ଜାତୀୟ

ଭାଜପା ବିଜ୍ଞାପନରେ କେବଳ ମୋଦି, ନୀତିଶ ଗାଏବ୍‌

ପାଟନା, ୨୬।୧୦: ଆସନ୍ତା ଅକ୍ଟୋବର ୨୮ରେ ବିହାର ବିଧାନସଭାର ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ହେବ। କିନ୍ତୁ ଏହାର ଠିକ ପୂର୍ବରୁ ଭାଜପା ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲା। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ବିଜ୍ଞାପନରେ କେବଳ ପ୍ରଧାନମନ୍ତ୍ରୀ…

କରୋନା ସଙ୍କଟ ମଧ୍ୟରେ ଟିକାକୁ ନେଇ ରାଜନୀତି କରୁଛି ଭାଜପା: ଉଦ୍ଧବ ଠାକ୍‌ରେ

ମୁମ୍ବାଇ,୨୬।୧୦: ବିହାର ନିର୍ବାଚନ ପାଇଁ ପ୍ରଚାର ଜୋରଦାର ହୋଇଛି। ଶିବସେନାର ବାର୍ଷିକ ଦଶହରା ରାଲି ରବିବାର ଦାଦରର ସାବାର୍କ ଅଡିଟୋରିୟମରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ବିହାର ବିଧାନସଭା ନିର୍ବାଚନରେ ଭାଜପା ଦେଇଥିବା ପ୍ରତିଶ୍ରୁତି ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ…

ଆମେ ଛୋଟ ପିଲା ନୁହେଁ, ବିଭ୍ରାନ୍ତ ହୋଇଯିବୁ: ଓଓ୍ବେସି

ନୂଆଦିଲ୍ଲୀ,୨୫।୧୦: ନାଗରିକ ସଂଶୋଧନ ଆଇନକୁ ନେଇ ଆର୍‌ଏସଏସ ମୁଖ୍ୟ ମୋହନ ଭାଗବତଙ୍କ ବିବୃତିରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଅଲ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ ମୁସଲିମିନ (ଆଇଏଏମଆଇଏମ) ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି। ସେ କହିଛନ୍ତି, ମୁସଲମାନମାନେ ପିଲା ନୁହନ୍ତି ଯେ ସେମାନେ ବିଭ୍ରାନ୍ତ ହୋଇଯିବେ।…

୬୫ ବର୍ଷରେ ଦ୍ୱିତୀୟ ବିବାହ କରିବେ ଦେଶର ପ୍ରଖ୍ୟାତ ଓକିଲ

ପୂର୍ବତନ ସଲିସିଟର ଜେନେରାଲ ତଥା ଦେଶର ଜଣାଶୁଣା ଓକିଲ ହରିଶ ସାଲଭେ ଆସନ୍ତା ସପ୍ତାହରେ ପୁଣି ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସାଲଭେଙ୍କୁ ଏବେ ୬୫ ବର୍ଷ। ୩୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଗତ ମାସରେ ସ୍ତ୍ରୀ…

ନୀତିଶଙ୍କୁ ଜେଲ୍‌ ପଠାଇଦେବାକୁ ଧମକ ଦେଲେ ଚିରାଗ

ପାଟନା,୨୫।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଭୋଟରଙ୍କୁ ହାତେଇବା ପାଇଁ ସମସ୍ତ ଦଳ ଉଦ୍ୟମ କରୁଛି। ରବିବାର ଏକ ରାଲିରେ ପ୍ରଚାର ବେଳେ ଲୋକଜନଶକ୍ତି ପାର୍ଟି (ଏଲଜେପି) ସଭାପତି ତଥା ଏମ୍‌ପି ଚିରାଗ ପାଶୱାନ କହିଛନ୍ତି, କ୍ଷମତାକୁ…

ଆର୍‌ବିଆଇ ଗଭର୍ନରଙ୍କୁ କରୋନା

ନୂଆଦିଲ୍ଲୀ,୨୫।୧୦: ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ନିଜେ ଟୁଇଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେ ହୋମ ଆଇସୋଲେସନରେ ରହି ନିଜ କାର୍ଯ୍ୟ ଜାରି…

ପରଲୋକରେ ଗୁଜୁରାଟୀ ଗାୟକ ମହେଶ କାନୋଡିଆ

ଗାନ୍ଧୀନଗର, ୨୫।୧୦- ଗୁଜୁରାଟୀ ଗାୟକ ତଥା ଭାଜପାର ପୂର୍ବତନ ଏମପି ମହେଶ କାନୋଡିଆଙ୍କ ରବିବାର ପରଲୋକ ହୋଇଯାଇଛି। ୮୩ ବର୍ଷ ବୟସରେ ମହେଶ ଗୁଜୁରାଟର ଗାନ୍ଧୀନଗରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ସେ ଅସୁସ୍ଥତା ଥିଲେ। ଗୁଜୁରାଟର ପାଟନ…

ଡ୍ରଗ୍ସ ମାମଲା: ଟେଲିଭିଜନ ଅଭିନେତ୍ରୀଙ୍କ ସହ ଦୁଇ ଗିରଫ

ମୁମ୍ବାଇ,୨୫ ।୧୦: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାଲାର ଯାଞ୍ଜ କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) । ରବିବାର ଯାଞ୍ଚ ଏଜେନ୍ସି ଦ୍ୱାରା ଆଉ ଏକ ଡ୍ରଗ୍ସ ର‌୍ୟାକେଟର ପର୍ଦ୍ଦଫାଶ ହୋଇଛି…

ଚିରାଗଙ୍କ ପ୍ରତିଶ୍ରୁତି: ଶାସନ କ୍ଷମତା ମିଳିଲେ ତିଆରି କରିବେ ରାମ ମନ୍ଦିରଠାରୁ ବଡ଼ ସୀତା ମନ୍ଦିର

ପାଟନା,୨୫ ।୧୦: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ଅଧ୍ୟକ୍ଷ ଚିରାଗ ପାଶୱାନ ବିହାର ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଅଯୋଧ୍ୟାରେ ନିର୍ବାଣ କରାଯାଉଥିବା ରାମ ମନ୍ଦିରଠାରୁ ବଡ ସୀତାମଢିରେ ସୀତା ମନ୍ଦିର ନିର୍ମାଣ କରାଯିବ ।…

ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବା…

ଚାଲାଣ କାଟିବାରୁ ଟ୍ରାଫିକ୍‌ ପୋଲିସଙ୍କୁ ନିସ୍ତୁକ ପିଟିଲେ ମହିଳା: ଭିଡ଼ିଓ ଭାଇରାଲ

ମୁମ୍ବାଇ, ୨୫।୧୦: ଟ୍ରାଫିକ୍‌ ନିୟମ ନ ମାନୁଥିବା ଅମାନିଆଙ୍କୁ ସୁଧାରିବା ପାଇଁ ଚାଲାଣ କଟାଯାଇଥାଏ। ତେବେ ମୁମ୍ବାଇର ଏଲ୍‌ଟି ମାର୍ଗରେ ଟ୍ରାଫିକ୍‌ ନିୟନ୍ତ୍ରଣ କରୁଥିବା କନଷ୍ଟେବଳ ଏକନାଥ ପୋର୍ଟେଙ୍କୁ ଏଥିପାଇଁ ସଦାବିକା ରମାକାନ୍ତ ତିଓ୍ବାରୀ ନାମ୍ନୀ ଜଣେ ମହିଳା ନିସ୍ତୁକ ମାଡ଼…

ପିଡ଼ିପି କାର୍ଯ୍ୟାଳୟରେ ତ୍ରିରଙ୍ଗା ଲଗାଇବା ପାଇଁ ପ୍ରବେଶ କଲେ ଯୁବକର୍ମୀ

ଜମ୍ମୁ, ୨୫।୧୦: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡ଼ିପି ସଦସ୍ୟା ମେହବୁବା ମୁଫ୍‌ତି ତ୍ରିରଙ୍ଗାକୁ ନେଇ ଦେଇଥିବା ମନ୍ତବ୍ୟ ଯୋଗୁ ଏବେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି। ଜମ୍ମୁରେ ଯୁବକର୍ମୀମାନେ ରବିବାର ପିଡ଼ିପି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ତ୍ରିରଙ୍ଗା ଲଗାଇବାର ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?