Posted inଜାତୀୟ

ବିନା ପାଇଲଟର ଡ୍ରୋନ୍ ରୁସ୍ତମ-୨ର ସଫଳ ପରୀକ୍ଷଣ

ଚିତ୍ରଦୁର୍ଗ,୧୦ ।୧୦: ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ(ଡିଆର୍‌ଡିଓ)ଶୁ୍‌କ୍ରବାର ସ୍ୱଦେଶୀ ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨ର ଫ୍ଲାଇଟ୍ ଟେଷ୍ଟିଂ କରିଛି । କର୍ନାଟକର ଚିତ୍ରଦୁର୍ଗରେ ରୁସ୍ତମ-୨ ପ୍ରାୟ ୧୬,୦୦୦ଫୁଟ ଉଚ୍ଚତାରେ ୮ ଘଣ୍ଟାର ଉଡାଣ କରିଛି । ଆଶା କରାଯାଇଛି ଏହି ପ୍ରୋଟୋଟାଇପ୍ ଡ୍ରୋନ୍ ରୁସ୍ତମ-୨, ୨୦୨୦ ଶେଷ ବେଳକୁ ୨୬ ହଜାର ଫୁଟ ଓ ୧୮ ଘଣ୍ଟାର ସ୍ଥିରତା ହାସଲ କରିପାରିବ । ଡିଆର୍‌ଡିଓ ଦ୍ୱାରା ଏହା ସେନାକୁ ସହାୟତା କରିବାକୁ ନିର୍ମାଣ କରାଯାଇଛି । ଏହାର ବ୍ୟବହାର ଶତ୍ରୁକୁ ଖୋଜିବା, ଶତ୍ରୁ ଉପରେ ନଜର ରଖିବା, ଟାର୍ଗେଟ ଉପରେ ସଠିକ ଅନୁମାନ ଲଗାଇବା ଇତ୍ୟାଦି । ସୂଚନାଯୋଗ୍ୟ, ଆମେରିକା ତା’ର ଶତ୍ରୁମାନଙ୍କ ଉପରେ ଆକ୍ରମଣ କରିବା ପୂର୍ବରୁ ଏହି ଡ୍ରୋନ୍‌ର ବ୍ୟବହାର କରିଥାଏ । ଏହାପୂର୍ବରୁ ସେପ୍ଟେମ୍ବର ୨୦୧୯ରେ ଏହାର ପରୀକ୍ଷଣ ସଫଳ ହୋଇ ନ ଥିଲା । ଚିତ୍ରଦୁର୍ଗରେ ହିଁ ଏହାର ପରୀକ୍ଷଣ ସମୟରେ ଏହା କ୍ରାସ୍ ହୋଇଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍‌: ପୋଲିସକୁ ମିଳିଲା ଶକ୍ତ ଚଟକଣା

ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା...

ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ,୧୫।୯: ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ଓ ତାଙ୍କ ଲିଙ୍କ୍‌ରେ ଥିବା ଲକ୍ଷ୍ନୌର ଏକ କମ୍ପାନୀ ଉପରେ ବୁଧବାର ଆୟକର ବିଭାଗ...

ମୋ ସ୍ବାମୀଙ୍କ ଉପରେ ଘୃଣାଭାବ ରଖିଛନ୍ତି ଆନ୍ନାମଲାଇ: ସେନ୍ଥଲ ବାଲାଜୀଙ୍କ ସ୍ତ୍ରୀଙ୍କ ଅଭିଯୋଗ…

ଚେନ୍ନାଇ,୨୬।୬ : ତାମିଲନାଡୁର ଗିରଫ ହୋଇଥିବା ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟରେ ଏକ ଆଫିଡେଭିଟ ଦାଖଲ କରିଛନ୍ତି। ସେ ଅଭିଯୋଗ କରିଛନ୍ତି...

ଦକ୍ଷିଣ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଲା ଭାରତ

ନୂଆଦିଲ୍ଲୀ, ୪।୮: ବନ୍ଧୁ ରାଷ୍ଟ୍ରଗୁଡ଼ିକ ସହ ସୁରକ୍ଷା ସମ୍ପର୍କ ବୃଦ୍ଧି ପାଇଁ ଭାରତ ଚଳିତ ମାସରେ ସାଉଥ୍‌ ଚାଇନା ସି’କୁ ଯୁଦ୍ଧଜାହାଜ ପଠାଇଛି। ଗୋଟିଏ ଗାଇଡେଡ୍‌...

ସମ୍ପତ୍ତି ବାଜ୍ୟାପ୍ତି ନୋଟିସ ପରେ ଭାଗ୍ୟ ବଦଳାଇଲା ଲଟେରି

ଥିରୁଭାନନ୍ତପୁରମ, ୧୫।୧୦: ଭାଗ୍ୟ ବଦଳିବା ପାଇଁ ବେଶି ସମୟ ଲାଗେ ନାହିଁ। କିନ୍ତୁ ଏଥିଲାଗି ଧୈର୍ଯ୍ୟର ଆବଶ୍ୟକତା ରହିଥାଏ। ଭାଗ୍ୟର ବିପର୍ଯ୍ୟୟ ବେଳେ ଲୋକଙ୍କୁ ଦୁଃଖର...

ଇନ୍ଦୋର କରୋନା ସଂକ୍ରମଣର ହଟ୍‌ସ୍ପଟ

ଇନ୍ଦୋର,୧୨।୪: ବାଣିଜି୍ୟକ, ସାମାଜିକ-ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସର୍ବଦା ଜଡ଼ିତ ରହିଆସିଥିବା ଇନ୍ଦୋର ସହର ମଧ୍ୟପ୍ରଦେଶରେ କରୋନା ସଂକ୍ରମଣର ହଟ୍‌ସ୍ପଟ ପାଲଟିଛି। ରାଜ୍ୟରେ ମୋଟ ୩୬ କରୋନା...

ଦୈନିକ ସଂକ୍ରମଣ ଶହେ ତଳେ, ସକ୍ରିୟ ମାମଲା ୨୦୦୦ରୁ କମ୍‌…

ନୂଆଦିଲ୍ଲୀ, ୨୮।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ଉଦ୍ଧବଙ୍କ ଶପଥ ଗ୍ରହଣ ପୂର୍ବରୁ ଲାଗିଲା ବାଲାସାହେବ-ଇନ୍ଦିରାଙ୍କ ପୋଷ୍ଟର

ମୁମ୍ବାଇ,୨୮।୧୧: ମହାରାଷ୍ଟ୍ରରେ ଗତ ମାସେ ହେଲ ଲାଗି ରହିଥିବା ରାଜନୀତି ଡ୍ରାମା ପରେ ଶେଷରେ ଶିବସେନା ନେତା ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ଭାବେ ଗୁରୁବାର ଶପଥ...

Advertisement
Archives

Model This Week