୧୧ ରାଜ୍ୟର କେସ୍ଠାରୁ ବଳିଗଲା ମହାରାଷ୍ଟ୍ର ପୋଲିସ ଆକ୍ରାନ୍ତଙ୍କ ସଂଖ୍ୟା
ମୁମ୍ବାଇ, ୧୭।୯: ମହାରାଷ୍ଟ୍ର ପୋଲିସରେ କରୋନା ଭାଇରସ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ପୋଲିସ ବିଭାଗରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶର ୧୧ଟି ରାଜ୍ୟର ମୋଟ୍ କେସ୍ଠାରୁ ବଳି ଯାଇଛି। ମହାରାଷ୍ଟ୍ରରେ ଯେତିକି ସଂଖ୍ୟକ ପୋଲିସ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି…
କରୋନା ଆକ୍ରାନ୍ତ ହେଲେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ
ନୂଆଦିଲ୍ଲୀ, ୧୭।୯: କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି। ଭାଜପାର ଏହି ଏମ୍ପି କରୋନା ଆକ୍ରାନ୍ତ ହୋଇଥିବା ନେଇ ଗୁରୁବାର ନିଜେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ‘ଗତ ରାତିରେ…
କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ ହରସିମରତ କୌର ବାଦଲଙ୍କ ଇସ୍ତଫା
ନୂଆଦିଲ୍ଲୀ,୧୭।୯-କୃଷି ଓ କୃଷକ ବିଲ୍କୁ ବିରୋଧ କରି ଗୁରୁବାର କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ ମୋଦୀ ସରକାରରୁ ଇସ୍ତଫା ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷି ସଂକ୍ରାନ୍ତ ଅଣାଯାଇଥିବା ୩ଟି ବିଧେୟକ କୃଷକ ବିରୋଧୀ ହୋଇଥିବା ଦର୍ଶାଇ ଶିରୋମଣି ଅକାଳି ଦଳ…
ଅନ୍ତଃବସ୍ତ୍ରରେ ଲୁଚାଇ ଆଣୁଥିଲେ ୨ କୋଟିର ସୁନା ବିସ୍କୁଟ୍
ଲକ୍ଷ୍ନୌ, ୧୭।୯: ଲକ୍ଷ୍ନୌ କଷ୍ଟମ ବିଭାଗ ଟିମ୍ ସ୍ଥାନୀୟ ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସାଉଦୀ ଆରବରୁ ଆସୁଥିବା ଜଣେ ଯାତ୍ରୀଙ୍କଠାରୁ ୩.୮ କିଲୋଗ୍ରାମର ସୁନା ବିସ୍କୁଟ ଜବତ କରିଛି। ଜବତ ସୁନା ବିସ୍କୁଟର ମୂଲ୍ୟ ୨ କୋଟିରୁ…
ଭାଜପା ନବନିର୍ବାଚିତ ରାଜ୍ୟସଭା ଏମ୍ପି ଗୁରୁତର
ବେଙ୍ଗାଲୁରୁ,୧୭।୯- ନବର୍ନିବାଚିତ ରାଜ୍ୟସଭା ଏମ୍ପି ତଥା କର୍ନାଟକ ଭାଜପା ନେତା ଅଶୋକ ଗାସ୍ତିଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ମହାମାରୀ କରୋନାରେ ଅଶୋକ ଆକ୍ରାନ୍ତ ହେବା ପରେ ତାଙ୍କୁ ସେପ୍ଟେମ୍ବର ୨ରେ ରାଜଧାନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ…
୫୦ ବର୍ଷ ଧରି ବିବାହ କଥାକୁ ଲୁଚାଇ ରଖିଥିଲେ ମୋଦି, ପରେ ଏମିତି ପଡ଼ିଥିଲା ଜଣା
ନୂଆଦିଲ୍ଲୀ,୧୭ା୯: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିବସ। ଆଜିର ଏହି ସ୍ବତନ୍ତ୍ର ଦିନରେ ଆସନ୍ତୁ ଜାଣିବା ମୋଦିଙ୍କ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି କଥା… ସମସ୍ତେ ଜାଣିଥିଲେ ମୋଦି ଅବିବାହିତ। ମାତ୍ର ମୋଦି ପ୍ରକୃତରେ ବିବାହିତ। ତେବେ ମୋଦି…
ଭାରତରେ କେବେ ମିଳିବ କରୋନା ଟିକା: ଉତ୍ତର ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୭ ।୯: କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡିଥିବା ବେଳେ ଏବେ ସମସ୍ତଙ୍କ ନଜର କରୋନା ଟିକା ଉପରେ । ବିଭିନ୍ନ ଦେଶ ଏହା ଉପରେ ବି ଯୋରସୋରରେ କାମ ଚଳାଇଛନ୍ତି । ଭାରତ ମଧ୍ୟ ଏ…
୧୨ ବର୍ଷ ପୂର୍ବରୁ ଅପହରଣ ଓ ହତ୍ୟାର ଶିକାର ହୋଇଥିବା ଯୁବତୀ ଜୀବନ୍ତ ଫେରିଲେ!
ଜାଲୌନ,୧୭ ।୯: ଉତ୍ତର ପ୍ରଦେଶର ଜାଲୌନରେ ୧୨ ବର୍ଷ ପୂର୍ବେ ଜଣେ ଯୁବତୀଙ୍କୁ ଅପହରଣ କରାଯାଇ ହତ୍ୟା କରାଯାଇଥିବା ଖବର ଆସିଥିଲା ଚର୍ଚ୍ଚାକୁ । ଏବେ କିନ୍ତୁ ୧୨ ବର୍ଷ ପୂର୍ବେ ପ୍ରତିପକ୍ଷ କହିଛି ଯୁବତୀ ମୃତ ନୁହେଁ ବରଂ ଜୀବିତ…
କରୋନା ସଙ୍କଟରେ ଦେଶକୁ ଫେରିଛନ୍ତି ୧୪ ଲକ୍ଷରୁ ଅଧିକ ଭାରତୀୟ
ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବା ସମୟରେ ୧୪ ଲକ୍ଷରୁ ଅଧିକ ଭାରତୀୟ ସ୍ବଦେଶ ଫେରିଛନ୍ତି। ଗୁରୁବାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ ଏସମ୍ପର୍କରେ ରାଜ୍ୟ ସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସେ ଏହା…
କରୋନାକୁ ହରାଇଲେ ୧୦୦ ବର୍ଷୀୟା ବୃଦ୍ଧା, ନର୍ସ ପାଳିଲେ ମହୋତ୍ସବ
ଗୁଆହାଟି,୧୭ା୯: କୁହାଯାଏ ରଖେ ହରି ତ ମାରେ କିଏ। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଆହାଟିରେ। ଏଠାକାର ଜଣେ ଶହେ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ସାଧାରଣତଃ ବୟସାଧିକ ଲୋକଙ୍କୁ କରୋନା କବଳିତ କରିଥାଏ। ମାତ୍ର…
ହାଇକୋର୍ଟ ଗଲେ ରକୁଲ
ନୂଆଦିଲ୍ଲୀ, ୧୭ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ସହ ଡ୍ରଗ୍ସ ମାମଲା ଯୋଡି ହୋଇଯିବା ପରେ ଏବେ କେତେଜଣ ସେଲିବ୍ରିଟି ଏହା ମଧ୍ୟକୁ ଚାଲି ଆସିଛନ୍ତି । ନାର୍କୋଟିକ୍ସ କ୍ରାଇମ ବ୍ୟୁରୋ(ଏନ୍ସିବି) ଦ୍ୱାରା ଗିରଫ ହେବା…
୭୨ ଏନ୍କାଉଣ୍ଟରରେ ୧୭୭ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି
ଶ୍ରୀନଗର, ୧୭।୯: ଚଳିତ ବର୍ଷ ଜାନୁୟାରୀରୁ ସେପ୍ଟେମ୍ବର ୧୭ ସୁଦ୍ଧା ଗତ ୯ ମାସ ମଧ୍ୟରେ ଆତଙ୍କବାଦ ବିରୋଧୀ ଅପରେଶନରେ ମିଳିତ ସୁରକ୍ଷାକର୍ମୀଙ୍କୁ ସଫଳତା ମିିଳିଛି। ବର୍ତ୍ତମାନ ସୁଦ୍ଧା ହୋଇଥିବା ୭୨ ଏନ୍କାଉଣ୍ଟରରେ ୧୭୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ…
Archives


