେ ପ୍ରିୟଙ୍କା ରଖିଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ,୧୯।୮: କଂଗ୍ରେସରେ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ପାଇଁ ଦାବି ଜୋର ଧରିଛି। ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପଦ ଛାଡିବା ପରେ ଆଗାମୀ ଦିନରେ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କଂଗ୍ରେସର ମଙ୍ଗ ଧରିବେ ବୋଲି କଳ୍ପନା ଜଳ୍ପନା ଲାଗି ରହିଥିଲା।…

ନିର୍ବାଚନ ପୂର୍ବରୁ ଆରଜେଡିକୁ ଝଟ୍‌କା: ଜେଡିୟୁରେ ସାମିଲ ହେବେ ଲାଲଙ୍କୁ ସମୁଦି

ପାଟନା,୧୯।୮: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ ହେବାରେ ଲାଗିଛି। ନିର୍ବାଚନ ପୂର୍ବରୁ ନେତାଙ୍କ ଦଳ ଅଦଳ ବଦଳ ନୀତି ଜୋରସୋରରେ ଚାଲିଛି। ନିକଟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆରଜେଡ଼ି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି…

ଶିବଲିଙ୍ଗ ପାଇବା ପାଇଁ ଦୁଇ ଭାଇ ମିଶି କରୁଥିଲେ ତନ୍ତ୍ର ସାଧନା, ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧୯ା୮: ବିଜ୍ଞାନ ଯେତେ ଆଗେଇଲେ ମଧ୍ୟ କିଛି ଲୋକ ଅନ୍ଧବିଶ୍ୱାସକୁ ଜାବୁଡ଼ି ଧରିଛନ୍ତି। ଏପରିକି ଏହି ଅନ୍ଧବିଶ୍ୱାସ ଯୋଗୁ ପ୍ରତିଦିନ ନାନା ଅଘଟଣ ଘଟୁଛି। ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ। ଅନ୍ଧବିଶ୍ୱାସ ହେତୁ ଦୁଇ ଭାଇ ଶିବଲିଙ୍ଗଙ୍କୁ ପାଇବା…

ଜଣେ ପୁଅ ନେତା, ଆଉ ଜଣେ ବଡ଼ ଅଧିକାରୀ; ରାସ୍ତାକଡ଼ରୁ ଏମିତି ଉଦ୍ଧାର ହେଲେ ବୃଦ୍ଧା ମା’

ଚଣ୍ଡୀଗଡ଼,୧୯ା୮: ପଞ୍ଜାବର ଶ୍ରୀମୁକ୍ତସର ସାହିରେ ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, କାଦୁଅରେ ନିର୍ମିତ ଦୁଇ ଫୁଟର କାନ୍ଥରେ ଦୁଇ ଖଣ୍ଡ ପ୍ଲାଇରୁ ବୃଦ୍ଧାଜଣଙ୍କୁ ଉଦ୍ଧାର କରାଯାଇ ଗୁଜରାଟ ସ୍ଥାନାନ୍ତର କରାଯାଇଥିଲା। ବୃଦ୍ଧାଙ୍କ…

ସୁଶାନ୍ତ ସିଂ ଆତ୍ମହତ୍ୟାର ଯାଞ୍ଚ୍‌ କରିବେ ଏସବୁ ୪ ଅଧିକାରୀ…

ନୂଆଦିଲ୍ଲୀ, ୧୯।୮: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାର ଯାଞ୍ଚ ଏବେ ସିବିଆଇ କରିବ। ଏନେଇ ସୁପ୍ରିମ୍‌କୋର୍ଟ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ମାମଲାର ଯାଞ୍ଚ୍‌ର ନେତୃତ୍ୱ ସିବିଆଇ ଯୁଗ୍ମ ନିର୍ଦ୍ଦେଶକ ମନୋଜ ଶଶିଧର ନେବେ। ସେ…

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସୁଛନ୍ତି। ତାମିଲନାଡୁର ମଦୁରାଇରୁ ଏପରି ଏକ ଖବର ସାମ୍ନାକୁ ଆସିଛି । ଯାହା ଲୋକଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri