୧୧ ଦିନରେ ୧୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୧୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଦୁଇ ସପ୍ତାହ ଧରି ଦେଶରେ ପ୍ରତିଦିନ ଏକ ହଜାରରୁ ଅଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଗତ ୧୧ ଦିନରେ ଦେଶରେ ୧୦ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତ…
କରୋନାରେ ଜୀବନ ହାରିଲେ ୨୫ ବର୍ଷୀୟ ଯୁବ ଡାକ୍ତର
ନୂଆଦିଲ୍ଲୀ, ୧୫।୯: କରୋନା ଭାଇରସ୍ରେ ଆକ୍ରାନ୍ତ ହୋଇ ଗତ ଏକ ମାସ ଧରି ଲଢ଼େଇ କରି ଶେଷରେ ୨୫ ବର୍ଷୀୟ ଜଣେ ଯୁବ ଡାକ୍ତର ମୃତ୍ୟୁବରଣ କରିଛନ୍ତି। ହରିୟାଣର ଯୁବ ଡାକ୍ତର ବିକାଶ ସୋଲାଙ୍କି କରୋନାରେ ଆକ୍ରାନ୍ତ ହୋଇ ମଙ୍ଗଳବାର ଦିଲ୍ଲୀ…
ପାକିସ୍ତାନ ନିର୍ଦ୍ଦେଶରେ ଭାରତରେ ଗୁଇନ୍ଦାଗିରି କରୁଥିଲେ ଏହି ବ୍ୟକ୍ତି: ଘରେ ଚଢ଼ାଉ କରି ଉଠାଇ ଆଣିଲା ଏନ୍ଆଇଏ
ନୂଆଦିଲ୍ଲୀ,୧୫।୯: ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି(ଏନ୍ଆଇଏ) ଗୁଜରାଟର ଗୋଧରା ଅଞ୍ଚଳରୁ ଗିତେଲୀ ଇମରାନ ଖାନ୍ ନାମକ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡ଼ିଛି। ଇମରାନ୍ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ଦେଶର ସୁରକ୍ଷା ସମ୍ପର୍କିତ ଗୋପନୀୟ…
ଦେଶରେ କ୍ଲିନିକାଲ ଟ୍ରାଏଲ୍ ପର୍ଯ୍ୟାୟରେ ୩ କୋଭିଡ୍-୧୯ ପ୍ରତିଷେଧକ ଟୀକା
ନୂଆଦିଲ୍ଲୀ, ୧୫।୯: ଭାରତରେ କରୋନା ଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରାଣଘାତୀ ଭାଇରସ୍ ଦ୍ୱାରା ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ପଛକୁ ଭାରତ ୨ୟ ସ୍ଥାନରେ ରହିଛି। ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଭାରତୀୟ ଯବାନ ଚାଇନାକୁ ଦେଇଛନ୍ତି କଡ଼ା ଜବାବ: ରାଜନାଥ
ନୂଆଦିଲ୍ଲୀ, ୧୫।୯: ଏଲ୍ଏସିରେ ଭାରତୀୟ ଯବାନ ଚାଇନାକୁ କଡ଼ା ଜବାବ ଦେଇଛନ୍ତି। ଏସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ଲୋକ ସଭାରେ ସୂଚନା ଦେଇଛନ୍ତି। ଜୁନ୍ ୧୫ରେ ଗଲଓ୍ବାନରେ ହୋଇଥିବା ସଂଘର୍ଷରେ ଭାରତୀୟ ଯବାନ ଚାଇନାର ବହୁ କ୍ଷତି କରିଛନ୍ତି।…
ଲଦାଖରେ ଅପ୍ଟିକାଲ ଫାଇବର କେବୁଲ ବିଛାଉଛି ଚାଇନା
ଲେହ, ୧୫।୯: ଏଲ୍ଏସିରେ ଜାଣିଶୁଣି ଚାଇନା ଉତ୍ତେଜନା ସୃଷ୍ଟି କରୁଛି। ଲଦାଖରେ ଚାଇନା ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ଲାଗି ଅପ୍ଟିକାଲ ଫାଇବର କେବୁଲ ବିଛାଉଛି। ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ଗଣମାଧ୍ୟମ ସଂସ୍ଥା ଦି ଟେଲିଗ୍ରାଫ୍ରେ ଏହା ପ୍ରକାଶିତ ହୋଇଛି।…
ବ୍ୟାଙ୍କ ଠକେଇ: ୪ ବର୍ଷରେ ୩୮ ଅଭିଯୁକ୍ତ ଛାଡ଼ିଛନ୍ତି ଦେଶ
ନୂଆଦିଲ୍ଲୀ, ୧୫।୯: ବ୍ୟାଙ୍କ ଠକେଇ ଅଭିଯୋଗରେ ଗତ ୪ ବର୍ଷ ମଧ୍ୟରେ ୩୮ ଅଭିଯୁକ୍ତ ଦେଶ ଛାଡ଼ିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସଂସଦରେ ଏନେଇ ସୂଚନା ଦେଇଛନ୍ତି। ୨୦୧୫ ଜାନୁୟାରୀ ୧ରୁ ୨୦୧୯ ଡିସେମ୍ବର ୩୧ ମଧ୍ୟରେ ଅଭିଯୁକ୍ତମାନେ ଦେଶ…
ଆସନ୍ତା ବର୍ଷ ଜାନୁୟାରୀରେ ମୁକୁଳି ପାରନ୍ତି ଶଶିକଳା
ବେଙ୍ଗାଲୁରୁ,୧୫ ।୯: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତା ଜୟାଲଳିତାଙ୍କ ଅତି ନିକଟତମ କୁହାଯାଉଥିବା ଭିକେ ଶଶିକଳା ବେଙ୍ଗାଲୁରୁର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଜୀବନ କାଟୁଛନ୍ତି । ତେବେ ସେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ ମସିହା ଜାନୁୟାରୀରେ ମୁକୁଳି କାରନ୍ତି ବୋଲି…
ଜୟାଙ୍କୁ ଟାର୍ଗେଟ କଲେ କଙ୍ଗନା
ନୂଆଦିଲ୍ଲୀ,୧୫ ।୯: ସମାଜବାଦୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ତଥା ବଳିଉଡ୍ ନାୟିକା ଜୟା ବଚ୍ଚନ ମଙ୍ଗଳବାର କହିଥିଲେ କି ବଲିଉଡକୁ ବଦନାମ କରିବାକୁ ଯୋଜନା କରାଯାଉଛି । ସେ ଲୋକ ସଭାରେ ଭାରତୀୟ ଜନତା ପାର୍ଟି(ଭାଜପା) ସଦସ୍ୟ ରବି କିଶନଙ୍କୁ…
ସୀମାରେ ଖଣି ମାଫିଆ ଭୟ: ଖୋଳା ଯାଉଛି ସୁଡ଼ଙ୍ଗ
ଯୋଧପୁର, ୧୫।୯: ସୀମାରେ ଭାରତ ପାଇଁ ଚାଇନା ପାକିସ୍ତାନର ବିପଦ ରହିଛି। ତେବେ ଏହାଠାରୁ ଅଧିକ ବପଦ ସୃଷ୍ଟି କରୁଛନ୍ତି ଖଣି ମାଫିଆମାନେ। ରାଜସ୍ଥାନର ଭାରତ ପାକିସ୍ତାନ ସୀମାରେ ଖଣି ମାଫିଆମାନେ ଜିପ୍ସମ୍ ଲୋଭ ଆଶାରେ ୭୦ କିଲୋମିଟର ସୀମା ଅଞ୍ଚଳକୁ…
ବିହାର ବିଧାନସଭା ନିର୍ବାଚନ: ୫୫ ପ୍ରତିଶତ ବିଧାୟକଙ୍କ ବିରୋଧରେ ଆପରାଧୀକ ମାମଲା,୧୬୦ କୋଟିପତି
ପାଟନା, ୧୫।୯: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଦିନ ପାଖେଇ ଆସୁଛି। ରାଜ୍ୟର ବର୍ତ୍ତମାନ ଥିବା ୨୪୦ ବିଧାୟକଙ୍କ ମଧ୍ୟରୁ ୫୫ ପ୍ରତିଶତଙ୍କ ନାମରେ ବିଭିନ୍ନ ଆପରାଧୀକ ମାମଲା ରହିଛି। ଏଭଳି ବିଧାୟକଙ୍କ ସଂଖ୍ୟା ୧୩୬ ଥିବା କୁହାଯାଉଛି। ସେଥିମଧ୍ୟରୁ ୯୪…
କରୋନା ସଙ୍କଟ ସମୟରେ ବଢିଛି ଆତ୍ମହତ୍ୟା ମାମଲା: ରାମଗୋପଳ ଯାଦବ
ନୂଆଦିଲ୍ଲୀ,୧୫ ।୯: କରୋନା ଭାଇରସ ସଂକ୍ରମଣ ବିଶ୍ୱରେ ଅନେକ କ୍ଷତି ଘଟାଇଛି । ସମାଜବାଦୀ ପାର୍ଟିର ରାଜ୍ୟ ସଭା ଏମ୍ପି ରାମଗୋପାଳ ଯାଦବ କହିଛନ୍ତି କରୋନା ସଙ୍କଟ ସମୟରେ ଲୋକେ ବହୁପରିମାଣରେ ଆତ୍ମହତ୍ୟା କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି…
Archives


