ଜାତୀୟ

ଚାଇନାକୁ ପୁଣି ଝଟ୍‌କା: ବିଏସ୍‌ଏନ୍‌ଏଲ-ଏମ୍‌ଟିଏନ୍‌ଏଲ୍‌ ରଦ୍ଦ କଲା ୪ଜି ଟେଣ୍ଡର

ନୂଆଦିଲ୍ଲୀ,୧।୭: ଭାରତ ପୁଣି ଚାଇନାକୁ ଏକ ବଡ଼ ଝଟ୍‌କା ଦେଇଛି। ବୁଧବାର ବିଏସ୍‌ଏନ୍‌ଏଲ ଓ ଏମ୍‌ଟିଏନ୍‌ଏଲ୍‌ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରିଦେଇଥିବା ଜଣାପଡ଼ିଛି। ଏବେ ପୁଣି ଆଉ ଏକ ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ୍‌ ମନ୍ତ୍ରଣାଳୟ ପକ୍ଷରୁ…

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା। ଚାଇନା ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସୈନ୍ୟ ଠୁଳ…

ମନ୍ଥନ ହେଲେ ବାହାରେ ଅମୃତ, ଶିବ ପାନ କରନ୍ତି ବିଷ: ଶିବରାଜ

ଭୋପାଳ,୧।୭: ମଧ୍ୟପ୍ରଦେଶରେ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟର ସମ୍ପ୍ରସାରଣ ଗୁରୁବାର କରାଯିବ ବୋଲି ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀ ଶିବରାଜ କହିଛନ୍ତି ବୁଧବାର ରାଜ୍ୟପାଳ ଶପଥ ଗ୍ରହଣ କରିବେ ଓ ଗୁରୁବାର କ୍ୟାବିନେଟର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କିଛିଦିନ ହେବ…

ଗିଲାନି: କଶ୍ମୀର ଯୁବକଙ୍କୁ ଆତଙ୍କବାଦୀ କରୁଥିବାବେଳେ ନିଜ ପିଲାଙ୍କୁ ବିଦେଶରେ ପଢ଼ାଉଥିଲେ

ଶ୍ରୀନଗର, ୧।୭: ହୁରିୟାତ୍‌ କନଫରେନ୍ସର ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲ୍ଲୀ ଶାହା ଗିଲାନି ନିଜର ସଦସ୍ୟତା ପଦରୁ ସୋମବାର ଇସ୍ତଫା ଦେଇଛନ୍ତି। ତାଙ୍କର ଇସ୍ତଫା ଜମ୍ମୁ-କଶ୍ମୀର ପାଇଁ ନୂଆ ସକାଳ ନେଇ ଆସିବ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କଶ୍ମୀରବାସୀଙ୍କ…

ବଢ଼ୁଛି ସୁସ୍ଥଙ୍କ ସଂଖ୍ୟା, ରାଜ୍ୟରେ ସ୍ଥିତି ନିୟନ୍ତ୍ରଣାଧିନ: କେଜରିଓ୍ବାଲ

ନୂଆଦିଲ୍ଲୀ,୧।୭: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀରେ ଏବେ କରୋନା ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ଏହା ପଛରେ ଦିଲ୍ଲୀବାସୀଙ୍କ ଉଦ୍ୟମ ରହିଛି ବୋଲି ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ…

ସୁପ୍ରିମକୋର୍ଟରେ ଟିକ୍‌ଟକ୍‌ କମ୍ପାନୀ ପକ୍ଷରୁ ଓକିଲାତି କରିବାକୁ ମନାକଲେ ପୂର୍ବତନ ଆଟର୍ନି ଜେନେରାଲ

ନୂଆଦିଲ୍ଲୀ,୧।୭: ଲଦାଖ ଏଲଏସିରେ ଭାରତ ଓ ଚାଇନା ମଧ୍ୟରେ ଲାଗିରହିଥିବା ସୀମା ବିବାଦକୁ ନେଇ ଦେଶର ଜନତାଙ୍କ ଭିତରେ ଆକ୍ରୋଶ ଦେଖିବାକୁ ମିଳିଛି। ଚାଇନାକୁ କଡ଼ା ଜବାବ ଦେବାକୁ ଯାଇ କେନ୍ଦ୍ର ସରକାର ମଧ୍ୟ ଭାରତୀୟଙ୍କ ତଥ୍ୟ ଚୋରି ହେବା ଅଭିଯୋଗରେ…

ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବାଙ୍କ ପରଲୋକ

ନୂଆଦିଲ୍ଲୀ, ୧।୭: ସବୁବେଳେ ସୁନା ଅଳଙ୍କାର ପିନ୍ଧୁଥିବା ଗୋଲଡେନ୍‌ ବାବା ସୁଧୀର କୁମାର ମକ୍କଡ଼ଙ୍କର ପରଲୋକ ହୋଇଯାଇଛି। ମଙ୍ଗଳବାର ବିଳମ୍ବିତ ରାତ୍ରରେ ବାବାଙ୍କର ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ଧରି ଦିଲ୍ଲୀ ଏମ୍ସ୍‌ରେ ଚିକିତ୍ସିତ ହେଉଥିଲେ। ହରିଦ୍ୱାରର ବହୁ ଆଖଡ଼ା ସଂଘ…

ଆତଙ୍କବାଦୀ ଆକ୍ରମଣର ଭୟାନକ ଚିତ୍ର, ଜେଜେଙ୍କ ମୃତଦେହ ପାଖରେ ବସିଛନ୍ତି ନାତି

ଶ୍ରୀନଗର,୧।୭: ଜମ୍ମୁକଶ୍ମୀରର ସୋପୋରରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆରଏଫ)ର ଏକ ଭ୍ୟାନ୍‌ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ। ଏଥିରେ ସିଆରଏଫ ୧୭୯ ବାଟାଲିୟନର ଜଣେ ହେଡ୍‌ କନଷ୍ଟେବଳ ଶହୀଦ ହେବା ସହ ଜଣେ ସାଧାରଣ ବୃଦ୍ଧ ନାଗରିକ ମଧ୍ୟ ନିହତ ହୋଇଛନ୍ତି।…

କୋରୋନିଲ୍‌ ଉପରେ ସ୍ପଷ୍ଟୀକରଣ ରଖିଲେ ଯୋଗ ଗୁରୁ

ହରିଦ୍ୱାର,୧।୭: ଯୋଗ ଗୁରୁ ରାମଦେବ ବାବା କୋରୋନିଲ୍‌ ବିବାଦ ଉପରେ ନିଜର ସ୍ପଷ୍ଟୀକରଣ ରଖିଛନ୍ତି। ବୁଧବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାମଦେବ କହିଛନ୍ତି, କୋରୋନିଲ୍‌ କାର୍ଯ୍ୟରେ ଆମର ଉଦ୍ୟମକୁ ଆୟୁଷ ମନ୍ତ୍ରଣାଳୟ ପ୍ରଶଂସା କରିଛି। କରୋନା ଉପରେ ଉଭୟ କ୍ଲିନିକାଲ…

ପାଓ୍ବାର ପ୍ଲାଣ୍ଟ୍‌‌ରେ ବିସ୍ଫୋରଣ: ୪ ମୃତ, ୧୩ ଆହତ

ଚେନ୍ନାଇ, ୧।୭: ତାମିଲନାଡୁର କୁଡ଼ାଲୋର୍‌ ଜିଲାରେ ଥିବା ଥର୍ମାଲ ପାଓ୍ବାର ପ୍ଲାଣ୍ଟ୍‌ର ବଏଲରରେ ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସାଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ପ୍ରଶାସନ…

କରୋନା ଆକ୍ରାନ୍ତଙ୍କ ମୃତଦେହକୁ ଗୋଟିଏ ସ୍ଥାନରେ ଏଭଳି ପୋତାଯାଉଛି: ଭିଡିଓ ଭାଇରାଲ

ବେଲାରୀ,୧।୭: କର୍ନାଟକର ବେଲାରୀରେ କରୋନା ଯୁଦ୍ଧରେ ହାରିଯାଇଥିବା ଲୋକଙ୍କ ମୃତଦେହ ସହିତ ଦୁର୍ବ୍ୟବହାର ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ମୃତଦେହକୁ ପୋତିବା ପାଇଁ କିଛି ବ୍ୟକ୍ତି ଗାତରେ ଫୋପାଡିଦେଉଥିବା ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

କ୍ୱାରାଣ୍ଟାଇନ୍‌ରେ ରହିଲେ ୪୭ ଛେଳି

ବେଙ୍ଗାଲୁରୁ,୧।୭:କର୍ନାଟକରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ବେଙ୍ଗାଲୁରୁଠାରୁ ୧୨୭ କିମି ଦୂର ତୁମକୁରୁ ଜିଲାର ଗୋଡକେରେ ଗାଁରେ କରୋନା ଭାଇରସ୍‌ ସଂକ୍ରମଣ ଫଳରେ ଜଣେ ମେଷପାଳକଙ୍କ ୪୭ଟି ଛେଳିକୁ କ୍ୱାରାଣ୍ଟାଇନରେ ରଖାଯାଇଛି। ଜିଲାର ପଶୁପାଳନ ବିଭାଗ ପକ୍ଷରୁ କୁହାଯାଇଛି ଯେ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri