ଜାତୀୟ

କରୋନାରେ ପ୍ରାଣ ହରାଇଲେ ସେନକୋ ଗୋଲ୍ଡ ଚେୟାରମ୍ୟାନ୍‌

କୋଲକାତା,୨୯।୭: ଅଳଙ୍କାର ରିଟେଲିଂ କମ୍ପାନୀ ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡର ଚେୟାରମ୍ୟାନ ଶଙ୍କର ସେନଙ୍କର ପରଲୋକ ଘଟିଛି। ସେ କରୋନାରେ ପ୍ରାଣ ହରାଇଥିବା କମ୍ପାନୀ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।…

ବିବାହ କରୁଛନ୍ତି କି, ଏଣିକି ଜଗିବ ପୋଲିସ

ମନାଲି,୨୯।୭: ହିମାଚଳ ପ୍ରଦେଶର ପର୍ଯ୍ୟଟନ ସହର ମନାଲିରେ ବିବାହ ଉତ୍ସବ ଏବେ ପ୍ରଶାସନ ଏବଂ ପୋଲିସର ତତ୍ତ୍ୱାବଧାନରେ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମନାଲି ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ନିକଟରେ ମନାଲିରେ ଦୁଇଟି କରୋନା ପଜିଟିଭ୍‌ ମାମଲା ସାମ୍ନାକୁ…

ଏୟାରଟେଲ ଚେୟାରମ୍ୟାନ୍‌ଙ୍କ ଦରମା କମିଲା, ଏବେ ପାଇବେ ଏତିକି ଟଙ୍କା

ନୂଆଦିଲ୍ଲୀ,୨୯।୭: ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ଚେୟାରମ୍ୟାନ ସୁନୀଲ ଭାରତୀ ମିତ୍ତଲଙ୍କ ଦରମା ପ୍ୟାକେଜ ତିନି ପ୍ରତିଶତ ହ୍ରାସ ପାଇ ୩୦.୧୩କୋଟିରେ ପହଞ୍ଚିଛି। କମ୍ପାନୀ ଦ୍ୱାରା ପ୍ରକାଶିତ ବାର୍ଷିକ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଏୟାରଟେଲର ଶେୟାର…

୧୨ ଦିନରେ ୫ ଲକ୍ଷ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୨୯।୭: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୧୨ ଦିନ ମଧ୍ୟରେ ଦେଶରେ ୫ ଲକ୍ଷ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ବୁଧବାର ଦେଶରେ…

ଅନୁପ୍ରବେଶ ଉଦ୍ୟମ ପଣ୍ଡ: ୨ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଲା

ଶ୍ରୀନଗର, ୨୯।୭: ଜମ୍ମୁ-କଶ୍ମୀରର ନିୟନ୍ତ୍ରଣ ରେଖାଠାରେ ପୁଣି ୨ ଜଣ ପାକିସ୍ତାନୀଙ୍କ ମୁଣ୍ଡ ଗଡ଼ିଛି। ରାଜୌରୀ ଜିଲାର ନୌସେରା ସେକ୍ଟରରେ ପାକିସ୍ତାନୀମାନେ ନିୟନ୍ତ୍ରଣ ରେଖା ଡେଇଁ ଭାରତରେ ପ୍ରବେଶ କରିବାର ଉଦ୍ୟମ କରୁଥିଲେ। ଭାରତୀୟ ଫରଓ୍ବାର୍ଡ ପୋଷ୍ଟରୁ ନେଇ ସତର୍କ ସୂଚନା…

୨ ଯୁବକଙ୍କୁ ପିଟି ହତ୍ୟା

ଜାମୁଇ,୨୯।୭: ବିହାରର ଜାମୁଇ ଜିଲା ସିମୁଲତାଲା ଥାନା ଅଧୀନରେ ୨ ଯୁବକଙ୍କୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ମଙ୍ଗଳବାର ପୋଲିସ ସୂଚନା ମତାବକ ଯୁବକ ଦ୍ୱୟ ଏକ ଷଣ୍ଢ ଚୋରିକରି ସୋମବାର ରାତିରେ ଟିଲୋନା ଗ୍ରାମରେ ରଖିଥିଲେ। ଗ୍ରାମବାସୀ…

ଜିଦ୍‌ରେ ଅଡ଼ିବସିଲେ ଗେହଲଟ୍‌

ଜୟପୁର,୨୯।୭: ରାଜସ୍ଥାନ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି। ମଙ୍ଗଳବାର ରାଜସ୍ଥାନର ଗେହଲଟ୍‌ ସରକାର ରାଜ୍ୟପାଳ କଲରାଜ୍‌ ମିଶ୍ରଙ୍କୁ ଏକ ପ୍ରସ୍ତାବ ଦେବା ସହ ଜୁଲାଇ ୩୧ରେ ବିଧାନସଭା ଅଧିବେଶନ ଆରମ୍ଭ କରିବା ଲାଗି ଦାବି କରିଛନ୍ତି। ତେବେ ଆସ୍ଥାଭୋଟ ଲୋଡ଼ିବା ନେଇ…

କଶ୍ମୀର ପାଇଲଟ୍‌ ହିଲାଲ୍‌ ପ୍ରଥମେ ଚଳାଇବେ ରାଫାଲ

ଶ୍ରୀନଗର,୨୯।୭: କଶ୍ମୀର ପାଇଲଟ୍‌ ହିଲାଲ୍‌ ଅହମଦ ରାଥର ଫ୍ରାନ୍ସରୁ ଭାରତ ଆସୁଥିବା ଯୁଦ୍ଧବିମାନ ରାଫାଲକୁ ପ୍ରଥମେ ଚଳାଇବେ ବୋଲି ଜଣାପଡ଼ିଛି। ଭାରତୀୟ ବାୟୁସେନାର ଏହି ଅଧିକାରୀ ଏବେ ଫ୍ରାନ୍ସରେ ପ୍ରଶିକ୍ଷଣ ନେଉଛନ୍ତି। ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାର ଏକ ମଧ୍ୟବିତ୍ତ ପରିବାରରେ…

ଯୁବତୀଙ୍କ ଚୁଟି ଘୋଷାରୀ ଥାନା ଭିତରେ ପିଟିଲେ ଅଧିକାରୀ

ସାହେବଗଞ୍ଜ: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଜଣେ ଯୁବତୀଙ୍କୁ ଥାନା ପରିସରରେ ଥାନା ଅଧିକାରୀ ବାଡ଼େଇଛନ୍ତି। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଝାଡ଼ଖଣ୍ଡ ପୋଲିସ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଉକ୍ତ ଥାନା ଅଧିକାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏହି ଘଟଣାକୁ…

ଭାରତ ଆସୁଛି ରାଫାଲ: ବାୟୁରେ ଭରାଯାଉଛି ଇନ୍ଧନ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ,୨୮।୭: ପ୍ରଥମ ପର୍ଯ୍ୟାୟରେ ଫ୍ରାନ୍ସରୁ ଭାରତ ଆସୁଛି ୫ଟି ରାଫାଲ ଯୁଦ୍ଧବିମାନ। ପ୍ରାୟ ୭ ହଜାର କିଲୋମିଟର ପାର କରିବା ପରେ ବୁଧବାର ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡ଼ିକ ଅମ୍ବାଲା ବାୟୁସେନା ଘାଟିରେ ପହଞ୍ଚିବ। ଏହାର ଅବ୍ୟବହିତ ପୂର୍ବରୁ ବାୟୁରେ ଇନ୍ଧନ ଭରିବାର…

ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ ଯୁବକଙ୍କ କପାଳରେ ଚାବି ପୁରାଇ ଦେଲା ପୋଲିସ

ଡେରାଡୁନ, ୨୮।୭: ଉତ୍ତରାଖଣ୍ଡ ପୋଲିସର ସିଟି ପେଟ୍ରୋଲ ୟୁନିଟ୍‌ (ସିପିୟୁ) ପୁଣିଥରେ ଲଜ୍ଜିତ ହୋଇଛି। ଜଣେ ବାଇକ ଚାଳକ ହେଲ୍‌ମେଣ୍ଟ ପିନ୍ଧି ନ ଥିବାରୁ ସିପିୟୁର ଜଣେ ପୋଲିସ ଗାଡ଼ିର ଚାବିକୁ ଯୁବକଙ୍କ କପାଳରେ ପୁରାଇ ଦେଇଛନ୍ତି। ଏହି ଚାଞ୍ଚଲ୍ୟକର ଘଟଣାଟି…

ଆଇଏଏସ୍‌ ପରିଚୟ ଦେଇ ପୋଲିସ କନ୍‌ଷ୍ଟେବଳଙ୍କୁ ପିଟିଲେ, ଆଉ ଧରାପଡ଼ିବା ପରେ

ରାଜସ୍ଥାନର ଭରତପୁର ଅଞ୍ଚଳରୁ ପୋଲିସ ଜଣେ ଠକଙ୍କୁ ପୋଲିସ ଗିରଫ କରିଛି। ସେ ବି ଏମିତି ଯେ, ନିଜକୁ ଆଇଏଏସ୍‌ ଅଫିସର ବୋଲି କହୁଥିଲେ। ବ୍ୟକ୍ତିଜଣଙ୍କ ସମସ୍ତ ସରକାରୀ ସୁବିଧାର ଲାଭ ଉଠାଉଥିଲେ। ଥାନାରେ ପହଞ୍ଚି ପୋଲିସ କର୍ମଚାରୀମାନଙ୍କୁ ଧମକଚମକ ଦେଉଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri