ଜାତୀୟ

କଂଗ୍ରେସ ଏମ୍‌ପି ବସନ୍ତକୁମାରଙ୍କ କରୋନାରେ ମୃତ୍ୟୁ

ଚେନ୍ନାଇ,୨୮।୮-ମହାମାରୀ କରୋନାରେ ପ୍ରାଣ ହରାଇଛନ୍ତି ତାମିଲନାଡୁ କନ୍ୟାକୁମାରୀର କଂଗ୍ରେସ ଏମ୍‌ପି ଏଚ. ବସନ୍ତକୁମାର। ବସନ୍ତ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଗତ ୧୦ ତାରିଖରେ ତାଙ୍କୁ ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିମୋନିଆ ଯୋଗୁ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ…

ଅନ୍‌ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ଏବେ ଚାଲିଛି ଅନ୍‌ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ ୪.୦। ଦେଶର ଅର୍ଥବ୍ୟବସ୍ଥାକୁ ନଜରରେ ରଖି ଏଥର କ’ଣ ଖୋଲୁଛି କ’ଣ ନାହିଁ ତା’ଉପରେ ନଜର…

ବ୍ୟୁରୋ ଅଫ୍‌ ସିଭିଲ ଏଭିଏଶନ ସିକ୍ୟୁରିଟିର ପ୍ରଥମ ମହିଳା ମହାନିର୍ଦ୍ଦେଶିକା ହେଲେ ଉଷା ପାଢୀ

ନୂଆଦିଲ୍ଲୀ,୨୮।୮: ଓଡ଼ିଶାା କ୍ୟାଡରର ଆଇଏଏସ୍‌ ଉଷା ପାଢୀଙ୍କୁ ବେସାମରିକ ବିମାନ ଚଳାଚଳ ସୁରକ୍ଷାର ମହାନିର୍ଦ୍ଦେଶିକା ଭାବେ ନିଯୁକ୍ତ କରାଯାଇଛି। ଏହି ପଦବୀ ପାଇବାରେ ଉଷା ହେଉଛନ୍ତି ପ୍ରଥମ ମହିଳା ଓ ତୃତୀୟ ଆଇଏଏସ୍‌। ୧୯୯୬ ବ୍ୟାଚର ଏହି ଆଇଏଏସ୍‌ ୨୦୧୫ରେ କେନ୍ଦ୍ରୀୟ…

ଶିବରାଜ ସରକାରଙ୍କ ବଡ଼ ଘୋଷଣା: ଛାଡ ହେବ ବିଜୁଳି ବିଲ୍‌ !

ଭୋପାଳ,୨୮।୮: କରୋନା ମହାମାରୀ ସମୟରେ ମଧ୍ୟପ୍ରଦେଶର ଶିରାଜ ସିଂ ଚୌହାନ ସରକାର ଏକ ବଡ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ଏବେ ବିଜୁଳି ବିଲ୍‌କୁ ନେଇ କେହି ଗ୍ରାହକ ଚିନ୍ତିତ ହେବାର ଆବଶ୍ୟକତା ନାହିଁ। କାରଣ…

ଶୋପିଆନରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୪ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୮: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦୀ ସଫା ମିଶନ ଜାରି ରହିଛି। ଶୁକ୍ରବାର ଶୋପିଆନ ଜିଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏହି ଏନ୍‌କାଉଣ୍ଟରରେ ୪ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୋପିଆନ ଜିଲାର କିଲୋରା ଗ୍ରାମରେ କିଛି…

ଶଶି ଥରୁର କଂଗ୍ରେସର ଅତିଥି କଳାକାର: କଂଗ୍ରେସ ନେତା

ଥିରୁଭାନନ୍ତପୁରମ,୨୮।୮: କର୍ନାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି)ର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଜ ଦଳର ନେତା ଶଶି ଥରୁରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଶଶି କଂଗେଅସ ଦଳରେ ଜଣେ ଅତିଥି କଳାକାର ସଦୃଶ। ସୂଚନାଯୋଗ୍ୟ, କଂଗ୍ରେସ ଏମ୍‌ପି ଶଶି ଥରୁର ସେହି ୨୩…

କରୋନାରେ ସଂକ୍ରମିତ ହେଲେଣି ୬୧ ହଜାର ଯବାନ

ନୂଆଦିଲ୍ଲୀ,୨୮।୮: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବଢି ଚାଲିଥିବା ବେଳେ ଏବେ ଦିନକୁ ୭୦ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଲକ୍‌ଡାଉନ ନିୟମରେ କୋହଳ କରାଯିବା ପରେ ବେଳକୁ ବେଳ ସଂକ୍ରମିତଙ୍କ ସଂଖ୍ୟା…

ହୋମ୍‌ ଆଇସୋଲେଶନ୍‌ରେ ତେଜସ୍ବୀ

ପାଟନା,୨୮।୮: ବିହାରରେ କରୋନା ମହାମାରୀ ପ୍ରକୋପ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। କରୋନା ବିପଦ ଏବେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘର ମୁହାଁ ହୋଇଛି। କରୋନା ସଂକ୍ରମଣ ହେବା ଆଶଙ୍କାରେ ଲାଲୁଙ୍କ ସାନ ପୁଅ ତେଜସ୍ବୀ ଯାଦବ ନିଜକୁ ହୋମ୍‌…

ଏନ୍‌ଇଇଟି-ଜେଇଇ ପରୀକ୍ଷା ସ୍ଥଗିତ ନେଇ ସୁପ୍ରିମକୋର୍ଟ ଗଲେ ୬ରାଜ୍ୟର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ,୨୮।୮: ଆସନ୍ତା ସେପ୍ଟେମ୍ବର ମାସରେ ହେବାକୁ ଥିବା ଜେଇଇ ମେନ ଓ ଏନ୍‌ଇଇଟି ପରୀକ୍ଷା ବିରୋଧରେ ସୁପ୍ରିମକୋର୍ଟ ଗଲେ ଭାଜପା ବିରୋଧୀ ୬ଟି ରାଜ୍ୟର ଶିକ୍ଷାମନ୍ତ୍ରୀ। ଏହି ୬ଟି ରାଜ୍ୟରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ରାଜସ୍ଥାନ, ଛତିଶଗଡ଼, ପଞ୍ଜାବ ଓ ମହାରାଷ୍ଟ୍ର ସାମିଲ…

କରୋନା ପାଇଁ ବାତିଲ ହେବନି ବିହାର ନିର୍ବାଚନ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୮: ବିହାରରେ ଆଗକୁ ଥିବା ନିର୍ବାଚନକୁ ବନ୍ଦ କରିବାକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ଶୁକ୍ରବାର ସୁପ୍ରିମକୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି କରୋନା ମାହାମାରୀ ନିର୍ବାଚନ ବନ୍ଦ କରିବାର ଏକ ଯୁକ୍ତିଯୁକ୍ତ କାରଣ ନୁହେଁ। ତେବେ ନିର୍ବାଚନ କମିଶନ…

ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ: ଜୟଶଙ୍କର

ନୂଆଦିଲ୍ଲୀ,୨୮।୮: ଆତଙ୍କବାଦ ହେଉଛି କର୍କଟ ସଦୃଶ ଯାହା ମହାମାରୀ ଭଳି ସମସ୍ତଙ୍କୁ ପ୍ରଭାବିତ କରିଥାଏ। କିଛି ଏଭଳି ମନ୍ତବ୍ୟ ରଖିଛନ୍ତି ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର। ଶୁକ୍ରବାର ୧୯ତମ ଦରବାରି ସେଠ୍‌ ମେମୋରିଆଲ ଲେକଚର୍‌ ଅବସରରେ ନିଜ ଭାଷଣରେ କିଛି ଏଭଳି…

ବିମାନ ଯାତ୍ରା ସମୟରେ ପରଷାଯିବ ଖାଦ୍ୟ

ନୂଆଦିଲ୍ଲୀ,୨୮।୮: କରୋନା କାଳରେ ଘରୋଇ ତଥା ଅନ୍ତର୍ଜାତୀୟ ବିମାନ ଉଡାଣକୁ ନେଇ ଜାରି ହୋଇଥିବା ଏସ୍‌ଓପିରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କିଛିଟା ପରିବର୍ତ୍ତନ କରାଯାଇଛି। ଏଥିରେ କେତେକ କଟକଣା କୋହଳ କରାଯାଇଥିବା ବେଳେ ଆଉ କେତେକ କଡ଼ାକଡ଼ି କରାଯାଇଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri