Posted inଜାତୀୟ

ନୌସେନାରେ ସାମିଲ ହେଲା କଓ୍ବରାତ୍ତିି

ବିଶାଖାପଟ୍ଟନମ୍‌, ୨୨।୧୦: ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ବଢୁଥିବାବେଳେ ଭାରତ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଲାଗିଛି। ଏହି ମର୍ମରେ ବୁଡ଼ା ଜାହାଜ କଓ୍ବରାତ୍ତିିକୁ ଗୁରୁବାର ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍‌ ସ୍ଥିିତ ନାଭାଲ ଡକୟାର୍ଡରେ ନୌସେନାରେ ସାମିଲ କରାଯାଇଛି। ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରାଓ୍ବଣେ ଏହାକୁ ନୌସେନାରେ ସାମିଲ୍‌ କରିଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ ଏହି ବୁଡ଼ା ଜାହାଜକୁ କୋଲାକାତାର ଗାର୍ଡ଼େନ୍‌ ରିଚ୍‌ ଶିପ୍‌ବିଲ୍ଡର ଆଣ୍ଡ ଇଞ୍ଜିନିୟର ଦ୍ୱାରା ନିର୍ମିତ କରାଯାଇଛି। ଏହା ଶତ୍ରୁ ପକ୍ଷରୁ ବୁଡ଼ା ଜାହାଜକୁ ଚିହ୍ନଟ କରିବା ସହିତ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ। ଏହାଦ୍ୱାରା ଭାରତର ପ୍ରତିରକ୍ଷା ଶକ୍ତି ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ ‘ମେଗା ଭ୍ୟାକ୍ସିନେଶନ ଡ୍ରାଇଭ’

ପାଟନା,୧୭ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୧ ତମ ଜନ୍ମଦିନ ଅବସରରେ ଦେଶର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଶୁକ୍ରବାର ବିହାରର...

ପୁଣି ଅଶାନ୍ତ ପଶ୍ଚିମବଙ୍ଗ: ଭାଜପା ଏମ୍‌ପିଙ୍କ ଉପରକୁ ଆକ୍ରମଣ

କୋଲକାତା,୧।୯: ପୁଣି ଅଶାନ୍ତ ହୋଇପଡିଛି ପଶ୍ଚିମବଙ୍ଗ। ରବିବାର ରାଜ୍ୟର ଉତ୍ତର ୨୪ ପ୍ରଗଣା ଜିଲାରେ ଟିଏମସି କର୍ମୀମାନେ ଭାଜପା ଏମ୍‌ପି ଅର୍ଜୁନ ସିଂହଙ୍କ ଗାଡ଼ି ଭଙ୍ଗାରୁଜା...

ବିହାରରେ ଚାଲିଛି ଶିଶୁ ହତ୍ୟା: ରାବ୍ରୀ

ପାଟନା,୧୮।୬: ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଶାସନରେ ଶିଶୁ ହତ୍ୟା ଚାଲିଛି ବୋଲି ଆର୍‌ଜେଡି ପକ୍ଷରୁ ରାବ୍ରୀ ଦେବୀ ଅଭିଯୋଗ କରିଛନ୍ତି। ରାଜ୍ୟରେ ସ୍ବାସ୍ଥ୍ୟ ସେବା...

‘ପରୀକ୍ଷା ଏବଂ ହିଜାବ ମଧ୍ୟରେ କୌଣସି ଲିଙ୍କ୍‌ ନାହିଁ’

ନୂଆଦିଲ୍ଲୀ,୨୫।୩: “ପରୀକ୍ଷା ସହିତ ହିଜାବର କୌଣସି ଲିଙ୍କ୍‌ ନାହିଁ। ହିଜାବ ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କର ନାହିଁ” ବୋଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ୍‌ ଭି...

ଜେଲ୍‌ରୁ ଫୋନ୍‌ କରିବା ଘଟଣାରେ ଫସିଲେ ଲାଲୁ: ତାଙ୍କ ନାଁରେ ପାଟନାରେ ଏତଲା

ପାଟନା,୨୬।୧୧: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କ ଅଡ଼ୁଆ ଏବେ ବଢ଼ିବାରେ ଲାଗିଛି। ଜେଲ୍‌ରୁ ଭାଜପା ବିଧାୟକ ଲଲନ ପାସୱାନଙ୍କୁ ଫୋନ...

ଚିନ୍ତାରେ ଚନ୍ଦ୍ରାବାବୁ

ଅମରାବତୀ,୨୫।୬: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି(ଟିଡିପି) ମୁଖ୍ୟ ଚନ୍ଦ୍ରାବାବୁଙ୍କ ଅଡୁଆ ବଢି ବଢି ଚାଲିଛି। ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଜଗନ...

ସ୍ତ୍ରୀଙ୍କ ଚରିତ୍ର ଉପରେ ସନ୍ଦେହ କରି ସ୍ବାମୀ ନେଲେ ଏମିତି ନିଷ୍ପତ୍ତି

ଜୟପୁର,୧।୭: ରାଜସ୍ଥାନର ପ୍ରତାପଗଡ ଜିଲାରେ ଏ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଏବଂ ପୁଅ ବନ୍ଧକ ରଖିଥିଲେ। ସେ...

ଚାଷୀ ସମସ୍ୟା ନେଇ ସରକାରଙ୍କୁ ଘେରିଲା କଂଗ୍ରେସ: ଯନ୍ତର ମନ୍ତରରେ ଧାରଣାରେ ବସିଲେ ଅମରିନ୍ଦର-ସିଦ୍ଧୁ

ନୂଆଦିଲ୍ଲୀ,୪।୧୧: ଚାଷୀ ସମସ୍ୟା ନେଇ କଂଗ୍ରେସ ପକ୍ଷରୁ ସରକାରଙ୍କୁ ଘେରିବା ଆରମ୍ଭ ହୋଇଛି। ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ,ନଭଜୋତ ସିଂ ସିଦ୍ଧୁ ଏବଂ ଅନ୍ୟ...

Advertisement
Archives

Model This Week