ଗଭୀର କୋମାରେ ପୂର୍ବତନ ରାଷ୍ଟ୍ରପତି
ନୂଆଦିଲ୍ଲୀ,୨୮।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଗଭୀର କୋମାରେ ଅଛନ୍ତି। ଗତ ୧୭ ଦିନ ହେବ ହସ୍ପିଟାଲରେ ଥିବା ପ୍ରଣବ ମୁଖାର୍ଜୀଙ୍କ ଲଗାତର ସ୍ବାସ୍ଥାବସ୍ଥା ବିଗୁଡୁଥିବା ଥିବା ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ୮୪ ବର୍ଷୀୟ…
କରୋନା ସମୟରେ ଦରମା ନ ପାଇ ଏମିତି ପଦକ୍ଷେପ ନେଲେ ଶିକ୍ଷକ
ଲକ୍ଷ୍ନୌ,୨୮ା୮: କରୋନା ମହାମାରୀ ସମୟରେ ଜଣେ ଶିକ୍ଷକ ଦୀର୍ଘଦିନ ଧରି ଦରମା ନ ପାଇବାରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଛନ୍ତି। ଏମିତି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶର ମେରୁଟ୍ରେ। ଗୋଟିଏ ପଟେ କରୋନା ସମୟରେ ସ୍କୁଲ୍ ଫି’କୁ…
ପ୍ରୟାଗରାଜରେ ହେବ ନୂତନ ଏୟାର ଡିଫେନ୍ସ କମାଣ୍ଡ
ପ୍ରୟାଗରାଜ,୨୮।୮: ପାକିସ୍ତାନ ଓ ଚାଇନା ସହ ଜାରି ରହିଥିବା ସୀମା ବିବାଦ ମଧ୍ୟରେ ଭାରତ ସରକାର ୩ସେନା ବାହିନୀକୁ ଲଗାତାର ସଶକ୍ତ ଓ ଆଧୁନିକୀକରଣ କରିବାକୁ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ବାୟୁସେନାର ଅଧିନରେ ଆଉ ଏକ ନୂଆ ଏୟାର ଡିଫେନ୍ସ ଉତ୍ତରପ୍ରଦେଶ…
ସ୍ବାମୀଙ୍କ ସହ ଖୁସି ନ ଥିଲେ ସ୍ତ୍ରୀ, ପ୍ରେମିକଙ୍କ ସହ ମିଶି କଲେ ଏମିତି…
ଭାଗଲପୁର,୨୮।୮: ବିହାରର ଭାଗଲପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ମହିଳା ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କ ହତ୍ୟା କରିଛନ୍ତି। ମହିଳା ଜଣଙ୍କ ନିଜ ଦୋଷ ମଧ୍ୟ ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଭାଗଲପୁରର ହସନଗଞ୍ଜ ଅଞ୍ଚଳରେ ରହୁଥିବା ନନ୍ଦକିଶୋର ମଣ୍ଡଳ…
ସନ୍ନି ଲିଓନି କଲେଜ ଟପ୍ପର
କୋଲକତା,୨୮।୮: କୋଲକାତାର ଏକ କଲେଜରେ ଅନ୍ଲାଇନ ଆଡମିଶନ ପ୍ରକ୍ରିୟାବେଳେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଆଶୁତୋଷ କଲେଜର ବିଏରେ ଆଡମିଶନ ପାଇଁ ୱେବସାଇଟରେ ପ୍ରକାଶିତ ପ୍ରଥମ ମେରିଟ ତାଲିକାରେ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନିଙ୍କ ନାମ ଥିଲା। ଏହି ତାଲିକାରେ…
ହୋମ୍ ଡେଲିଭରୀବେଳେ ଗ୍ୟାସ୍ ସିଲିଣ୍ଡରରେ ଥିଲା ଏମିତି କିଛି, ଦେଖି ଉଡିଗଲା ହୋସ୍
ଚଣ୍ଡିଗଡ, ୨୮।୮: ଯଦି ଆପଶ ଏବେ ଘରକୁ ଏ୍ପିଜି ସିଲିଣ୍ଡର ଆଣୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ସିଲିଣ୍ଡର ସହ ସାପ ମଧ୍ୟ ଆପଣଙ୍କୁ ଘରକୁ ପ୍ରବେଶ କରିପାରେ। ଏହାର ସଦ୍ୟଥଢ଼ ଉଦାହରଣ ଦେଖିବାକୁ ମିଳିଛି ହରିୟାଣାରେ। ଫତେହବାଦରେ ଥିବା ପ୍ରଭାକର କଲୋନୀରେ…
ରେକର୍ଡ ଭାଙ୍ଗୁଛି କରୋନା: ଗୋଟିଏ ଦିନରେ ୭୭ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୫୭ ମୃତ
ନୂଆଦିଲ୍ଲୀ,୨୮।୮: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୭୭ ହଜାର ୨୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଲକ୍ଷ ୮୭ ହଜାର ୫୦୧ରେ ପହଞ୍ଚିଛି।…
ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଲେ ବୃଦ୍ଧା, ଜାଣନ୍ତୁ କାହିଁକି
ଶିମଲା,୨୮।୮:ହିମାଚଳ ପ୍ରଦେଶର ଶିମ୍ଲା ନଗର ନିଗମ(ଏମ୍ସି ଶିମ୍ଲା)ର କାର୍ଯ୍ୟକାରିତାକୁ ନେଇ ଏବେ ପ୍ରଶ୍ନ ଉଠିଛି। ଅଭିଯୋଗ ହୋଇଛି ଯେ ଏମସି କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କ ଘର ଭାଙ୍ଗି ଦେଇଛନ୍ତି। ବେଆଇନ ଭାବେ ଘର କରି ରହିଥିବା ଯୋଗୁ ତାଙ୍କ ଭଙ୍ଗା…
କଶ୍ମୀରକୁ ନେଇ ଏମିତି କହିଲେ ଅଣ୍ଡରଓ୍ବାଲର୍ଡ ଡନ୍ ଦାଉଦଙ୍କ ଗର୍ଲଫ୍ରେଣ୍ଡ୍
ଅଣ୍ଡରୱାଲର୍ଡ ଡନ ଦାଉଦ୍ ଇବ୍ରାହିମ ନିଜ ନୂଆ ଗର୍ଲଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହେଉଛନ୍ତି ମହଭୀଶ ହାୟାତ୍, ଯିଏ କି ଜଣେ ପାକିସ୍ତାନୀ ଅଭିନେତ୍ରୀ। କିଛି ଲୋକ ତାଙ୍କୁ ଗ୍ୟାଙ୍ଗଷ୍ଟର ଗୁଡିଆ ନାମରେ ମଧ୍ୟ ଜାଣିଛନ୍ତି। ଏବେ ମହଭୀଶ ମଧ୍ୟ…
ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍
ନୂଆଦିଲ୍ଲୀ, ୨୮।୮(ଆଇଏଏନ୍ଏସ୍):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନ୍ସନ୍ଙ୍କୁ ଇ-ମେଲ୍ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜନ୍ସନ୍ଙ୍କ…
ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି
ନୂଆଦିଲ୍ଲୀ, ୨୮।୮(ପି.ଟି.):ଦେଶବ୍ୟାପୀ ମହରମ ଶୋଭାଯାତ୍ରା ବାହାର କରିବା ଲାଗି ଅନୁମତି ଦେବାକୁ ସୁପ୍ରିମକୋର୍ଟ ଗୁରୁବାର ମନା କରିଦେଇଛନ୍ତି। ଏଥିପାଇଁ ଆବେଦନ କରିଥିବା ଲକ୍ଷ୍ନୌର ଶିୟା ନେତା ସୟେଦ କାଲ୍ବେ ଜାଓ୍ବାଦଙ୍କୁ ଆଲ୍ଲାହାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ସାରା…
୧୧ ଦିନର ପୂଜା ପରେ ବ୍ରାହ୍ମଣଙ୍କୁ ଦକ୍ଷିଣା ରୂପରେ ମିଳିଲା ୯ ଲକ୍ଷ ଟଙ୍କାର ନକଲି ନୋଟ୍
ସୀତାପୁର, ୨୭।୮- ଉତ୍ତର ପ୍ରଦେଶର ସୀତାପୁର ଜିଲାରୁ ଚକିିତ କଲାଭଳି ଏକ ଘଟଣା ସାମ୍ନାକୁ ଆସିଛି। ୪୦ ଜଣ ବ୍ରାହ୍ମଣ ୧୧ ଦିନ ଧରି ଘରେ ପୂଜାପାଠ କରିବା ପରେ ଜଣେ ବ୍ୟକ୍ତି ତାଙ୍କୁ ଦକ୍ଷିଣା ବାବଦକୁ ୯ ଲକ୍ଷ ଟଙ୍କାର…
Archives


