ଉତ୍ତରପ୍ରଦେଶରେ ତିଆରି ହେଲା ୩୪ଟି ଅସ୍ଥାୟୀ ଜେଲ
ଲକ୍ଷ୍ନୌ,୨୩।୪: ଉତ୍ତରପ୍ରଦେଶ ସରକାର ରାଜ୍ୟରେ ୩୪ଟି ଅସ୍ଥାୟୀ ଜେଲ ସ୍ଥାପନା କରିଛନ୍ତି। ଲକ୍ଷ୍ନୌର କଶ୍ମୀରି ମୋହଲ୍ଲା ମ୍ୟୁନସିପାଲ ବାଳିକା ଇଣ୍ଟର କଲେଜ ଓ ସହରର ବିଭିନ୍ନ ସ୍କୁଲରେ ଏହି ଅସ୍ଥାୟୀ ଜେଲ ତିଆରି କରାଯାଇଥିବା ସୂଚନା ମିଳିଛି। ଏଠାରେ ୧୫୬ଜଣ...
ଭାରତକୁ ମିଳିବ କରୋନା ଭ୍ୟାକସିନ୍!
ନୂଆଦିଲ୍ଲୀ,୨୩।୪: କରୋନା ଭାଇରସ ଏବେ ବିଶ୍ୱର ପ୍ରାୟ ୨୧୦ ଦେଶକୁ ବ୍ୟାପିଥିବା ବେଳେ ଏବେ ଏହା ଆମେରିକାରେ ସର୍ବାଧିକ ଲୋକଙ୍କ ଜୀବନ ନେଲାଣି। ଏହି ଭାଇରସର ଭ୍ୟାକସିନ୍ ଖୋଜିବା କାମରେ ଏବେ ପ୍ରାୟ ସମସ୍ତ ବିକାଶଶୀଳ ଦେଶ ବ୍ୟସ୍ତ ଥିବା...
କରୋନା ଯୋଦ୍ଧା ଦିନକୁ ୧୮୬ ଟଙ୍କା ପାରିଶ୍ରମିକରେ ଲଗାଉଛନ୍ତି ଜୀବନକୁ ବାଜି
ଭୋପାଳ,୨୩।୪: କରୋନା ଭାଇରସ ସାରା ଦେଶର ଚିନ୍ତାକୁ ବଢାଇ ଚାଲିଥିବା ବେଳେ ଏବେ ଏହାସହ ସିଧାସଳଖ ଲଢୁଥିବା ଲୋକଙ୍କୁ ଆମେ କରୋନା ଯୋଦ୍ଧା ବୋଲି କହୁଛୁ। ହେଲେ ଏହି କରୋନା ଯୋଦ୍ଧା କେତେ ସୁରକ୍ଷିତ ତାହା ବେଳେ ବେଳେ ପ୍ରଶ୍ନବାଚୀ...
କରୋନା ମୁକାବିଲା ପାଇଁ ଆବଶ୍ୟକ ୧୦ ଲକ୍ଷ ଭେଣ୍ଟିଲେଟର: ଭାରତରେ ରହିଛି ୫୦ ହଜାର
ନୂଆଦିଲ୍ଲୀ,୨୩।୪: ଭାରତରେ କରୋନା ସଂକ୍ରମଣ ନେଇ ସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଗୁରୁତର କରୋନା ସଂକ୍ରମିତଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକ ହୋଇଥାଏ। ଏପରିସ୍ଥଳେ ଭାରତରେ ସମ୍ପ୍ରତି ୫୦ ହଜାର ଭେଣ୍ଟିଲେଟର ରହିଛି। କରୋନା ମୁକାବିଲା ଲାଗି ୧୦ ଲକ୍ଷ ଭେଣ୍ଟିଲେଟରର...
ମୋଗା ଜିଲା ହେଲା କରୋନା ମୁକ୍ତ
ମୋଗା,୨୩।୪: ପଞ୍ଜାବରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଗା ଜିଲାରୁ ଆସିଛି ଖୁସି ଖବର। ଉକ୍ତ ଜିଲାରେ ୪ କରୋନା ସଂକ୍ରମିତ ସୁସ୍ଥ ହେବା ପରେ ଏବେ ଏହି ଜିଲା କରୋନା ମୁକ୍ତ ହୋଇଛି ବୋଲି ଗୁରୁବାର ଘୋଷଣା...
କରୋନା ପଢ଼ାଇବ ସମାନୁଭୂତିର ଗଣିତ
ନୂଆଦିଲ୍ଲୀ,୨୩ା୪: ଆମେ ସମସ୍ତେ ଏକ। ବର୍ତ୍ତମାନର କୋଭିଡ୍-୧୯ ମହାମାରୀ ଏ ବିଷୟକୁ ସିଦ୍ଧ କରିବା ଲାଗି ସଚେତନତା ଜଗାଉଛି। ଏହି ସଙ୍କଟ ଟଳିଯିବା ପରେ ସମାନୁଭୂତି, ଅନୁକମ୍ପା ଓ ଦୟାଭାବ ଆଦି ସକାରାତ୍ମକ ବିଷୟରେ ସ୍କୁଲରେ ଶିକ୍ଷା ଦିଆଯିବା ଉଚିତ।...
ମେ ୨୨ ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ୭୫ ହଜାର ଟପିପାରେ
ନୂଆଦିଲ୍ଲୀ,୨୩ା୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ଟପିଲାଣି। ପ୍ରାୟ ୬୫୦ ଲୋକଙ୍କ ଜୀବନ ଗଲାଣି। ଗତ କିଛିଦିନର ସ୍ଥିତିକୁ ଦେଖିଲେ ସଂକମ୍ରିତ ଓ ମୃତକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ହେଲେ ଏହି ମହାମାରୀ ମେ ମାସ...
ଗଣତନ୍ତ୍ର ବିରୋଧରେ ସମ୍ଭ୍ରାନ୍ତଙ୍କ ବିଦ୍ରୋହ
ନୂଆଦିଲ୍ଲୀ,୨୩ା୪: ଜୋସ୍ ଓର୍ଟେଗା ଓ୍ବାଇ ଗାସେଟ୍ ହେଉଛନ୍ତି (୧୮୮୩-୧୯୫୫) ବିଂଶ ଶତାବ୍ଦୀର ବହୁଳ ଭାବେ ବିସ୍ମୃତ ବିଚାରକ। ସ୍ପେନ୍ର ଏହି ରୂଢ଼ି ବିରୋଧୀ ଦାର୍ଶନିକଙ୍କ ସବୁଠୁ ଉତ୍କୃଷ୍ଟ ସାମାଜିକ ବିଜ୍ଞାନ କୃତି ‘ଦି ରିଭୋଲ୍ଟ ଅଫ୍ ଦି ମାସେସ୍’ରେ ବିଶ୍ୱକୁ...
ସ୍ବାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ହେବ ୭ବର୍ଷ ଜେଲ୍ ଦଣ୍ଡ: ମୋଦି ସରକାର ଆଣିଲେ ଅଧ୍ୟାଦେଶ
ନୂଆଦିଲ୍ଲୀ,୨୨।୪: କରୋନା ଭାଇରସ୍ ମହାସଙ୍କଟ ମଧ୍ୟରେ ଦେଶର ଡାକ୍ତର ଓ ନର୍ସଙ୍କ ଉପରେ କିଛି ଦିନରୁ ଆକ୍ରମଣ ହେଉଥିବା ଘଟଣା ସାମ୍ନାକୁ ଆସୁଛି। ଏହାକୁ ଦୃଷ୍ଟିରେ ରଖି କରୋନା ଯୋଦ୍ଧାଙ୍କ ସୁରକ୍ଷା ଲାଗି ମୋଦି ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି।...
ରିଲାଏନ୍ସ୍ ଜିଓ ସହିତ ୪୩,୫୭୪ କୋଟିର ଚୁକ୍ତି କଲା ଫେସ୍ବୁକ୍: ୨୧ କୋଟିରୁ ଅଧିକ କ୍ଷୁଦ୍ର-ମଧ୍ୟମ ଭାରତୀୟ ବ୍ୟବସାୟୀ ହେବେ ଉପକୃତ
ନୂଆଦିଲ୍ଲୀ,୨୨।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଦେଖାଦେଇଥିବା ବେଳେ ଫେସ୍ବୁକ୍ ଏବଂ ରିଲାଏନ୍ସ୍ ଜିଓ ମଧ୍ୟରେ ଏକ ବଡ଼ ଧରଣର ବ୍ୟବସାୟିକ ଚୁକ୍ତି ହୋଇଛି। ଚୁକ୍ତି ଅନୁସାରେ ରିଲାଏନ୍ସ୍ ଜିଓର ୯.୯୯ ପ୍ରତିଶତ ଅଂଶଧନ ଫେସ୍ବୁକ୍ ଅଧିଗ୍ରହଣ...
୮ ଦିନରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଛୁଇଁଲା: ୩୦୧ ମୃତ
ନୂଆଦିଲ୍ଲୀ,୨୨।୪: ଭାରତରେ କରୋନା ସଂକ୍ରମଣ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି। ଲକ୍ ଡାଉନ୍ ଜାରି ସତ୍ତ୍ୱେ ଏପ୍ରିଲ୍ ୧୪ରୁ ୨୨ ଗତ ୮ ଦିନ ମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୪.୭୫ ପ୍ରତିଶତରୁ ୧୭.୪୮ ପ୍ରତିଶତକୁ ବୃଦ୍ଧି...
ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା: ଜଣେ କର୍ମଚାରୀ ପଜିଟିଭ୍
ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ସେ ଏପ୍ରିଲ୍ ୧୫ରେ ଅଫିସ ଆସିଥିଲେ। ଏପ୍ରିଲ୍ ୨୧ରେ ତାଙ୍କର ନମୁନା...
Archives


