ଜାତୀୟ

୮ ରାଜ୍ୟରେ ୯୦% ସକ୍ରିୟ ମାମଲା

ନୂଆଦିଲ୍ଲୀ,୧୦ା୭(ପି.ଟି.):ଭାରତରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪,୮୭୯ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୬୭,୨୯୬ରେ ପହଞ୍ଚତ୍ଛି। ଦେଶର ୮ଟି ରାଜ୍ୟରେ ୯୦ ପ୍ରତିଶତ ସକ୍ରିୟ ମାମଲା ରହିଛି। ସେହି ରାଜ୍ୟ ମଧ୍ୟରେ…

ଆସନ୍ତା କାଲିଠାରୁ ଉତ୍ତର ପ୍ରଦେଶରେ ଲକଡାଉନ

ଲକ୍ଷ୍ନୌ,୯ା୭-ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଉତ୍ତର ପ୍ରଦେଶ ସରକାର ଶୁକ୍ରବାର ରାତି ୧୦ରୁ ଜୁଲାଇ ୧୩ ସକାଳ ୫ଟା ଯାଏ ଲକଡାଉନ ଘୋଷଣା କରିଛନ୍ତି। ଏ ନେଇ ମୁଖ୍ୟ ଶାସନ ସଚିବ ରାଜେନ୍ଦ୍ର ତିୱାରୀ ଗୁରୁବାର ସୂଚନା ଦେଇଛନ୍ତି।…

କାଲି ପ୍ରକାଶ ପାଇବ ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ

ଭୁବନେଶ୍ୱର, ୯।୭(ବ୍ୟୁରୋ): ଆସନ୍ତା ଶୁକ୍ରବାର ଆଇସିଏସ୍‌ଇ ଦଶମ, ଆଇଏସ୍‌ସି ଦ୍ୱାଦଶ ରେଜଲ୍ଟ ପ୍ରକାଶ ପାଇବ। ଅପରାହ୍ନ ୩ଟାରେ ରେଜଲ୍ଟ ବାହାରିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ଆଇସିଏସ୍‌ଇ ଏବଂ ଆଇଏସ୍‌ସି ଓ୍ବେବ୍‌ସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ। ମୋବାଇଲରେ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ…

ଭିଡ଼ରେ କରୋନା ରୋଗୀଙ୍କୁ ଚିହ୍ନଟ କରିବ ସ୍ନିପର ଡଗ୍‌ !

ଦୁବଇ,୯।୭: କରୋନା ଭାଇରସ ସଂକ୍ରମଣ ଏବେ ସାରା ବିଶ୍ୱବାସୀଙ୍କ ନିଦ ହଜାଇ ଦେଇଛି। କାରଣ ଏହି ରୋଗର ସଠିକ୍‌ ଚିକିତ୍ସା ନ ଥିବାରୁ ଏବେ ଏହାକୁ ମହାମାରୀ ବୋଲି କୁହାଯାଉଛି। ବଡ କଥା ହେଲା କରୋନାର ଲକ୍ଷଣ ଭିନ୍ନ ଭିନ୍ନ ହୋଇଥିବା…

ପ୍ଲାଜମା ଦାନ କଲେ ଭାଜପା ନେତା ଜ୍ୟୋତିରାଦିତ୍ୟ

ନୂଆଦିଲ୍ଲୀ,୯।୭: କରୋନା ମହାମାରୀଠାରୁ ଦୂରେଇ ରହିବାକୁ ଏବେ ପ୍ଲାଜମା ଥେରାପିକୁ ଦେଶ ଆପଣାଇ ନେଇଛି। ନିକଟରେ କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହୋଇଥିବା ଭାରତୀୟ ଜନତା ପାର୍ଟି(ଭାଜପା)ର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଗୁରୁବାର ପ୍ଲାଜମା ଦାନ କରିଛନ୍ତି। ସେ କହିଛନ୍ତି ଦେଶବାସୀଙ୍କ…

ଆତଙ୍କବାଦୀଙ୍କ ପିଲାଙ୍କୁ ସ୍କଲାରଶିପ୍‌: ଅଣାଯିବ ନୂଆ ସରେଣ୍ଡର ଯୋଜନା

ଶ୍ରୀନଗର, ୯।୭: ଦେଶରେ ଆତଙ୍କବାଦକୁ ହଟାଇବା ଏବଂ ଆତଙ୍କବାଦୀଙ୍କୁ ସମାଜରେ ମୁଖ୍ୟସ୍ରୋତରେ ସାମିଲ କରିବା ଲାଗି ସରେଣ୍ଡର ଯୋଜନା ପ୍ରଣୟନ କରାଯାଇଛି। ଏହି ଯୋଜନା ୧୯୯୫ଠାରୁ ଲାଗୁ ହୋଇଛି। ଚଳିତ ବର୍ଷ ଜୁନ୍‌ ୨୫ରେ ଲ୍ୟୁଟନାଣ୍ଟ୍‌ ଗଭର୍ନର ଜି.ସି ମୁର୍ମୁଙ୍କ ଅଧ୍ୟକ୍ଷତାରେ…

ପୁଅ ଗିରଫ ହେବା ପରେ ସରକାରଙ୍କୁ ଗୁହାରି କଲେ ମା’

କାନପୁର,୯।୭: ଉତ୍ତରପ୍ରଦେଶ କାନପୁରର ୮ ପୋଲିସଙ୍କ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଉଜ୍ଜୟିନୀର ମହାକାଳ ମନ୍ଦିର ପରିସରରୁ ତାଙ୍କୁ ଗିରଫ କରାଯାଇଛି। ତେବେ ଏନ୍‌କାଉଣ୍ଟରରୁ ବଞ୍ଚିବା ପାଇଁ ସେ ସୁପରିକଳ୍ପିତ ଭାବେ ମନ୍ଦିର ପ୍ରାଙ୍ଗଣରେ…

୪୪ ଏମ୍‌ପି, ୧୪୩ ବିଧାୟକଙ୍କ ନାମରେ ଆପରାଧୀକ ମାମଲା

ଲକ୍ଷ୍ନୌ, ୯।୭: ଦେଶରେ ଆପରାଧୀକ ମାମଲାରେ ଶୀର୍ଷରେ ଉତ୍ତରପ୍ରଦେଶ ରହିଛି। ରାଜ୍ୟର ମୋଟ ୪୦୩ ବିଧାୟକଙ୍କ ମଧ୍ୟରୁ ୧୪୩ଜଣଙ୍କ ନାମରେ ଏକାଧିକ ଆପରାଧୀକ ମାମଲା ରହିଛି। ସେହିପରି ୮୦ ଏମ୍‌ପିଙ୍କ ମଧ୍ୟରୁ ୪୪ ଜଣଙ୍କ ନାମରେ ବିଭିନ୍ନ ମାମଲା ରହିଛି। ମୁଖ୍ୟମନ୍ତ୍ରୀ…

ବାହୁବଳୀ ବିଧାୟକ: ଜେଲ୍‌ରେ ରହି ବି ଜିତୁଛନ୍ତି ନିର୍ବାଚନ

ଲକ୍ଷ୍ନୌ, ୯।୭: ଉତ୍ତରପ୍ରଦେଶରେ ସର୍ବାଧିକ ଆପରାଧୀକ ମାମଲା ଘଟିଥାଏ। ଏଠାରେ ଏଭଳି ୫ ବାହୁବଳୀ ବିଧାୟକ ରହିଛନ୍ତି, ଯେଉଁମାନେ ଜେଲ୍‌ରେ ରହି ବି ନିର୍ବାଚନ ସହଜରେ ଜିତୁଛନ୍ତି। ସେମାନଙ୍କ ମଧ୍ୟରେ ମୁଖତାର ଅନ୍‌ସାରୀ, ବିଜୟ କୁମାର, ଅଶୋକ ସିଂ ଚନ୍ଦେଲ, ଇନ୍ଦ୍ରପ୍ରତାପ…

ବଜାରରେ ମିଳୁଛି କରୋନା ବରା, କରୋନା ପରଟା: ଭାଇରାଲ ହେଉଛି ଫଟୋ

ମଦୁରାଇ,୯।୭: ତାମିଲନାଡୁର ମଦୁରାଇ ସହର ପରଟା ପାଇଁ ପ୍ରସିଦ୍ଧ ହୋଇଥିବା ବେଳେ ଏବେ ଏଠାକାର ଏକ ରେସ୍ତୋରାଁ କରୋନା ସମ୍ପର୍କିତ ସଚେତନା ସୃଷ୍ଟି କରିବାକୁ ପ୍ରୟାସ କରିଥିବା ଦେଖାଯାଇଛି। ଟେମ୍ପଲ ସିଟି ରେସ୍ତୋରାଁର ମାଲିକ କେ.ଏଲ୍‌. କୁମାର କରୋନା ଭାଇରସଠାରୁ ଦୂରେଇ…

ଅପରାଧୀ-ପ୍ରଶାସନର ମଧୁଚନ୍ଦ୍ରିକା: ବିକାଶ ଦୁବେଙ୍କ ଗିରଫ ନାଟକ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ତାଙ୍କୁ ମଧ୍ୟପ୍ରଦେଶ ଉଜୈନର ମହାକାଳ ମନ୍ଦିରରୁ ଗିରଫ କରାଯାଇଥିବା କୁହାଯାଉଛି। ତେବେ ଗିରଫ ଘଟଣା ଏକ ନାଟକ ପରି ମନେ ହେଉଥିବା…

ବିକାଶ ଦୁବେ ଗିରଫ ହୋଇଛନ୍ତି ନା କରିଛନ୍ତି ଆତ୍ମସମର୍ପଣ ସରକାର କରନ୍ତୁ ସ୍ପଷ୍ଟ: ଅଖିଳେଶ

ଲକ୍ଷ୍ନୌ, ୯।୭: କାନପୁରରେ ୮ ଜଣ ପୋଲିସଙ୍କୁ ହତ୍ୟା କରିଥିବା ଅପରାଧୀ ବିକାଶ ଦୁବେଙ୍କୁ ଗୁରୁବାର ଗିରଫ କରାଯାଇଛି। ଏନେଇ ଉତ୍ତରପ୍ରଦେଶ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ସରକାରଙ୍କୁ ଘେରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ, ବିକାଶ ଦୁବେ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri