ଜାତୀୟ

ଟିଏମ୍‌ସି କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା

କୋଲକାତା,୧୫।୯: ପଶ୍ଚିମବଙ୍ଗର ମାଲଦା ଜିଲାରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତି ଜଣକ ସୁବୋଧ ପରମାଣିକ। ସେ କାଠ ବ୍ୟବସାୟ କରୁଥିଲେ ଏବଂ ହବିପୁର ଗାଁର ବାସିନ୍ଦା ଥିଲେ। ସୁବୋଧଙ୍କ ମୃତଦେହ ଫାର୍ମ ନିକଟରୁ ମିଳିଥିଲା। ପୋଲିସ…

କଳାକାରଙ୍କ ପାଇଁ ସହଯୋଗର ହାତ ବଢାଇଲା କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ କାରଣରୁ ଅନେକ ଲୋକଙ୍କୁ ଜୀବନ ଜୀବିକା ହରାଇବାକୁ ପଡିଛି । ଏହି ସଙ୍କଟ ସମୟରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ କଳାକାରମାନଙ୍କ ପାଇଁ ସହଯୋଗର ହାତ ବଢାଇଛି । କେନ୍ଦ୍ର ସରକାରଙ୍କ କିଛି ଯୋଜନା ଅଧିନରେ…

ସରକାର ପ୍ରବାସୀ ଶ୍ରମିକଙ୍କ ମୃତଦେହ ନ ଗଣିଲେ ବି ମୃତ୍ୟୁ ତ ଆସିଲା: ରାହୁଲ

ନୂଆଦିଲ୍ଲୀ, ୧୫।୯: ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ ବିରୋଧୀ ଶାସକ ଦଳଙ୍କୁ ଘେରିଛନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ନେଇ କୌଣସି ତଥ୍ୟ ମିଳିନି। ସେଥିପାଇଁ କ୍ଷତିପୂରଣ ମଧ୍ୟ ପ୍ରଦାନ କରାଯାଇ ପାରିନି। ତେବେ ଲକ୍‌ଡାଉନ୍‌ ସମୟରେ…

ଦୁଇଟି ଯୁଦ୍ଧ ପରିସ୍ଥିତିର ସମ୍ମୁଖୀନ ହୋଇପାରେ ଭାରତ

ନୂଆଦିଲ୍ଲୀ,୧୫।୯: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ହ୍ରାସ ପାଇବାର ନାଁ ଧରୁନି। ସୀମାରେ ଉତ୍ତେଜନା ହ୍ରାସ କରିବାକୁ ଦୁଇ ଦେଶ ଉଚ୍ଚ ସ୍ତରୀୟ ଆଲୋଚନା କରୁଥିଲେ ମଧ୍ୟ ତାହା ବିଫଳ ରହିଛି। ସେପଟରେ ପଡୋଶୀ ଦେଶ…

ନୀତୀଶଙ୍କ ଭୟ: ୬ ଥର ମୁଖ୍ୟମନ୍ତ୍ରୀ ହୋଇ ବି ୧୬ ବର୍ଷଧରି ଲଢ଼ି ନାହାନ୍ତି ନିର୍ବାଚନ

ପାଟନା, ୧୫।୯: ଆଗକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏନେଇ ରାଜ୍ୟରେ ରାଜନୈତିକ ସ୍ଥିତି ବେଶ୍‌ ଚଳଚଞ୍ଚଳ ହେବାରେ ଲାଗିଛି। ଜେଡିୟୁ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟର ବିକାଶ ପାଇଁ କହୁ କାର୍ଯ୍ୟ କରିଥିବା କହୁଛନ୍ତି। ତେବେ ବିଧାନସଭା…

ଭାରତୀୟ ଯୁଦ୍ଧ ଜାହାଜରେ ଇନ୍ଧନ ଭରିଲା ଆମେରିକା ନୌସେନା ଟ୍ୟାଙ୍କର

ନୂଆଦିଲ୍ଲୀ,୧୫ ।୯: ଭାରତୀୟ ନୌସେନାର ଯୁଦ୍ଧ ଜାହାଜରେ ସୋମବାର ଏକ ଚୁକ୍ତି ଅଧାରରେ ଉତ୍ତର ଆରବ ସାଗରରେ ଆମେରିକ ନୌସେନାର ଟ୍ୟାଙ୍କର ୟୁଏସ୍‌ଏନ୍‌ଏସ୍ ୟୁକୋନ ଇନ୍ଧନ ଭରିଛି । ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ମିଳିମିଶି କାମ କରିବା ଓ…

ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ମାଗିଲେ ସୁରକ୍ଷା, କୋର୍ଟ ନିର୍ଦ୍ଦେଶ ଦେଲେ ଏମିତି

ଚଣ୍ଡିଗଡ,୧୫।୯: ପଞ୍ଜାବରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ପ୍ରେମିକଙ୍କ ସହ ରହିବା ପାଇଁ ୨ ସନ୍ତାନର ମା’ ହାଇକୋର୍ଟରେ ସୁରକ୍ଷା ମାଗିଛନ୍ତି। ସ୍ବାମୀ ଏବଂ ଶାଶୁଘର ଲୋକଠାରୁ ଧମକ ମିଳୁଥିବାରୁ ସୁରକ୍ଷା ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ତାଙ୍କ…

ଡ୍ରଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯାଉଛି: ଜୟା

ନୂଆଦିଲ୍ଲୀ, ୧୫।୯: ଡଗ୍ସ୍‌ କାରବାର ନେଇ ବଲିଉଡ୍‌କୁ ବଦନାମ କରାଯିବାର ଯୋଜନା କରାଯାଉଛି। ମନୋରଞ୍ଜନ ଶିଳ୍ପ ପ୍ରତିଦିନ ୫ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ଯୋଗାଇ ଦେଇଥାଏ। ଏପରିସ୍ଥଳେ ଏହାକୁ ବଦନାମ୍‌ କରାଯିବା ଅନୁଚିତ ବୋଲି ସଂସଦର ଦ୍ୱିତୀୟ ଦିନରେ ମଙ୍ଗଳବାର…

ସ୍ବାମୀଙ୍କ ପ୍ରେମରେ ବାଧା ସାଜିଥିଲେ ସ୍ତ୍ରୀ, ଆଉ ତା’ପରେ

ଗାଜିଆବାଦ,୧୫।୯: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ବାଧା ହେବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ମୃତଦେହକୁ କେନାଲରେ ଫିଙ୍ଗି ଦେଇଥିଲେ। ତେବେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।…

ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ କରୋନା

ନୂଆଦିଲ୍ଲୀ, ୧୪।୯- ମହାମାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ଏ ନେଇ ସୋମବାର ସେ ଟୁଇଟ କରି ସୂଚନା ଦେଇଛନ୍ତି। ସେ ଟୁଇଟରେ ଉଲ୍ଲେଖ କରିଛନ୍ତି, ହାଲୁକା ଜ୍ୱର ହେବାରୁ ମୁଁ ନିଜର କରୋନା ଟେଷ୍ଟ କରାଇଥିଲି।…

କରେଣ୍ଟ ଲାଗି କଟିଯାଇଥିଲା ୨ ହାତ; ପାଦରେ ଲେଖି ହେଲେ କୃଷି ପର୍ଯ୍ୟବେକ୍ଷକ

ସିକର, ୧୪।୯: ରାଜସ୍ଥାନର ସିକରରେ ରହୁଥିବା ଭରତ ସିଂ ଶେଖାଓ୍ବତଙ୍କୁ ଏବେ ସମସ୍ତେ ବେଶ୍‌ ତାରିଫ କରୁଛନ୍ତି। ମାତ୍ର ୬ ବର୍ଷ ବୟସରେ ଭରତ ଉଚ୍ଚ କ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୨ ହାତ ହରାଇଥିବା ଭରତ ପାଦରେ…

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ କାସ୍ତା କଲୋନୀ ବାସିନ୍ଦା ସନ୍ଦୀପ। ଏଥିସହ ତାଙ୍କ ନିକଟରୁ ପୋଲିସ ଦୁଇ ମୁଣ୍ଡିଆ ବିରଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri