Posted inଜାତୀୟ

ରାହୁଲଙ୍କ ତଳେ ପଡିଯିବା ଫଟୋ ଟୁଇଟ୍‌ କରି ଭାଜପା ଏମ୍‌ପି କହିଲେ ଶତାବ୍ଦୀର ସବୁଠୁ ଖରାପ ଅଭିନୟ

ଗୋରଖପୁର,୨।୧୦: ଉତ୍ତରପ୍ରଦେଶ ହାଥ୍‌ରସ ଘଟଣାରେ ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଏବଂ ପ୍ରିୟଙ୍କାଙ୍କୁ ଅଧାବାଟରୁ ଫେରିବାକୁ ପଡିଥିଲା। ପୋଲିସ ଉଭୟଙ୍କୁ ଅଟକାଇଥିଲା। ପୋଲିସ ଅଟକାଇବା ବେଳେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପୋଲିସ ଠେଲାପେଲାରେ ରାହୁଲ ତଳେ ପଡିଯାଇଥିଲେ। ସେ ପଡିଯାଉଥିବା ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ ଟୁଇଟ୍‌ କରି ଭାଜପା ଏମ୍‌ପି ତଥା ଅଭିନେତା ରବି କିଶାନ କହିଛନ୍ତି, ଶତାବ୍ଦୀର ସବୁଠୁ ଖରାପ ଅଭିନୟ। ସୂଚନାଯୋଗ୍ୟ, ହାଥ୍‌ରାସ ଗଣବଳାତ୍କାର ପୀଡିତାଙ୍କ ପରିବାରକୁ ଭେଟିବାକୁ ଯାଉଥିବା ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଭଦ୍ରାଙ୍କ ସମେତ ୨୦୦ରୁ ଊର୍ଦ୍ଧ୍ୱ କଂଗ୍ରେସ କର୍ମୀଙ୍କୁ ଗୁରୁବାର ଅଟକାଇ ଦିଆଯାଇଲା। ଗ୍ରେଟର ନଏଡା ନିକଟରେ ଉଭୟଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।...

ଦେଶରେ ଆଜି ୧୧୪ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୩।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୧୪ ନୂଆ...

ବିସିସିଆଇ ପକ୍ଷରୁ ଐତିହାସିକ ନିଷ୍ପତ୍ତି: ପୁରୁଷ, ମହିଳା କ୍ରିକେଟର୍‌ଙ୍କୁ ସମାନ ମ୍ୟାଚ୍‌ ଫି’

ନୂଆଦିଲ୍ଲୀ,୨୭।୧୦: ଭାରତରେ କ୍ରିକେଟ ବୋର୍ଡ(ବିସିସିଆଇ) ମହିଳା କ୍ରିକେଟ ଖେଳାଳିଙ୍କ ବିଷୟରେ ଏକ ବଡ଼ ନିଷ୍ପତ୍ତି ନେଇଛି। ଏଣିକ ଭାରତୀୟ ମହିଳା ଏବଂ ପୁରୁଷ କ୍ରିକେଟର୍‌ଙ୍କୁ ସମାନ...

କଲେଜ ଫଙ୍କଶନ୍‌ ପରେ ୧୮୨ ଛାତ୍ରୀଛାତ୍ର ପଜିଟିଭ୍‌

ହୁବଲ୍ଲି,୨୬।୧୧: କର୍ନାଟକର ଧରଓ୍ବାଦ୍‌ ଅନ୍ତର୍ଗତ ସତ୍ତୁରଠାରେ ଥିବା ଏସ୍‌ଡିଏମ୍‌ କଲେଜ ଅଫ୍‌ ମେଡିକାଲ ସାଇନ୍ସରେ ଶୁକ୍ରବାର ଆଉ ୧୧୬ ଛାତ୍ର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ

ନୂଆଦିଲ୍ଲୀ,୪।୧୦ : କ୍ରୁଜ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ କୋର୍ଟ...

ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ନିଜ ଗଳା କାଟିଲେ ଅଭିଯୁକ୍ତ

ଛତରପୁର,୧୮।୯: ମଧ୍ୟ ପ୍ରଦେଶର ଛତରପୁର ଜିଲା ଅଦାଲତରେ ଜଣେ ଅଭିଯୁକ୍ତ ଗଳା କାଟି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମଙ୍ଗଳବାର ଜଣେ ୩୨...

ଭାଜପା ସମର୍ଥକଙ୍କୁ ଧମକ ଦେଲେ ଟିଏମ୍‌ସି ବିଧାୟକ: ଭିଡିଓ ଭାଇରାଲ

କୋଲକତା,୨୯।୩: ପଶ୍ଚିମବଙ୍ଗରେ ଭାଜପା ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ କଳି ତୁଟିବାର ନାଁ ଧରୁନି। ବିଧାନସଭାରେ ବି ଭାଜପା ଏବଂ ତୃଣମୂଳ କଂଗ୍ରେସ ବିଧାୟକଙ୍କ ମଧ୍ୟରେ...

ନଭେମ୍ବର ୨୫ରେ କାଟ୍ରୋସାଟ୍‌-୩ ସହିତ ଆମେରିକାର ୧୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଇସ୍ରୋ

ଶ୍ରୀହରିକୋଟା,୧୯।୧୧: ନଭେମ୍ବର ୨୫ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାଠାରେ ଥିବା ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଇସ୍ରୋ ଦ୍ୱାରା ୧୪ଟି ଉପଗ୍ରହ ଉତ୍‌କ୍ଷେପଣ କରାଯିବ। ପୂର୍ବାହ୍ନ ୯ଟା ୨୮ରେ...

Advertisement
Archives

Model This Week